Samantha - The Sakala

ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ଫଟୋ ସେୟାର୍‌ କଲେ ସାମନ୍ଥା
ସାଉଥ୍‌ ଇଣ୍ଡଷ୍ଟ୍ରୀର ଆଗଧାଡ଼ିର ନାୟିକା ସାମନ୍ଥା ରୁଥ୍‌ ପ୍ରଭୁ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଭାଲେଣ୍ଟାଇନ୍ସ ଡେ’ ଅବସରରେ ସାମନ୍ଥା ଇନ୍‌ଷ୍ଟାଗ୍ରାମ୍‌ରେ କିଛି ଫଟୋ ସେୟାର୍‌ କରିଥିଲେ। ଯେଉଁଥିରେ ତାଙ୍କୁ ଅନ୍ୟ ଜଣକ ସହ ଦେଖାଯାଇଥିଲା। ତାଙ୍କର ଏହି ଫଟୋଗୁଡ଼ିକ ଲାଲ୍ ଥିଲା। କିନ୍ତୁ ଏହି ଫଟୋଗୁଡ଼ିକ ମଧ୍ୟରେ ଗୋଟିଏ ଫଟୋରେ ସାମନ୍ଥା ଲାଲ୍‌ ରଙ୍ଗର ଡ୍ରିଙ୍କ ଧରିଥିବାବେଳେ ତାଙ୍କ ସମ୍ମୁଖରେ ମିଷ୍ଟ୍ରିମ୍ୟାନ୍‌ ଜଣକ ମଧ୍ୟ ହାତରେ ଡ୍ରିଙ୍କ୍‌ ଧରି ନଜର ଆସିଥିଲେ। ସାମନ୍ଥା ତାଙ୍କର ଏହି ପୋଷ୍ଟରେ ହାର୍ଟ ଚିତ୍ର ସହ ଫୁଲ ଓ ରେସ୍ତୋରାଁର ଫଟୋ ମଧ୍ୟ ସେୟାର୍‌ କରିଛନ୍ତି। ତେବେ ଏହି ଫଟୋଦ୍ବାରା ସେ ପ୍ରେମ ସମ୍ପର୍କରେ ଥିବା ତାଙ୍କ ପ୍ରଶଂସକମାନେ ଅନୁମାନ କରୁଛନ୍ତି। କିଛିଦିନ ପୂର୍ବରୁ ତାଙ୍କ ପୂର୍ବତନ ସ୍ବାମୀ ନାଗା ଚୈତନ୍ୟ ମଧ୍ୟ ସାମନ୍ଥା ତାଙ୍କ ଜୀବନରେ ଆଗକୁ ବଢ଼ିଥିବା କଥା ସୂଚନା ଦେଇଥିଲେ। ଯଦିଓ ସାମନ୍ଥା ଏହି ପୋଷ୍ଟରେ ତାଙ୍କ ମିଷ୍ଟ୍ରି ମ୍ୟାନ୍‌ଙ୍କ ମୁହଁକୁ ଦେଖାଇ ନାହାନ୍ତି, କିନ୍ତୁ ସେ ପ୍ରେମରେ ପଡ଼ିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି। କିଛିଦିନ ପୂର୍ବରୁ ସେ ‘ଦ ଫ୍ୟାମିଲି ମ୍ୟାନ୍-୨’ର ନିର୍ଦ୍ଦେଶକ ରାଜ୍‌ ନିଦିମୋରୁଙ୍କୁ ଡେଟ୍‌ କରୁଥିବା ଅନେକ ରିପୋର୍ଟରେ ପ୍ରକାଶ ପାଇଥିଲା। ତେବେ ଏହି ମିଷ୍ଟ୍ରିମ୍ୟାନ୍‌ ଜଣକ ରାଜ୍‌ ହୋଇପାରନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି।

ସାମନ୍ଥାଙ୍କ ବଲିଉଡ୍ ଡେବ୍ୟୁକୁ ନେଇ ଚର୍ଚ୍ଚା
ସାମନ୍ଥା ରୁଥ୍‌ ପ୍ରଭୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଆଗଧାଡ଼ିର ଅଭିନେତ୍ରୀ। ‘ପୁଷ୍ପା: ଦ ରାଇଜ୍’ ଓ ‘ଦ ଫ୍ୟାମିଲି ମ୍ୟାନ୍’ ଫିଲ୍ମ ପରେ ଉତ୍ତର ଭାରତରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବଢି ଚାଲିଛି। ସୋସିଆଲ ମିଡିଆରେ ବି ସାମନ୍ଥା ଖୁବ୍‌ ସକ୍ରିୟ। ଏବେ ସାମନ୍ଥାଙ୍କ ବଲିଉଡ୍‌ ଡେବ୍ୟୁ ଉପରେ ସମସ୍ତଙ୍କର ନଜର ରହିଛି। ଏଯାବତ୍‌ ସେ କେଉଁ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିବେ ତାହା ସ୍ପଷ୍ଟ ହୋଇନାହିଁ।

କିନ୍ତୁ ଇତିମଧ୍ୟରେ ଆୟୁଷ୍ମାନ୍‌ ଖୁରାନାଙ୍କ ବିପକ୍ଷରେ ସେ ବଲିଉଡ୍‌ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି। ନିର୍ଦ୍ଦେଶକ ଦିନେଶ ବିଜାନ୍‌, ସାମନ୍ଥା ଓ ଆୟୁଷ୍ମାନ୍‌ଙ୍କୁ ନେଇ ଏକ ସସ୍‌ପେନ୍ସ ଥ୍ରିଲର୍‌ ନିର୍ମାଣ କରିବାକୁ ଯାଉଛନ୍ତି। ଫିଲ୍ମଟିକୁ ୨୦୨୩ରେ ରିଲିଜ୍‌ କରାଯିବା ପାଇଁ ଯୋଜନା ରଖାଯାଇଛି। ଏହି ଫିଲ୍ମ ବ୍ୟତୀତ ତାପସୀ ପନ୍ନୁଙ୍କ ହୋମ୍‌ ପ୍ରଡକ୍ସନରେ ନିର୍ମିତ ଏକ ବଲିଉଡ୍‌ ଫିଲ୍ମରେ  ମଧ୍ୟ ସାମନ୍ଥା ଅଭିନୟ  କରିବେ। ଏହାବାଦ୍‌ ସେ ବରୁଣ ଧୱନ୍‌ଙ୍କ ସହ ଏକ ୱେବ୍‌ ସିରିଜ୍‌ରେ ଦେଖାଯିବେ।