bee attack - The Sakala
ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ, ୨ ଗୁରୁତର
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ତିଲଡେଗା ନିକଟରେ ଅଘଟଣ । ଶିବ ମନ୍ଦିର ଯାଉଥିବାବେଳେ ଜଣେ ମହିଳା ଓ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ବାଘୁଆ ମହୁମାଛି । ଏଥିରେ ମହିଳା ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ମହିଳା ଜଣକ ହେଲେ ଗାଇଡେଗାର ଦେବକୀ ରଣା । ତେବେ ମହୁମାଛିଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ଦୁଇ ଜଣଙ୍କର ଚିକିତ୍ସା ଜାରି ରହିଛି ।
ସୂଚନା ଅନୁସାରେ, ଆଜି ଶିବରାତ୍ରୀ ଅବସରରେ ଦେବକୀ ରଣା ଜଣେ ଯୁବକଙ୍କ ସହ ବାଇକରେ ପାଖ ମନ୍ଦିରକୁ ଯାଉଥିଲେ। ଏହି ସମୟରେ ନିକଟ ଜଙ୍ଗଲକୁ ଯାଇଥିବା ଜଣେ କାଠୁରିଆଙ୍କୁ ହଠାତ ବାଘୁଆ ମହୁମାଛି ଆକ୍ରମଣ କରିଥିଲା। ଏହା ପରେ ପରେ ମହୁମାଛିପଲଙ୍କ ହାବୁଡ଼ରେ ପଡ଼ିଥିଲେ ବାଇକରେ ଯାଉଥିବା ଦେବକୀ ଓ ଉକ୍ତ ଯୁବକ । ମହୁମାଛି ଆକ୍ରମଣ କରିବାରୁ ବାଇକଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା ଫଳରେ ଉଭୟ ତଳେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିବାବେଳେ ଦୁଇ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।
ପାଟକୁରା: ମହୁମାଛି ଆକ୍ରମଣରେ ୪୦ ଜଣ ଛାତ୍ରଛାତ୍ରୀ ଗୁରୁତର। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ରାମ ଚନ୍ଦ୍ର ନୋଡାଲ ହାଇସ୍କୁଲରେ ବାର୍ଷିକ କ୍ରୀଡା ଚାଲୁଥିବାବେଳେ ଏକ ମହୁଫେଣାରୁ ମହୁମାଛି ଆସି ଆକ୍ରମଣ କରିବା ଫଳରେ ୪୦ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ଛାତ୍ରାଛାତ୍ରୀଙ୍କୁ ଛତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ବିଦ୍ୟାଳୟ ପରିସରରେ ଏକ ଗଛରେ ମହୁମାଛି ଫେଣା ଥିଲା। ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଚାଲୁଥିବାବେଳେ ଏହି ମହୁମାଛି ପଲ ସ୍କୁଲର ଅନେକ ପିଲାଙ୍କୁ ଆକ୍ରମଣ କରିବା ଫଳରେ ୪୦ ଜଣ ଛାତ୍ରଛାତ୍ରୀ ଗୁରୁତର ହୋଇଥିଲେ। ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହୀନତା ଯୋଗୁଁ ଏଭଳି ଘଟିଥିବା କହିଛନ୍ତି ଅଭିଭାବକ।
ମହୁମାଛି ଆକ୍ରମଣରେ ଜଣେ ମୃତ, ୪ ଗୁରୁତର
ଭବାନୀପାଟଣା: ଜୀବନ ନେଲା ମହୁମାଛି । କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣ। ମହୁମାଛି ଆକ୍ରମଣରେ ଜଣେ ମୃତ, ୪ ଗୁରୁତର । ଗାଁ ନିକଟସ୍ଥ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ମହୁମାଛି ଆକ୍ରମଣ କରିଥିଲା । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ବେତିଆପଡା ଗାଁର ୫ଜଣ ବ୍ୟକ୍ତି ଗତ ଶୁକ୍ରବାର ସନ୍ଧ୍ୟାରେ ଟିଟିଙ୍ଗ ଝରଣ ମହୁଲ ଗଛ ଭଟା ଜଙ୍ଗଲକୁ ଜାଳେଣି କାଠ କାଟିବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ଏକ ମହୁମାଛି ଦଳ ସେମାନଙ୍କୁ ଆକ୍ରମଣ କରିଥିଲେ । ମହୁମାଛି ଦଳ ଆକ୍ରମଣ କରିବାରୁ ୫ ଜଣ ଗୁରୁତର ଆହତ ହୋଇଥିଲେ । ସେଠାରୁ ପ୍ରାଣ ବିକଳରେ ଘରକୁ ଦୌଡି ଆସିଥିଲେ । ସମସ୍ତଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କ ପରିବାର ଲୋକେ ନିକଟସ୍ଥ ବେନଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ବୁର୍ଜା ମାଝୀ ଅତ୍ୟନ୍ତ ଗୁରୁତର ହୋଇପଡ଼ିଥିଲେ । ତେଣୁ ତାଙ୍କୁ ଭବାନୀପାଟଣାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିଲେ ବୁର୍ଜା ମାଝୀ । ଏନେଇ ତାଙ୍କ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବିଜେପୁର ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମାଲ ରୁଜୁ କରିଛି ।
ମହୁମାଛି ଆକ୍ରମଣ: ୧ମୃତ, ୩ ଗୁରୁତର
ତାଳଚେରସଦର: ତାଳଚେର ପୌରପରିଷଦ ୯ନମ୍ବରର ୱାର୍ଡ଼ ଜାମ୍ବୁବଣିଆ ସାହିର ଶୁଭେନ୍ଦୁ ସାହୁ (୨୬) ତାଙ୍କର ୩ଜଣ ସାଙ୍ଗ ମାନଙ୍କ ସହିତ କଟକ ଜିଲ୍ଳା ବାଙ୍କିି ବୁଲିଯିବାକୁ ଯାଇଥିଲେ। ସେମାନେ ଭୁବନେଶ୍ୱର ପଟିଆରୁ ବାହାରି  ବାଙ୍କି ପାଟପୁର ଗାଁ ପାଣ୍ଡବବଖରା ପାହାଡ଼କୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ଶୁଭେନ୍ଦୁ ସାହୁଙ୍କୁ ମହୁମାଛି ମାନେ ସଂଘବଦ୍ଧଭାବେ ଆକ୍ରମଣ କରିବାରୁ ସେ ହଠାତ୍ ଚେତାଶୂନ୍ୟ ହୋଇ ତଳେ ଖସିପଡ଼ିଥିଲେ ଓ ଅନ୍ୟ ତିନିଜଣ ସାଙ୍ଗ ପ୍ରାଣ ବିକଳରେ ଦୌଡ଼ି ଯୋରରେ ଚିତ୍କାର କରିଥିଲେ । ନିକଟରେ ଥିବା ସ୍ଥାନୀୟ ଅଞ୍ଚଳବାସୀ ଏହି ଚିତ୍କାର ଶୁଣିବାପରେ ଘଟଣା ସ୍ଥଳରେ ପହଞ୍ଚି ଶୁଭେନ୍ଦୁଙ୍କୁ ଉଦ୍ଧାର କରିବା ସହିତ ଅନ୍ୟ ତିନିଜଣ ଗୁରୁତର ଆହାତଙ୍କୁ ତୁରନ୍ତ ମେଡ଼ିକାଲକୁ ନିଆଯାଇଥିଲା । ମାତ୍ର ବିଡ଼ମ୍ବନାର ବିଷୟ ଚିକିତ୍ସା ଅବସ୍ଥାରେ ଶୁଭେନ୍ଦୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ମୃତୁ ମୁଖରୁ ଅଳ୍ପକେ ବର୍ତି ଯାଇଥିବା ଖବର ତାଳଚେରରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଛି ଏବଂ ୩ଜଣଙ୍କୁ  ପୁଲିସ୍ ଆଣି ପଚରା ଉଚରା କରୁଥିବା ଜଣାପଡ଼ିଛଇ।