Mukhtar Abbas Naqvi - The Sakala

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁକ୍ତାର ଆବାସ ନକଭି
ନୂଆଦିଲ୍ଲୀ: ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁକ୍ତାର ଆବାସ ନକଭି । ରାଜ୍ୟସଭା ସାଂସଦ ନକଭି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଥିଲେ । ବିଜେପି ମଧ୍ୟ ତାଙ୍କୁ ଚଳିତ ଥର ରାଜ୍ୟସଭାକୁ ପଠାଇନି । କୁହାଯାଉଛି ଯେ ବିଜେପି ପକ୍ଷରୁ ବଡ ଦାୟିତ୍ୱ ମିଳିପାରେ । ସୂଚନାଯୋଗ୍ୟ ଗୁରୁବାର ମୋଦୀଙ୍କ ମନ୍ତ୍ରୀମଣ୍ଡଳର ଦୁଇ ମନ୍ତ୍ରୀଙ୍କ ରାଜ୍ୟସଭା ସଦସ୍ୟ କାର୍ଯ୍ୟକାଳ ସମାପ୍ତ ହେଉଛି ।

ଏଥିରେ ମୁଖତାର ଅବ୍ବାସ ନକଭିଙ୍କ ବ୍ୟତୀତ ଜେଡିୟୁର ଆରସିପି ସିଂହ ସାମିଲ ଅଛନ୍ତି । ୬ ଜୁଲାଇ ପରେ ଏହି ଦୁଇ ନେତା କୌଣସି ବି ଗୃହର ସଦସ୍ୟ ରହିବେ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ନକଭି ଇସ୍ତଫା ଦେଇଥିବା  । ତେବେ ଉପରାଷ୍ଟ୍ରପତି ପ୍ରାର୍ଥୀ ରେସରେ ନକଭିଙ୍କ ନାଁ ମଧ୍ୟ ସାମିଲ ରହିଛି  । ତାଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି  ।