GI Tag - The Sakala

ଖୁବ୍‌ଶୀଘ୍ର ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ୍, ମେ' ଶେଷ ଆଡକୁ ହୋଇପାରେ ବିଧିବଦ୍ଧ ଘୋଷଣା
ଭୁବନେଶ୍ୱର: ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ୍‌ ମାନ୍ୟତା । ଏନେଇ ସୂଚନା ଦେଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ । ଆସନ୍ତା ମେ ୨୮ ଓ ୨୯ ତାରିଖ ବୈଠକରେ ହୋଇପାରେ ବିଧିବଦ୍ଧ ଘୋଷଣା । GI ଟ୍ୟାଗ୍‌ ନେଇ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ।

ବୈଠକ ପରେ ‘Geographical Indications of Goods (Registration and Protection) Act, 1999’ ଅନୁଯାୟୀ GI ଟ୍ୟାଗ୍ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ପୀୟୂଷ ଗୋୟଲ ପ୍ରତିଶ୍ରୁତି ଦେଇଛନ୍ତି ।ଶନିବାର ନୟାଗଡ ଛେନା ପୋଡର ସ୍ରଷ୍ଠା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ବ ଛେନାପୋଡ ଦିବସ ଭାବେ ପାଳନ କରାଯାଇଥିଲା । ନୟାଗଡ଼ ଅଞ୍ଚଳ ସହିତ ଛେନାପୋଡ଼ର ଗଭୀର ସମ୍ପର୍କ ରହିଛି। ତାହାକୁ ବର୍ତ୍ତମାନ ସ୍ବୀକୃତି ମିଳିବାକୁ ଯାଉଛି ।

GI Tag ହେଉଛି ଏକ ସ୍ୱତନ୍ତ୍ର ପରିଚୟ, ଯାହା କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଉତ୍ପାଦକୁ ଦର୍ଶାଏ । ଏହା ଏକ ପ୍ରକାରର ବୌଦ୍ଧିକ ସମ୍ପତ୍ତି ଅଧିକାର । ଅନ୍ୟ କେହି ସେହି ନାମ ବ୍ୟବହାର କରି ନକଲି ଜିନିଷ ବିକ୍ରି କରିପାରିବେ ନାହିଁ । ​ଓଡ଼ିଶା ରସଗୋଲା, ​କନ୍ଧମାଳ ହଳଦୀ, ​ସମ୍ବଲପୁରୀ ବାନ୍ଧ ଶାଢ଼ୀ, ​ଗଜପତି କାଇ ଚଟଣିକୁ ଜିଆଇ ଟ୍ୟାଗ୍ ମିଳିଛି ।

କାଇ ଚଟଣୀ ଓ କଣ୍ଟେଇମୁଣ୍ଡି ବାଇଗଣ ସମେତ ଓଡ଼ିଶାର ଆଉ ୭ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍‌
ଭୁବନେଶ୍ବର: ଓଡ଼ିଶାର ଆଉ ୭ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍‌ ।  ଏ ନେଇ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ପକ୍ଷରୁ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦିଆଯାଇଛି ।  ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି , ମୟୂରଭଞ୍ଜ ଜିଲ୍ଲାର କାଇ ଚଟଣୀ , ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍‌,  କୋରାପୁଟର କଳାଜିରା ଧାନ ଓ ଲାଞ୍ଜିଆ ସଉରା ଚିତ୍ରକଳାକୁ ଭୌଗଳିକ ସଂକେତ ଟ୍ୟାଗ୍‌ ମାନ୍ୟତା ମିଳିଛି। ଓଡ଼ିଶାର ଏହି ୭ ଜିନିଷକୁ ଜିଆଇ ଟ୍ୟାଗ୍ ମିଳିବା ପରେ ରାଜ୍ୟରେ ଖୁସିର ମାହୋଲ ଖେଳିଯାଇଛି ।

8 new GI Tags for Odisha products. pic.twitter.com/g81lnElWda

— MS&ME Odisha (@MsmeDepartment) January 3, 2024

ଖବର ଅନୁଯାୟୀ, ଗତ ଅକ୍ଟୋବର ୩ ତାରିଖ ୨୦୨୩ରେ କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍ ମିଳିବା ନେଇ ସୂଚନା ମିଳିଥିଲା । କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ ଦିଆଯାଇଥିଲା  ।

ମୟୂରଭଞ୍ଜ ପାଇବ ଆଉ ଏକ ସ୍ୱିକୃତୀ: ଶିମିଳିପାଳ କାଇ ଚଟଣୀ ଜିଆଇ ଟ୍ୟାଗ ପାଇଁ ଜୋନାଲ ସ୍ତରରେ ମନୋନୀତ
ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ସଂଲଗ୍ନ ଆଦିବାସୀଙ୍କ ଖାଦ୍ୟ କାଇ ପିମ୍ପୁଡିକୁ ମିଳିବ ଜିଆଇ ଟ୍ୟାଗ ମାନ୍ୟତା ବା ଭୌଗଳିକ ପରିଚୟ ! ମୟୂରଭଞ୍ଜ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର(୨) ଯଶିପୁର ପକ୍ଷରୁ ଆରମ୍ଭ ହୋଇଥିବା ପ୍ରୟାସ ସଫଳ ହୋଇଛି । ମାନ୍ୟତା ପ୍ରଦାନ ପ୍ରକ୍ରିିୟାରେ ଅଗ୍ରଗତି ସ୍ୱରୂପ ଜୋନାଲ ସ୍ତରରେ ମନୋନୀତ ହୋଇଛି । ମନୋନୀତ ତାଲିକାର କ୍ରମାନ୍ୱୟ ୩୦ନଂ ସ୍ଥାନରେ ରହିଛି । କେନ୍ଦ୍ର ସରକାରଙ୍କ ଜେଗ୍ରାଫିକାଲ ଇଣ୍ଡିକେସନ ପକ୍ଷରୁ ଶୁକ୍ରବାର ଏନେଇ ଅବଗତ କରାଯାଇଛି । ଆସନ୍ତା ୩ମାସ ମଧ୍ୟରେ ମାନ୍ୟତା ପ୍ରଦାନ ବିରୋଧରେ ଆପତ୍ତି ଅଭିଯୋଗ ପାଇଁ ସମୟ ରହିଛି । ଏହା ପରେ ଜିଆଇ ଟ୍ୟାଗ ମାନ୍ୟତା ବା ଭୌଗଳିକ ପରିଚୟ ମିଳିବା ସୁନିଶ୍ଚିତ ।

ମୟୂରଭଞ୍ଜ ଜିଲ୍ଲାର ଆଦିମ ଆଦିବାସୀ ବହୁଯୁଗରୁ ଥଣ୍ଡା, କାଶ, କଫ, ଛିଙ୍କ ଓ ଜ୍ୱର ହେଲେ କାଇ ପିମ୍ପୁଡ଼ି ଚଟଣି ବାଟି ସେବନ କରି ସୁସ୍ଥ ହୋଇଥାନ୍ତି । ଯାହା ଆଜି ମଧ୍ୟ ପ୍ରଚଳିତ । ଆଦିବାସୀଙ୍କ ଏହି ଗାଉଁଲି ଔଷଧର ଗବେଷଣା କଲେ ସମ୍ଭବତଃ କରୋନାର ପ୍ରତିଷେଧକ ମିଳିପାରବ ବୋଲି କରୋନା ସମୟରେ ମୟୂରଭଞ୍ଜର ଯୁବ ଇଂ ନୟାଧର ପଢ଼ିଆଳ ଯୁକ୍ତି ବାଢ଼ିଥିଲେ । ଏନେଇ ଯୁକ୍ତି ସମ୍ବଳିତ ପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ଆୟୂଷ, ଆଇସିଏମଆର ଓ ସିଏସଆଇଆରର ଡ଼ାଇରେକ୍ଟର ଜେନେରାଲଙ୍କୁ ପ୍ରଦାନ କରଛନ୍ତି । ପରନ୍ତୁ କୌଣସି ଗଷେଣା କରା ନ ଯିବାରୁ ଯନ୍ତ୍ରୀ ଜଣଙ୍କ ଉଚ୍ଚନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ଦାଏର ମଧ୍ୟ କରିଥିଲେ । ତାଙ୍କର ଯୁକ୍ତି ହେଲା, ଆଦିମ ଆଦିବାସୀ ବହୁଯୁଗରୁ ଥଣ୍ଡା, କାଶ, କଫ, ଛିଙ୍କ ଓ ଜ୍ୱର ହେଲେ କାଇ ପିମ୍ପୁଡ଼ି ଚଟଣି ବାଟି ସେବନ କରି ସୁସ୍ଥ ହେଉଥିଲେ । ଯାହା ଆଜି ମଧ୍ୟ ପ୍ରଚଳିତ । ଆଦିବାସୀଙ୍କ ଏହି ଗାଉଁଲି ଔଷଧର ଗବେଷଣା କଲେ ସମ୍ଭବତଃ କରୋନାର ପ୍ରତିଷେଧକ ମିଳିପାରବ ବୋଲି ସେ ଯୁକ୍ତି ବାଢିଥିଲେ ।

ପରେ ତାଙ୍କ ଉଦ୍ୟମରେ ଗଠିତ ବାରିପଦା ପୌରପାଳିକା ୧୧ନଂ ୱାର୍ଡ ଢିପାସାହିର ମୟୂରଭଞ୍ଜ କାଇ ସମାଜ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର(୨) ଯଶିପୁର ପକ୍ଷରୁ ୨୦୨୦ ଡିସେମ୍ବର ୭ତାରିଖରେ ଜିଆଇ ଟ୍ୟାଗ ମାନ୍ୟତା ବା ଭୌଗଳିକ ପରିଚୟ ପାଇଁ ଜିଆଇ ଆବେଦନ ନଂ ୭୨୫ ଦ୍ୱାରା ଆବେଦନ କରାଯାଇଥିଲା । ଏନେଇ ୨୦୨୨ ଡିସେମ୍ବର ୬ତାରିଖରେ ଭୁବନେଶ୍ୱର କୃଷି ବୈଷୟିକ ବିଶ୍ୱବଦ୍ୟାଳୟ(ଓୟୁଏଟି)ରେ ପରାମର୍ଶ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଆବେଦନ କରିଥିବା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସହିତ କାଇ ସମାଜର କର୍ମକର୍ତ୍ତା ଯୋଗଦେଇ ଆବଶ୍ୟକ କାର୍ଯ୍ୟ ସମ୍ପାଦନ କରିଥିଲେ । ତେବେ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ପରେ କାଇ ଚଟଣିର ଗବେଷଣା ସମ୍ଭାବନା ଅଧିକ ରହିଛି । ଏହାର ଔଷଧୀୟ ଗୁଣକୁ ଜୀବନ ରକ୍ଷାକାରୀ ଭାବେ ମାନବ ସମାଜ ପାଇଁ ବ୍ୟବହାର ହୋଇପାରିବ ବୋଲି ଯନ୍ତ୍ରୀ ଶ୍ରୀ ପଢ଼ିଆଳ କହିଛନ୍ତି ।

କାଇ ଚଟଣିକୁ ଜିଆଇ ଟ୍ୟାଗ୍‍ ପାଇଁ ପ୍ରୟାସ, ଖୁବଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା
ଭୁବନେଶ୍ୱର: ମୟୂରଭଞ୍ଜର ଆଦିବାସୀ ସମ୍ପ୍ରଦାୟର ଲୋକ ନାଲି ପିମ୍ପୁଡି ବା କାଇକୁ ନେଇ ସ୍ୱତନ୍ତ୍ର ଧରଣର ଚଟଣି ପ୍ରସ୍ତୁତ କରିଥାନ୍ତି। ଯାହାକୁ ସେମାନେ ସ୍ୱାଦିଷ୍ଟ ବୋଲି ମଧ୍ୟ ଦାବି କରିଥାନ୍ତି। ଏବେ ଏହାକୁ କିପରି ଜିଆଇ ଟ୍ୟାଗ୍‍ ମିଳିପାରିବ ସେଥିପାଇଁ ପ୍ରୟାସ ଆରମ୍ଭ କରାଯାଇଛି। କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକଙ୍କ ଦ୍ୱାରା ଏଥିପାଇଁ ଆନୁସଙ୍ଗିକ ନଥିପତ୍ର ପ୍ରସ୍ତୁତ କରାଯାଉଛି। ଥରେ ଏହା ସରିବା ପରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।

ମୟୂରଭଞ୍ଜର ଆଦିବାସୀମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଉଥିବା ଏହି କାଇ (ଓଇକୋଫିଲା ସ୍ମାରାଗଡ଼ିନା) ଚଟଣି ସ୍ୱାସ୍ଥ୍ୟ ପାଇଁ ବି ଭଲ। କାରଣ ଏହି କାଇରେ ପ୍ରୋଟିନ୍‍, କ୍ୟାଲସିୟମ, ଜିଙ୍କ, ଭିଟାମିନ୍‍ ବି ୧୨, ଆଇରନ୍‍, ମ୍ୟାଗ୍ନେସିୟମ୍‍ ଆଦି ରହିଛି। ପୋଟାସିୟମ୍‍, ସୋଡିୟମ, କପର, ଫାଇବର ଓ ୧୮ ଆମିନୋ ଏସିଡ ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ବେଳେ ଏହା ଶରୀରକୁ ବିଭିନ୍ନ ପ୍ରକାର ରୋଗ ଦାଉରୁ ରକ୍ଷା କରିଥାଏ। ଏ ବାବଦରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଜଗନ୍ନାଥ ପାତ୍ର କହିଛନ୍ତି ଲାର୍ଭା ଓ କିଶୋରବସ୍ଥାରେ ଥିବା ନାଲି ଜନ୍ଦାମାନଙ୍କୁ ଚଟଣି କରିଥାନ୍ତି। ଯେଉଁଥିରେ ସେମାନେ ସ୍ୱାଦ ଅନୁସାରେ ଲୁଣ, ରସୁଣ, ଅଦା, ଲଙ୍କା ଦେଇ ଚଟଣି ପ୍ରସ୍ତୁତ କରନ୍ତି ଓ ସ୍ଥାନୀୟ ବଜାରରେ ବିକ୍ରି କରିଥାନ୍ତି।

କୃଷି ବିକାଶ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଦୀପକ କୁମାର ମହାନ୍ତି କହିଛନ୍ତି ସାଧାରଣ ଜ୍ୱର, ଥଣ୍ଡା, ହୁପିଙ୍ଗ କାଶ, ଭୋକ ବୃଦ୍ଧି, ଦୃଷ୍ଟିଶକ୍ତି ବୃଦ୍ଧି, ଆଣ୍ଠୁଗଣ୍ଠି ବଥା ଦୂର କରିବା ଓ ସୁସ୍ଥ ମସ୍ତିଷ୍କ ପାଇଁ ଏହା ବେଶ ଉପଯୋଗୀ। ଆଦିବାସୀ ବୈଦ୍ୟମାନେ କାଇକୁ ସଂଗ୍ରହ କରି ଏହାକୁ ସୋରିଷ ତେଲ ସହ ମିଶାଇ ପାରମ୍ପରିକ ଔଷଧ ପ୍ରସ୍ତୁତ କରିଥାନ୍ତି। ୩୦ ଦିନର ଏଭଳି ତେଲ ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ବେଳେ ଗଣ୍ଠିବାତ ରୋଗ, ଚର୍ମରୋଗ ଭଳି ବିଭିନ୍ନ ପ୍ରକାର ରୋଗରୁ ରକ୍ଷା ଦେଇଥାଏ।