Barabati match ticket - The Sakala

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର : ବାରବାଟୀ ମ୍ୟାଚ ବନ୍ଦ ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ହାଇକୋର୍ଟ
କଟକ : ବନ୍ଦ ହେବନି ବାରବାଟୀ ମ୍ୟାଚ । ହାଇକୋର୍ଟରେ ଖାରଜ ହୋଇଛି ମ୍ୟାଚ୍‌ ବନ୍ଦ ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲା।  ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଦର୍ଶାଇ ମ୍ୟାଚ ବାତିଲ କରିବାକୁ ପିଆଇଏଲ ହୋଇଥିଲା । ଯାହାର ଆଜି ଶୁଣାଣି କରିଥିଲେ ହାଇକୋର୍ଟ। ଅଗ୍ନି ନିରାପତ୍ତା ନେଇ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ କୋର୍ଟରେ ସୂଚନା ପ୍ରଦାନ କରାଯାଇଛି। ଭର୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟଙ୍କୁ ତଥ୍ୟ ଦେଇଛନ୍ତି ଏଜି। ଶୃଙ୍ଖଳା ଓ ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାର ନେଇଥିବା ବେଳେ କିପରି ସୁରକ୍ଷିତ ମ୍ୟାଚ୍‌ ଆୟୋଜନ ହେବ ସେ ନେଇ ସମସ୍ତ ପ୍ରକାର ବ୍ୟାବସ୍ଥା କରାଯାଇଛି ବୋଲି ଏଜି ସୂଚନା ଦେଇଛନ୍ତି। ଏଜିଙ୍କ ଆଶ୍ୱାସନା ପରେ ହାଇକୋର୍ଟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଦର୍ଶାଇ କରାଯାଇଥିବା  ଜନସ୍ୱାର୍ଥ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ।

ଜୁନ୍‌ ୧୨ ତାରିଖରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ ହେବ। ଏହାକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବା ବେଳେ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଅଭିଯୋଗ ଆଣି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ସଞ୍ଜୟ ନାୟକ ହାଇକୋର୍ଟରେ ଆବେଦନ କରିଥିଲେ। ମ୍ୟାଚ ପୂର୍ବରୁ ଷ୍ଟାଡିୟମ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍‌ କରିବାକୁ ଶ୍ରୀ ନାୟକ ଆବେଦନରେ ଦର୍ଶାଇଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ ବାରବାଟୀ ଷ୍ଟାଡିୟମରେ ଦର୍ଶକମାନଙ୍କ ପାଇଁ ପ୍ରଥମେ ସୁରକ୍ଷା ଦିଆଯାଉ ପରେ ମ୍ୟାଚ୍ କରାଯାଉ । ବାରବାଟୀ ଷ୍ଟାଡିୟମର ସ୍ଥାୟୀତ୍ବକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ସମାଜସେବୀ ସଞ୍ଜୟ କୁମାର ନାଏକ । ଏହି ମାମଲାରେ ସଞ୍ଜୟ କୁମାର ନାଏକଙ୍କ ସହ ମୋଟ୍ ୧୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।

ତେବେ ଆଜି ଏହି ମାମଲାର ବିଚାର ହୋଇଥିଲା। ଆବେଦନକାରୀଙ୍କ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ। ଏହା ପରେ ଭର୍ଚୁଆଲରେ ଉପସ୍ଥିତ ଥିବା ଏଜି ସୁରକ୍ଷା ମ୍ୟାଚ୍‌ କରିବାକୁ କୋର୍ଟଙ୍କୁ ଆଶ୍ୱାସନା ଦେଇଥିଲେ। ଏଜିଙ୍କ ଆଶ୍ୱାସନା ପାଇବା ପରେ କୋର୍ଟ ମାମଲା ଖାରଜ କରିଥିଲେ।

ସୂଚନାଯୋଗ୍ୟ ଚଳିତ ମାସ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମ୍ୟାଚ ପୂର୍ବରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ନେଇ ମକଡ୍ରିଲ ମଧ୍ୟ କରାଯାଇଛି । ମ୍ୟାଚ ପାଇଁ ଅନଲାଇନ ଟିକେଟ ବୁକିଂ ମଧ୍ୟ ଶେଷ ହୋଇଛି । ଆଜି ଟିକେଟ୍ ବୁକିଂ ଅଫଲାଇନରେ ଆରମ୍ଭ ହୋଇଛି । ସକାଳ ୧୦ ଟାରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ତେବେ ଆଜି ମଙ୍ଗଳବାର ଏବଂ ଆସନ୍ତାକାଲି ବୁଧବାର ପ୍ରଥମେ ଓସିଏ ସହ ଅନୁବନ୍ଧିତ ଥିବା ସ୍କୁଲ, କଲେଜ, କ୍ଲବ ଆଦିଙ୍କୁ ଆଜି ଟିକେଟ ବିକ୍ରି କରାଯିବ । ଏହାପରେ ୯ ଏବଂ ୧୦ ତାରିଖରେ ଦର୍ଶକଙ୍କ ପାଇଁ ଅଫଲାଇନରେ ଟିକେଟ ମିଳିବ । ଏହି ଚାରିଦିନରେ ମୋଟ ୮ ହଜାର ଟିକେଟ୍ ଅଫଲାଇନରେ ବିକ୍ରି କରାଯିବ ।

ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ : ନବୀନ କିଣିଲେ ପ୍ରଥମ ଟିକେଟ
ଭୁବନେଶ୍ବର : ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦କୁ ଆଉ ୫ ଦିନ ବାକି ଅଛି। ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିୟମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଓସିଏ ପକ୍ଷରୁ ମ୍ୟାଚ ପାଇଁ ଆନୁଷଙ୍ଗିକ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି । ଷ୍ଟାଡିୟମକୁ ଚଳିତ ଥର ନୂଆ ଲୁକ୍‌ ଦେବାପାଇଁ ବିଭିନ୍ନ ଦିଗରେ ଜାରି ରହିଛି କାମ। ପିଚ୍‌ ସହିତ ପୁରା ପଡିଆକୁ ବର୍ଷା ପ୍ରଭାବରୁ ରକ୍ଷା କରିବା ପାଇଁ ଇଂଲଣ୍ଡରୁ ଆସିଛି ଗ୍ରାଉଣ୍ଡ କଭର । ସର୍ବଦା ବ୍ୟାଟିଂ ପିଚ୍‌ ରହି ଆସିଥିବା ବାରବାଟୀକୁ ଏଥର ମଧ୍ୟ ପ୍ରସ୍ତୁତି କରାଯାଇଛି । ଚଳିତ ଟି-୨୦ରେ ଧୁମ୍‌ ରନ୍‌ ବର୍ଷା ହେବ । ଦର୍ଶକ ଖୁବ୍‌ ମନଭରି ଉପଭୋଗ କରିବେ ବୋଲି ଆଶା କରାଯାଉଛି ।

ସେପଟେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଟିକେଟ ବିକ୍ରି । କାଲିଠୁ ପ୍ରଥମ ପର୍ଯ୍ୟାୟରେ ବିକ୍ରି ହେଉଥିବା ଟିକେଟ କେବଳ ଓସିଏ ସହିତ ଅନୁବନ୍ଧିତ ସଂଗଠନ, ସ୍କୁଲ , କଲେଜ ଓ କ୍ଲବ ଇତ୍ୟାଦିକୁ ବିକ୍ରି କରାଯିବ । ଓସିଏ କନଫରେନ୍ସ ହଲରେ ଏହି ଟିକେଟ ବିକ୍ରିର କାର୍ଯ୍ୟକ୍ରମ ରହିଥିବା ବେଳେ ୮ ହଜାର ଟିକେଟ ସେମାନଙ୍କ ପାଇଁ ନିର୍ଦ୍ଧାରିତ କରାଯାଇଛି । ଆସନ୍ତା ୯ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଷ୍ଟାଡିୟମ ପରିସରରେ ଥିବା କାଉଣ୍ଟରରେ ଟିକେଟ ବିକ୍ରି କରିବା ପାଇଁ ସମସ୍ତ ପ୍ରସ୍ତୁତିକୁ ଶେଷ କରିଛି ଓସିଏ । ଆସନ୍ତାକାଲି ଟିକେଟ ବିକ୍ରି ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ଟିକେଟ୍‌ କିଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

I am rooting for #TeamIndia for the upcoming #INDvsSA series. Hope fans from all over the world get to see an exciting match at #BarabatiStadium, #Odisha. Looking forward to see you all in #Cuttack. #T20#MenInBlue#TeamIndia#BleedBlue pic.twitter.com/siKRnh0HYk

— Naveen Patnaik (@Naveen_Odisha) June 6, 2022

ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା ନବୀନ ନିବାସରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ପ୍ରଦାନ କରିଛନ୍ତି । ଏହି ଅବସରରେ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଏଚଡିଏଫସି ବ୍ୟାଙ୍କର ଜୋନାଲ ହେଡ୍ ଦୀପକ ସିଂହ ଓ ଭାଇସ ପ୍ରେସିଡେଣ୍ଟ ଅନିମେଷ ବିଶ୍ବାଳ ଏହି ଅବସରରେ ଓଡିଶା କ୍ରିକେଟ ଆସୋସିଏସନ ସଂପାଦକ ସଞ୍ଜୟ ବେହେରା ବାରବାଟୀ ମ୍ୟାଚ୍ ପାଇଁ ଟିକେଟ ବିକ୍ରି ସୁବ୍ୟବସ୍ଥିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ବାରବାଟୀ ଷ୍ଟାଡିୟମରେ ମୋଟ ୪୪୨୩୪ ଜଣ ଦର୍ଶକ ବସିବାର କ୍ଷମତା ଥିବା ବେଳେ ସେଥିମଧ୍ୟରୁ ୨୯ ହଜାର ୧୫୪ଟି ଟିକେଟ ବିକ୍ରି କରାଯିବ। ବିକ୍ରି ପାଇଁ ଥିବା ୨୯ ହଜାର ୧୫୪ ଟି ଟିକେଟ ମଧ୍ୟରୁ ଓ ଅନଲାଇନ ପାଇଁ ୫ ହଜାର ଟିକେଟ ବିକ୍ରି ହୋଇ ସାରିଥିବା ବେଳେ ଓସିଏ ସହିତ ଅନୁବନ୍ଧିତ ସଂଗଠନଗୁଡ଼ିକୁ ୮ ହଜାର ଟିକେଟ ବିକ୍ରି କରାଯିବ । ତେଣୁ ସର୍ବଧାରଣଙ୍କ ପାଇଁ ୧୬୫୪୫ଟି ଟିକେଟ କାଉଣ୍ଟରରେ ବିକ୍ରି ପାଇଁ ଆସିବ । ସେପଟେ ମ୍ୟାଚକୁ ଆଉ ୫ ଦିନ ସମୟ ବାକିଥିବା ବେଳେ ପିଚ ସହ ଗ୍ରାଉଣ୍ଡ ପ୍ରସ୍ତୁତି କର୍ଯ୍ୟକୁ ଚୂଡ଼ାନ୍ତ କରିଛି ଓସିଏ ।

ଆସନ୍ତାକାଲିଠୁ ବାରବାଟୀ ମ୍ୟାଚ ପାଇଁ ଅନଲାଇନ ଟିକେଟ ବିକ୍ରି: ଜାଣନ୍ତୁ କେମିତି ଓ କେଉଁଠି କରିବେ ଟିକେଟ ବୁକିଂ
କଟକ : ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‍କୁ ଆଉ ୧୨ ଦିନ ବାକି। ମ୍ୟାଚ୍‍ ଦିବସ ପାଖେଇ ଆସୁଥିବା ବେଳେ ପ୍ରସ୍ତୁତି ଜୋରଦାର ଭାବେ ଆଗେଇ ଚାଲିଛି। ଜୁନ୍ ୧୨ରେ ବାରବାଟୀରେ ହେବ ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚ୍ । ଏଥିପାଇଁ କାଲିଠୁ ଅନଲାଇନରେ ଆରମ୍ଭ ହେବ ଟିକେଟ୍ ବିକ୍ରି। କାଲି ଦିନ ୧୧ଟାରୁ ଦର୍ଶକମାନେ ଅନଲାଇନରେ ଟିକଟ ବୁକିଂ କରି ପାରିବେ। ପେଟିଏମ୍‍, ପେଟିଏମ୍‍ ଇନସାଇଡର ମୋବାଇଲ ଆପ୍ଲିକେସନ ସମେତ www.insider.in ୱେବସାଇଟ୍‍ରେ ଟିକଟ ବୁକିଂ ବ୍ୟବସ୍ଥା ଉପଲବ୍ଧ ରହିବ।

ବାରବାଟୀରେ ହେବାକୁ ଥିବା  ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ମୋଟ ୫ହଜାର ଟିକଟ ଅନଲାଇନରେ ବୁକିଂ ଲାଗି ଉପଲବ୍ଧ ହେବ। ହେଲେ କେଉଁ ଗ୍ୟାଲେରୀରୁ କେତୋଟି ଟିକଟ ଅନଲାଇନରେ ଉପଲବ୍ଧ ହେବ ତାହା ଚୂଡ଼ାନ୍ତ ହୋଇନାହିଁ। ଗ୍ୟାଲେରୀ ନଂ ୨, ୪, ୭, ସ୍ପେସାଲ ଏନ୍‍କ୍ଲୋଜର ବ୍ଲକ ଏ, ନ୍ୟୁ ପ୍ୟାଭିଲିୟନ- ୧ର କିଛି ଟିକଟ କେବଳ ଅନ୍‍ଲାଇନରେ ମିଳିବ। ଗ୍ୟାଲେରୀ ନ-୧, ୩, ୫ ଭଳି ଚାହିଦା ଥିବା ସ୍ଥାନର ଟିକଟ ଅନଲାଇନରେ ଉପଲବ୍ଧ ହେବନାହିଁ। ପେଟିଏମ୍‍, ପେଟିଏମ୍‍ ଇନସାଇଡର ମୋବାଇଲ ଆପ୍ଲିକେସନ କିମ୍ବା www.insider.in ୱେବସାଇଟ୍‍ ଓପନ୍‍ କରି ମୋବାଇଲ ନମ୍ବର ନଚେତ୍‍ ଇ-ମେଲ ଆଇଡି ଦେଇ ପ୍ରଥମେ ପଞ୍ଜୀକରଣ କରିବେ ଦର୍ଶକ। ଲୋକେସନ୍‍ ସ୍ଥାନରେ କଟକ ଚୂଡ଼ାନ୍ତ କରିବାକୁ ପଡ଼ିବ।

ଇଭେଣ୍ଟ ସେକ୍ସନକୁ ଯାଇ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ୍‍କୁ ସିଲେକ୍ଟ କରିବାକୁ ହେବ। ଏଠାରେ ଟିକଟ କିଣିବା ପାଇଁ ଏକ ଅପସନ୍‍ ଥିବ। ଏହାକୁ କ୍ଲିକ କଲେ୍‍ ବିଭିନ୍ନ ଗ୍ୟାଲେରୀର ତାଲିକା ଆସିବ। ଗୋଟିଏ ପଞ୍ଜୀକରଣ ଆଇଡିରୁ ସର୍ବାଧିକ ୨ଟି ଟିକଟ ବୁକ୍‍ କରିହେବ। ଗ୍ୟାଲେରୀ ଚୂଡ଼ାନ୍ତ କରିବା ପରେ ବ୍ୟକ୍ତିଗତ ବିବରଣୀ ଦାଖଲ କରିବାକୁ ପଡ଼ିବ। ଭୋଟ ପରିଚୟପତ୍ର, ଆଧାରକାର୍ଡ଼, ଡ୍ରାଇଭିଂ ଲାଇସେନ୍ସ କିମ୍ବା ଅନ୍ୟ ପରିଚୟପତ୍ରର ଆଇଡି ନମ୍ବର ଦେବାକୁ ହେବ। ବ୍ୟକ୍ତିଗତ ବିବରଣୀରେ ଦାଖଲ କରିଥିବା ନାମ ଓ ପରିଚୟ ପତ୍ରର ନାମ ମେଳ ଖାଉଥିବା ଦରକାର। ଏହାପରେ ଟିକଟ ସଂଗ୍ରହ କରିବାର ସ୍ଲଟକୁ ଯାଇ ନିର୍ଦ୍ଧାରିତ ସମୟ ଧାର୍ଯ୍ୟ କରିବାକୁ ହେବ। ଶେଷରେ ୟୁପିଆଇ ଦ୍ୱାରା ଟଙ୍କା ପୈଠ କରିବାକୁ ପଡ଼ିବ।

ଏ ସମସ୍ତ କାର୍ଯ୍ୟ ପରେ ବ୍ୟବହାରକାରୀଙ୍କ ମୋବାଇଲ ନମ୍ବର କିମ୍ବା ଇ-ମେଲ ଆଇଡିକୁ ଟିକଟ ବୁକିଂର ଏକ ମେସେଜ୍‍ ଆସିବ। ଜୁନ ୯, ୧୦, ୧୧ ଓ ୧୨ ତାରିଖରେ ଅନଲାଇନ୍‍ ଟିକଟ ବୁକ କରିଥିବା ଦର୍ଶକଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବ। କଟକର କେମ୍ବ୍ରିଜ ସ୍କୁଲରେ ଟିକଟ ସଂଗ୍ରହ ପାଇଁ ଏକ କାଉଣ୍ଟର ଖୋଲାଯିବ ବୋଲି ସିଇଓ ଶ୍ରୀ ବେହେରା କହିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରରେ ମଧ୍ୟ ଅନଲାଇନ୍‍ ବୁକ୍‍ କରିଥିବା ଦର୍ଶକଙ୍କ ପାଇଁ ଏକ କାଉଣ୍ଟର ଖୋଲିବାକୁ ଓସିଏ ପକ୍ଷରୁ ଯୋଜନା ହେଉଛି ବୋଲି ମଧ୍ୟ ଓସିଏ ସିଇଓ ସୁବ୍ରତ କୁମାର ବେହେରା କହିଛନ୍ତି।