Bharat Bandh - The Sakala

ଭାରତ ବନ୍ଦ ଭିତରେ ଫସିଗଲେ 'ବର', ବିବାହ ମଣ୍ଡପକୁ ଯିବା ପୂର୍ବରୁ ଅଟକାଇଲେ ବିକ୍ଷୋଭକାରୀ
ଭୁବନେଶ୍ୱର: ଭାରତ ବନ୍ଦ ଭିତରେ ଫସିଗଲେ 'ବର' । ରାସ୍ତା ମଝିରେ ହେଲେ ହଟହଟା । ସୋରରୁ ଖୋର୍ଦ୍ଧା ଯିବାବେଳେ ଭୁବନେଶ୍ବରରେ ଅଟକିଲେ । ବିବାହ ମଣ୍ଡପକୁ ଯିବା ପୂର୍ବରୁ ଜୟଦେବ ବିହାରରେ ବର ଗାଡିକୁ ଅଟକାଇଲେ ବିକ୍ଷୋଭକାରୀ । ଭାରତ ବନ୍ଦ ଯୋଗୁଁ ରାସ୍ତା ମଝିରେ ହଟହଟା ହେଲେ ବର ଓ ବରଯାତ୍ରୀ । ବେଶ୍ କିଛି ସମୟ ଯାଏଁ ଘଟଣାସ୍ଥଳରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା। ପରେ ବର ଓ ବରଯାତ୍ରୀକୁ ଆନ୍ଦୋଳନକାରୀମାନେ ରାସ୍ତା ଛାଡ଼ିଥିଲେ । ତେବେ ଏହି ଉତ୍ତେଜନାକୁ ନେଇ ବର କହିଛନ୍ତି ଯେ, ବନ୍ଦ ସଂପର୍କରେ କୌଣସି କଥା ମୁଁ ଜାଣିନଥିଲି । ବିବାହ କରିବାକୁ ଆମେ ଖୋର୍ଦ୍ଧା ଯାଉଛୁ ।

ଭାରତ ବନ୍ଦବେଳେ ବ୍ରେକ୍ ଫେଲ୍ ହେଲା ପୋଲିସ ବସ୍, ଅଳ୍ପକେ ବର୍ତ୍ତିଲେ ଆନ୍ଦୋଳନକାରୀ
ରାୟଗଡ଼ା: ଭାରତ ବନ୍ଦବେଳେ ବ୍ରେକ୍ ଫେଲ୍ ହେଲା ପୋଲିସ ବସ୍, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆନ୍ଦୋଳନକାରୀ। ଆଜି ବନ୍ଦ ବେଳେ ଏଭଳି ଘଟଣା ଘଟିଛି ରାୟଗଡା ସହରର ଶିରିଗୁଡ଼ା ଛକରେ। ଆଜି ଟ୍ରେଡ ୟୁନିୟନ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଶିରିଗୁଡ଼ା ଛକରେ ଅନେକ ଯାନବାହାନ ଅଟକିଥିଲା। ମନରେଗା ଉଚ୍ଛେଦ ସହ କେନ୍ଦ୍ର ସରକାରଙ୍କ ଶ୍ରମିକ ସ୍ବାର୍ଥ ବିରୋଧୀ ୪ଟି ଶ୍ରମ କୋଡ ବାତିଲ ଓ ଅନ୍ୟାନ୍ୟ ଦାବି ନେଇ ଦେଶବ୍ୟାପୀ ବନ୍ଦ ଧର୍ମଘଟ କରିଛି ଟ୍ରେଡ ୟୁନିୟନ ।

ରାୟଗଡା ସହରର ଶିରିଗୁଡ଼ା ଛକରେ ଭାରତ ବନ୍ଦ ପ୍ରଭାବରେ ଅନେକ ଯାନବାହାନ ଅଟକିଥିଲା ।  ଶତାଧିକ ଆନ୍ଦୋଳକାରୀ ରାସ୍ତାରେ ପ୍ରତିବାଦ କରୁଥିଲେ । ଆନ୍ଦୋଳନକାରୀଙ୍କ ସହ ସୁରକ୍ଷା ଦୃଷ୍ଟିରୁ ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ସେତିକିବେଳେ ଅଟକି ରହିଥିବା ପୋଲିସ ବସ୍ ବ୍ରେକ ଫେଲ ହୋଇ ହଠାତ ଗଡିଗଲା। ବ୍ୟାରିକେଡ ଭାଙ୍ଗି ପ୍ରାୟ ୧୦୦ ମିଟର ଗଡ଼ିଗଲା ବସ୍ । ସାମନାରେ ଥିବା ଲୋକମାନେ ଚିତ୍କାର କରି ଏଣେତେଣେ ଧାଇଁଥିଲେ । ତେବେ ଡ଼୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲେ।

ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ: ବସ୍‌ଷ୍ଟାଣ୍ଡରେ ଅଟକିଛି ଯାନବାହନ,ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ
ଭୁବନେଶ୍ବର : ଆଜି ଭାରତ ବନ୍ଦ । କେନ୍ଦ୍ର ସରକାରଙ୍କ ଶ୍ରମିକ ନୀତିକୁ ବିରୋଧ କରି ଦେଶବ୍ୟାପୀ ଧର୍ମଘଟ ଓ ହରତାଲ ଡାକରା ଦେଇଛନ୍ତି ୧୦ରୁ ଅଧିକ ଶ୍ରମିକ ସଂଗଠନ। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଦିଆଯାଇଛି ବନ୍ଦ ଡାକରା। ବିଜୁ ଶମ୍ରିକ ସାମୁଖ୍ୟ, କଂଗ୍ରେସ, ବାମଦଳର ବନ୍ଦକୁ ସମର୍ଥନ କରିଛନ୍ତି । ମନରେଗା ଉଚ୍ଛେଦ ସହ କେନ୍ଦ୍ର ସରକାରଙ୍କ ଶ୍ରମିକ ସ୍ବାର୍ଥ ବିରୋଧୀ ୪ଟି ଶ୍ରମ କୋଡ ବାତିଲ ଓ ଅନ୍ୟାନ୍ୟ ଦାବି ନେଇ ଦେଶବ୍ୟାପୀ ବନ୍ଦ ଧର୍ମଘଟ କରିଛି ଟ୍ରେଡ ୟୁନିୟନ । ଫଳରେ ପରିବହନ, ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ଉପରେ ବନ୍ଦର ପ୍ରଭାବ ପଡିଛି । ଏହି ଧର୍ମଘଟରେ ଦେଶର ୩୦ କୋଟି ଶ୍ରମିକ ସାମିଲ ହୋଇଥିବା ଦାବି କରିଛି ଟ୍ରେଡ ୟୁନିୟନ । ଭାରତ ବନ୍ଦ ଯୋଗୁଁ ଦୋକାନ ବଜାର, ଗାଡି ଚଳାଚଳ ବନ୍ଦ ରହିଛି ।

ଭାରତ ବନ୍ଦର ପ୍ରଭାବ ଭୁବନେଶ୍ବରରେ ମଧ୍ୟ ଦେଖଯାଇଛି । ବିଭିନ୍ନ ଛକରେ ଆନ୍ଦୋଳନ କରିବା ସହି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବିଭିନ୍ନ ସ୍ଥାନରେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ଗୁଡିକ ମଧ୍ୟ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରି ଆନ୍ଦୋଳନକାରୀ ପ୍ରତିବାଦ କରୁଛନ୍ତି । ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି ।

ଭାରତ ବନ୍ଦର ପ୍ରଭାବ ରାଉରକେଲା ସହରରେ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ରାସ୍ତାରୋକ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ରାଉରକେଲା ସହରରେ ଘରୋଇ ବସ ଚଳାଚଳ ବନ୍ଦ। ଦୋକାନ ବଜାର ବି ବନ୍ଦ ରହିଛି ।

ଭାରତ ବନ୍ଦର ପ୍ରଭାବ ରାୟଗଡ଼ା ଜିଲ୍ଲା ଗୁଣପୁରରେ ଦେଖିବାକୁ ମିଳିଛି । ସ୍ଥାନୀୟ ବାଇପାସ ଛକରେ ଏଆଇସିସିଟିୟୁ, ଆଇରେଲା, ସଂଯୁକ୍ତ କିଷାନ ମୋର୍ଚାର ମିଳିତ ସହଯୋଗରେ ବନ୍ଦ ପାଳନ କରାଯାଇଛି | ଗୁଣପୁରର ବିଭିନ୍ନ ସ୍ଥାନରେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ଗୁଡିକ ମଧ୍ୟ ବନ୍ଦ ରହିଛି । ସ୍ଥାନୀୟ ବାଇପାସ୍ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରି ନାରାବାଜି କରାଯାଉଛି ।

‘ଅଗ୍ନିପଥ’ ବିରୋଧରେ ଆଜି ଭାରତ ବନ୍ଦ, ହାଇଆଲର୍ଟରେ ଆରପିଏଫ ଓ ଜିଆରପି
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ନିଆଁ ଜଳୁଛି। ଭାରତୀୟ ସେନାର କଡା ଆଭିମୁଖ୍ୟ ସତ୍ତ୍ୱେ ଅଗ୍ନିପଥ ବିବାଦ ଥମିବାର ନାଁ ନେଉ ନାହିଁ । ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଦେଶର ପ୍ରାୟ ଅଧାରୁ ଅଧିକ ରାଜ୍ୟରେ ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ଆଜି ବିଭିନ୍ନ ସଂଗଂଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି ।

ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନକାରୀଙ୍କ ହିଂସା କରୁଛନ୍ତି। ଯାହାକୁ ଦେଖି କେତେକ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦେଇଛନ୍ତି। ଏଥି ସହିତ ଆନ୍ଦୋଳନ ଯୋଗୁଁ ରେଲୱେର ଅଧିକାଂଶ କ୍ଷତି ହୋଇଛି। ଯାହାକୁ ନଜରରେ ରଖି ହାଇଆଲର୍ଟରେ ରହିଛନ୍ତି ଆରପିଏଫ ଓ ଜିଆରପି। ସେମାପେ ହିଂସା ସୃଷ୍ଟିକାରୀଙ୍କ ଉପରେ ନଜର ରଖିଛନ୍ତି।ହିଂସାକୁ ଆପଣାଉଥିବା ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କଠୋରରୁ କଠୋର ଧାରା ଲଗାଇ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭାରତ ବନ୍ଦ ସମୟରେ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବା ସହ ଡିଜିଟାଲ ସାକ୍ଷୀ (ମୋବାଇଲ, କ୍ୟାମେରା, ସିସିଟିଭି)ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଭାରତ ବନ୍ଦ ସମୟରେ ହିଂସାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ଉତ୍ତର ପ୍ରଦେଶ, ବିହାର, ହରିଆଣା ଓ ଝାଡ଼ଖଣ୍ଡ ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ପୁଲିସ ବାହିନୀ ମୁତୟନ କରାଯାଇଛି। ଅପ୍ରୀତିକର ପରିସ୍ଥିତିର ମୁକାବିଲା ଲାଗି ସତର୍କ ରହିବାକୁ କୁହାଯାଇଛି। ଝାଡ଼ଖଣ୍ଡରେ ଆଜି ସମସ୍ତ ସ୍କୁଲ୍‌ କଲେଜକୁ ବନ୍ଦ କରିଦିଆଯାଇଛି।ଭାରତ ବନ୍ଦ ସମୟରେ ଅଧିକ ହିଂସାକାଣ୍ଡ ଘଟିବାର ଆଶଙ୍କା ଥିବାରୁ ସୁରକ୍ଷାକର୍ମୀଙ୍କୁ ସେଫ୍ଟି ଗିୟର ପିନ୍ଧିବାକୁ କୁହାଯାଇଛି। ଯେଉଁ ଷ୍ଟେସନ ଗୁଡିକ ସମ୍ବେଦନଶୀଳ ସେଠାକୁ ବାରମ୍ବାର ଗସ୍ତ କରି ନୀରିକ୍ଷଣ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ କୁହାଯାଇଛି।

ସୂଚନାଯୋଗ୍ୟ ବିଭିନ୍ନ ରାଜ୍ୟରେ ଏବଂ ବିଶେଷ‌ କରି ବିହାର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ‘ଅଗ୍ନିପଥ’ ଯୋଜନା ବିରୋଧରେ ବ୍ୟାପକ ହିଂସାତ୍ମକ ପ୍ରତିବାଦ ହୋଇଛି। ଏହା ପଛରେ ସଶସ୍ତ୍ର ସେନାରେ ନିଯୁକ୍ତି ପାଇଁ ଯୁବକମାନଙ୍କୁ ପ୍ରସ୍ତୁତ କରାଉଥିବା କୋଚିଂ ସେଣ୍ଟରଗୁଡ଼ିକର ହାତ ରହିଥିବା ପୁଲିସ ସନ୍ଦେହ କରୁଛି।ଆନ୍ଧ୍ର ପୁଲିସ ଆବୁଲା ସୁବ୍ବା ରାଓ ନାମକ ସେନାର ଜଣେ ଅବସରପ୍ରାପ୍ତ ହାବିଲଦାରଙ୍କୁ କେନ୍ଦ୍ରର ଯୋଜନା ବିରୋଧରେ ପିଲାମାନଙ୍କୁ ମତେଇବା ଅଭିଯୋଗରେ ଗିରଫ କରିଛି। ସେ ଅନେକ କୋଚିଂ ସେଣ୍ଟର ଚଳାଉଛନ୍ତି। କିନ୍ତୁ ଅନେକ ଶିକ୍ଷକ ଓ କୋଚିଂ ସେଣ୍ଟର ମାଲିକ ଏହି ଅଭିଯୋଗକୁ ଅସ୍ବୀକାର କରିବା ସହ ସେମାନଙ୍କୁ ଫସାଯାଉଥିବା ଅଭିଯୋଗ କରିଛନ୍ତି। ତେଣେ ଅଗ୍ନିପଥ ଯୋଜନା ଓ ଅଗ୍ନିବୀର ସଂପର୍କରେ ମିଥ୍ୟା ଖବର ପ୍ରସାର କରୁଥିବା କାରଣରୁ ଗୃହ ମନ୍ତ୍ରାଳୟ ୩୫ଟି ହ୍ବାଟ୍‌ସଆପ୍‌ ଗ୍ରୁପ୍‌କୁ ନିଷିଦ୍ଧ କରିଛି।