shares amazing video - The Sakala

ମୋଦୀଙ୍କ ମନଜିଣିଲା ଦୁଇ ଲୋକ ଗାୟକଙ୍କ ମହାଦେବ ଭଜନ, କହିଲେ ‘ବହୁତ ବଢିଆ’
ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନକୁ ଛୁଇଁଛି ଦୁଇ ଲୋକ ଗାୟକଙ୍କ ମହାଦେବଙ୍କ ଭଜନ। ମହାଶିବ ରାତ୍ରୀ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମହାଦେବଙ୍କ ଏକ ଭଜନ ମୋଦୀଙ୍କ ବେଶ ପସନ୍ଦ ଆସିଥିଲା। ଏହାପରେ ପ୍ରଧାନମନ୍ତ୍ରରୀ ମୋଦୀ ଏହି ଭିଡିଓକୁ ରିଟ୍ବିଟ୍‌ କରିବା ସହ ବହୁତ ବଢିଆ ବୋଲି ଲେଖିଥିଲେ।

बहुत बढ़िया! https://t.co/55ViOzefjQ

— Narendra Modi (@narendramodi) March 9, 2021

ସୋସିଆଲ ମିଡିଆରେ ଏପରି କେତେ ଭିଡିଓ ଦେଖାଯାଏ ଯେଉଁ ଥିରେ ଲୋକମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରୁଥିବା ଦେଖାଯାଏ। ଏହି ଅସାଧାରଣ ଭିଡିଓଗୁଡିକ ମଧ୍ୟରୁ ଅନେକ ଏପରି ଯେ ସେମାନେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ଅଟନ୍ତି ଏବଂ ତାପରେ ସେଗୁଡିକ ଭାଇରାଲ୍ ହୋଇଥାଏ। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ପୁଣି ଭାଇରାଲ ହୋଇଛି, ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ରିଟ୍ୱିଟ କରିଛନ୍ତି। ପିଏମ ମୋଦୀ ଏହି ଭିଡିଓକୁ ବହୁତ ପ୍ରଶଂସା କରିଛନ୍ତି, ଯାହା ପରେ ଏହା ସୋସିଆଲ ମିଡିଆରେ ଆହୁରି ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ଦୁଇଜଣ ଲୋକ ଗାୟକ ଭଗବାନ ଶଙ୍କରଙ୍କ ଉପରେ ଆଧାରିତ ଲୋକ ଗୀତ ଗାଉଛନ୍ତି। ଜଣେ ଲୋକ ଗାୟକ ତାର ବଜାଉଛନ୍ତି ଏବଂ ଅନ୍ୟଟି ଡଫଲି ପ୍ରତି ଧ୍ୟାନ ଦେଉଛନ୍ତି। ଏହି ଭିଡିଓ ତୈମୁର କା ଜିଜାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ ଏହି ଭିଡିଓକୁ ରିଟ୍ୱିଟ କରି ଲେଖିଛନ୍ତି ଯେ ବହୁତ ବଢିଆ । ସେବେଠାରୁ ଭିଡିଓରେ ଦେଖାଯାଇଥିବା ଉଭୟ ଲୋକ ଗାୟକଙ୍କୁ ବହୁତ ପ୍ରଶଂସା କରାଯାଉଛି। ବର୍ତ୍ତମାନ ପର୍ୟ୍ୟନ୍ତ, ଲକ୍ଷାଧିକ ଲୋକ ଏହି ଭିଡିଓକୁ ପସନ୍ଦ କରିଥିବାବେଳେ ୨୨ ହଜାରରୁ ଅଧିକ ଲୋକ ରିଟ୍ୱିଟ କରିଛନ୍ତି। ୧୨ ଲକ୍ଷ ଲୋକ ଏହାକୁ ଦେଖି ସାରିଲେଣି।