Rohit Sharma Covid positive - The Sakala

ଇଂଲଣ୍ଡ ବିପକ୍ଷ ବର୍ମିଙ୍ଗ୍‌ହାମ୍‌ ଟେଷ୍ଟ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟ୍‌କା : କ୍ୟାପ୍‌ଟେନ୍‌ ରୋହିତଙ୍କୁ କରୋନା
ନୂଆଦିଲ୍ଲୀ : ଇଂଲଣ୍ଡ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ୍‌କୁ ଲାଗିଛି ବଡ ଝଟ୍‌କା। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କୋଭିଜ-୧୯ ପଜିଟିଭ୍ ହୋଇଛନ୍ତି । ଶନିବାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ରୋହିତ ପଜିଟିଭ୍ ଥିବା ଜଣାପଡିଥିଲା । ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।ରୋହିତ ଶର୍ମା କୋଭିଡ୍‌-୧୯ ପଜିଟିଭ୍‌ ବାହାରିଥିବାରୁ ଲେସ୍‌ଟୁସାୟାର୍‌ସ୍ଥିତ ହୋଟେଲ୍‌ରେ ଏକାନ୍ତବାସ କରୁଥିବା ବେଳେ ଟିମ୍‌ର ବାକି ଖେଳାଳିମାନେ ସ୍ଥାନୀୟ କାଉଣ୍ଟି କ୍ଲବ୍‌ ବିପକ୍ଷରେ ୪ ଦିବସୀୟ ଅଭ୍ୟାସ୍‌ ମ୍ୟାଚ୍‌ ଖେଳୁଛନ୍ତି ବୋଲି ବିସିସିଆଇ କହିଛି।

UPDATE – #TeamIndia Captain Mr Rohit Sharma has tested positive for COVID-19 following a Rapid Antigen Test (RAT) conducted on Saturday. He is currently in isolation at the team hotel and is under the care of the BCCI Medical Team.

— BCCI (@BCCI) June 25, 2022

ବିସିସିଆଇ ଟ୍ୱିଟ୍ କରି କହିଛି ଯେ,ଶନିବାର ଖେଳାଳିଙ୍କର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ ହୋଇଥିଲା। ଏଥିରେ ରୋହିତ କରୋନା ପଜିଟିଭ୍ ଥିବା ଜଣାପଡିଥିଲା। ଏବେ ସେ ହୋଟେଲରେ ଆଉସୋଲେସନରେ ଅଛନ୍ତି। ବିସିସିଆଇ ମେଡିକାଲ ଟିମ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି। ଆଜି ପୁଣି ତାଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରଯିବ। ଯଦି ରୋହିତ ଶର୍ମାଙ୍କ ଆରଟିପିସିଆର୍‌ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସେ, ତେବେ ଟିମ୍‌ ଇଣ୍ଡିଆକୁ ବଡ ଝଟ୍‌କା ଲାଗିପାରେ। କାରଣ ଜୁଲାଇ ୧ରୁ ହେବାକୁ ଥିବା ଟେଷ୍ଟ ମ୍ୟାଚରୁ ବାଦ ପଡିପାରନ୍ତି। କରୋନାରୁ ସୁସ୍ଥ ହେବା ପାଇଁ ତାଙ୍କୁ ଅତି କମରେ ଏକ ସପ୍ତାହ ଲାଗିବ। ଏଭଳି ପରିସ୍ଥିତିରେ ସେ ବର୍ମିଙ୍ଗ୍‌ହାମ୍‌ରେ ଇଂଲଣ୍ଡ୍‌-ଭାରତ ମଧ୍ୟରେ ଆରମ୍ଭ ହେବାକୁ ଥିବା ୫ମ ଟେଷ୍ଟ୍‌ ମ୍ୟାଚ୍‌ ଖେଳିବା ପାଇଁ ସମର୍ଥ ହେବେ କି, ନାହିଁ ସନ୍ଦେହ ଉପୁଜିଛି।