Homemade - The Sakala

ଘରେ ବନାନ୍ତୁ ବଟର୍‌ ଗାର୍ଲିକ୍‌ ମସ୍‌ରୁମ୍‌
ଆବଶ୍ୟକ ସାମଗ୍ରୀ: ଛତୁ: ୫୦୦ ଗ୍ରାମ, ରସୁଣ: ଗୋଟେ କୋଲା,  କଟା ପିଆଜ: ଏକ କପ୍‌, ଓରେଗାନୋ: ଏକ ଚାମଚ, ହଳଦୀ: ଅଧା ଚାମଚ, ବଟର: ଦୁଇ ଚାମଚ, ଗୋଲମରିଚ: ଏକ ଚାମଚ, ଭିନେଗାର: ଏକ ଚାମଚ, ଲୁଣ: ଆବଶ୍ୟକ ଅନୁସାରେ, ଧନିଆପତ୍ର: ଅଳ୍ପ କିଛି, ରିଫାଇନ ତେଲ: ଆବଶ୍ୟକ ଅନୁସାରେ।

ପ୍ରସ୍ତୁତ ପ୍ରଣାଳି: ପ୍ରଥମେ ଛତୁକୁ ଭଲ ଭାବେ ଧୋଇ ରଖନ୍ତୁ। ଏହା ପରେ ଚୂଲାରେ କଡ଼େଇ ବସାଇ ସେଥିରେ ବଟର ଓ ରିଫାଇନ୍‌ ତେଲ ଦିଅନ୍ତୁ। ସେଥିରେ ଛତୁ ପକାନ୍ତୁ ଏବଂ ତାହାକୁ ଭଲଭାବେ ଭାଜି ଅଲଗା ଏକ ପାତ୍ରରେ ରଖନ୍ତୁ। ସେହି କଡ଼େଇରେ  କଟା ପିଆଜ, କଟା ରସୁଣ ପକାଇ ଭାଜନ୍ତୁ। ଏବେ ଏଥିରେ ଅଧା ଚାମଚ ଭିନେଗାର, ଗୋଲମରିଚ ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଓ ଅଳ୍ପ ଓରେଗାନୋ ପକାଇ ଧିମା ଆଞ୍ଚରେ ଛତୁକୁ ଭାଜନ୍ତୁ। ଶେଷରେ ଧନିଆ ପତ୍ର ପକାଇ ଗରମ ଗରମ ପରଷନ୍ତୁ ବଟର୍‌ ଗାର୍ଲିକ ମସ୍‌ରୁମ୍।