Malkangiri Swabhimaan Area - The Sakala

ଆଜି ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଯିବେ ପୋଲିସ ଡିଜି
ମାଲକାନଗିରି: ମାଲକାନଗିରି ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଜିଲ୍ଲାର ଶେଷ ମାଓଗଡ଼ ଯନ୍ତ୍ରୀ ପଞ୍ଚାୟତ ଓ ଛତିଶଗଡ଼ ସୀମାନ୍ତ ମାଥିଲି ଅଞ୍ଚଳକୁ ଗସ୍ତ କରିବେ ପୋଲିସ ଡିଜି । ମାଓଗଡ଼ରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ମାଥିଲି ଅଞ୍ଚଳରେ ଛତିଶଗଡ଼ ମାଓବାଦୀଙ୍କ ଗତିପଥ ବଢିଥିବାରୁ ନୂତନ ରଣ କୌଶଳ ପ୍ରସ୍ତୁତ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ ପୋଲିସ ଡିଜି । କୋରାପୁଟ ସୁନାବେଡା ହେଲିପ୍ୟାଡରେ ପହଞ୍ଚିବା ପରେ ମାଲକାନଗିରି ଅଭିମୁଖେ ଯାଉଛନ୍ତି ପୋଲିସ୍ ଡିଜି ।