PRM Hospital - The Sakala

ପିଆରଏମ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟଙ୍କ ବିରୋଧରେ ସଂଘାତିକ ଅଭିଯୋଗ
ବାରିପଦା: ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟ ଡାକ୍ତର ରିତାଞ୍ଜଳି ବେହେରାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଡେମୋ କ୍ଲାସ ପାଇଁ ବିନା ଅନୁମତିରେ ମହିଳାଙ୍କୁ ଉଲଗ୍ନ କରୁଥିବା ନେଇ ଅଭିଯୋଗ କରିଛନ୍ତି ରୋଗୀଙ୍କ ପରିବାର ଲୋକେ। ଜୈନିକା ମହିଳାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତି କରାଯାଇଥିଲା। ତେବେ ପ୍ରସବ ହେବା ପରେ ସୋମବାର ପରିବାରଙ୍କ ବିନା ଅନୁମତିରେ ତାଙ୍କୁ ଉଲଗ୍ନ କରି ବିଭାଗ ମୁଖ୍ୟ ଡେମୋ କ୍ଲାସ କରିଛନ୍ତି ବୋଲି ପ୍ରସୂତିଙ୍କ ପରିବାର ଅଭିଯୋଗ କରିଛନ୍ତି। ଏନେଇ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ଡା ରବୀନ୍ଦ୍ର କୁମାର ମିଶ୍ରଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ସମ୍ପୃକ୍ତ ପ୍ରସୂତିଙ୍କ ପରିବାର। ଡାକ୍ତର ରିତାଞ୍ଜଳିଙ୍କ ବିରୁଦ୍ଧରେ ଥାନାରେ ଆଇନ ଅନୁଯାୟୀ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି ପ୍ରସୂତିଙ୍କ ପରିବାର। ସେପଟେ ଅଭିଯୋଗକୁ ମିଥ୍ୟା କହି ଖଣ୍ଡନ କରିଛନ୍ତି ଡାକ୍ତର ରିତାଞ୍ଜଳି ବେହେରା।

ଜୋଇଁ ହତ୍ୟାକାରୀ ଶ୍ୱଶୁର, ଡାକ୍ତରଖାନାରୁ ଫେରାର
ବାରିପଦା : ସ୍ଥାନୀୟ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ବାରିପଦା ମଣ୍ଡଳକାରାଗାରର ଜଣେ ବିଚାରାଧୀନ ବନ୍ଦୀ ଫେରାର ଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ମଣ୍ଡଳ କାରାଗାରର ବରିଷ୍ଠ ଅଧୀକ୍ଷକଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଥିଲେ ହେଁ ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ତାଙ୍କୁ ପୁନଶ୍ଚ ଗିରଫ କରାଯାଇନଥିବା ଜଣାପଡ଼ିଛି। ବନ୍ଦୀ ଜଣଙ୍କ ହେଲେ କୁଳିଅଣା ଥାନା ଅଧୀନ ଗାଙ୍ଗରାଜ ଗ୍ରାମର ଦାମଦୋର ସେଠୀ। ତାଙ୍କ ଘରକୁ ଆସିଥିବା ଜୋଇଁ ଶ୍ୟାମସୁନ୍ଦରଙ୍କୁ ସେ କୁରଢ଼ୀରେ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମ ସମର୍ପଣ କରିଥିଲେ।

ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅପ୍ରେଲ ୨୪ତାରିଖରେ ଗିରଫ ପୂର୍ବକ କୋର୍ଟ ଚାଲାଣ ପରେ ସେ ବିଚାରଧୀନ ହାଜତକୁ ଯାଇଥିଲେ। ତେବେ ହାଜତରେ ଅସୁସ୍ଥ ହେବାରୁ ଜେଲ ଡାକ୍ତରଙ୍କ ସୁପାରିଶରେ ମଇ୨୭ତାରିଖରେ ମଣ୍ଡଳ କାରାଗାର ପକ୍ଷରୁ ତାଙ୍କୁ ପିଆରଏମ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ନୂତନ ମେଡ଼ିସିନ ୱାର୍ଡ଼ ୧୦୬ନଂ ବେଡ଼ରେ ପୁଲିସ ହେପାଜତରେ ସେ ଚିକିତ୍ସଧୀନ ଥିବା ବେଳେ ମଙ୍ଗଳବାର ପୂର୍ବାହ୍ନରେ କୁଆଡ଼େ ଫେରାର ହୋଇଯାଇଛନ୍ତି। ଦାୟିତ୍ୱରେ ଥିବା ୱାଡ଼ର ଭୁଗୁଲୁ ସୋରେନଙ୍କ ଦାୟିତ୍ୱ ହୀନତାର ସୁଯୋଗରେ ସେ ଫେରାର ହୋଇଥିବା ନେଇ ୱାଡ଼ର ତ୍ରିଦୀପ ପାଲ ବରିଷ୍ଠ ଅଧୀକ୍ଷକଙ୍କୁ ଅବଗତ କରିବା ପରେ ସେ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।