God and Goddess - The Sakala
ବାସ୍ତୁଶାସ୍ତ୍ରରେ ପୂଜାପାଠ ସମ୍ପର୍କିତ ଅନେକ ନିୟମ ଅଛି। ସେଗୁଡ଼ିକୁ ମାନିବା ଦ୍ବାରା ଦେବାଦେବୀ ପ୍ରସନ୍ନ ହୋଇଥାନ୍ତି। ଭଗବାନଙ୍କ କୃପାରୁ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ ଏବଂ ପ୍ରତ୍ୟେକ ସମସ୍ୟା ଦୂର ହୁଏ। କୁହାଯାଏ ଯେ, ପୂଜା କରିବା ସମୟରେ ଦେବଦେବୀଙ୍କୁ ତାଙ୍କର ପ୍ରିୟ ପୁଷ୍ପ ଅର୍ପଣ କରିବା ଉଚିତ୍‌। ନଚେତ୍‌ ପୂଜା ଅଧୁରା ରହିଯାଏ। ତେବେ କେଉଁ ଦେବଦେବୀଙ୍କୁ କେଉଁ ପୁଷ୍ପ ଅର୍ପଣ କରିବେ, ସେ ସମ୍ପର୍କିତ ଜ୍ଞାନ ରହିବା ଉଚିତ।
-ମା’ ଦୁର୍ଗାଙ୍କୁ କେବେ ମଧ୍ୟ ବାସି ଓ ମଉଳି ଯାଇଥିବା ଫୁଲ ଅର୍ପଣ କରନ୍ତୁ ନାହିଁ। । ତୀବ୍ର ଗନ୍ଧଯୁକ୍ତ ଫୁଲ, ତଳେ ପଡ଼ିଥିବା ଫୁଲ ଓ ପୂର୍ବରୁ ନିଜେ ସୁଘିଂ ସାରିଥିବା ଫୁଲକୁ ମା’ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ ନାହିଁ। ମା’ ଦୁର୍ଗାଙ୍କୁ ଲାଲ୍‌ ରଙ୍ଗର ଫୁଲ ଅର୍ପଣ କରନ୍ତୁ।
-ଭଗବାନ ଶ୍ରୀବିଷ୍ଣୁଙ୍କର ଧଳା ଓ ହଳଦିଆ ରଙ୍ଗର ଫୁଲ ଅତ୍ୟନ୍ତ ପ୍ରିୟ ହୋଇଥାଏ। ତେଣୁ ଶ୍ରୀ ବିଷ୍ଣୁଙ୍କ ପୂଜାରେ ଧଳା ଓ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ। ମନ୍ଦାର ଓ ଦୁଦୁରା ଫୁଲ ଅର୍ପଣ କରନ୍ତୁ ନାହିଁ।
-ଗଣେଶ ଓ ଭୈରବଙ୍କୁ ଲାଲ୍‌ ରଙ୍ଗର ପୁଷ୍ପରେ ପୂଜା କରିବା ଉଚିତ।
-ଭଗବାନ ଶିବଙ୍କ ପୂଜା ସମୟରେ ଦୁଦୁରା, ଅରଖ ଫୁଲ ବ୍ୟବହାର କରନ୍ତୁ।
-ସେହିଭଳି ମା’ କାଳୀଙ୍କର ପ୍ରିୟ ଫୁଲ ମନ୍ଦାର। ବଙ୍ଗୀୟ ଲୋକେ ମା’ କାଳୀଙ୍କୁ କାଳୀପୂଜା ସମୟରେ ୧୦୮ ମନ୍ଦାର ଫୁଲ ଅର୍ପଣ କରିଥାନ୍ତି।
-ସବୁବେଳେ ମାତା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସମୟରେ ପଦ୍ମ ଫୁଲ ବ୍ୟବହାର କରିବା ଆବଶ୍ୟକ। ବିଶେଷକରି ଦୀପାବଳି ଓ ଗଜଲକ୍ଷ୍ମୀ ପୂଜାରେ ମା’ ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରିବା ଆବଶ୍ୟକ।