Pulwama - The Sakala

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ସହିଦ୍, ଅନ୍ୟଜଣେ ଗୁରୁତର
ଜାମ୍ମୁ-କାଶ୍ମୀର: ପୁଲଓ୍ବାମାରେ ପୁଣି ଆତଙ୍କ ଆକ୍ରମଣ । କାର୍ତ୍ତବ୍ୟ ସମ୍ପାଦନା କରୁଥିବା ପାଟ୍ରୋଲିଂ ଗାଡ଼ି ଉପରକୁ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଘଟଣାରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଯବାନ ପାଟ୍ରୋଲିଂ ବେଳେ ସିଆରପିଏଫ ଗାଡ଼ି ଉପରକୁ ଆତଙ୍କବାଦୀ ହମଲା କରିଥିଲେ। ସହିଦ ଯବାନ ଜଣଙ୍କ ହେଉଛନ୍ତି ଜାଭେଦ ଅହମ୍ମଦ।

କାଶ୍ମୀର ପୁଲିସ ସୂଚନା ମୁତାବକ, କାଶ୍ମୀରର ଦକ୍ଷିଣବର୍ତ୍ତୀ ଜିଲ୍ଲା ପିଙ୍ଗଳା ଅଞ୍ଚଳରେ ଘଟିଛି ଆକ୍ରମଣ । ଯେଉଁ ସମୟରେ ଏକ ପାଟ୍ରୋଲିଂ ଗାଡ଼ି ସ୍ଥାନୀୟ ଅଞ୍ଚଳରେ ପଇଁତରା ମାରୁଥିଲା, ସେହି ସମୟରେ ଲୁଚି ରହିଥିବା ଆଚଙ୍କବାଦୀ ଗୁଳି ଗୋଳା ବର୍ଷଣ କରିଥିଲେ। ଜଣେ ଯବାନ ସହିଦ ହୋଇଥିବାବେଳେ ଅନ୍ୟଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପୁଲୱାମାରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଲସ୍କର ଆତଙ୍କୀ ନିହତ
ଜାମ୍ମୁ-କଶ୍ମୀର: ଜାମ୍ମୁ-କଶ୍ମୀରରେ ପୁଲଓ୍ଵାମାର ଦ୍ରବଗାମ ଅଞ୍ଚଳରେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ହୋଇଥିବା ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ସହ ସେମାନଙ୍କ ସଂପୃକ୍ତି ଥିବା ଜଣାପଡିଛି । ଆତଙ୍କବାଦୀଙ୍କ ନିକଟରୁ ୨ଟି AK-47 ରାଇଫଲ, ଗୋଟିଏ ପିସ୍ତଲ ସହ ମାରଣାସ୍ତ୍ର ଓ ଗୁଳି ଜବତ ହୋଇଛି । ଏହି ସ୍ଥାନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ମୃତ ଆତଙ୍କବାଦୀମାନେ ହେଲେ ପୁଲୱାମା ହରିପୋରାର ଇରଫାନ ମଲିକ(୨୫), ଫଜିଲ ନଜିର ଭଟ୍ଟ(୨୧) ଓ ଗୁଦୌରାର ଜୁନେଦ କାଦିର(୧୯)। ଏମାନେ ଆତଙ୍କବାଦୀମାନେ ସଙ୍ଗଠନ ଲସ୍କର-ଏ-ତୋଏବାର ସଦସ୍ୟ ଥିଲେ। ଏହି ଆତଙ୍କବାଦୀମାନେ ଦୀର୍ଘ ଦିନ ଧରି କଶ୍ମୀରର ବିଭିନ୍ନ ସ୍ଥାନରେ ଲସ୍କର-ଏ-ତୋଏବାର କହିବାନୁସାରେ ହିଂସା ଓ ଅନ୍ୟ ଅପରାଧିକ କାର୍ଯ୍ୟ କରୁଥିଲେ। ପୁଲିସ କନଷ୍ଟେବଲ ରିୟାଜ ଅହମ୍ମଦ ହତ୍ୟା ଘଟଣାରେ ଏମାନଙ୍କ ମଧ୍ୟରୁ ଜଣଙ୍କ ସଂପୃକ୍ତି ଥିଲା ବୋଲି ଜଣାପଡିଛି । ପୂର୍ବରୁ ୨୭ ମେ’ରେ ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଥିଲା । ଯେଉଁଥିରେ ଲସ୍କର -ଇ-ତୋଇବାର ଜଣେ ଡେପୁଟି କମାଣ୍ଡର ସହ ୩ ଆତଙ୍କବାଦୀ ନିହତ ହୋଇଥିଲେ । ଏବେ ପୁଣି ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା ମିଳିଛି ।