lokanath tample puri - The Sakala

ଲୋକନାଥ ମନ୍ଦିର ପରିଦର୍ଶନ କଲେ ୫ଟି ସଚିବ ଭିକେ ପାଣ୍ଡିଆନ୍, ସୌନ୍ଦର୍ଯ୍ଯକରଣ ସହ ବୃଦ୍ଧି ହେବ ପରିସର
ଭୁବନେଶ୍ବର: ବଦଳିବ ପୁରୀ ଲୋକନାଥ ମନ୍ଦିର ପୀଠ। ଆଜି ସନ୍ଧ୍ୟାରେ ଲୋକନାଥ ମନ୍ଦିର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ ।। ଲୋକନାଥ ମନ୍ଦିରର ସୌନ୍ଦର୍ଯ୍ଯକରଣ ସହ ପରିସର ବୃଦ୍ଧି କରାଯିବ। ଲୋକନାଥ ମନ୍ଦିର ପରିସର ୧୪ ଏକରକୁ ବୃଦ୍ଧି କରାଯିବ ବୋଲି ଆଲୋଚନା କରାଯାଇଛି। ଏଥିସହ ଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ବିକାଶ କରାଯିବ। ମନ୍ଦିର ନିକରଟରେ ପାର୍କିଂ ସ୍ଥଳ, ଯାତ୍ରୀ ନିବାସ ତିଆରି କରାଯିବ। ମନ୍ଦିରର ଉନ୍ନତିକରଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ହେବ ନାହିଁ।  ଏଥିସହ ସେବାୟତଙ୍କ ଦୀର୍ଘଦିନର ଦାବି ପୂରଣ ହେବ।

କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଜଗା ଦର୍ଶନ, ଆଜି ଓ ଆସନ୍ତାକାଲି ସକାଳ ୭ରୁ- ରାତି ୧୧ ଯାଏଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
ଭୁବନେଶ୍ବର: ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ସକାଳ ୭ଟାରୁ ରାତି ୧୧ଟା ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା କରାଯାଇଛି। ହେଲେ କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ ୧୯ ତାରିଖରେ ଶ୍ରୀମନ୍ଦିରରେ ବନ୍ଦ ରହିବ ଜଗା ଦର୍ଶନ। ଏ ନେଇ ନୂଆ ମାର୍ଗଦର୍ଶିକା ଜାରି ହୋଇଛି । ପଞ୍ଚୁକ ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି । ତେବେ ଶ୍ରୀମନ୍ଦିର ଭିତରେ ଦୁଇ ଦିନ ଧରି ରାତି ୧୧ଟା ଯାଏଁ ଠାକୁରଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କରୋନା ଓ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।