Turubudi Panchayat - The Sakala

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଗଞ୍ଜାମ ତୁରୁବୁଡ଼ି ପଞ୍ଚାୟତର ପିଇଓ
ବ୍ରହ୍ମପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଗଞ୍ଜାମ ତୁରୁବୁଡ଼ି ପଞ୍ଚାୟତର ପିଇଓ ରାଜେନ୍ଦ୍ର କୁମାର ବେହେରା । ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଗ୍ରାମ୍ୟ ହିତାଧିକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଘର ତିଆରି ବାବଦରେ ଲାଞ୍ଚ ନେଉଥିଲେ ରାଜେନ୍ଦ୍ର । ୨୦୨୦-୨୨ରେ ଘର ତିଆରି କରିସାରିଛନ୍ତି ହିତାଧିକାରୀ । ଶେଷ ଇନଷ୍ଟଲମେଣ୍ଟ ୩୦ ହଜାର ଟଙ୍କା ରିଲିଜ୍‌ କରିବା ପାଇଁ ରାଜେନ୍ଦ୍ର ୬ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ତେବେ ଲାଞ୍ଚ ଟଙ୍କାକୁ ଭିଜିଲାନ୍ସ ଜବତ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ କେ. ନୂଆଗାଁ ବନମାଳି ଗାଁରେ ଥିବା ଘରେ ଭିଜିଲାନ୍ସ ଛାପା ମାରିଛି । ବ୍ରହ୍ମପୁର ପ୍ରଥମ ଲେନ ଲକ୍ଷ୍ମୀବିହାରରେ ଥିବା ଘର ଓ ଅଫିସରେ ମଧ୍ୟ ଚାଲିଛି ରେଡ୍ ।