Elephant Died - The Sakala

ସାନଖେମୁଣ୍ଡିରେ ପୁଣି ମାଈ ହାତୀ ମୃତ, ମୃତ୍ୟୁର କାରଣ ଅଶ୍ୱଷ୍ଟ
ସାନଖେମୁଣ୍ଡି: ରାଜ୍ୟରେ ଗଲା ପୁଣି ଏକ ହାତୀର ଜୀବନ । ସାନଖେମୁଣ୍ଡିରେ ଏକ ମାଈ ହାତୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ବନ ବିଭାଗ ଅଧିନସ୍ଥ ରତନେଇ ଜଙ୍ଗଲରେ ବହୁ ବର୍ଷ ଧରି ୫ ଟିକିଆ ହାତୀ ପଲ ରହି ଆସିଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନବସତି ମୁହଁl ହୋଇ ଫସଲ ନଷ୍ଟ କରୁଥିବା ମଧ୍ୟ ଅଭିଯୋଗ ହେଉଛି । ୨୦୨୫ ଜାନୁୟାରୀ ୨ ତାରିଖରେ ଗଙ୍ଗାପୁର ପଞ୍ଚାୟତ ଢେପାଗୁଡା ଗ୍ରାମ ନିକଟରେ ବନବିଭାଗ ଏକ ମାଈହାତୀର ମୃତଦେହ ଠାବ କରି ୩ ତାରିଖରେ ବ୍ୟବଚ୍ଛେଦ କରିଥିବା ବେଳେ ଆଜି ପୁଣି ଭୀନଗର ପାହାଡ ପାଦଦେଶରେ ଏକ ମାଈ ହାତୀର ମୃତ ଦେହ ଠାବ କରିଛି ବନ ବିଭାଗ।

ସୂଚନା ମୁତାବକ, ଆଜିକୁ ପ୍ରାୟ ୬ ଦିନ ହେବ ଗୋଟାଏ ସ୍ଥାନରେ ହାତୀପଲ ରହି ଆସୁଥିବା ବେଳେ ଗୁରୁବାର ଅପରାହ୍ନରେ ପାହାଡ଼ ନିକଟରେ ଥିବା କିଛି ଚାଷୀ ବିଲକୁ କାମ କରିବା ପାଇଁ ଯାଇଥିବା ବେଳେ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ପାଇ ବନ ବିଭାଗକୁ ଖବର ଦେଇଥିଲେ । ଖବରପାଇ ପାଟପୁର ବନ ଅଧିକାରୀ ପ୍ରମୋଦ କୁମାର ନାୟକ, ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଂଜନ ସାହୁ, ଗଞ୍ଜାମ ଡି ଏଫ୍ ଓ ସୋନି ଖୋଖର, ଗଜପତି ଡି ଏଫ୍ ଓ ଏସ ଆନନ୍ଦ, ବିଦ୍ୟୁତ ବିଭାଗ କର୍ମଚାରୀ, ସାନଖେମୁଣ୍ଡି ପ୍ରାଣୀ ଚିକିତ୍ସାଅଧିକାରୀ ପ୍ରବୀଣ କୁମାର ସାହୁ, ଘଟଣା ସ୍ଥଳରେ ପହଞ୍ଚି ହାତୀର ଶବ ବ୍ୟବଚ୍ଛେଦ କରିଛନ୍ତି । ପ୍ରାଥମିକ ତଦନ୍ତ ପରେ ଏହାର ବୟସ ପାଖାପାଖି ୩୦ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ଜଣାପଡିଛି ।

ବଡ଼ମ୍ବା ରେଞ୍ଜରେ ପୁଣି ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର, ବଜ୍ରାଘାତରେ ମୃତ୍ୟୁବରଣ କରିଥିବା ସୂଚନା
କଟକ: କଟକ ବଡ଼ମ୍ବାରେ ପୁଣି ଦନ୍ତା ହାତୀ ମୃତ୍ୟୁ। ବଡମ୍ବା ରେଞ୍ଜ ଅଧିନ ଅରଣ୍ଡା ବିଟ ଭିଲେଜ ଏରିଆ ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ବିଳମ୍ବିତ ରାତ୍ରିରେ ବଜ୍ରାଘାତ ଘଟିବାରୁ ହାତୀର ମୃତ୍ୟୁ ଘଟିଥିବା ବନଖଣ୍ଡ ଅଧିକାରୀ ଡ଼ ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି । ଖବର ପାଇ ବଡ଼ମ୍ବା ବନ ବିଭାଗ ଅଧିକାରୀ, ଆଠଗଡ ଡିଏଫଓ , ଅନୁଗୁଳ ଆରସିସିଏଫ, ସାତକୋଶିଆ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଛନ୍ତି l ହାତୀଟିର ବୟସ ୩୫ବର୍ଷ ହେବ ବୋଲି ଜଣା ପଡ଼ିଛି। ପାରିପାର୍ଶ୍ଵିକ ସ୍ଥିତିରୁ ହାତୀଟି ବଜ୍ରାଘାତ ଯୋଗୁ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ବୋଲି ସାତକୋଶିଆ ପ୍ରାଣୀ ବିଶେଷଜ୍ଞ ଡ଼ କିଶୋର କୁମାର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଆନ୍ଧ୍ର-ଓଡିଶା ସୀମାନ୍ତ କାଟ୍ରାଗଡ ଅଞ୍ଚଳରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୪ ହାତୀଙ୍କ ମୃତ୍ୟୁ !
ଗୁଣୁପୁର: ସଙ୍କଟରେ ଗଜରାଜ । ବିଦ୍ୟୁତ୍‌ ଆଘାତରେ ଚାଲିଗଲା ୪ ହାତୀଙ୍କ ଜୀବନ । ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଶ୍ରୀକାକୁଲମ ଜିଲ୍ଲା କାଟ୍ରାଗଡ ନିକଟରେ ୪ଟି ହାତୀଙ୍କ ମୃତଦେହ ଠାବ ହୋଇଛି। ତେବେ ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବିଦ୍ୟତ୍ ଟ୍ରାନ୍ସଫର୍ମର ନିକଟରେ ହାତୀଙ୍କ ମୃତଦେହ ପଡ଼ିଥିବାରୁ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ଓଡ଼ିଶାରୁ ୬ ଟିକିଆ ହାତୀପଲ ଆନ୍ଧ୍ର ସୀମା ପାର ହେଉଥିବା ବେଳେ ବିଦ୍ୟୁତ ଆଘାତରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଗୁଣପୁର ପଦୁପୁର ନୁଆଗଡ଼ ଅଞ୍ଚଳରେ ଥିଲେ ହାତୀପଲ । କିଛି ମାସ ତଳେ ଆନ୍ଧ୍ର ମୁହାଁ ହୋଇଥିଲେ । ଆଉ ଦୁଇଟି ହାତୀ ଜୀବନ ବିକଳରେ ପାଖ ଜଙ୍ଗଲରେ ବୁଲୁଥିବା ଦେଖିବାକୁ ମିଳୁଛି । ଆନ୍ଧ୍ର ବନ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରୁଛନ୍ତି ଲୋକ ।

ଘଟଣାସ୍ଥଳରେ ଆନ୍ଧ୍ର ପୁଲିସ ଓ ବନ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି। ମୃତ ହାତୀଙ୍କ ମଧ୍ୟରେ ୨ଟି ମାଈ ହାତୀ, ୨ ଅଣ୍ଡିରା ହାତୀ ରହିଥିବାର ଜଣାପଡ଼ିଛି। ପ୍ରକୃତ ତଦନ୍ତ ପରେ ତମାମ ଘଟଣା ଉପରୁ ପରଦା ହଟିପାରିବ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ରାଜ୍ୟରେ ଥମୁନି ହାତୀ ମୃତ୍ୟୁ: ବାଲେଶ୍ୱର କୂଳଡିହା ଅଭୟାରଣ୍ୟରେ ଆଖିବୁଜିଲା ପୁଣି ଏକ ହାତୀ
ବାଲେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ହାତୀ ମୃତ୍ୟୁ ଘଟଣା । କୂଳଡିହା ଅଭୟାରଣ୍ୟରେ ପୁଣି ଏକ ହାତୀ ମୃତ୍ୟୁବରଣ କରିଛି । ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟ ବିଟ ଅଧିନ କଦମଶୋଳଠାରେ ଏକ ହାତୀର ମୃତଦେହ ଉଦ୍ଧାର କରିଛି କୁଳଡିହା ବନ ବିଭାଗ। ଗତକାଲି ରାତିରେ ହାତୀଟିର ମୃତ୍ୟୁ ହୋଇଥିବା କୁହାଯାଉଛି । ମାଇ ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ବୟସାଧିକ କାରଣରୁ ମୃତୁ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ନୀଳଗିରି କୁଳଡିହା ରେଞ୍ଜର, ପଞ୍ଚଲିଙ୍ଗେଶ୍ୱର ଫୋରେଷ୍ଟର, ପ୍ରାଣୀଧନ ବିଶେଷଜ୍ଞ ପହଁଚି ଥିବା ଜଣାପଡ଼ିଛି । ତେବେ ଏହି ହାତୀର ମୃତ୍ୟୁକୁ ମିଶାଇ ଚଳିତ ବର୍ଷ କୁଳଡିହା ଅଭୟାରଣ୍ୟରେ ୫ଟି ହାତୀର ମୃତ୍ୟୁ ହୋଇସାରିଲାଣି ।

ରାଜ୍ୟରେ ଥମୁନି ହାତୀ ମୃତ୍ୟୁ; ବୁଗୁଡ଼ାରେ ପୁଣି ଏକ ଛୁଆହାତୀର ମୃତ ଦେହ ଉଦ୍ଧାର
ଗଞ୍ଜାମ: ରାଜ୍ୟରେ ପୁଣି ଏକ ହାତୀର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ବେଲପଡା ଗାଁ ନିକଟରେ ଥିବା ଧାନ କ୍ଷେତରେ ଏକ ଛୁଆହାତୀର ମୃତ ଦେହ ଠାବ କରାଯାଇଛି । ତେବେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ କରୁଛି । ଛୁଆ ହାତୀର ଶୁଣ୍ଢ କଟି ରକ୍ତାକ୍ତ ହୋଇ ଯାଇଛି। ଏଣୁ ବିଦ୍ୟୁତ୍ ତାର କିମ୍ବା ବାରହା ଫାସରେ ଲାଗି ତା’ର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ହାତୀ ଛୁଆଟି ଏକାକୀ ଥିବା ବେଳେ ନୟାଗଡ଼ ପଟୁ ବୁଗୁଡ଼ା ଅଞ୍ଚଳକୁ ଖାଦ୍ୟ ଅନ୍ବେଷଣରେ ଆସିଥିବା ଅନୁମାନ କରୁଛି ବନ ବିଭାଗ। ଶନିବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ସକାଳେ ସ୍ଥାନୀୟ ଲୋକେ ମଲା ହାତୀ ଛୁଆକୁ ଦେଖିଥିଲେ। ଗତ ବର୍ଷକ ମଧ୍ୟରେ ଘୁମୁସର ବନଖଣ୍ଡରେ ଏହା ଚତୁର୍ଥ ହାତୀ ସୁତ୍ରରୁ ବୋଲି କୁହାଯାଉଛି।

ବିଦ୍ୟୁତ୍ ତାର ଲାଗି ୨ ହାତୀ ମୃତ, ବନବିଭାଗର ତଦନ୍ତ ଜାରି
କେନ୍ଦୁଝର: ରାଜ୍ୟରେ ପୁଣି ହାତୀ ମୃତ୍ୟୁ । ବିଦ୍ୟୁତ ତାର ଲାଗି ୨ ହାତୀଙ୍କ ମୃତ୍ୟୁ । ବିଦ୍ୟୁତ ଆଘାତରେ ୨ ମାଈ ହାତୀ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଜୁଡିଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଭିତରରେ ଘଟିଛି ଏଭଳି ଅଘଟଣ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କିପରି ଓ କେଉଁ ପରିସ୍ଥିତିରେ ହାତୀ ଦୁଇଟି ବିଦ୍ୟୁତ୍‌ ତାରରେ ଲାଗିଲେ ସେନେଇ ତଦନ୍ତ କରାଯିବ।

ଗଜରାଜ ସୁରକ୍ଷା: ଖର୍ଚ୍ଚ ବଢୁଛି ତଥାପି କମୁନି ହାତୀ ମୃତ୍ୟୁ ଚିନ୍ତା
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି କ୍ରମବର୍ଦ୍ଦିଷ୍ଣୁ ହାତୀ ମୃତ୍ୟୁ ସଂଖ୍ୟା। ଘୁମୁସର ଉତ୍ତର ବନଖଣ୍ଡ ଅଧୀନରେ କନ୍ଧନୂଆପଲ୍ଲୀ ଜଙ୍ଗଲରେ ବୁଧବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି ବୋଲି ବନବିଭାଗ କହିଛି। ଗତ ୪ ମାସ ମଧ୍ୟରେ ଆଜିକୁ ମିଶାଇ ବିଦ୍ୟୁତ୍‌ ଆଘାତରେ ୧୩ଟି ହାତୀଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ମାତ୍ର ୧୫ ଦିନର ବ୍ୟବଧାନରେ ଦୁଇଟି ଦନ୍ତାହାତୀର ମୃତ୍ୟୁ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ପରିବେଶବିତ୍‌ମାନଙ୍କ ପାଇଁ ଉଦ୍‌ବେଗର କାରଣ ପାଲଟିଛି।

୨୦୧୯ରୁ ୨୦୨୨ ମଧ୍ୟରେ ରାଜ୍ୟରେ ମୋଟ ୨୪୫ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୩୬ଟି ହାତୀଙ୍କର ମୃତ୍ୟୁ ହୋଇଛି। ସେହିପରି କେନ୍ଦୁଝରରେ ୨୧, ଅନୁଗୁଳ ଓ ସାତକୋଶିଆରେ ୧୨ଟି, ଆଠଗଡ଼, ଦେବଗଡ଼, ଶିମିଳିପାଳ ଦକ୍ଷିଣରେ ୧୧, ବାଲେଶ୍ୱର ବନ୍ୟପ୍ରାଣୀ, କଳାହାଣ୍ଡି ଦକ୍ଷିଣରେ ୧୦ଟି, ଖୋର୍ଦ୍ଧା ୧୦ଟି ହାତୀଙ୍କର ମୃତ୍ୟୁ ହୋଇଛି। ଗତ ୧୨ ବର୍ଷରେ ରାଜ୍ୟରେ ସମୁଦାୟ ୯୫୪ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୪ଟି ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସେହିପରି ୧୪୪ ଟି ହାତୀଙ୍କର ମୃତ୍ୟୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୋଇଥିବା ବେଳେ ୩୬ଟି ଟ୍ରେନ୍‍ ଆଘାତରେ ୧୩୫ଟି ହାତୀଙ୍କର ଶିକାର ଦ୍ୱାରା ଓ ୬ଟି ହାତୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

ହାତୀ ପଲଙ୍କୁ ଗାଁ ଅଭିମୁଖୀ ହେବାରୁ ପ୍ରତିହତ କରିବା ପାଇଁ ଓ ଜନ ଜୀବନର ସୁରକ୍ଷା ପାଇଁ ଗତ ତିନି ବର୍ଷରେ ୪୨ କୋଟି ୨୦ ଲକ୍ଷ ଟଙ୍କାର ବ୍ୟୟ କରାଯାଇଛି। ବଜେଟରୁ ଖର୍ଚ୍ଚ କରାଯାଇଥିବା ଏହି ଅର୍ଥରୁ ୩୧ କୋଟି ୫୭ ଲକ୍ଷ ଟଙ୍କା କେବଳ କାମ୍ପା ପାଣ୍ଠିରୁ ଖର୍ଚ୍ଚ କରାଯାଇଛି। ହାତୀ ଘଉଡାଇବା ଓ ପ୍ରବେଶକୁ ରୋକିବା ପାଇଁ ସୌରଶକ୍ତି ଆଲୋକ ବ୍ୟବସ୍ଥା କରିବା, ଗଜସାଥୀ, ଗଜ ବନ୍ଧୁ ମୁତୟନ ବାବଦରେ ଟଙ୍କା ଖର୍ଚ୍ଚ କରାଯାଇଛି। ଏହାସହ ହାତୀ ସ୍କ୍ୱାର୍ଡ ଓ ହାତୀ ଟ୍ରାକରଙ୍କୁ ନିଯୁକ୍ତି କରାଯାଇଛି। ହାତୀ ସ୍କ୍ୱାର୍ଡ ପାଇଁ ଗତ ତିନି ବର୍ଷରେ ବଜେଟ ଅନୁଦାନରୁ ୩୨ କୋଟି ୩୨ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ବେଳେ ସୌରଶକ୍ତି ଚାଳିତ ବ୍ୟବସ୍ଥା ପାଇଁ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି କାମ୍ପା ପାଣ୍ଠି ଅର୍ଥରେ ହାତୀ ଟ୍ରାକର ମୁତୟନ ସହିତ ସୌରଶକ୍ତି ତାରବାଡ ଏବଂ ଟ୍ରେଞ୍ଚ ଖୋଳା ହେଉଛି। ସୌରଶକ୍ତି ଚାଳିତ ତାରବାଡ ବୁଲାଇବା ପାଇଁ ଗତ ତିନି ବର୍ଷରେ କାମ୍ପା ପାଣ୍ଠିରୁ ପ୍ରାୟ ୨୧ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ହାତୀ ଟ୍ରାକର ମୁତୟନ ପାଇଁ ୮ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ହୋଇଛି। କେବଳ ହାତୀ ଘଉଡାଇବାକୁ ସରକାର ୭୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଦାବି କରିଥିବା ବେଳେ ଏହାର ଫଳ ଶୂନ୍‍ ଭଳି ଜଣାପଡୁଛି।

ୱାଇଲ୍ଡଲାଇଫ୍‍ ସୋସାଇଟି ଅଫ୍‍ ଓଡ଼ିଶାର ମୁଖ୍ୟ ବିଶ୍ୱଜିତ ମହାନ୍ତି କହିଛନ୍ତି ଯେ ରାଜ୍ୟରେ ପ୍ରତି ୧୦ ଟି ହାତୀ ମୃତ୍ୟୁରେ ଜଣେ ମଣିଷର ହାତ ରହିଛି। ସରକାର ବି ଏକଥାକୁ ସ୍ୱୀକାର କରି କହିଛନ୍ତି ଯେ ରାଜ୍ୟରେ ମରିଥିବା ହାତୀ ଭିତରୁ ୭୦ଟି ମୃତ୍ୟୁ ମଣିଷ ଯୋଗୁଁ ହୋଇଛି। ୨୦୧୭ ଗଣନା ଅନୁସାରେ ରାଜ୍ୟରେ ୧୯୭୬ଟି ହାତୀ ରହିଥିଲେ। ବର୍ତ୍ତମାନ ସେଥିମଧ୍ୟରୁ ୫ ବର୍ଷରେ ୨୩୩ଟି ହାତୀଙ୍କର ଜୀବନ ଯାଇଛି। ଯାହା ମଧ୍ୟରେ ୧୪ଟି ହାତୀ ଶିକାରୀମାନଙ୍କ ଦ୍ୱାରା , ୬୩ ହାତୀ ବିଦ୍ୟୁତ ଆଘାତ ଦ୍ୱାରା, ୨୦ଟି ହାତୀ ରେଳ ଦୁର୍ଘଟଣାରେ, ୪ଟି ସଡକ ଦୁର୍ଘଟଣାରେ ଓ ୮୫ ଟି ହାତୀ ପ୍ରାକୃତିକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା କହିଛନ୍ତି।

ଅପରପକ୍ଷେ ହାତୀ ମଣିଷ ଲଢ଼େଇରେ ୨୦୨୧-୨୨ ବର୍ଷରେ ୧୨୧ ଜଣଙ୍କର ମୃତ୍ୟୁ ହୋଇଛି ଓ ୧୧୮ ଜଣ ଆହତ ହୋଇଛନ୍ତି। ୨୦୨୦-୨୧ ମସିହା ଠାରୁ ଏହା ଯଥେଷ୍ଟ ବେଶୀ। ୨୦୨୦ ମସିହାରେ ରାଜ୍ୟରେ ହାତୀ- ମଣିଷ ଲଢ଼େଇରେ ୧୦୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧୯ ଜଣ ଆହତ ହୋଇଥିଲେ। ସେହିପରି ୨୦୧୯-୨୦ରେ ୧୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୨ ଜଣ ଆହତ ହୋଇଥିଲେ। ସରକାର ହାତୀ ଘଉଡାଇବା ପାଇଁ ଯାବତୀୟ ପଦକ୍ଷେପ ନେବା ସତ୍ତ୍ବେ ହାତୀ ମୃତ୍ୟୁ ଓ ମଣିଷ-ହାତୀ ଲଢ଼େଇ ଭଳି ସମସ୍ୟାକୁ ପ୍ରତିହତ କରିବାରେ ସଫଳ ହୋଇ ପାରୁନାହାଁନ୍ତି।

ସାତକୋଶିଆ ବନଖଣ୍ଡରେ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ
ଅନୁଗୁଳ: ସାତକୋଶିଆ ବନଖଣ୍ଡରେ ଚିକିତ୍ସାଧୀନ ଥିବା ଆଉ ଏକ ହାତୀ ଶାବକର ଆଜି ମୃତ୍ୟୁ ହୋଇଛି। ଗତ ତା୧୯ / ୦୬ ରିଖରେ ସାତକୋଶିଆ ବନଖଣ୍ଡ ପମ୍ପାସର ଠାରେ ଚାରି/ପାଞ୍ଚ ବର୍ଷର ଅଣ୍ଡିରା ହାତୀ ଶାବକ ଅସୁସ୍ଥ ଥିବା ଘଟଣା ନଜରକୁ ଆସିଥିଲା । ସେହିଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ ଶାବକଟି ଜଗନ୍ନାଥପୁର ବନ୍ଧ ନିକଟରେ ଛିଡା ହେବା ଏବଂ ଶହଶହ ଲୋକ ତାକୁ ଦେଖୁଥିବା ଘଟଣା ବନ କର୍ମଚାରୀମାନେ ଅବଗତ ଥିଲେ କି ନା ତାହା ସ୍ପଷ୍ଟ ହୋଇନାହିଁ । ସେହିଦିନ ପରେ ଉକ୍ତ ଶାବକ ରବିବାର ଅପରାହ୍ଣରେ ତା’ର ମା ସହିତ ପମ୍ପାସର ବନାଞ୍ଚଳର ହିଳାଡୋଲି ଅଞ୍ଚଳରେ ଦେଖା ଦେଇଥିଲା । ଚାଲିବା ଶକ୍ତି ହରାଇ ବସିଥିବା ହାତୀ ଶାବକ ରବିବାର ରାତି ପର୍ଯ୍ୟନ୍ତ ସେହି ଠାରେ ଛିଡା ହେବା ପରେ ସୋମବାର ସକାଳେ ହଠାତ ଜଙ୍ଗଲ ଭିତରକୁ ପଳାଇଯିବା ପରେ ବନ ବିଭାଗ ଖୋଜା ଖୋଜି କରିଥିଲେ ।

ବହୁ ଖୋଜା ଖୋଜି ପରେ ସେହି ଦନ୍ତା ଶାବକକୁ ବନ ବିଭାଗ ଠାବ କରି ଚିକିତ୍ସା ଆରମ୍ଭ କରିଥିବା ବିଷୟରେ ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୂଚନା ଦେଇଛନ୍ତି । ଅସୁସ୍ଥ ଜଣା ପଡିବା ପରେ ହାତୀର ଚିକିତ୍ସା ପାଇଁ ପିସିସିଏଫଙ୍କ ଅନୁମତି ମିଳିବାରେ ବିଳମ୍ବ ଯୋଗୁ ଏପରି ଘଟଣା ହେଉଥିବା ଚର୍ଚ୍ଚା ହେଉଛି । କିଛି ଦିନ ଚିକିତ୍ସା ପରେ ଆଜି ଉକ୍ତ ହାତୀର ମୃତୁ ଘଟିଥିବା ଜଣା ପଡ଼ିଛି।