Barabati Ticket Counter - The Sakala

ବାରବାଟୀ ଟି-୨୦ ମ୍ୟାଚ: ମହିଳା ଟିକେଟ କାଉଣ୍ଟରରେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
କଟକ: ବାରବାଟୀରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଟିକେଟ କାଉଣ୍ଟରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ବିଳମ୍ବିତ ରାତିରୁ ଅପେକ୍ଷା କରି ରହିଥିଲେ କ୍ରିକେଟ ପ୍ରେମୀ। କାଉଣ୍ଟର ଖୋଲିବା ପରେ ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଟିକେଟ୍ ନେବା ପାଇଁ ମହିଳା ଛିଡା ହୋଇଥିବା କାଉଣ୍ଟରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଟିକେଟ କାଉଣ୍ଟର ସାମ୍ନାରେ ଟିକେଟ ପାଇଁ ମହିଳାଙ୍କ ଭିତରେ ମାରପିଟ ହେଉଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଅଟକାଇଥିବା ବେଳେ ଅନ୍ୟପଟେ ଲାଇନରେ ଛିଡ଼ା ହେବାକୁ ନେଇ ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିବା ଦେଖିବାକୁ ମିଳିଛି । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିବା ସତ୍ତ୍ୱେ ଲୋକମାନେ ନ ମାନିବାରୁ ପରେ ପୋଲିସ ପକ୍ଷରୁ ଲାଠିଚାର୍ଜ ହୋଇଥିବା ସୂଚନା ମିଳିଛି ।