CTC BALIYATRA - The Sakala

ଗୋଟିଏ ଦିନ ବଢିଲା କଟକର ଐତିହାସିକ ବାଲିଯାତ୍ରା
କଟକ : ଗୋଟିଏ ଦିନ ପାଇଁ ବଢିଲା କଟକର ଐତିହାସିକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଗୋଟିଏ ଦିନ ବୃଦ୍ଧି ହୋଇଛି ବାଲିଯାତ୍ରା। ଆସନ୍ତା ଗୁରୁବାର ପର୍ଯ୍ଯନ୍ତ ଚାଲିବ ଏହି ଯାତ୍ରା । ଏନେଇ ସୂଚନା ଦେଇଛନ୍ତି ସିଏମ୍‌ସି ମେୟର ସୁବାସ ସିଂହ ।

ସୂଚନା ଅନୁଯାୟୀ, ଗତ ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା ରାଜ୍ୟସ୍ତରୀୟ ବାଲିଯାତ୍ରା ମହୋତ୍ସବ । ଦୁଇ ବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ବୃଦ୍ଧି ପାଇଛି । ଉତ୍ସାହକୁ ଦୃଷ୍ଟିରେ ରଖି ଯାତ୍ରାର ଅବଧିକୁ ଆଉ ଦୁଇ ଦିନ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା କଟକ ମହାନଗର ନିଗମ (ସିଏମ୍‌ସି) ।

ମହାନଦୀ ଶଯ୍ୟା ପୋତାଯିବା ଓ ବାଲିଯାତ୍ରା ଆୟୋଜନ ପ୍ରସଙ୍ଗ: କଂକ୍ରିଟ ନିର୍ମାଣ ଉପରେ ଏନ୍‌ଜିଟିର ରୋକ୍, ବାଲିଯାତ୍ରା ପଡ଼ିଆ ୩୪ଏକରରୁ ବଢ଼ିବ ନାହିଁ
କଟକ: ମହାନଦୀ ଶଯ୍ୟା ପୋତାଯିବା ତଥା ନଦୀ ଶଯ୍ୟାରେ ବେଆଇନ ଭାବେ ବାଲିଯାତ୍ରା ଆୟୋଜନ ପ୍ରସଙ୍ଗକୁ ନେଇ ଏନଜିଟିରେ ଚାଲିଥିବା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ଆଜି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଏହି ମର୍ମରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବିଶେଷକରି ବାଲିଯାତ୍ରା ଆୟୋଜନକୁ ଯଦିଓ ଅନୁମତି ଦିଆଯାଇଛି କିନ୍ତୁ ରହିଥିବା ୩୪ଏକର ପରିମିତ ବାଲିଯାତ୍ରା ପଡ଼ିଆର ଆଉ ସମ୍ପ୍ରସାରଣ ହୋଇପାରିବ ନାହିଁ। ଅବଶିଷ୍ଟ ୩୯୨ଏକର ପରିମିତ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି କରିବା ଉପରେ ଏନଜିଟି ଗୁରୁତ୍ୱାରୋପ କରିଛନ୍ତି। କେବଳ ଦେଶୀୟ ପ୍ରଜାତିର ଗଛ ଲଗାଯିବା ସହ ଏହାକୁ ବାୟୋଲୋଜିକାଲ ପାର୍କରେ ରୂପାନ୍ତରିତ କରାଯିବ। ସେହିପରି କୌଣସି ପ୍ରକାର ବ୍ୟବସାୟିକ ଉଦ୍ଦେଶ୍ୟରେ ଏହା ବ୍ୟବହାର ଜରାଯିବ ନାହିଁ ବୋଲି ଏନଜିଟି ସ୍ପଷ୍ଟ କରିଛନ୍ତି। ଯେଉଁ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ହେବ ତାହା ଜଙ୍ଗଲ ବିଭାଗକୁ ହସ୍ତାନ୍ତର ହେବ। ବାକି ଅଞ୍ଚଳ ଜଳସମ୍ପଦ ଅବା ଅନ୍ୟ ବିଭାଗ ହାତରେ ରହିବ। ଅନ୍ୟପଟରେ ଆଡଭୋକେଟ ଜେନେରାଲଙ୍କ ପକ୍ଷରୁ ଯେଉଁ ମାଷ୍ଟରପ୍ଲାନ ଉପସ୍ଥାପନ ହୋଇଥିଲା ଏହାକୁ ପରିବର୍ତ୍ତନ କରି ଏନଜିଟି କହିଛନ୍ତି ଯେ ଦୁଇ ତୃତୀୟାଂଶ ଜମିରେ ଘନ ଜଙ୍ଗଲ ସୃଷ୍ଟି କରାଯିବ। ବାକି ଏକ ତୃତୀୟାଂଶରେ ଖେଳ ପଡ଼ିଆ କିମ୍ବା ପାର୍କ ବିନା କୌଣସି କଂକ୍ରିଟ ନିର୍ମାଣରେ କରାଯିବ। ସେହିପରି ସମଗ୍ର ୪୨୬ଏକର ଜାଗାରେ କୌଣସି ପ୍ରକାର କଂକ୍ରିଟ ନିର୍ମାଣ କରାଯାଇପାରିବ ନାହିଁ ବୋଲି ଏନଜିଟି ପ୍ରକାଶ କରିଛନ୍ତି।

ବାଲିଯାତ୍ରା ଆୟୋଜନ ସମୟରେ ସମସ୍ତ କାର୍ଯ୍ୟ ଅସ୍ଥାୟୀ ହେବ। ସେହିପରି ପୂର୍ବ ନିର୍ଦ୍ଦେଶ ମୁତାବକ ଜିଲ୍ଲା ପ୍ରଶାସନ ଏଦିଗରେ ଯତ୍ନବାନ ହୋଇ କାର୍ଯ୍ୟ କରିବ। ମହାନଦୀ ପଠା ପୋତାଯିବା ଦ୍ୱାରା ଉପକଣ୍ଠ ୩୮ଗ୍ରାମ ପ୍ରତି ବନ୍ୟା ବିପଦ ରହିଥିବାରୁ ସରକାର ଏଦିଗରେ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ନେବେ। ସେହିପରି ସମଗ୍ର ଅଞ୍ଚଳ ଫ୍ଲଡପ୍ଲେନ ଜୋନରେ ଆସୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମାଷ୍ଟରପ୍ଲାନକୁ ଅଗ୍ରାହ୍ୟ କରିଛନ୍ତି ଏନଜିଟି। ସମଗ୍ର ଅଞ୍ଚଳ ଫ୍ଲଡପ୍ଲେନଜୋନରେ ଆସୁଥିବାରୁ ରାଜ୍ୟ ଅନ୍ୟ ପ୍ରମୁଖ ନଦୀରେ ଏହି ଜୋନ୍‍ ଚିହ୍ନଟ କରିବା ପାଇଁ ପଦକ୍ଷେପ ନେବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶଥାଉକି ଏନଜିଟି ଦ୍ୱାରା ଗଠିତ ୭ଜଣିଆ ସଦସ୍ୟ ବିଶିଷ୍ଟ କମିଟିରେ ଏନଜିଟିର ପ୍ରାକ୍ତନ ସଦସ୍ୟ ପ୍ରଫେସର ପି.ସି ମିଶ୍ର , ପ୍ରଫେସର ସି.ଆର ବାବୁ, ଏନଆଇଟିର ପ୍ରଫେସର କେ.ସି ପାତ୍ର, ରୁରକିର ବୈଜ୍ଞାନିକ ପ୍ରଫେସର ଏ.କେ ଲୋହାନି, କେନ୍ଦ୍ରୀୟ ଜଳ ଆୟୋଗର ଅମରେଶ ପାଲସିଂ, ଜଙ୍ଗଲ ଓ ପରିବେଶ ବିଭାଗର ଟି.ଜି ମାହାନ୍ତେ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ସୋହନ ଗିରି ପ୍ରମୁଖ ସାମିଲ ହୋଇ ରିପୋର୍ଟ ଦେବା ସହ ବିଭିନ୍ନ ପ୍ରସଂଗରେ ପ୍ରସ୍ତାବ ମାନ ଦେଇଥିଲେ। ମହାନଦୀ ଶଯ୍ୟାକୁ ବେଆଇନ ଭାବେ ଏନଜିଟିର ଗାଉଡଲାଇନ ଉଲ୍ଲଘଂନ କରି ପୋତାଯିବାକୁ ବିରୋଧ କରି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ଆଡଭୋକେଟ ପ୍ରଦୀପ ପଟ୍ଟନାୟକ ଓ ପରିବେଶବିତ ବିଶ୍ୱଜିତ ମହାନ୍ତିଙ୍କ ପକ୍ଷରୁ ଦୁଇଟି ପୃଥକ ମାମଲା ଦାୟର କରାଯାଇଥିଲା। ଏହି ମାମଲାରେ ପୂର୍ଣ୍ଣାଙ୍ଗ ଶୁଣାଣି କରି ଏନଜିଟି ଉପରୋକ୍ତ ରାୟ ପ୍ରକାଶ କରିବା ସହ ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି।

ଏନ୍‍ଜିଟି ନିର୍ଦ୍ଦେଶ ପରେ ଆଜି କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ରଖିଛନ୍ତି। ବାଲିଯାତ୍ରାକୁ ନେଇ କିଛି ଦ୍ୱନ୍ଦ୍ୱ ନାହିଁ ।  ୩୪ ଏକର ଜାଗାରେ  ବାଲିଯାତ୍ରା  ହେବ। ସବୁଜ ବଳୟ ନେଇ ଏନଜିଟିଙ୍କ ନିର୍ଦ୍ଦେଶରେ ସବୁ କାମ ହେବ  ହୋବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି।

କଟକର ପ୍ରସିଦ୍ଧ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ
ଭୁବନେଶ୍ୱର: କଟକର ପ୍ରସିଦ୍ଧ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ନିମନ୍ତେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତିସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଉତ୍ସବର ପରିଚାଳନା ଓ ଆର୍ଥିକ ବ୍ୟବସ୍ଥା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ଚଳିତ ବର୍ଷ ବାଲିଯାତ୍ରା ନଭେମ୍ବର ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜନ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅଧିକ ସଂଙ୍ଖ୍ୟକ କଳାକାର ଓ ଶିଳ୍ପୀମାନଙ୍କୁ ସାମିଲ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଯାତ୍ରା ପଡିଆକୁ ରାସ୍ତା ସଂଯୋଗ, ଟ୍ରାଫିକ୍ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ, ଷ୍ଟଲ ପାଇଁ ସ୍ଥାନ ନିର୍ଦ୍ଧାରଣ, ବିଦ୍ୟୁତ ସଂଯୋଗ, ପରିମଳ, ସ୍ୱାସ୍ଥ୍ୟ ସେବା ଓ ଆଇନ୍ ଶୃଙ୍ଖଳା ଆଦି ଉପରେ ଗୁରୁତ୍ୱ ଆରୋପ କରି ଏସବୁର ଉତ୍ତମ ପରିଚାଳନା ନିମନ୍ତେ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାତ୍ରା ପଡିଆରେ ଅଧିକ ସଂଙ୍ଖ୍ୟକ ପାନୀୟ ଜଳ ଟ୍ୟାଙ୍କ, ଅସ୍ଥାୟୀ ବାଇଓ ଟଏଲେଟ୍ ଆଦି ଲଗାଇବାକୁ କଟକ ପୌର ପରିଷଦ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କୁ କୁହାଯାଇଥିଲା ।

ଯାତ୍ରା ପଡିଆରେ କେବୁଲ ମାଧ୍ୟମରେ ବିଦ୍ୟୁତ ସଂଯୋଗ କରିବାକୁ ଶ୍ରୀ ମହାପାତ୍ର ବିତରକ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାତ୍ରା ସମୟରେ ନଦୀରେ ଜଳ କ୍ରୀଡା ଏବଂ ଡେଜର୍ଟ ବାଇକ୍ ରାଇଡ଼ିଂ ଆଦିର ବ୍ୟବସ୍ଥା ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥଇଲା । ଏ ବର୍ଷ ଅଧିକ ସଂଙ୍ଖ୍ୟକ ଲୋକ କଳା, ସଂଗୀତ ଏବଂ ନୃତ୍ୟ ଟ୍ରୁପ୍ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ତରଫରୁ ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଥିଲେ । ଏନ୍.ଜି.ଟି.ର ଗାଇଡ୍ ଲାଇନ୍ ଅନୁସାରେ ଯାତ୍ରାର ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଗୃହ ଓ ନଗର ଉନ୍ନୟନ, ପୁର୍ତ୍ତ, ଶକ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଆଦି ବିଭାଗ ମାଧ୍ୟମରେ ଯାତ୍ରାର ପ୍ରସ୍ତୁତି ପାଇଁ କରାଯାଇଥିବା ପ୍ରାୟ ୧୫.୩୫ କୋଟି ଟଙ୍କା ଖର୍ଚ୍ଚ ଆକଳନର ପ୍ରସ୍ତାବିତ ବିନିଯୋଗ ବିଷୟରେ ଆଲୋଚନା ହୋଇଥିଲା ।

କଟକର ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି, କଟକ ଉନ୍ନୟନ କର୍ତ୍ତୁପକ୍ଷ ଅଧ୍ୟକ୍ଷ ଅନିଲ୍ କୁମାର ସାମଲ, କଟକ ପୌର ପରିଷଦ କମିଶନର ନିଖିଲ ପବନ କଲ୍ୟାଣ, ପ୍ରମୁଖ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳାଇ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ।

ଚଳିତବର୍ଷ କଟକରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା
କଟକ : ଚଳିତବର୍ଷ କଟକରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା । କୋଭିଡ ମହାମାରୀ ପାଇଁ ୨ ବର୍ଷ ଧରି ବନ୍ଦ ଥିଲା ବାଲିଯାତ୍ରା। ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ। କୋଭିଡ୍‌ କଟକଣା କାରଣରୁ ୨ ବର୍ଷ ଧରି ବାଲି ଯାତ୍ରାର ଆୟୋଜନ କରାଯାଇ ନାହିଁ । ୨୦୨୦ରେ ବାଲିଯାତ୍ରା ବାତିଲ୍‌ କରାଯାଇଥିବା ବେଳେ ୨୦୨୧ରେ ମଧ୍ୟ କରୋନାକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ବନ୍ଦ ରଖିଥିଲା ପ୍ରଶାସନ । କିନ୍ତୁ ଚଳିତ ବର୍ଷ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ବାଲିଯାତ୍ରା କରାଯିବାକୁ ଯୋଜନା କରାଯାଉଥିବା କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ।

ଆଜି ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଚଳିତ ବର୍ଷ ବାଲିଯାତ୍ରା ହେବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କରୋନା କାରଣରୁ ଗତ ଦୁଇ ବର୍ଷ ହେବ ବାଲିଯାତ୍ରା ଆୟୋଜନ କରିହୋଇନଥିଲା। ଚଳିତ ବର୍ଷ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ବାଲିଯାତ୍ରା କରାଯିବାକୁ ଯୋଜନା କରାଯାଉଛି। କରୋନା କାରଣରୁ ଦୁଇ ବର୍ଷ ବାଲିଯାତ୍ରା ବନ୍ଦ ହେବା କାରଣୁ ବହୁତ ବ୍ୟବସାୟ ମାନେ ତାଙ୍କର ଜୀବିକା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଇଛନ୍ତି। କିନ୍ତୁ ଚଳିତ ଥର ବାଲିଯାତ୍ରା ହେବ। ଏବେ ଠାରୁ ଆମକୁ ଏହା ପାଇଁ ପ୍ରସ୍ତୁତ ହେବାକୁ ପଡିବ । ପ୍ରଶାସନ ଏ ନେଇ ତାହାର ପ୍ରସ୍ତୁତି ଆରମ୍ଭ କରିଦେଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

ସୂଚନାଯୋଗ୍ୟ ପ୍ରତିବର୍ଷ କାର୍ତ୍ତିକ ମାସ ଶେଷକୁ ପ୍ରସିଦ୍ଧ ବାଲି ଯାତ୍ରାର ଆୟୋଜନ କରାଯାଏ । ଏଥିରେ ବହୁ ବ୍ୟବସାୟୀଙ୍କ ସମାଗମ ହେବା ସହିତ ବହୁ ଲୋକ ଏହି ଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି । ୧୦ ଦିନ ବ୍ୟାପି ଆୟୋଜନ ହେଉଥିବା ରାଜ୍ୟର ଏହି ସର୍ବବୃହତ ଯାତ୍ରାରେ ଛୋଟବଡ଼ ମିଶି ୨ ହଜାରରୁ ଅଧିକ ବ୍ୟବସାୟୀ ବ୍ୟବସାୟ କରିଥାନ୍ତି। ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହୋଇଥାଏ। ହେଲେ କରୋନା କାରଣରୁ ଦୁଇ ବର୍ଷ ଧରି ବାଲିଯାତ୍ରା ଆୟୋଜନ ନ ହେବା କାରଣରୁ କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି କୁଟୀର ଶିଳ୍ପ, ହସ୍ତଶିଳ୍ପ ବ୍ୟବସାୟୀଙ୍କ ସମେତ ମଧ୍ୟମବର୍ଗର ବ୍ୟବସାୟୀ ଏବଂ ମିଶନ ଶକ୍ତି ତଥା ସ୍ୱୟଂ ସହାୟିକା ଗୋଷ୍ଠୀ ନିରାଶ ହୋଇଥିଲେ । ବାଲିଯାତ୍ରାରେ ଭଲ ବ୍ୟବସାୟ ହେଉଥିବାରୁ ଏଥିପାଇଁ ମାସ ମାସ ଆଗରୁ ପ୍ରସ୍ତୁତ ହୋଇଥାନ୍ତି ବ୍ୟବସାୟୀ । ଏପରିସ୍ଥଳେ ବାଲିଯାତ୍ରାରେ ବ୍ୟବସାୟ ପାଇଁ ଚାତକ ପରି ଚାହିଁ ବସିଥିବା ବ୍ୟବସାୟୀ ଦୁଇ ବର୍ଷ ଧରି ହତାଶ ହୋଇଥିଲେ ।