WIvIND - The Sakala

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ବାଦ ପଡ଼ିଲେ ବିରାଟ ଓ ବୁମରା, ଦୀର୍ଘ ବର୍ଷ ପରେ ଫେରିଲେ ଆର୍‌ ଅଶ୍ୱିନ
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାିଛି। ବିସିସିଆଇ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ତେବେ ଏହି ସିରିଜ୍‌ରୁ ବାଦ୍‌ ପଡିଛନ୍ତି ବିରାଟ କୋହଲି। ଏଥିସହ ଯଶପ୍ରୀତ ବୁମ୍ରାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇନାହିଁ। ତାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-ଟ୍ୱେଣ୍ଟି ସିରିଜ୍ ଜୁଲାଇ ୨୯ରୁ ଆରମ୍ଭ ହେବ। ଏଥିରେ ୫ଟି ମ୍ୟାଚ୍‌ ଖେଳାଯିବ। ତେବେ ଏହା ପୂର୍ବରୁ ଦିନିକିଆ ସିରିଜ୍ ଖେଳାଯିବ। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୨୨ରେ ଖେଳାଯିବ।

ଘୋଷଣା ହୋଇଥିବା ୧୮ ଜଣ ଖେଳାଳୀଙ୍କ ନାଁ ଗୁଡିକ ହେଲା – ରୋହିତ ଶର୍ମା ( ଅଧିନାୟକ), ଇଶାନ କିଷନ, କେଏଲ୍‌ ରାହୁଲ, ସୁର୍ଯକୁମାର ଯାଦବ, ଦୀପକ ହୁଡ଼ା, ଶ୍ରେୟାସ ଆୟର, ଦିନେସ କାର୍ତ୍ତିକ, ଆର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ,  ଆର ଅଶ୍ବିନ, ରବି ବିଶ୍ନୋଇ, କୁଲଦୀପ ଯାଦବ, ଭୁବନେଶ୍ବର କୁମାର, ଆଭେଶ ଖାନ୍‌, ହର୍ଷଲ ପଟେଲ, ଅର୍ଶଦୀପ ସିଂହ ।

କେଏଲ୍‌ ରାହୁଲ ଓ କୁଲଦୀପ ଯାଦବ ଟିମ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି। ଉଭୟ କେବଳ ଫିଟନେସ୍ ପରୀକ୍ଷା ପରେ ଦଳରେ ସ୍ଥାନ ପାଇବେ।  ଏହି ଟି-ଟ୍ୱେଣ୍ଟି ସିରଜ୍‌ରେ ଆର୍‌ ଅଶ୍ୱିନ୍‌ ମଧ୍ଯ ଦଳକୁ ଫେରିଛନ୍ତି। ଟି–ଟ୍ୱେଣ୍ଟି ୱାର୍ଲ୍ଡକପ୍‌ ପରେ ଆର୍‌ ଅଶ୍ୱିନଙ୍କୁ ଟି- ୨୦ ଦଳରେ ଚୟନ କରାଯାଇ ନ ଥିଲା।