Jail Parade - The Sakala
ଆଜିଠୁ ଆରମ୍ଭ ହେଲା ଜେଲ ପରେଡ଼, ଏଣିକି ଜେଲରୁ ଫେରିବା ପରେ ଅପରାଧ ଦୁନିଆରେ ପାଦ ଥାପିବା ହେବ ମୁସ୍କିଲ
ଭୁବନେଶ୍ବର: ଆକ୍ସନ ମୋଡରେ କମିଶନରେଟ ପୁଲିସ । ଆଉ ଖସିପାରିବେନି ଅପରାଧୀ । ଆଜି ଠାରୁ ଆରମ୍ଭ ହେଲା ଜେଲ ପରେଡ଼ । ରାଜଧାନୀରେ ଅପରାଧୀଙ୍କୁ ସାବାଡ଼ କରିବ ଜେଲ୍ ପରେଡ । ଆଉ ଜେଲରୁ ଫେରିବା ପରେ ଅପରାଧ ଦୁନିଆରେ ପାଦ ଥାପି ପାରିବେନି ଅପରାଧୀ।  ଜେଲ ଫେରନ୍ତାଙ୍କୁ ଚେକ୍ ଦେବାକୁ ଅଣ୍ଟା ଭିଡ଼ିଛି କମିଶନରେଟ ପୁଲିସ । ଏଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ପୁଲିସ । ଏଣିକି ପ୍ରତି ରବିବାର ଜେଲ ଭିତରେ ହେବ ପହରା । ଥାନା ଅଧିକାରୀ ଏବଂ ଏସ୍‌ଆଇ ଜେଲ ପରିଦର୍ଶନ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବେ ।
ଆଜି ଝାରପଡା ଜେଲରେ ସବୁ ଥାନାଧିକାରୀ ପହଞ୍ଚିଛନ୍ତି । ଆରମ୍ଭ ହୋଇଛି ଜେଲ ପରେଡ । ଜେଲର ରେଜିଷ୍ଟାର ଯାଞ୍ଚ କରିବା ସହ ଅଭିଯୁକ୍ତଙ୍କୁ ଛିଡ଼ା କରାଇ ସେମାନଙ୍କ ବାବଦରେ ପୋଲିସ ତଥ୍ୟ ନେଇଛି । ଅପରାଧୀଙ୍କ ଆଚରଣ, ଉଚ୍ଚାରଣ ଏବଂ କେତେ ମାମଲାରେ ସେମାନେ ସମ୍ପୃକ୍ତ ଅଛନ୍ତି ସେନେଇ ତଥ୍ୟ ନିଆଯାଉଛି । ସେମାନେ ଘଟାଇଥିବା ଅପରାଧର ତରିକା କ’ଣ । ଜେଲରେ ରହୁଥିବା ଅଭିଯୁକ୍ତମାନେ କାହା ସହ ମିଶୁଛନ୍ତି, କାହା ସହ ବନ୍ଧୁତା ସ୍ଥାପନା କରୁଛନ୍ତି । ମୁଲାକାତ ବେଳେ କାହା ସହ ଭେଟୁଛନ୍ତି । ଏ ସବୁର ତର୍ଜମା କରୁଛନ୍ତି ଥାନାଧିକାରୀ । ଫଳରେ ଜାମିନରେ ଆସିବା ପରେ ଅଭିଯୁକ୍ତଙ୍କ ଗତିବିଧି ଉପରେ ଥାନାର ନଜର ରହି ପାରିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁମାନେ ଜେଲ ଯାଇଛନ୍ତି ଓ ଜାମିନରେ ବାହାରିବେ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ପରେଡରେ ଏସିପି, ସମସ୍ତ ଥାନାର ଆଇଆଇସି ଓ ପିଓପିଡି ଅଧିକାରୀ ସାମିଲ ହୋଇଛନ୍ତି ।
ଭୁବନେଶ୍ୱର: ଅପରାଧିଙ୍କୁ ସାବାଡ଼ କରିବ ‘ଜେଲ ପରେଡ୍‌’। ଜେଲରୁ ଫେରି ଘଟାଇ ପାରିବେନି ଅପରାଧ । ରବିବାର ସକାଳୁ ଜେଲ ଭିତରେ ଧାଡି ପହରା । କନଷ୍ଟେବଳ ନୁହେଁ, ଉପସ୍ଥିତ ରହିବେ ଥାନାଧିକାରୀ । ପୁଲିସ ମାନୁଆଲ ଅନୁସାରେ ଯେଉଁ ଜେଲରେ ଅଭିଯୁକ୍ତଙ୍କ ଉପରେ ନଜର ରଖିବେ ଥାନା କର୍ତ୍ତୁପକ୍ଷ । ଜେଲରେ ଅଭିଯୁକ୍ତ କାହା ସହ ଅଧିକ ବନ୍ଧୁତା କରୁଛି। ମୂଲାକାତ ବେଳେ କାହାକୁ ଭେଟୁଛନ୍ତି ତାହା ଟିକିନିଖି ଯାଞ୍ଚ ହେବ ।  ପୋଲିସ ଓ ଜେଲ ବିଭାଗର ସମନ୍ୱୟ ଅଭାବରୁ ଜେଲକୁ ଯାଉନାହିଁ ପୁଲିସ । ଫରଓ୍ବାର୍ଡ କରିଦେଇ କୋର୍ଟରୁ ସାରିଦେଉଛି କାମ। ଫଳରେ ବେଲରେ ଆସି କ୍ରାଇମ ସିଣ୍ଡିକେଟ ତିଆରି କରୁଛନ୍ତି ଅଭିଯୁକ୍ତ। ଏବେ ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ‘ ଜେଲ ପରେଡ଼ ‘ ।
ପ୍ରତ୍ୟେକ ରବିବାର ସମସ୍ତ ଥାନାଧିକାରୀ ଜେଲ୍ ଯିବେ । ସକାଳ ୭.୩୦ ସୁଧା ରେଜିଷ୍ଟର ଯାଞ୍ଚ କରାଯିବ । ୮ଟା ବେଳକୁ ଧାଡି କରି ଅଭିଯୁକ୍ତଙ୍କୁ ଛିଡା କରାଯାଇ ସେମାନଙ୍କ ସମ୍ପର୍କରେ ତଥ୍ୟ ନିଆଯିବ। ଅପରାଧୀଙ୍କର ଆଚରଣ, ସେ କେତେ ମାମଲାରେ ସମ୍ପୃକ୍ତ, ଘଟାଇଥିବା ଅପରାଧର ତରିକା କଣ ? ଏସବୁର ସବୁର ତର୍ଜମା ହେବ। ଫଳରେ ଜାମିନରେ ଆସିବା ପରେ ଅଭିଯୁକ୍ତଙ୍କ ଗତିବିଧି ଉପରେ ଥାନାର ନଜର ରହିପାରିବ ।
କେବଳ ଜେଲ ପରେଡ଼ ନୁହେଁ, ଯଦି ପୂର୍ବରୁ ପ୍ରଚଳିତ ଗ୍ରାମରକ୍ଷୀ ପ୍ୟାରେଡ଼ ବ୍ୟବସ୍ଥା ମଧ୍ୟ ପ୍ରଚଳିତ ହୁଏ, ତେବେ ଅପରାଧୀଙ୍କ ଉପରେ ଲଗାମ ଲାଗିପାରିବ । ଜେଲରେ ରହୁଥିବା ଅଭିଯୁକ୍ତ ବିଷୟରେ ଟିକିନିଖି ତଥ୍ୟ ରଖିବ ପୁଲିସ । ଅପରାଧୀଙ୍କ ଗତିବିଧିକୁ ନଜରରେ ରଖିବା ପାଇଁ ଜେଲ ଭିତରେ ହେବ ପରେଡ଼। ଏହି ସମୟରେ ଜେଲ୍ ଭିତରେ ଉପସ୍ଥିତ ରହିବେ ସମସ୍ତ ଥାନାର ଥାନାଧିକାରୀ । ପ୍ରତ୍ୟେକ ରବିବାର ସକାଳ ୮ଟାରୁ କରାଯିବ ପରେଡ଼ । ଫଳରେ ବେଲରେ ଆସିବା ପରେ ବି ଅପରାଧୀଙ୍କ ଉପରେ ନଜର ରଖିପାରିବେ ଥାନା କର୍ତ୍ତୃପକ୍ଷ ।