odaianews - The Sakala

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ବିରଳ ମାଛ: କେଜି ପ୍ରତି ୬୧ ହଜାର ଟଙ୍କା
ପାରାଦୀପ : ପାରାଦୀପରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ବିରଳ ତେଲିଆ ବୋରେହି ମାଛ । ପାରାଦୀପ-ଅଠରବାଙ୍କି ବାଲିପ୍ଲଟରେ ଜାଲରେ ପଡ଼ିଥିବା ବିରଳ ମାଛକୁ ୧୮ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି ମତ୍ସ୍ୟଜୀବୀ । ମତ୍ସ୍ୟଜୀବୀଙ୍କ ଜାଲରେ ୪ଟି ତେଲିଆ ମାଛ ପଡ଼ିଥିଲା । ଗୋଟିଏ ମାଛର ଓଜନ ୩୦ କିଲୋଗ୍ରାମ ହୋଇଥିବା ବେଳେ ଅନ୍ୟ ତିନିଟି ୧୪, ୧୭ ଓ ୧୯ କିଲୋଗ୍ରାମ ଓଜନର ଥିଲା । କିଲୋଗ୍ରାମ ପ୍ରତି ୬୧ ହଜାର ଟଙ୍କା ହିସାବରେ ମାଛକୁ ୧୮ ଲକ୍ଷ ୩୦ ହଜାର ଟଙ୍କାରେ କିଣି ନେଇଛନ୍ତି କୋଲକାତାର ଜଣେ ବ୍ୟବସାୟୀ ।