Kotpad - The Sakala

ବିଦ୍ୟାଳୟର ନାମଫଳକ ଖସି ତୃତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର...
କୋରାପୁଟ: କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଗାନ୍ଧୀନଗର ସ୍ଥିତ ଏକ ଆବାସିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଦ୍ୟାଳୟର  ନାମଫଳକ (ସାଇନ୍ ବୋର୍ଡ) ଖସିପଡିବାରୁ ତାହା ତଳେ ଚାପି ହୋଇ ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ମୃତ ଛାତ୍ର ଜଣକ ହେଲେ ଗୁମୁଡା ପଞ୍ଚାୟତ ଅନ୍ତର୍ଗତ ସୁଉନିଗୁଡା ଗ୍ରାମର ପ୍ରେମାନନ୍ଦ ଭତ୍ରା। ସେ ଉକ୍ତ ଆବାସିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପାଠ ପଢୁଥିଲେ। ଆଜି ହଠାତ୍ ବିଦ୍ୟାଳୟର ନାମଫଳକଟି ଖସି ପଡିବାରୁ ସେ ଏହା ତଳେ ଚାପି ହୋଇଯାଇଥିଲେ, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଜଣେ ପ୍ରଥମ ଶ୍ରେଣୀର ଛାତ୍ର ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ବ୍ରେକଡାନ୍ସରେ ବସିବା ହେଲା କାଳ, ହୃଦଘାତରେ ଚାଲିଗଲା ନାବାଳିକାର ଜୀବନ
କୋଟପାଡ଼: ବ୍ରେକଡାନ୍ସ ଝୁଲାରେ ବସିବା ହେଲା କାଳ । ହୃଦଘାତରେ ଚାଲିଗଲା ନାବାଳିକାର ଜୀବନ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋଟପାଡ଼ ସହରରେ । କୋଟପାଡ଼ ସହରରେ ରଥଯାତ୍ରା ଅବସରରେ ମିନାବଜାରର ଆୟୋଜନ ହୋଇଛି । ବିଭିନ୍ନ ଖେଳ ସହ ବ୍ରେକଡ୍ୟାନ୍ସ ଖେଳର ବ୍ୟବସ୍ଥା ମଧ୍ୟ ହୋଇଛି । ଏହି ମିନାବଜାରରେ ପଡିଥିବା ବ୍ରେକଡେନ୍ସରେ ଖେଳର ମଜା ନେବାକୁ ଯାଇ ଏଥିରେ ବସିଥିବା ସମୟରେ କୋଟପାଡ଼ ମିର୍ଗାନସାହି ନିବାସୀ ମହମଦ ୟାକୁବଙ୍କ ୧୩ ବର୍ଷର ଝିଅ ଆଲଫିଆ ବାନଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ଝୁଲାରେ ବସି ଗୋଟିଏ ରାଉଣ୍ଡ ବୁଲିବା ପରେ ହଠାତ ନାବାଳିକାଙ୍କର ହୃଦଘାତ ହୋଇଥିଲା । ପରେ ତାଙ୍କୁ କୋଟପାଟ ହସ୍ପିଟାଲକୁ ସଙ୍ଗେସଙ୍ଗେ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଦୁଃଖଦ ଘଟଣା ଅଂଚଳରେ ଶୋକର ଛାୟା ସୃଷ୍ଟି କରିଛି ।