Direct Flight - The Sakala

ଖୁବଶୀଘ୍ର ଦୁବାଇରୁ ଭୁବନେଶ୍ୱର ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଦୁବାଇ: ଖୁବଶୀଘ୍ର ଦୁବାଇରୁ ଭୁବନେଶ୍ୱର ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଫଳରେ ଭୁବନେଶ୍ୱରରୁ ଦୁବାଇ ଓ ଦୁବାଇରୁ ଭୁବନେଶ୍ୱର ସିଧାସଳଖ ବିନା ଦ୍ୱିଧା ବିନା ଅପେକ୍ଷାରେ ଯାଇପାରିବେ ଲୋକ । ଗତକାଲି ଦୁବାଇରେ ଆୟୋଜିତ ଭବ୍ୟ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ସମୟରେ ଏପରି ଏକ ଡାଇରେକ୍ଟ ଫ୍ଲାଇଟ୍ ଉଡ଼ିବା ନେଇ ଯୋଜନା ହେଉଥିବା ବେଳେ ଦୁବାଇ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଏହି ଫ୍ଲାଇଟ୍ ଖୁବଶୀଘ୍ର ଉଡ଼ିବ ବୋଲି ଘୋଷଣା କରିଛନ୍ତି । ଏହାସହ ଆପଣମାନେ ଖୁସି ତ ବୋଲି ପ୍ରବାସୀଙ୍କୁ ପଚାରିଥିଲେ ମୁଖ୍ୟମନ୍ତ୍ରୀ । ଏବଂ ସେମାନେ ଖୁସି ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଖୁସି ବୋଲି କହିଥିଲେ ।

ଦୁବାଇରେ ଆୟୋଜିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଶୁଭିଲା ବନ୍ଦେ ଉତ୍କଳ ଜନନୀ ଗୀତ । କନକ୍ଲେଭରେ ଉପସ୍ଥିତ ଥିବା ପ୍ରବାସୀ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ଦେଖି ବେଶ ଉତ୍ସାହିତ ଥିଲେ । ଏମିତିକି ଓଡ଼ିଶା କଳା ସଂସ୍କୃତିର ଝଲକ୍ ଦୁବାଇରେ ବି ଦେଖିବାକୁ ମିଳିଥିଲା । ଏହା ସହ OFUAE ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଯାଇଥିଲା । ସେପଟେ କୋଭିଡ ସମୟରେ ବିଦେଶରୁ ପ୍ରବାସୀଙ୍କୁ ଆଣିବାରେ ଯେଉଁଠି ଅନ୍ୟ ରାଜ୍ୟ ମନା କରି ଦେଇଥିଲେ । ସେଠାରେ ଓଡ଼ିଶା ନିଜେ ନିଜ ଖର୍ଚ୍ଚରେ ପ୍ରବାସୀଙ୍କୁ ଓଡ଼ିଶା ଆଣିଥିଲା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ । ଏନେଇ ପ୍ରବାସୀଙ୍କୁ ସୂଚନା ଦେଇଥିଲେ 5-T ସଚିବ ଭି.କେ ପାଣ୍ଡିଆନ ।