mo bus - The Sakala
ସରକାର ପରିବର୍ତ୍ତନ ପରେ ନାମ ପରିବର୍ତ୍ତନ ନିଶା: ‘ବସ୍‌‌’ ହେଲା ‘ସାଇକଲ୍‌‌’ କେବେ
ଭୁବନେଶ୍ୱର: ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ମୋ ବସ୍‌‌’ର ନାମ ପରିବର୍ତ୍ତନ କରାଯାଇ ‘ଆମ ବସ୍‌‌’ କରାଗଲା। ହେଲେ ‘ମୋ ସାଇକେଲ୍‌‌’ କିନ୍ତୁ ‘ଆମ ସାକକଲ୍‌‌’ ହୋଇପାରିଲା ନାହିଁ। ‘ମୋ ସାଇକଲ୍‌‌’ ଆମ ସାଇକଲ କେବେ ହେବ ତାହା ରାଜଧାନୀର ସାଇକଲ ଚାଳକଙ୍କ ମଧ୍ୟରେ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ପାଲଟିଛି। ନାମ ପଛରେ ଆଉ କିଛି ଷଡ଼ଯନ୍ତ୍ର ରହିଛି କି ତାହା ଜଣାପଡ଼ୁ ନାହିଁ। ପୂର୍ବ ସରକାରଙ୍କ ଭଲ କାମକୁ ହାଇଜାକ୍‌‌ କରି ନିଜ ଯୋଜନା ବୋଲି ଲୋକଙ୍କ ଜଣାଇବାକୁ ବାଟ ପ୍ରସ୍ତୁତ ହେଉଛି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।
ଏପରି ନୁହେଁ ଯେ ସରକାର ପରିବର୍ତ୍ତନ ହେବା ପରେ ‘ମୋ ସାଇକେଲ୍‌‌ ଯୋଜନାକୁ ବନ୍ଦକରି ଦିଆଯାଇଛି। ଖୋଦ୍‌‌ ବିଭାଗୀୟ ମନ୍ତ୍ରୀ ଏନେଇ ଗୃହରେ ଉତ୍ତର ରଖିଛନ୍ତି ଯେ ଏହାକୁ ବନ୍ଦ କରାଯାଇ ନାହିଁ। ସାଇକଲ୍‌‌ ଗୁଡ଼ିକୁ ମରାମତି କରାଯାଉଛି। ହେଲେ ଏପର୍ଯ୍ୟନ୍ତ ମରାମତି ପର୍ଯ୍ୟାୟରେ ହିଁ ମୋ ସାଇକଲ୍‌‌ ଯୋଜନା ଅଟକି ଗଲା। ରାଜଧାନୀର ରାଜରାସ୍ତାରେ ମୋ ସାଇକେଲ୍‌‌ ଗଡ଼଼ିପାରୁ ନାହିଁ। ମୋ ସାଇକେଲ୍‌‌କୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେବାରୁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌‌ (ବିଏସ୍‌‌ସିଏଲ୍‌‌) ଖରାପ ହୋଇ ପଡ଼ି ରହିଥିବା ମୋ ସାଇକେଲ୍‌‌ଗୁଡିକୁ ସଜାଡ଼ିବା ପାଇଁ ବିଭିନ୍ନ ସ୍ଥାନରୁ ସାଇକେଲ୍‌‌ ଗୁଡ଼ିକୁ ଗତବର୍ଷ ସେପ୍ଟେମ୍ବର ମାସରେ ଉଠାଇ ନେଇ ଗ୍ୟାରେଜ୍‌‌ରେ ରଖାଯାଇଥିଲା। ସାଇକେଲ୍‌‌ଗୁଡିକୁ ସଜାଡିବା ପରେ ପୁଣିଥରେ ଉଠାଯାଇଥିବା ସ୍ଥାନରେ ରଖାଯିବ ବୋଲି ସୂଚନା ଦିଆଯାଇଥିଲା। ହେଲେ ଏଗୁଡ଼ିକ ଏପର୍ଯ୍ୟନ୍ତ ଗ୍ୟାରେଜ୍‌‌ରୁ ବାହାରି ପାରୁନି କିମ୍ବା ମୋ ସାଇକଲ୍‌‌ରୁ ଆମ ସାଇକଲ୍‌‌ କେବେ ହେବ ବୋଲି କେହି କହୁ ନାହାନ୍ତି।
ସୂଚନାଯୋଗ୍ୟ, ୨୦୧୮ ହକି ବିଶ୍ୱକପ୍‌‌ ସମୟରେ ହେକ୍ସି, ୟୋନୋ, ୟୁଲୁ କମ୍ପାନୀଠାରୁ ୨୫ହଜାର ଟଙ୍କା ଲେଖାଏ ଦେଇ ମୋଟ ୨ ହଜାର ସାଇକଲ୍‌‌ କିଣାଯାଇଥିଲା। ଏବାବଦରେ ୫ କୋଟି ଖର୍ଚ୍ଚ ହୋଇଥିଲା। ସହରରେ ସାଇକଲ ଟ୍ରାକ୍‌‌ ନିର୍ମାଣ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ସାଇକଲଗୁଡିକ ବ୍ୟବହାର ନ ହୋଇ ନଷ୍ଟ ହେବାରେ ଲାଗିଲା। ଏପରିକି କବାଡ଼ିଖାନାରେ ମୋ ସାଇକେଲ୍‌‌କୁ ସ୍କ୍ରାପ୍‌‌ ଆକାରରେ ବିକ୍ରି କରାଗଲା। ସେହିପରି ବହୁ ମୋ ସାଇକଲ୍‌‌ ଚୋରି ହୋଇଗଲା। ଏହିକୁ ନେଇ ସ୍ମାର୍ଟସିଟିକୁ ବିଭିନ୍ନ ମହଲରୁ ନିନ୍ଦିତ ହେବାକୁ ପଡ଼ିଥିଲା। ଏବେ ତ ଆଉ ସାଇକଲ୍‌‌ ଦେଖାଯାଉ ନାହିଁ। ବରଂ ମୋ ସାଇକେଲ୍‌‌ ଗଡ଼଼ିବା ପାଇଁ ପ୍ରସ୍ତୁତ ହୋଇଥିବା ଟ୍ରାକ୍‌‌ର ରଙ୍ଗ ବି ଛାଡି ଗଲାଣି।।ଫଳରେ ଏବେ ଏଠାରେ ଆଉ ସାଧାରଣ ସାଇକେଲ୍‌‌ ବି ଗଡ଼଼ିପାରୁ ନାହିଁ।
ମାଲକାନଗିରି: ତିନି ଦିନ ଚାଲିବା ପରେ ପୁଣି ‘ମୁଖ୍ୟମନ୍ତ୍ରୀ ଏସି ବସ୍‌ ସେବା’ ବନ୍ଦ ହେବା ଘଟଣା ମାଲାକାନଗିରି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲାରେ ବିଜେଡି ସରକାର ଲକ୍ଷ୍ମୀ ବସ୍‌ ସେବାର ଆରମ୍ଭ କରିଥିଲେ। ଏହି ଯୋଜନାରେ ଜିଲ୍ଲାରେ ସାଧାରଣ ବସ୍‌ ସହ ୭ଟି ଏସି ଲକ୍ଷ୍ମୀବସ୍‌ ଚଳାଚଳ କରୁଥିଲା। ତେବେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଦୀର୍ଘ ୮ ମାସ ଧରି ଏସି ବସ୍‌ଗୁଡ଼ିକ ବନ୍ଦ ରହିଥିଲା। ଗତ ୨୪ ତାରିଖ ଦିନ ସେଥିମଧ୍ୟରୁ ୨ଟି ବସ୍‌ ମୁଖ୍ୟମନ୍ତ୍ରୀ ବସ୍‌ ସେବା ଯୋଜନାରେ ଚଳାଚଳ ଆରମ୍ଭ କରିଥିଲା। ପୁନଃ ଏସି ବସ୍‌ ସେବା ଆରମ୍ଭ ହେବାରୁ ଜିଲ୍ଲାବାସୀ ଏକପ୍ରକାର ଖୁସି ହୋଇଥିଲେ। କିନ୍ତୁ ସେ ଖୁସି ବେଶୀ ଦିନ ରହିନାହିଁ। ମାତ୍ର ୩ ଦିନ ପରେ ଏହି ବସ୍‌ସେବା ମଧ୍ୟ ବନ୍ଦ ହୋଇଯାଇଛି। ମାଲକାନଗିରିରୁ ମୋଟୁ ଓ ମାଲକାନଗିରିରୁ ଜୟପୁରକୁ ଚଳାଚଳ କରୁଥିବା ଏସି ବସ୍‌ ଦୁଇଟି ବନ୍ଦ ହୋଇଯାଇଥିବାରୁ ଲୋକଙ୍କ ମଧ୍ୟ‌ରେ ଏହାକୁ ନେଇ କ୍ଷୋଭ ପ୍ରକାଶ ପାଇଛି।
ଏ ସଂପର୍କରେ ଜିଲ୍ଲା ପରିବହନ ପରିଚାଳକ ଆରୋଶ୍ରୀ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ଏହି ବସ୍‌ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ତେବେ, କିଛି ଘରୋଇ ବସ୍‌ ମାଲିକ ଓ ସଂଘ ପକ୍ଷରୁ ଏହି ବସ୍‌ ଚଳାଚଳକୁ ନେଇ ଅଭିଯୋଗ ଆସିବାରୁ ଏପରି ହୋଇଛି ବୋଲି ଜଣାପଡ଼ିଛି। ପୁଣି ନିର୍ଦ୍ଦେଶ ଆସିଲେ ଏହି ଏସି ବସ୍‌ଗୁଡ଼ିକ ଚଳାଚଳ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।
ଲକ୍ଷ୍ମୀବସ୍‌ ସେବାକୁ ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ ବସ୍‌ ସେବା ଆରମ୍ଭ କରି ମୋହନ ସରକାର ଲୋକଙ୍କୁ ଆକର୍ଷିତ କରିବାକୁ ପ୍ରୟାସ କରୁଥିଲେ। କିନ୍ତୁ ଦିନ କେଇଟା ମଧ୍ୟରେ ଏହି ସେବାକୁ ବନ୍ଦ କରି ଦିଆଯିବା ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି। ପୂର୍ବରୁ ନବୀନ ସରକାର ଥିବା ସମୟରେ ଏହି ୭ଟି ଏସି ବସ୍‌ ଜିଲ୍ଲାର ୭ଟି ବ୍ଲକକୁ ନିରନ୍ତର ଚଳାଚଳ କରୁଥିବାରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ଆରାମଦାୟକ ଯାତ୍ରା କରୁଥିଲେ।
ପାତ୍ରପଡା ମୋ’ ବସ୍‌ ଦୁର୍ଘଟଣା ଘଟଣା: ଝିଅ ପରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମାଆର ମୃତ୍ଯୁ..
ଭୁବନେଶ୍ୱର: ରାଜଧାନୀରେ ଅଘଟଣ ଘଟାଉଛି ମୋ’ ବସ୍‌। ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟାଇ ଲୋକଙ୍କ ଜୀବନ ନେଇ ଚାଲିଛି ମୋ’ ବସ୍‌। ସହରାଞ୍ଚଳବାସୀଙ୍କ ଯାତାୟାତ ସୁବିଧା ପାଇଁ ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ଏହି ମହତ୍ତ୍ବାକାଂକ୍ଷୀ ବସ୍‌ ସେବା ଏବେ ପରିଚାଳନାଗତ ତ୍ରୁଟି ଯୋଗୁଁ ବାରମ୍ବାର ବଦନାମ ମୁଣ୍ଡାଉଛି। କିଛି ଦିନର ଅନ୍ତରାଳରେ କୌଣସି ନା କୌଣସି ଅଘଟଣ ପାଇଁ ମୋ’ ବସ୍‌ ଚର୍ଚ୍ଚାକୁ ଆସୁଛି। ଗତ ଶୁକ୍ରବାର ପାତ୍ରପଡା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟଥିଲା। ଯେଉଁଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ମୃତ ଯୁବତୀଙ୍କ ମାଆ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ପୂର୍ବରୁ  ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବତୀଙ୍କ ନାଁ ରାଜକୁମାରୀ ପ୍ରଧାନ। ମୃତକଙ୍କ ଘର ଫୁଲବାଣୀ। ସେ ଭୁବନେଶ୍ୱରରେ ରହୁଥିଲେ ।
ସୂଚନାନୁସାରେ, ଗତ ଶୁକ୍ରବାର ରାତି ୧୦ଟାରେ ଦୁଇଜଣ ମହିଳା ଏକ ସ୍କୁଟିରେ ରେଗାଲିଆ ମଲ୍‌ ନିକଟରୁ ବାହାରୁ ଥିବା ବେଳେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ ମୋ’ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ସେଥିରେ ବସିଥିବା ଜଣେ ମହିଳ ରାସ୍ତାକଡ଼କୁ ଛିଟିକି ପଡ଼ିଥିବା ବେଳେ ଅନ୍ୟ ଜଣେ ମହିଳା ସ୍କୁଟି ସହ ବସ୍‌ ତଳେ ରହି ଯାଇଥିଲେ। ଫଳରେ ବସ୍‌ଟି ତାଙ୍କୁ ପାଖାପାଖି ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଏଥିରେ ସଂପୃକ୍ତ ମହିଳାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏହି ସମୟରେ ବସ୍‌ଟି ଅନ୍ୟ ଏକ ସ୍କୁଟିରେ ଯାଉଥିବା ଦମ୍ପତିଙ୍କୁ ମଧ୍ୟ ଧକ୍କା ଦେଇଥିଲା। କିନ୍ତୁ ସୌଭାଗ୍ୟକୁ ଦୁହେଁ ରାସ୍ତାକଡ଼କୁ ଛିଟିକି ପଡ଼ିବାରୁ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହା ଦେଖି ବସ୍‌ ଚାଳକଜଣଙ୍କ ଘଟଣାସ୍ଥଳରୁ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ କିଛି ଯୁବକ ବସ୍‌କୁ ପିଛା କରି ତମାଣ୍ଡୋ ଛକରେ ଅଟକାଇଥିଲେ। ଡ୍ରାଇଭର୍‌ଙ୍କୁ ନିସ୍ତୁକ ମାଡ଼ ମାରିବା ସହ ବସ୍‌ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରୁ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା। ସେହିପରି ମୃତାହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା।
ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟାଇ ଲୋକଙ୍କ ଜୀବନ ନେଇ ଚାଲିଛି ମୋ’ ବସ୍‌। ସହରାଞ୍ଚଳବାସୀଙ୍କ ଯାତାୟାତ ସୁବିଧା ପାଇଁ ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ଏହି ମହତ୍ତ୍ବାକାଂକ୍ଷୀ ବସ୍‌ ସେବା ଏବେ ପରିଚାଳନାଗତ ତ୍ରୁଟି ଯୋଗୁଁ ବାରମ୍ବାର ବଦନାମ ମୁଣ୍ଡାଉଛି। କିଛି ଦିନର ଅନ୍ତରାଳରେ କୌଣସି ନା କୌଣସି ଅଘଟଣ ପାଇଁ ମୋ’ ବସ୍‌ ଚର୍ଚ୍ଚାକୁ ଆସୁଛି। କେତେବେଳେ ବସ୍‌ରେ ନିଆଁ ଲାଗିଗଲାଣି ତ ପୁଣି କେତେ‌ବେଳେ କାହା ଉପରେ ମାଡ଼ି ଗଲାଣି। ଆଜି ପୁଣି ରାଜଧାନୀରେ ଅଘଟଣ ଘଟାଇଛି ମୋ’ ବସ୍‌। ଏଥିରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ତମାଣ୍ଡୋ ଥାନା ରେଗାଲିଆ ମଲ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି।
ସୂଚନାନୁସାରେ, ଗତକାଲି ରାତି ପ୍ରାୟ ୧୦ଟାରେ ଦୁଇଜଣ ମହିଳା ଏକ ସ୍କୁଟିରେ ରେଗାଲିଆ ମଲ୍‌ ନିକଟରୁ ବାହାରୁ ଥିବା ବେଳେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ ମୋ’ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ସେଥିରେ ବସିଥିବା ଜଣେ ମହିଳ ରାସ୍ତାକଡ଼କୁ ଛିଟିକି ପଡ଼ିଥିବା ବେଳେ ଅନ୍ୟ ଜଣେ ମହିଳା ସ୍କୁଟି ସହ ବସ୍‌ ତଳେ ରହି ଯାଇଥିଲେ। ଫଳରେ ବସ୍‌ଟି ତାଙ୍କୁ ପାଖାପାଖି ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଏଥିରେ ସଂପୃକ୍ତ ମହିଳାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏହି ସମୟରେ ବସ୍‌ଟି ଅନ୍ୟ ଏକ ସ୍କୁଟିରେ ଯାଉଥିବା ଦମ୍ପତିଙ୍କୁ ମଧ୍ୟ ଧକ୍କା ଦେଇଥିଲା। କିନ୍ତୁ ସୌଭାଗ୍ୟକୁ ଦୁହେଁ ରାସ୍ତାକଡ଼କୁ ଛିଟିକି ପଡ଼ିବାରୁ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହା ଦେଖି ବସ୍‌ ଚାଳକଜଣଙ୍କ ଘଟଣାସ୍ଥଳରୁ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ କିଛି ଯୁବକ ବସ୍‌କୁ ପିଛା କରି ତମାଣ୍ଡୋ ଛକରେ ଅଟକାଇଥିଲେ। ଡ୍ରାଇଭର୍‌ଙ୍କୁ ନିସ୍ତୁକ ମାଡ଼ ମାରିବା ସହ ବସ୍‌ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରୁ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା। ସେହିପରି ମୃତାହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ‌ସେହିପରି ଅନ୍ୟ ଏକ ଘଟଣାକ୍ରମେ ଖାରବେଳନଗର ଥାନା ଶ୍ରୀୟା ଛକ ନିକଟରେ ଆଜି ଦୁଇ ବାଇକ୍‌ ଚାଳକ ଗୋଟିଏ ମୋ’ ବସ୍‌ର କାଚ ଭାଙ୍ଗି ଦେଇଛନ୍ତି। ମୋ’ ବସ୍‌ ତାଙ୍କୁ ସାଇଡ୍‌ ମାରି ଯାଇଥିବାରୁ ସେ ଏଭଳି କରିଥିଲେ।
ସୂଚନାଯୋଗ୍ୟ, ଲୋକଙ୍କୁ ସେବା ଯୋଗାଇ ଯେଉଁ ମୋ’ ବସ୍‌ ସଫଳତା ପରେ ସଫଳତା ସାଉଁଟି ଚାଲିଥିଲା, ଏବେ ତାକୁ ଦେଖିଲେ ଲୋକେ ଭୟ କଲେଣି। କିଛି ଦିନ ତଳେ ରଘୁନାଥପୁର ଛକରେ ଏକ ଛୋଟ ଝିଅ ଉପରେ ମୋ ବସ୍‌ ଚଢାଉ ଦେଇଥିଲା।
ସାଇକେଲରେ ଯାଉଥିବାବେଳେ କୁନି ଝିଅ ଉପରେ ମାଡିଗଲା ‘ମୋ ବସ୍’
ଭୁବନେଶ୍ବର: ପୁଣି ଜୀବନ ନେଲା ‘ମୋ ବସ’ । ‘ମୋ ବସ୍’ ଚାଳକଙ୍କ ଅସାବଧାନତା ହେତୁ ଜୀବନ ଯାଉଛି ତ, କେତବେଳେ ଲୋକେ ଗୁରୁତ ହେଉଛନ୍ତି। ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ଆଜି ରାଜଧାନୀରେ ‘ମୋ ବସ୍’ ଧକ୍କାରେ ଜଣେ କୁନି ଝିଅର ମୃତ୍ୟୁ ଘଟିଛି। ଉକ୍ତ କୁନି ଝିଅର ବୟସ ୧୩ ବର୍ଷ ବୋଲି ଜଣାପଡ଼ିଛି। ସାଇକେଲରେ ଯାଉଥିବାବେଳେ ଧକ୍କା ଦେଇଥିଲା ‘ମୋ ବସ’। ଏହି ମର୍ମନ୍ତୁଦ ଦୁର୍ଘଟଣାଟି ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଘଟିଛି। । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟଲୋକେ ଉକ୍ତ ବସକୁ ଅଟକ ରଖିବାସହ ରାସ୍ତାରୋକ କରିଛନ୍ତି। ଯାତାୟତ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକଙ୍କୁ ପୁଲିସ ବୁଝା ସୁଝା କରୁଛି।
ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ତିନି ଦିନିଆ ଡିଜିପି ସମ୍ମିଳନୀ। ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ। ଆଜି ଅପରାହ୍ନ ୪ ଟା ୨୫ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ୱର ରହିବ। ଭୁବେନଶ୍ୱରରେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ରହିବେ। ରାଜ୍ୟ ପୁଲିସ, ସଶସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ବଳ ମୁତୟନ ହୋଇଛନ୍ତି। ସୁରକ୍ଷା ପାଇଁ ଆଣ୍ଟି ଟେରର ଫୋର୍ସ ସଜାଗ ରହିବେ। ତେବେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଓ ଡିଜିପି ସମ୍ମୀଲଣିକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ମୋ-ବସ୍‌ ଚଳାଚଳ ନେଇ କଟକଣା ଜାରି କରାଯାଇଛି। ଟ୍ରାଫିକ କଟକଣାକୁ ଦୃଷ୍ଟିରେ ରଖି କ୍ରୁଟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଜିଠୁ ଅର୍ଥାତ୍‌ ୨୯ରୁ ୧ ତାରିଖ ପାଇଁ ୯ନଂ, ୧୦, ୧୧,୧୨, ୧୩, ୧୭, ୨୦,୨୧, ୨୨ଏ, ୨୩, ୨୫, ୨୬, ୨୭, ୨୮,୩୦,୩୧,୩୨,୩୬,୩୭,୩୮,୩୯, ୪୦,୪୪,୪୬,୪୭,୬୪ ଓ ୬୬ ନମ୍ବର ରୁଟରେ ବସ୍‌ ଚଳାଚଳ ପ୍ରଭାବିତ ହେବା ନେଇ କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି। କମିସନରେଟ ପୁଲିସର ଟ୍ରାଫିକ କଟକଣା ଅନୁସାରେ ମୋ-ବସ ସେବା ନେଇ କ୍ରୁଟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଏକ୍ସରେ କ୍ରୁଟ ପକ୍ଷରୁ ସୂଚନା ଦେଇଛନ୍ତି। ଭିଆଇପି, ଭିଭିଆଇପିଙ୍କ ସୁରକ୍ଷା ଓ ନିରାତ୍ତା  ଏବଂ ଜନସାଧାରଣଙ୍କ ସୁଗମାନଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଜାରି କରିଛି ପୁଲିସ।
୨୦୨୪ରେ ମୋ ବସ୍ ଘଟାଇଛି ୨୦୦ଦୁର୍ଘଟଣା‌, ବେପରୁଆ ଗାଡି ଚାଳନା ପ୍ରସଙ୍ଗରେ ହାଇକୋର୍ଟଙ୍କ ଉଦବେଗ ପ୍ରକାଶ
କଟକ: ମୋ ବସ୍ ଚାଳକ ମାନଙ୍କ ବେପରୁଆ ଗାଡି ଚାଳନା ପ୍ରସଂଗରେ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଏପରିକି ଏଭଳି ଗାଡି ଚାଳନା ପାଇଁ ରାସ୍ତାରେ ଅନେକ ଦୁର୍ଘଟଣା ଘଟୁଛି। ଏଥିରେ ନିକଟ ଅତୀତରେ କଟକ-ଭୁବନେଶ୍ୱରରେ ଏକାଧିକ ମୃତାହତ ଘଟଣାକୁ ଅଦାଲତ ଗୁରୁତ୍ୱର ସହ ଗ୍ରହଣ କରିବା ସହ ଆଜି ଏହି ମର୍ମରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ମଦ୍ୟପାନ କରି କେତେକ ଚାଳକ ବସ ଚଳାଉଥିବା ଅଭିଯୋଗ ଆସୁଥିବାରୁ ପ୍ରତି ଦିନ ମୋ ବସ ଗାଡି ଚାଳକଙ୍କ ବ୍ରେଥ ଆନାଲାଇଜର ଟେଷ୍ଟ କରିବା ପାଇଁ ହାଇକୋର୍ଟ ଆଜି କଡା ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଂଗମ କୁମାର ସାହୁ ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟରେ ବସ ଗୁଡିକୁ ଉନ୍ନତ ବୈଷୟିକ ଜ୍ଞାନକୌଶଳଯୁକ୍ତ କରିବା ଉପରେ ମଧ୍ୟ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି ।
ଆଜି ମାମଲାର ଶୁଣାଣି ସମୟରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନସ୍ପୋର୍ଟ(କ୍ରୁଟ)ର ପରିଚାଳନା ନିର୍ଦ୍ଦେଶକ ଡ.ଏନ.ଥିରୁମାଲା ନାଏକ ଓ ଓଏସଆରଟିସି (ଓଡିଶା ରାଜ୍ୟ ସଡକ ପରିବହନ ନିଗମ)ର ପରିଚାଳନା ନିର୍ଦ୍ଦେଶକ ଦିପ୍ତେଶ ପଟ୍ଟନାୟକ ଭର୍ଚୁଆଲ ଜରିଆରେ ଉପସ୍ଥିତ ରହିଥିଲେ । ବିଶେଷକରି ଚାଳକ ମାନେ କିଭଳି ନିର୍ଦ୍ଧାରିତ ବେଗରେ ଗାଡି ଚଳାଇବେ ସେ ସଂକ୍ରାନ୍ତରେ ସେମାନଙ୍କୁ ସଚେତନ କରାଯାଉଛି ଓ ସ୍ପିଡ ଗଭର୍ଣ୍ଣର ଲଗାଯାଇ ଗାଡିର ବେଗ ୫୦ରୁ ୪୦କିଲୋମିଟରକୁ କମାଇଦିଆଯାଇଛି ବୋଲି କ୍ରୁଟ ପକ୍ଷରୁ ସତ୍ୟପାଠ ଦିଆଯାଇଥିଲା । ତେବେ ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଗତ ୨୦୨୨ରେ ମୋ ବସ ୧୦୭ଟି ଦୁର୍ଘଟଣା ଘଟାଇଥିବା ବେଳେ ୨୦୨୩ରେ ୨୮୨ଟି ଓ ୨୦୨୪ର ୧୦ମାସ ମଧ୍ୟରେ ୨୦୦ଟି ଦୁର୍ଘଟଣା ଘଟାଇଥିବା କୁହାଯାଇଛି। ସେହିଭଳି ମୋ ବସ ସେବା ଆରମ୍ଭରୁ ଅଦ୍ୟାବଧି ମଦ୍ୟପାନ କରି ଗାଡି ଚଳାଉଥିବା କାରଣରୁ ୧୨ଜଣ ଚାଳକଙ୍କୁ ବିଦା କରାଯାଇଛି ବୋଲି ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା।
ରାଜ୍ୟରେ ମୋଟ ୪୭୫ଟି ମୋ ବସ ଚଳାଚଳ କରୁଥିବା ବେଳେ କଟକ ସହରରେ ୯୪ଟି ଚାଲୁଛି। କ୍ରୁଟ ପକ୍ଷରୁ ୭୯୦ଜଣଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ନେଇ ହାଇକୋର୍ଟଙ୍କୁ ଅବଗତ କରାଯାଇଛି । ଅନ୍ୟପଟରେ ଓଏସଆରଟିସି ଦ୍ୱାରା ପରିଚାଳିତ ଲକ୍ଷ୍ମୀ ବସ ସେବାରେ ଅଦ୍ୟାବଧି ଜିରୋ କାଜୁଆଲଟି (ଶୂନ୍ୟ ମୃତାହତ) ରହିଛି ବୋଲି ପରିଚାଲନା ନିର୍ଦ୍ଦେଶକ ଜଣାଇଥିଲେ । ବିଶେଷକରି ଲକ୍ଷ୍ମୀ ବସରେ ଚାଳକ ମଦ୍ୟପାନ କରିଥିଲେ କିମ୍ବା ତାଙ୍କ ଆଖି ଲାଗିଲେ ବସରେ ଲାଗିଥିବା ସେନସର ଦ୍ୱାରା ଜଣାପଡିଯାଇଥାଏ । ସେହିଭଳି ବସରେ ଅତ୍ୟାଧୁନିକ କ୍ୟାମେରା ଲାଗିଥିବାରୁ ଯାତ୍ରୀ ପରିବହନ ବ୍ୟବସ୍ଥିତ ରହିଥିବା ନେଇ ପରିଚାଳନା ନିର୍ଦ୍ଦେଶକଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ଏଣୁ ଲକ୍ଷ୍ମୀ ବସ ଭଳି ମୋ ବସରେ ମଧ୍ୟ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଉପଲବ୍ଧ କରାଇବା ଉପରେ ଖଣ୍ଡପୀଠ ଗୁରୁତ୍ୱାରୋପ କରିଛନ୍ତି।
ଭୁବନେଶ୍ବର: ମୋ ବସ୍‌ ଗତି ଉପରେ ନିୟନ୍ତ୍ରଣ ଲାଗିବ। ସହର ଭିତରେ ଏହାର ଘଣ୍ଟା ପିଛା ବେଗ ୪୦କିମି ରହିବ। ସେହିପରି ସହର ବାହାରେ ମୋ ବସ୍‌ର ଗତି ଘଣ୍ଟା ପିଛା ୫୦କମି ରହିବ। ବସ୍‌ରେ ଚାଳକ ଚଢ଼ିବା ପୂର୍ବରୁ ମଦ ପିଇଛନ୍ତି କି ନାହିଁ ଯାଞ୍ଚ କରାଯିବ। ଯଦି ବସ୍‌ର ଚାଳକ ମଦ ପିଇଥିଲେ ଓ ନିୟମ ନମାନି ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
ସୂଚନା‌ଯୋଗ୍ୟ, ଗତ ୨ ତାରିଖ ଦିନ ମୋ ବସ୍‌ ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା। ରାଜଧାନୀ ଭୁବନେଶ୍ବରରେ ଘଟିଥିବା ଏହି ଘଟଣା ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜିତ ଲୋକେ ୧୫ଟି ମୋ ବସକୁ ଅଟକ ରଖିଥିଲେ। ପଳରେ ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ସାଢେ ୩ ଘଣ୍ଟା ମୋ ବସ୍ ଚଳାଚଳ ବନ୍ଦ ରହିଥିଲା।
ଭୁବନେଶ୍ବର: ‘ମୋ ବସ୍’ ଚାଳକଙ୍କ ଅସାବଧାନତା ହେତୁ ଜୀବନ ଯାଉଛି ତ, କେତବେଳେ ଲୋକେ ଗୁରୁତ ହେଉଛନ୍ତି। ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ପୁଣି ରାଜଧାନୀରେ ‘ମୋ ବସ୍’ ଧକ୍କାରେ ଆଜି ୨ ଜଣ ଗୁତୁତର ହୋଇଛନ୍ତି। ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣାଟି ଘଟିଛି। ଉତ୍ୟକ୍ତଲୋକେ ‘ମୋ ବସ୍’ ଗୁଡିକୁ ଅଟକାଇଛନ୍ତି। ଫଳରେ ନନ୍ଦନକାନନ ପଟୁ ଆସୁଥିବା ସମସ୍ତ ‘ମୋ ବସ୍’ ଅଟକି ରହିଛି। ଗୁରୁତର ଯୁବତୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛ। ଜଣଙ୍କ ହାତ ଉପରେ ‘ମୋ ବସ୍’ ଟି ମାଡି ଯାଇଥିବା ସୂଚନା। ଖବପର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ୨୦ରୁ ଉର୍ଦ୍ଧ୍ବ ‘ମୋ ବସ୍’ ଅଟକି ରହିଥିବା ସୂଚନା। ବେପରୁଆ ଚାଳନା ପାଇଁ ଏହି ଦୁର୍ଘଟଣା ଘଟିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।
ପୁଣି ଜୀବନ ନେଲା ମୋ ବସ୍, ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
ଭୁବନେଶ୍ବର: ଜୀବନ ନେଇଗଲା ‘ମୋ ବସ’। ମୋ ବସ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ଵରର ରଘୁନାଥପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣକ ପାରିକୁଦ ଅଞ୍ଚଳର ହୋଇଥିବାବେଳେ ମୃତକଙ୍କ ନାଁ କ୍ଷୀରୋଦ ପାଢ଼ୀ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟଲୋକେ ଉକ୍ତ ବସକୁ ଅଟକ ରଖିଥିବା ସୂଚନା ।
ଚଳନ୍ତା ମୋ ବସ୍‌ରେ ଲାଗିଲା ନିଆଁ, ବସରେ କେହି ଯାତ୍ରୀ ନଥିବା ସୂଚନା
କଟକ: କଟକ ସିଡିଏ ସେକ୍ଟର ୯ ରେ ମୋ ବସରେ ଲାଗିଲା ନିଆଁ । ବସରେ କେହି ଯାତ୍ରୀ ନ ଥିବା ଜଣାପଡ଼ିଛି । ଗାଡି ଇଞ୍ଜିନ୍ ରୁ ନିଆଁ ଲାଗିଥିବା ଜଣାପଡ଼ିଛି । ବସର କିଛି ଅଂଶ ପୋଡି ସମୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେବେ କେଉଁଥି ପାଇଁ ବସରେ ନିଆଁ ଲାଗିଲା ତାହାର କାରଣ ଜଣାପଡିନାହିଁ ।
ମିଳିଥିବା ସୂଚନା ମୁତାବକ ପୁରୀରୁ ଏହି ବସ୍ କଟକ ଆସିଥିଲା । କଟକ ସିଡିଏ ସେକ୍ଟର-୯ ନିକଟରେ ବସରୁ ଧୂଆଁ ବାହାରିଥିଲା। ଗାଡି ଇଞ୍ଜିନ୍ ରୁ ଧୂଆଁ ବାହାରିବା ମାତ୍ରେ ଡ୍ରାଇଭର୍ ଓ କଣ୍ଡକ୍ଟର୍ ଗାଡିରୁ ଓହ୍ଲାଇ ଯିବାସହ ଯାତ୍ରୀମାନଙ୍କୁ ତଳକୁ ଓହ୍ଲାଇ ଦେଇଥିଲେ। ପରେ ବସ୍‌ଟି ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳି ଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ନିଆଁ ଲାଗିବା ଦ୍ଵାରା ବସର କିଛି ଅଂଶ ପୋଡି ଯାଇଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
‘ମୋ ବସ୍‌‌’ର ନୂଆ ମୋବାଇଲ୍‌‌ ଆପ୍‌‌ ଉନ୍ମୋଚିତ: ଟଙ୍କା ନୁହେଁ, କାର୍ଡରେ ମିଳିବ ଟିକଟ
ଭୁବନେଶ୍ୱର: ଟିକଟ ବ୍ୟବସ୍ଥାରେ ଆଉ ପାଦେ ଆଗକୁ ଗଲା କ୍ୟାପିଟାଲ୍‌‌ ରିଜିଅନ୍‌‌ ଅର୍ବାନ୍‌‌ ଟ୍ରାନ୍ସପୋର୍ଟ(କ୍ରୁଟ୍‌‌)। ବସ୍‌‌ ଯାତ୍ର ପାଇଁ ଏଣିକି ଆଉ ସାଙ୍ଗରେ ଟଙ୍କା ନେଇ ଯିବାର ଆବଶ୍ୟକତା ନାହିଁ। ମୋ ବସ୍‌‌ ଯାତ୍ରୀ କାର୍ଡ ଦ୍ୱାରା ଟିକଟ୍‌‌ ନେଇ ପାରିବେ। ଆପ୍‌‌ ମାଧ୍ୟମରେ ମଧ୍ୟ ଟିକଟ ପାଇପାରିବେ। ଶୁକ୍ରବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କ୍ରୁଟ୍‌‌ ଅଧ୍ୟକ୍ଷା ଏଭଳି ବ୍ୟବସ୍ଥାକୁ ଉନ୍ମୋଚନ କରିଛନ୍ତି। ମୋ ବସ୍‌‌ ସେବାରେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଓ ଯାତ୍ରୀମାନଙ୍କ ପାଇଁ ସହଜ, ସରଳ ଯାତ୍ରା ପାଇଁ ଏକ ନୂଆ ମୋ ବସ୍‌‌ ମୋବାଇଲ୍‌‌ ଆପ୍ଲିକେସନ୍‌‌ ଉନ୍ମୋଚନ ହୋଇଛି। ଯେଉଁଥିରେ ଚଳନ୍ତା ବସ୍‌‌ଗୁଡ଼ିକର ଟ୍ରାକିଂ ଏବଂ ବସ୍‌‌ ମଧ୍ୟରେ ଥିବା ବାସ୍ତବିକ ସମୟର ଯାତ୍ରୀଙ୍କ ସ୍ଥିତି ଜାଣିହେବ। ଏହି ଆପ୍‌‌କୁ ବ୍ୟବହାର କରି ଯାତ୍ରୀମାନେ ଅନ୍‌‌ଲାଇନ୍‌‌ ଟିକଟ୍‌‌ ଏବଂ ପାସ୍‌‌ କରିବା ସହିତ ଏହାର ନବୀକରଣ କରିପାରିବେ। ମୋ ବସ୍‌‌ ମୋବାଇଲ୍‌‌ ଆପ୍ଲିକେସନ୍‌‌ର ଉଭୟ ଆଣ୍ଡ୍ରଏଡ୍‌‌ ଏବଂ ଆଇଓଏସ୍‌‌ ଭର୍ସନ ଉନ୍ମୋଚନ ହୋଇଛି। ଯେଉଁଥିରେ ଯାତ୍ରୀମାନେ ମୋ ବସ୍‌‌ ସେବା ଉପଲବ୍ଧ ଥିବା ପ୍ରତ୍ୟେକ ସହର ଓ ଏହାର ରୁଟ୍‌‌ ବିଷୟରେ ସେଥିରୁ ଜାଣିପାରିବେ।
ଏହି ନୂତନ ଆପ୍‌‌ ମାଧ୍ୟମରେ ମୋ ବସ୍‌‌ରେ ଯାତ୍ରା କରିବା ସମୟରେ ହିଁ ଜଣେ ଯାତ୍ରୀ ନିଜର ଟିକେଟ୍‌‌ ବୁକ୍‌‌ କରିପାରିବେ ଏବଂ ଆଗାମୀ ଯାତ୍ରାର ଯୋଜନା ସହଜରେ ପ୍ରସ୍ତୁତ କରିହେବ। ବସ୍‌‌ ପହଞ୍ଚିବା ପୂର୍ବରୁ ମୋ ବସ୍‌‌ ମଧ୍ୟରେ ଯାତ୍ରୀଙ୍କ ଉପସ୍ଥିତି ଜାଣିବା ସହିତ ଷ୍ଟପେଜ୍‌‌ରେ ବସ୍‌‌ ପହଞ୍ଚିବାର ଆନୁମାନିକ ସମୟ ମଧ୍ୟ ଜାଣିହେବ। ତାହା ସହିତ ଆପଣ ଆପଣଙ୍କ ଚତୁଃପାର୍ଶ୍ୱରେ ଉପସ୍ଥିତ ବସ୍‌‌କୁ ଦେଖିପାରିବେ। ଆପଣଙ୍କ ସହର ଓ ନିଜ ଭାଷା ଚୟନ କରି ଏହାକୁ ବ୍ୟବହାର କରିପାରିବେ। ଏହି ଅବସରରେ ଭୁବନେଶ୍ୱର ଉନ୍ନୟନ କମିସନର୍‌‌, ଅତିରିକ୍ତ ଶାସନ ସଚିବ ଏବଂ କ୍ରୁଟ୍‌‌ ଅଧ୍ୟକ୍ଷା ଅନୁ ଗର୍ଗ କହିଛନ୍ତି ଯେ, ବର୍ତ୍ତମାନ ଯାତ୍ରୀମାନେ ଏହି ନୂତନ ଆପ୍‌‌ ବ୍ୟବହାର କରି ସେମାନଙ୍କ ବସ୍‌‌ ଆଗମନର ଲାଇଭ୍‌‌ ଟ୍ରାକିଂ ତଥା ମୋ ବସ୍‌‌ ସେମାନଙ୍କ ଷ୍ଟପେଜ୍‌‌ରେ ପହଞ୍ଚିବାର ବାସ୍ତବିକ ସମୟ ଜାଣିବା ସହିତ ଆଗାମୀ ଯାତ୍ରାର ଯୋଜନା ପ୍ରସ୍ତୁତ କରିପାରିବେ।
ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଜି.ମାଥିଭାଥନନ୍‌‌ କହିଛନ୍ତି ଯେ, ନୂତନ ମୋବାଇଲ୍‌‌ ଆପ୍‌‌ ଏବଂ ମୋ ବସ୍‌‌ କାର୍ଡ ପ୍ରମୋସନାଲ୍‌‌ ଅଫର୍‌‌ ଡିଜିଟାଲ୍‌‌ ପେମେଣ୍ଟକୁ ଆହୁରି ସହଜ କରିବ ଏବଂ ଯାତ୍ରୀମାନଙ୍କ ପାଇଁ ନିରନ୍ତର ଯାତ୍ରା ସୁନିଶ୍ଚିତ କରିବ। ଶ୍ରୀମତୀ ଗର୍ଗ ମୋବାଇଲ୍‌‌ ଆପ୍‌‌ ଉନ୍ମୋଚନ ସହିତ ପୂର୍ବରୁ ଆରମ୍ଭ ହୋଇଥିବା ମୋ ବସ୍‌‌ କାର୍ଡର ଏକ ନୂଆ କାର୍ଡ ସହିତ ସ୍ୱତନ୍ତ୍ର ଅଫର୍‌‌ ମଧ୍ୟ ଘୋଷଣା କରିଛନ୍ତି। ୫୦ ଟଙ୍କା ଦେଇ କାର୍ଡ କ୍ରୟ କରିବା ପରେ, ୫୦୦ ଟଙ୍କାର ରିଚାର୍ଜ ଉପରେ ୪୦ ପ୍ରତିଶତ ଏବଂ ୧୦୦୦ ଟଙ୍କାର ରିଚାର୍ଜ ଉପରେ ୫୦ ପ୍ରତିଶତ ଲାଭାଂଶ ମୂୂଲ୍ୟ ସହିତ କାର୍ଡ ପାଇପାରିବେ। ଏହି ସ୍ୱତନ୍ତ୍ର ଅଫର୍‌‌ ୧ମାର୍ଚ୍ଚ ପର୍ଯ୍ୟନ୍ତ ରହିବ। ମୋ ବସ୍‌‌ର ପ୍ରତିଟି ରୁଟ୍‌‌ରେ ଗାଇଡ୍‌‌ମାନଙ୍କଠାରୁ କିମ୍ୱା ମାଷ୍ଟର୍‌‌କାଣ୍ଟିନ୍‌‌ ବସ୍‌‌ ଟର୍ମିନାଲ୍‌‌ ଏବଂ ପଟିଆ ମୋ ବସ୍‌‌ ମୁଖ୍ୟ କାର୍ଯ୍ୟାଳୟକୁ ଆସି ଏହି ନୂତନ ମୋ ବସ୍‌‌ କାର୍ଡ କ୍ରୟ କରିପାରିବେ। କଟକ ନେତାଜୀ ବସ୍‌‌ ଟର୍ମିନାଲ୍‌‌ ଏବଂ ରାଉର୍‌‌କେଲା ବସ୍‌‌ ଷ୍ଟାଣ୍ଡ୍‌‌ରେ ମଧ୍ୟ ଏହା ବିକ୍ରୟ ହେବ। କ୍ୟାପିଟାଲ୍‌‌ ରିଜିଅନ୍‌‌ ଏବଂ ରାଉରକେଲାର ବିଭିନ୍ନ ସ୍ଥାନରେ ମଧ୍ୟ ଏହାର ବିକ୍ରୟ ପାଇଁ ବ୍ୟବସ୍ଥା କରାଯିବ। ଏହାକୁ କ୍ରୟ କରି ମୋ ବସ୍‌‌ ସେବା ଉପଲବ୍ଧ ଥିବା ସମସ୍ତ ସହରରେ ବ୍ୟବହାର ହୋଇପାରିବ। ଏହି କାର୍ଡରେ ମୋ ବସ୍‌‌ର ଗାଇଡ୍‌‌ ଏବଂ କ୍ୟାପ୍‌‌ଟେନ୍‌‌ଙ୍କ ଭୂମିକାକୁ ଗୁରୁତ୍ୱ ଦିଆଯାଇ ମୋ ବସ୍‌‌ର ବ୍ରାଣ୍ଡ୍‌‌ ଆମ୍ୱାସଡର୍‌‌ ଭାବରେ ଗ୍ରହଣ କରି ତାଙ୍କର ଫଟୋ ବ୍ୟବହାର ହୋଇଛି। ଏହା ଫଳରେ ଜନସାଧାରଣଙ୍କୁ ଟିକଟ୍‌‌ ପାଇଁ ଟଙ୍କା ଧରି ଯାତ୍ରା କରିବାର ଚିନ୍ତା ରହିବନାହିଁ। ମୋ ବସ୍‌‌କୁ ନିରନ୍ତର ବ୍ୟବହାର ଏବଂ ଭଲପାଇବା ଦେଉଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ଧନ୍ୟବାଦ ଜଣାଇ କ୍ରୁଟ୍‌‌ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି ଯେ, ଯାତ୍ରା ସମୟରେ ଯୋଗାଯୋଗ ବିହୀନ ଦେୟ ଏବଂ ମୋ ବସ୍‌‌ ସେବା ପୃଥିବୀର ସର୍ବୋତ୍ତମ ଜନ ପରିବହନ ସେବା ସହିତ ସମାନ କରିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜଣାଇଛନ୍ତି।