Udaipur - The Sakala

ଉଦୟପୁର ହତ୍ୟାକାଣ୍ଡରେ 26/11 ଲିଙ୍କ, ହତ୍ୟା ପାଇଁ ସ୍ୱତନ୍ତ୍ର ନମ୍ବରପ୍ଲେଟର ବାଇକ୍ ବ୍ୟବହାର
ଜୟପୁର : ରାଜସ୍ଥାନ ଉଦୟପୁରରେ ହିନ୍ଦୁ ଟେଲର କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ ଆଉ ଏକ ନୂଆ ଖୁଲାସା ହୋଇଛି। ହାତ୍ଯାକାରୀ ମାନେ ବ୍ଯବହାର କରିଥିବା ଗାଡି ନମ୍ବର ୨୬୧୧  ରହିଛି। ଏହି ସଂଖ୍ୟା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ତାରିଖ ସହିତ ସାମାନ ରହିଛି। ଏବେ ତଦନ୍ତକାରୀ ଟିମ୍ ଏହି ନମ୍ବର ପ୍ଲେଟ ବିଶିଷ୍ଟ ବାଇକ ପଛର ରାଜ ଜାଣିବା ପାଇଁ ଲାଗି ପଡ଼ିଛନ୍ତି ।

ଉଦୟପୁର ଟେଲର କହ୍ନେୟାଲାଲର ହତ୍ୟାଘଟଣାର ଯାଞ୍ଚରେ ଏବେ ପୁରା ଏନଆଇଏ ଟିମ୍ ନିୟୋଜିତ । NIA ଅନୁଯାୟୀ ଏହି ଘଟଣାରେ ଆତଙ୍କବାଦୀ ସଂଗଠନର କିଛି ବ୍ୟକ୍ତି ମଧ୍ୟ ସାମିଲ ଥାଇପାରନ୍ତି । ଯେଉଁଥିରେ ପାକିସ୍ଥାନର ଲିଙ୍କ୍ ମଧ୍ୟ ଜଡିତ ରହିଛି ।

ସୂଚନା ମିଳିଛି ଯେ, ଏକ ସ୍ପେଶାଲ ନମ୍ବର ୨୬୧୧ ଯୁକ୍ତ ବାଇକ ପାଇଁ ହତ୍ୟାକାରୀ ମାନେ ଆରଟିଆଇକୁ ୫୦୦୦ଟଙ୍କା ଡ୍ରାଫ୍ଟ ଜମା କରିଥିଲା । ଏବଂ ଏହି ନମ୍ବର ମୁମ୍ବାଇର ଏକ ଭୟଙ୍କର ଆତଙ୍କ ଘଟଣା ଘଟିଥିବା ଦିନର ତାରିଖ ଅଟେ । ସେଥିପାଇଁ ଏହା ପଛର କାରଣ ପାଇଁ ତଦନ୍ତ ଆରମ୍ଭ ହୋଇଯାଇଛି ।

ଯେଉଁପରି ବିଭତ୍ସଭାବରେ ହତ୍ୟାକାରୀମାନେ କହ୍ନେୟାଲାଲଙ୍କ ହତ୍ୟା କରିଥିଲେ , ତାହା ସାଧାରଣ ହତ୍ୟାଘଟଣା ନୁହେଁ । ୨ ହତ୍ୟାକାରୀ ନୁପୂର ଶର୍ମାଙ୍କ ବୟାନ ପରେ ହିଁ ପାକିସ୍ଥାନ ଲୋକଙ୍କ ସମ୍ପର୍କରେ ଥିଲେ । ଦୁହେଁ ପାକିସ୍ଥାନର ୮ରୁ ୧୦ଟି ମୋବାଇଲ ନମ୍ବର ଯୋଗେ ଲଗାତାର ସମ୍ପର୍କରେ ରହୁଥିଲେ । ଏପରି ଆତଙ୍କୀକାର୍ଯ୍ଯ କରିବା ପାଇଁ ସେମାନଙ୍କୁ ସେଠାରୁ ହିଁ ନିର୍ଦ୍ଦେଶ ମିଳିଥିଲା । କହ୍ନେୟାଲାଲଙ୍କ ପରେ ଏହି ୨ ହତ୍ୟାକାରୀ ଉଦୟପୁରର ଆଉ ଏକ ବ୍ୟବସାୟୀଙ୍କୁ ହତ୍ୟା କରିଥାନ୍ତେ । ହତ୍ୟା ପଛର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆତଙ୍କୀ ବାତାବରଣ ସୃଷ୍ଟି କରିବା । ଏହା ପୂର୍ବରୁ ହିଁ ସେମାନେ ନିର୍ଣ୍ଣୟ ନେଇଥିଲେ କି କହ୍ନେୟାଲାଲକୁ ଗୁଳି ନ ମାରି  ଗଳ କାଟି ହତ୍ୟା କରିବେ ଏବଂ ଏହାର ଭିଡିଓ ବନାଇବେ। ଯାହାକୁ ଦେଖିଲେ ସାଧାରଣ ଲୋକଙ୍କ ଛାତି ଥରି ଉଠିବ ଏବଂ ସାରା ଦେଶରେ ଆତଙ୍କର ଛାୟା ବନିରହିବ।

କହ୍ନେୟାଲାଲଙ୍କୁ ଅତି ନିର୍ମମ ଭାବେ କରାଯାଇଛି ହତ୍ୟା, ବେକରେ ୧୦ଟି ଗଭୀର କ୍ଷତ ସହ ଶରୀରରେ ରହିଛି ୨୬ଟି ଗଭୀର କ୍ଷତ
ଜୟପୁର : ରାଜସ୍ଥାନ ଉଦୟପୁରରେ ହିନ୍ଦୁ ଟେଲର କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ ବଡ ଖୁଲାସା ହୋଇଛି। କହ୍ନେୟାଲାଲଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ମୁତାବକ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। କହ୍ନେୟାଲାଲଙ୍କ ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟ କହ୍ନେୟାଲାଲଙ୍କ ବେକରେ ୧୦ଟି ଗଭୀର କ୍ଷତ ଥିବା ସହ ସାରା ଶରୀରରେ ୨୬ଟି ଗଭୀର କ୍ଷତ ରହିଛି । ତାଙ୍କ ଶରୀରକୁ ବାରମ୍ବାର ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ଅଛି। ଏଥିସହିତ ତାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରିବା ପାଇଁ ମଧ୍ୟ ଚେଷ୍ଟା କରାଯାଇଥିବା ରିପୋର୍ଟରେ କୁହାଯାଇଛି।

ଗତ ମଙ୍ଗଳବାର ଦିନ ଦ୍ୱିପ୍ରହରେ କହ୍ନେୟାଲାଲ ନାମକ ଜଣେ ଦର୍ଜୀଙ୍କୁ ତାଲିବାନ ତରିକାରେ ହତ୍ୟା କରାଯାଇଛି । କହ୍ନେୟାଲାଲଙ୍କ ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ କହ୍ନେୟାଲାଲଙ୍କ ଗୋଟିଏ ହାତ ମଧ୍ୟ ଭାଙ୍ଗିଛି । ଅଧିକ ରକ୍ତ ବୋହିବାରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନ୍ଆଇଏ ଓ ଏସ୍ଆଇଟି ଘଟଣାର ତଦନ୍ତ ଆରମ୍ଭ କରଛନ୍ତି । ସେପଟେ ଅଭିଯୁକ୍ତ ରିଆଜ୍ ଓ ମହମ୍ମଦ ଗୋସଙ୍କୁ ୪ ଦିନ ମଧ୍ୟରେ ଫାଶୀ ଦେବାକୁ ଦାବି ଉଠିଲାଣି । ରାଜସ୍ଥାନର ଜଣେ ମନ୍ତ୍ରୀ ୪ ଦିନ ମଧ୍ୟରେ ଫାଶୀ ଦେବାକୁ ଦାବି କରିଛନ୍ତି । ବିଭିନ୍ନ ରାଜନେତା ମୁଖ୍ୟମନ୍ତ୍ରୀଙ୍କୁ ଏହି ଘଟଣା ପାଇଁ ଦାବି କରିବା ସହ ତାଙ୍କର ଇସ୍ତଫା ଦାବି କରିଥିବା ଜଣାପଡିଛି । ରାଜସ୍ଥାନ ଉଦୟପୁରର ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ହତ୍ୟାକାରୀ ଗ୍ରାହକ ବେଶରେ ଆସି ଟେଲର କହ୍ନେୟାଲାଲଙ୍କୁ ହତ୍ୟା କରିଥିଲେ ।

ସୂଚନାଯୋଗ୍ୟ ମଙ୍ଗଳବାର ଅପରାହ୍ନ ୨ ହତ୍ୟାକାରୀ ରିଆଜ୍ ଓ ଗୋସ୍ ମହମ୍ମଦ ଗ୍ରାହକ ଭାବେ କହ୍ନେୟାଙ୍କ ସିଲେଇ ଦୋକାନକୁ ଆସିଥିଲେ। ଆଉ କହ୍ନେୟାଲାଲ କିଛି ବୁଝିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଜଣେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ପ୍ରାଣ ବଞ୍ଚାଇବାକୁ କହ୍ନେୟାଲାଲ ଚିତ୍କାର କରିଥିଲେ ବି ଶେଷ ନିଃଶ୍ୱାସ ଯାଏଁ ତାଙ୍କୁ ଆକ୍ରମଣ କରିଥିଲେ। ଏହାପରେ ହତ୍ୟାର ଭିଡିଓ ଜାରି କରିବା ସହ ଇସଲାମଙ୍କୁ ଅପମାନ କରାଯାଇଥିବା ଘଟଣାର ପ୍ରତିଶୋଧ ନେଇଥିବା ଏହି ଭିଡିଓରେ ଦୁଇ ଅଭିଯୁକ୍ତ କହିଥିଲେ। ପୁଲିସ ଘଟଣାପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେପଟେ ଏହି ଘଟଣା ପରେ ଉଦୟପୁରରେ ୧୪୪ ଧାରା ଜାରି ହେବା ସହ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି।