drowning death - The Sakala
ସୋସିଆଲ ମିଡିଆରେ ଭାଇରାଲ୍ 'ବାଳକାଟି ସାଇଫନ୍' ନେଲା ବିଜେବି ଛାତ୍ରଙ୍କ ଜୀବନ
ରାଜଧାନୀ ଉପକଣ୍ଠସ୍ଥ ବାଳକାଟି ସାଇଫନ୍ରେ ଏକ ଅଭାବନୀୟ ଘଟଣା ଘଟିଛି। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ସ୍ଥାନକୁ ବୁଲିବାକୁ ଯାଇ ଭାର୍ଗବୀ ନଦୀରେ ବୁଡ଼ି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ପିଜି ଛାତ୍ରଙ୍କର ମୃତ୍ୟୁ ଘଟିଛି।
ମୃତ ଛାତ୍ର ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ମନ୍ତ୍ରୀପଡା ଗ୍ରାମର ଏସ.କେ. ମହମଦ ଅଲ୍ଲୀଙ୍କ ପୁଅ ଏସ.କେ. ଇସାଦ ଅଲ୍ଲୀ। ସୂଚନା ଅନୁଯାୟୀ, ଗୁରୁବାର କଲେଜ ପରୀକ୍ଷା ସରିବା ପରେ ଇସାଦ ନିଜର ୮ ଜଣ ସାଙ୍ଗଙ୍କ ସହ ୨ଟି ଗୋଷ୍ଠୀରେ ବାଳକାଟି ସାଇଫନ୍ ବୁଲିବାକୁ ଯାଇଥିଲେ। ସେମାନେ ପିପିଲି ଥାନା ଅଧୀନସ୍ଥ ପୁବାଶାସନ ପାର୍ଶ୍ଵରେ ଗାଡ଼ି ରଖି ଭାର୍ଗବୀ ନଦୀ ନିକଟକୁ ଯାଇଥିଲେ। ସେଠାରେ କିଛି ଛାତ୍ର ଇନଷ୍ଟାଗ୍ରାମ୍ ରିଲ୍ସ କରୁଥିବା ବେଳେ ୪ ଜଣ ଛାତ୍ର ନଦୀକୁ ଗାଧୋଇବାକୁ ଡେଇଁଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ସୁରକ୍ଷିତ ଭାବେ କୂଳକୁ ଫେରି ଆସିଥିଲେ ମଧ୍ୟ ପ୍ରଖର ସ୍ରୋତରେ ଇସାଦ ଭାସିଯାଇ ନିଖୋଜ ହୋଇଯାଇଥିଲେ।
ଉଦ୍ଧାର କାର୍ଯ୍ୟ ଓ ପୋଲିସର ପଦକ୍ଷେପ
ଘଟଣା ସମ୍ପର୍କରେ ଖବର ପାଇ ବାଳକାଟି ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ଜେନା, ପିପିଲି ଓ ବାଲିଅନ୍ତା ଅଗ୍ନିଶମ ବାହିନୀ ଏବଂ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଏକ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଇସାଦଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପିପିଲି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ସୋସିଆଲ ମିଡିଆ ରିଲ୍ସ ସାଜିଛି କାଳ
ନିକଟ ଅତୀତରେ ବାଳକାଟି ସାଇଫନ୍ ଏକ ପର୍ଯ୍ୟଟନ କେନ୍ଦ୍ର ଭଳି ସୋସିଆଲ ମିଡିଆ, ବିଶେଷକରି ଇନଷ୍ଟାଗ୍ରାମରେ ଟ୍ରେଣ୍ଡ କରୁଛି। ୟୁଟ୍ୟୁବର ଓ ଯୁବପିଢ଼ି ଏଠାରେ ଭିଡ଼ ଜମାଇବା ସହ ବିପଦଜ୍ଜନକ ଅବସ୍ଥାରେ ରିଲ୍ସ ନିର୍ମାଣ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ବାରଣ ଓ ପୋଲିସର ତାଗିଦ୍ ସତ୍ତ୍ୱେ ଅମାନିଆ ଯୁବପିଢ଼ି ଏହାକୁ ଖାତିର କରୁନାହାନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଏହି ବିପଦସଙ୍କୁଳ ସ୍ଥାନରେ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କର ବୁଡ଼ି ମୃତ୍ୟୁ ହୋଇସାରିଥିବା ସୂଚନା ରହିଛି।
ଏହି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତଥା ସାଙ୍ଗସାଥୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଧନଜୀବନ ରକ୍ଷା କରିବା ପାଇଁ ପ୍ରଶାସନ ତୁରନ୍ତ ଏହି ସ୍ଥାନରେ ବିପଦ ସଙ୍କେତ ସୂଚନା ଫଳକ ଲଗାଇବାକୁ ସାଧାରଣରେ ଦାବି ହୋଇଛି। ଏଥିସହ ବେଆଇନ ଭାବେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଭାଇରାଲ୍ ଭିଡିଓଗୁଡ଼ିକୁ ସୋସିଆଲ ମିଡିଆରୁ ହଟାଇବା ଏବଂ ପୋଲିସ ପେଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରିବାକୁ ଜନସାଧାରଣ ଅନୁରୋଧ କରିଛନ୍ତି।
ପୁରୀ ସମୁଦ୍ରରେ ଗାଧୋଇବା ହେଲା କାଳ, ଚାଲିଗଲା ମା'-ପୁଅଙ୍କ ଜୀବନ
ପୁରୀ: ପୁଣି ସମୁଦ୍ରରେ ଅଘଟଣ। ସମୁଦ୍ର ସ୍ନାନ ହେଲା କାଳ। ସମୁଦ୍ର ସ୍ନାନ ବେଳେ ଚାଲିଗଲା ମା' ପୁଅଙ୍କର ଜୀବନ। ମୃତକ ହେଉଛନ୍ତି ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର କୁସୁମ ଗୁପ୍ତା ଓ ଅଙ୍କିତ ଗୁପ୍ତା । ପୁରୀ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର। ଘଟଣାସ୍ଥଳରେ ପୁରୀ ଏସପି ଓ ଥାନା ଅଧିକାରୀଙ୍କ ତଦନ୍ତ ଜାରି।‌
ସୂଚନା ଅନୁସାରେ, ପରିବାର ଲୋକଙ୍କ ସହ କୁସୁମ ଓ ଅଙ୍କିତ ପୁରୀ ଚକ୍ରତୀର୍ଥ ରୋଡ ପିଙ୍କ ହାଉସ ନିକଟ ସମୁଦ୍ରରେ ଗାଧୋଉଥିଲେ । ଏକ ବଡ଼ ଲହଡ଼ି ସାଙ୍ଗକୁ ରିପ କରେଣ୍ଟରେ ପଡ଼ି କୁସୁମ ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ମା’ଙ୍କୁ ବଞ୍ଚାଇବାକୁ ଯାଇ ପୁଅ ଅଙ୍କିତ ସମୁଦ୍ର ଭିତରକୁ ଯିବାରୁ ସେ ମଧ୍ୟ ରିପ୍ କରେଣ୍ଟରେ ପଡ଼ି ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ପରିବାରର ଅନ୍ୟ ସଦସ୍ୟ ମାନେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା ପ୍ରାଇଭେଟ୍ ଲାଇଫ ଗାର୍ଡ ଓ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଇ ଦୁଇଜଣ ମା’ ପୁଅଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ। କିନ୍ତୁ ହସ୍ପିଟାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ
ଜଳେଶ୍ବର: ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବଡାସ ଗାଁରେ ଘଟିଯାଇଛି। ଘର ବାହାରେ ଖେଳୁଥିଲା ବେଳେ ଦୁଇ ନାବାଳିକା ଭଉଣୀ ଘର ପାଖ ପୋଖରୀରେ ବୁଡି ଯାଇଥିଲେ। ଏହି ଦୁଃଖଦ ଖବର ପରେ ସମଗ୍ର ଗ୍ରାମରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ପାଣିରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ
କଳାହାଣ୍ଡି: ପାଣିରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ। କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁଞ୍ଚିପଦର ଗାଁରେ ଅଘଟଣ। ଗାଁ ମୁଣ୍ଡ ପୋଖରୀକୁ ଗାଧୋଇବକୁ ଯାଇଥିବାବେଳେ ପାଣିରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ସୂଚନା। ଘଟଣା ସ୍ଥଳରେ ଓଡ୍ରାଫ ଟିମ ପହଞ୍ଚି ଉଦ୍ଧାର କରିଥିବା ବେଳେ ଜଣଙ୍କର ବୟସ ୯ ଓ ଅନ୍ୟଜଣଙ୍କର ବୟସ ୧୨ ବର୍ଷ ବୋଲି ଜଣାପଡିଛି।
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶ ଲୁଲୁଙ୍ଗ ଅଞ୍ଚଳରେ ଗାଧୋଇବାକୁ ଯାଇ ତିନିଜଣ ବୁଡ଼ିଯିବା ଭଳି ଦୁଃଖଦ ଘଟଣା ଘଟିଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୨ଜଣଙ୍କ ମୃତ ଦେହକୁ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ରହିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ୍‌ ମେଡିକାଲକୁ ପଠାଇଛି। ମୃତକ ଦ୍ବୟ ବାରିପଦା ଭଞ୍ଜପୁର ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ନୟାଗଡ଼: ନୟାଗଡ଼ ଜିଲ୍ଲା ଗୋଡ଼ିବିଡ଼ା ଗ୍ରାମରେ ପୋଖରୀରେ ବୁଡ଼ି ତିନି ଜଣ ନାବାଳକଙ୍କର ମୃତ୍ୟୁ ଘଟିଛି । ପୋଖରୀରେ ଗାଧୋଉଥିବାବେଳେ ତିନି ନାବାଳକ ବୁଡି ଯାଇଥିଲେ। ମୃତକ ହେଲେ ଗୋଡ଼ିବିଡ଼ା ଗାଁର ବିଜୟ ନାୟକଙ୍କ ୧୦ ବର୍ଷର ପୁଅ ଉମାକାନ୍ତ, ନୂ ଖାଲମଡ଼ା ଗାଁର ପ୍ରଦୀପ ପ୍ରଧାନଙ୍କ ୧୧ ବର୍ଷର ପୁଅ ରିତେଶ ଏବଂ ପୋଡ଼ାସାହି ଗାଁର କାଳୁ ଖିଲାରଙ୍କ ୧୨ ବର୍ଷର ପୁଅ ଶୁଭ । ସେମାନେ ୩ ଜଣ ସମ୍ପର୍କୀୟ ଭାଇ ଅଟନ୍ତି । ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡି ଯାଇଥିଲେ। ଗ୍ରାମବାସୀ ୩ଶିଶୁଙ୍କୁ ପାଣିରୁ ଉଦ୍ଧାର କରି ଦଶପଲ୍ଲା ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ୩ ଶିଶୁଙ୍କୁ ମୃତ ଘୋଷଣା କରିଛନ୍ତି ।
ପାଣି ଭର୍ତ୍ତି ଡେକଚିରେ ବୁଡ଼ି ଶିଶୁକନ୍ୟା ମୃତ
ବୌଦ୍ଧ: ପାଣିରେ ବୁଡି ୨ ବର୍ଷର ଶିଶୁ କନ୍ୟା ମୃତ। ମୃତ ଶିଶୁକନ୍ୟା ସାନବାଗବର ଗ୍ରାମର କାଜଲ ମହାକୁଡ। ଖେଳୁଥିବା ବେଳେ ପାଣି ଭର୍ତ୍ତି ଡେକଚିରେ ବୁଡ଼ି ମୃତ୍ୟୁ ଘଟିଛି। ଅସାବଧାନତା ଯୋଗୁଁ ପାଣିରେ ବୁଡି ଯାଇଥିବା ସୂଚନା । ଘଟଣାର ଅଧିକ ତଦନ୍ତ କରୁଛି ବୌଦ୍ଧ ଆଦର୍ଶ ଥାନା ପୁଲିସ ।
ଭୁବନେଶ୍ୱର: କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଉଭୟଙ୍କ ବୟସ ୧୫ ବର୍ଷ ବୟସ ହେବ ବୋଲି ଜଣାପଡ଼ିଛି । ବାଲିଅନ୍ତା ଥାନା ରଙ୍ଗବଜାରରେ ଟ୍ୟୁସନ ସାର୍‌ଙ୍କ ସହ ସରସ୍ୱତୀ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ୨ ଛାତ୍ରଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ସଲିଳ ସମାଧି
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଏକତାଳି ଗ୍ରାମରେ ଅଘଟଣ। ପୋଖରୀରେ ବୁଡ଼ି ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ଗଣେଶ୍ବର ବେହେରା ଓ ଶୁଭମ ବେହେରା।ବଡଓଷା ଉପଲକ୍ଷେ ଆଜି ସକାଳୁ ଗ୍ରାମ ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଆସିଥିଲେ। ଅସାବଧାନତା ବସତ ଦୁଇ ଭାଇ ବୁଡି ଯାଇଥିଲେ। ଘରକୁ ଫେରିବାରୁ ବିଳମ୍ବ ହେବାରୁ ପରିବାରଲୋକେଙ୍କ ସମେତ ସ୍ଥାନୀୟଲୋକେ ମଧ୍ୟ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ପୋଖରୀ ପାଖରେ ଉଭୟଙ୍କର ଚପଲ ପଡିଥିବା ଦେଖି ସ୍ଥାନୀୟଲୋକେ ପୋଖରୀ ଭିତରେ ପଶି ଖୋଜିବା ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ସ୍ଥାନୀୟଲୋକଙ୍କ ଦ୍ବାରା ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାକୁ ନେଇ ସମଗ୍ର ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ଗାଧୋଇବାକୁ ଯାଇଥିବାବେଳେ ଅଘଟଣ, ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ୍ୟୁ
ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଖରାସାହାପୁର ଗ୍ରାମର ଦୁଇ ଭଉଣୀ ଗାଧୋଇବାକୁ ଯାଇଥିବାବେଳେ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ସେହି ଗ୍ରାମର ମାନସ ବେହେରାଙ୍କ ଦୁଇ ଝିଅ ରାଜଲକ୍ଷ୍ମୀ ଏବଂ ଭାଗ୍ୟଲକ୍ଷ୍ମୀ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଇବାବେଳେ ଉଭୟଙ୍କ ଗୋଡ଼ ଖସି ଯିବାରୁ ପୋଖରୀରେ ବୁଡି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ପରେ ପୋଖରୀରୁ ଉଭୟଙ୍କୁ ଉଦ୍ଧାରକରି ସୋର ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଦୁଇଜଣଙ୍କ ମୃତ୍ୟୁ
ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଗାଧେଇବା ସମୟରେ ବୁଡି ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଦୁଇଜଣଙ୍କ ପରିଚୟ ଏବେ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବିଭାଗ ଦ୍ଵାରା ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ପୋଖରୀରେ ବୁଡି ଦୁଇ ନାବାଳକ ମୃତ
ଗଞ୍ଜାମ: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବଡ ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳକ ମୃତ । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ପଂଚମା ଗାଁରେ ଖେଳି ଯାଇଛି ଶୋକର ଛାୟା। ଆଜି ଗଣେଶଙ୍କ ବିଗ୍ରହ ବିସର୍ଜନ କରିଲା ବେଳେ ଘଟିଛି ଏପରି ଏକ ଅଘଟଣ। ମୂର୍ତ୍ତି ବିସର୍ଜନର କିଛି ସମୟ ପୂର୍ବରୁ ଯିଏ ଡିଜେର ତାଳେ ତାଳେ ନାଚୁଥିଲା ଏବେ ସେ ଶଲିଳ ସମାଧୀ ପାଲଟି ଯାଇଛନ୍ତି। ପୋଖରୀରେ ବୁଡି ଚାଲିଯାଇଛି ଦୁଇ ନାବାଳକଙ୍କ ଜୀବନ। ମୃତକ ହେଲେ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପୁଅ ସୌମ୍ୟ ପ୍ରଧାନ ଓ ବିନୋଦ ସେଠୀଙ୍କ ପୁଅ ଆଦିତ୍ୟ ସେଠୀ । ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି ।
ଗ୍ରାମର ପାତାଳେଶ୍ୱର ମନ୍ଦିରନିକଟରେ ଥିବା ପୋଖରୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଘଟିଥିଲା ଏହି ଅଘଟଣ। ଗ୍ରାମର କିଛି ପିଲା ମୂର୍ତ୍ତି ବିସର୍ଜନ କରି ଆସିବା ପରେ ପୁଣି ଥରେ ପୋଖରୀକୁ ଯାଇଥିଲେ ଗାଧେଇବା ପାଇଁ, ଯାହା ଫଳରେ ଘଟିଲା ଏହିପରି ଅଘଟଣ। ଅସାବଧାନତା କାରଣରୁ ଦୁଇ ଜଣ ନାବାଳକ ପାଣିରେ ଭାସିଯାଇଥିଲେ । ଆଉ ଶେଷରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଦୁଇ ଜଣ ପଂଚମା ଗ୍ରାମର ଏବଂ ଉଭୟଙ୍କ ବୟସ ମାତ୍ର ୧୨ ବର୍ଷ। ହସ ଖୁସିରେ ଗଣେଶଙ୍କୁ ବିଦାୟ ଦେବାକୁ ଯାଇଥିଲେ ଗାଁର ପିଲାମାନେ। ହେଲେ ନିମିଷକରେ ସେମାନଙ୍କ ଖୁସିକୁ ଢାଙ୍କି ଦେଇଥିଲା ଦୁଃଖର କଳା ବାଦଲ।