Y-plus protection - The Sakala

ବିଜେପିରେ ଯୋଗ ଦେବା ପରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା
କଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା ଓ୍ବାଇ ପ୍ଲସ ସୁରକ୍ଷା। ମିଥୁନ ଚକ୍ରବର୍ତ୍ତୀଙ୍କୁ ଓ୍ବାଇ ପ୍ଲସ୍‌ ସୁରକ୍ଷା ଯୋଗାଇ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ନିକଟରେ ବିଜେପିରେ ସାମିଲ ହେବା ପରେ ମିଥୁନଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଛି ।

ଏହି ଓ୍ବାଇ ପ୍ଲସ୍ ସୁରକ୍ଷା ବ୍ୟବସ୍ଥାରେ ଆର୍ମଡ୍‌ ପୁଲିସର ୧୧ କମାଣ୍ଡୋଙ୍କୁ ମୁତୟନ କରାଯାଇଥାଏ । ଏଥିରେ ୫୮ ଜଣ ଯବାନ ଭିଆଇପିଙ୍କ ସୁରକ୍ଷା ପାଇଁ ଘର ପାଖରେ ସଜାଗ ହୋଇ ରହିଥାନ୍ତି । ଏହାସହ ୬ ଜଣ ପିଏସଓ ତିନୋଟି ସିଫ୍ଟରେ ସୁରକ୍ଷା ଯୋଗାଇ ଦିଅନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ଗତ ଏକ ମାସ ମଧ୍ୟରେ ପଶ୍ଚମବଙ୍ଗର ପ୍ରାୟ ୬୦ଜଣ ନେତାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ୍ସ ଏବଂ ୱାଇ ବର୍ଗର ସୁରକ୍ଷା ପ୍ରଦାନ କରିଛି। ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ସମୟରେ ହିଂସା ହେବାର ସମ୍ଭାବନା ଥିବାରୁ ନେତାଙ୍କୁ ସୁରକ୍ଷା ପ୍ରଦାନ କରାଯାଉଥିବା ଜଣାପଡ଼ିଛି।