precaution dose - The Sakala

ଭୁବନେଶ୍ବରରେ ଆସନ୍ତା କାଲିଠାରୁ ୩ଟି ସପିଂ ମଲରେ ଦିଆଯିବ ପ୍ରିକସନ ଡୋଜ
ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମରେ ଟିକାକେନ୍ଦ୍ର ସଂଖ୍ୟା ପୁଣି ବୃଦ୍ଧି କରାଯାଇଛି।  ଭୁବନେଶ୍ୱରରେ ଟିକାଦାନ କେନ୍ଦ୍ର ୨୭ରୁ ୩୨କୁ ବୃଦ୍ଧି ହୋଇଛି। ଆସନ୍ତା କାଲି ଠାରୁ ସପିଂ ମଲରେ ହେବ ଟିକାକେନ୍ଦ୍ର।  ପ୍ରଥମ ପର୍ଯ୍ଯାୟରେ ୩ଟି ସପିଂ ମଲରେ ମିଳିବ ଏହି ସୁବିଧା । କେବଳ ୧୮ରୁ୫୯ ବୟସ ବର୍ଗଙ୍କ ପ୍ରିକସନ ଡୋଜ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଏ ନେଇ ବିଏମସି ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ରୁଦ୍ରପୁର ସ୍ଥିତ ସିମ୍ଫୋନି ମଲ, ପାତ୍ରପଡା ସ୍ଥିତ ଡି ଏନ ରେଗାଲିଆ ଓ ରସୁଲଗଡ଼ ସ୍ଥିତ ଏସପ୍ଲାନେଡ଼ ମଲରେ ହେବ ଟିକାକେନ୍ଦ୍ର ।  ସକାଳ ୧୦ଟା ଠାରୁ ମଧ୍ୟାହ୍ନ ୧ଟା ଓ ଅପରାହ୍ଣ ୩ଟା ଠାରୁ ୫ଟା ପର୍ଯ୍ଯନ୍ତ କାଲିଠାରୁ ଏହି ସୁବିଧା ଉପଲବ୍ଧ ହେବ।  ପ୍ରିକସନ ଡୋଜ ପାଇଁ ଆଜି ରାତି ୭ଟା ୩୦ମିନିଟ ଠାରୁ ଅନଲାଇନରେ ହେବ ସ୍ଲଟ ବୁକିଂ।

୧୮ ରୁ ଅଧିକ ବୟସ ବର୍ଗଙ୍କୁ ମାଗଣାରେ ମିଳିବ ପ୍ରିକସନ ଡୋଜ୍‌
ନୂଆଦିଲ୍ଲୀ: ୧୮ ରୁ ଅଧିକ ବୟସ ବର୍ଗଙ୍କୁ ଜୁଲାଇ ୧୫ରୁ ମାଗଣାରେ ମିଳିବ ପ୍ରିକସନ ଡୋଜ୍‌। ଏହି ପ୍ରିକସନ ଡୋଜ୍‌ ସମସ୍ତ ସରକାରୀ ଟିକା କେନ୍ଦ୍ରରେ ମାଗଣାରେ ମିଳିବ । ୭୫ ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି। ଆଜାଦି କା ଅମୃତ କାଲ ଅବସରରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।