Vastu Tips for Calender - The Sakala
ବାସ୍ତୁ ନିୟମ ଅନୁସାରେ, ଘରେ ପୁରୁଣା କ୍ୟାଲେଣ୍ଡର ରଖିବା ଅଶୁଭ ହୋଇଥାଏ। ସଠିକ୍‌ ଦିଗରେ କ୍ୟାଲେଣ୍ଡର ଟାଙ୍ଗିବା ଦ୍ବାରା ଉନ୍ନତି ହୋଇଥାଏ। ତେବେ କ୍ୟାଲେଣ୍ଡର ଟାଙ୍ଗିବା ପାଇଁ କେଉଁ ଦିଗ ସଠିକ୍‌ ହେବ ଏବଂ ଦିଗ ଅନୁଯାୟୀ ବାସ୍ତୁର ପ୍ରଭାବ କିଭଳି ପଡ଼ିବ, ଆସନ୍ତୁ ଜାଣିବା –
କ୍ୟାଲେଣ୍ଡରକୁ ଘରର ଉତ୍ତର, ପଶ୍ଚିମ କିମ୍ବା ପୂର୍ବ ଦିଗରେ ଟଙ୍ଗାଇବା ଉଚିତ। କ୍ୟାଲେଣ୍ଡର୍‌ର ପୃଷ୍ଠାଗୁଡ଼ିକରେ ହିଂସ୍ର ପଶୁ କିମ୍ବା ଦୁଃଖୀ ଚେହେରାର ଫଟୋ ରହିବା ଭଲ ନୁହେଁ। କାରଣ ଏହା ମନରେ ନକାରାତ୍ମକ ପ୍ରଭାବ ପକାଏ।
ପୂର୍ବ ଦିଗର ସ୍ବାମୀ ହେଉଛନ୍ତି ସୂର୍ଯ୍ୟ, ଯିଏକି ନେତୃତ୍ବ ଗୁଣର ବିକାଶ କରିଥାନ୍ତି। ତେଣୁ ପୂର୍ବ ଦିଗରେ କ୍ୟାଲେଣ୍ଡର ରଖିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ପୂର୍ବ ଦିଗ ସନ୍ତାନମାନଙ୍କ ଜୀବନ ବିକାଶର ଦ୍ବାର ଖୋଲିଥାଏ। ଉଦିତ ସୂର୍ଯ୍ୟଙ୍କ ଚିତ୍ର କ୍ୟାଲେଣ୍ଡରରେ ଥିଲେ, ଉତ୍ତମ ବୋଲି ବିଚାର କରାଯାଏ। ଏହା ବ୍ୟତୀତ ନିଜର ଆରାଧ୍ୟ ଦେବଦେବୀ, ଶିଶୁ, ସିନେରି ଫଟୋ ଥିବା କ୍ୟାଲେଣ୍ଡର ଏହି ଦିଗରେ ଟଙ୍ଗାଇ ପାରିବେ।
ଉତ୍ତର ଦିଗକୁ କୁବେରଙ୍କ ଦିଗ ବୋଲି କୁହାଯାଏ। ତେଣୁ ଏହି ଦିଗରେ ସବୁଜ ପରିବେଶ, ଝରଣା, ବିବାହ ସମ୍ବନ୍ଧୀୟ ଫଟୋ ଓ ଯୁବାବସ୍ଥାର କିଛି ଫଟୋ ଥିବା କ୍ୟାଲେଣ୍ଡର ଲଗାଇବା ଭଲ। ସବୁଜ କିମ୍ବା ଧଳା ରଙ୍ଗର କ୍ୟାଲେଣ୍ଡରକୁ ଉତ୍ତର ଦିଗରେ ଟଙ୍ଗାଇବା ଦ୍ବାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ପଶ୍ଚିମ ଦିଗ ହେଉଛି ପ୍ରବାହର ଦିଗ। ତେଣୁ ଏହି ଦିଗରେ କ୍ୟାଲେଣ୍ଡର ଟଙ୍ଗାଇବା ଦ୍ବାରା ସବୁକାର୍ଯ୍ୟ ଶୀଘ୍ର ସମ୍ପନ୍ନ ହୋଇଥାଏ। ଏହା ସହ ବ୍ୟକ୍ତିର କାର୍ଯ୍ୟକ୍ଷମତା ବଢ଼ିଥାଏ।
ବାସ୍ତୁଶାସ୍ତ୍ର ଅନୁସାରେ, ଘରର ମୁଖ୍ୟ କବାଟ କିମ୍ବା ଝରକା ସାମନାରେ କ୍ୟାଲେଣ୍ଡର ଟଙ୍ଗାଇବା ଉଚିତ ନୁହେଁ। ଯଦି ଘର ଦକ୍ଷିଣମୁଖା ଅଛି, ତେବେ ଏହି ବିଷୟ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। କ୍ୟାଲେଣ୍ଡରକୁ ଆଦୌ ଘରର ମୁଖ୍ୟ କବାଟ ପାଖରେ ଲଗାନ୍ତୁ ନାହିଁ।