BDO - The Sakala
ଭୁବନେଶ୍ବର: ବିଡିଓ ସ୍ତରରରେ ବଡ଼ ଧରଣର ଅଦଳବଦଳ କଲେ ସରକାର। ୪୩ଜଣ ବିଡିଓଙ୍କୁ ବଦଳି କରାଯାଇଛି। ଏନେଇ ଗୁରୁବାର ପଞ୍ଚାୟତରାଜ ଓ ପାନୀୟ ଜଳ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଚନ୍ଦ୍ରମଣି ନାଗଙ୍କୁ ରାଜବଡ଼ାସମ୍ବରରୁ ଟିଟିଲାଗଡ଼ ବଦଳି କରାଯାଇଛି। ସେହିପରି ଆକାଶ ପଣ୍ଡା ଆଠଗଡ଼ ବିଡିଓ ହୋଇଛନ୍ତି। ରାହୁଲ ମଣ୍ଡଳଙ୍କୁ ଢେଙ୍କାନାଳ ସଦର ର ବିଡିଓ କରାଯାଇଛି। ସାଗର ଚନ୍ଦ୍ର ମୁର୍ମୁ ମୟୂରଭଞ୍ଜର ବିଷୋଇ ବ୍ଲକର ବିଡିଓ ହୋଇଛନ୍ତି। କଲ୍ୟାଣ ସୌରଭ ଦାଶ ହିନ୍ଦୋଳର ବିଡିଓ ହୋଇଥିବାବେଳେ ଅବନ୍ତିକା ସାହୁ ଯାଜପୁର କୋରେଇର ବିଡିଓ ହୋଇଛନ୍ତି।
[wp-embedder-pack width=”100%” height=”400px” download=”all” download-text=”” attachment_id=”135370″ /]
ଜଳେଶ୍ବର ବିଡ଼ିଓ ଅଶ୍ୱନୀ ଦାସ ଙ୍କ ଘରେ ଭିଜିଲାନ୍ସ ରେଡ଼
ଜଳେଶ୍ୱର : ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକର ବିଡ଼ିଓ ଅଶ୍ୱନୀ କୁମାର ଦାସ।ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ଼ ମାରିଛି ଟିମ। କଟକ ଡିଭିଜନର ୫ ଜଣ ଡି ଏସ ପି ଏବଂ ୯ ଜଣ ଇନ୍ସପେକ୍ଟର ନେତୃତ୍ୱରେ  ୫ ଟି ଟିମ ଗଠନ କରାଯାଇଛି।ଏହି ପାଞ୍ଚଟି ଟିମ ଛଅଟି ସ୍ଥାନରେ ଚଢ଼ାଉ କରିଛନ୍ତି।କଟକରେ ତିନୋଟି ସ୍ଥାନରେରେ ଝିଙ୍କିରିଆ ସ୍ଥିତ ନିଜ ଘର,କଳାପଦା ସ୍ଥିତ ଦୁଇ ମହଲା ବିଶିଷ୍ଟ ଘର,ଜଳେଶ୍ବର ବ୍ଲକ ଅଫିସ, ଜଳେଶ୍ବର ସରକାରୀ ବାସଭବନ,କଟକରେ ତାଙ୍କ ପତ୍ନୀ ରହୁଥିବା ଖପୁରିଆ ସ୍ଥିତ ବାସଭବନ,କେନ୍ଦ୍ରାପଡା ସ୍ଥିତ ଭୂଇଁପୁର ଗ୍ରାମରେ ଏକ ଅମ୍ପର୍କୀୟ ଘରେ ଏକ କାଳୀନ ଚଢ଼ାଉ କରାଯାଇଛି।ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଛି।