India vs South Africa T20 - The Sakala

ଭାରତ- ଦ. ଆଫ୍ରିକା ଟି- ୨୦: ସିରିଜ ଡ୍ର, ଭୁବନେଶ୍ବର କୁମାର ପ୍ଲେୟାର ଅଫ ଦ ସିରିଜ୍
ବେଙ୍ଗାଲୁରୁ: ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ଡ୍ର ହୋଇଛି। ୫ ମ୍ୟାଚ ବିଶିଷ୍ଟ ସିରିଜ ୨-୨ରେ ଶେଷ ହୋଇଛି। ନିର୍ଣ୍ଣାୟକ ଅନ୍ତିମ ମୁକାବିଲା ବର୍ଷାରେ ଧୋଇ ଯିବାରୁ ସିରିଜ ଡ୍ର ହୋଇଛି। ଏହି ୫ଟିକିଆ ସିରିଜରେ ଭାରତ ଲାଗାତ ୨ଟି ମ୍ଯାଚ ହାରିଥିଲା। ପରେ କ୍ରମାଗତ ଭାବେ ୨ଟି ମ୍ଯାଚ ଜିତି ସିରିଜକୁ ଫେରିଥିଲା। ଆଜି ନିର୍ଣ୍ଣାୟକ ମୁକାବିଲା ରହିଥିଲା । ହେଲେ ଏହି ମ୍ଯାଚରେ ବର୍ଷା ବାଧକ ସାଜିଥିଲା। ବର୍ଷା ହେବା କାରଣରୁ ଆଜିର ମ୍ଯାଚ ବିଳମ୍ବରେ ଆରମ୍ଭ ହୋଇଥିଲା। ଭାରତ ୩ ଓଭର ୨ଟା ବଲ ଖେଳି ୨୮ ରନରେ ୨ଟି ୱିକେଟ ହରାଇଥିଲା। ଏହାପରେ ବର୍ଷା ପୁଣି ଆରମ୍ଭ ହୋଇଥିଲା। ଆଉ ଖେଳ ସମ୍ଭବ ହୋଇପାରି ନ ଥିଲା। ପରେ ଅନ୍ତିମ ମ୍ଯାଚକୁ ବାତିଲ କରାଯାଇଥିଲା। ଏହି ୫ଟିକିଆ ସିରିଜରେ ପ୍ଲେୟାର ଅଫ ଦ ସିରିଜ ଭୁବନେଶ୍ବର କୁମାର ହୋଇଛନ୍ତି।