Duplicate Sauce - The Sakala

ଭେଜାଲ ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି କଟକ; ପୁଣି ନକଲି ସସ୍‌ ଜବତ, ଜଣେ ଅଟକ
କଟକ: ଭେଜାଲ ସାମଗ୍ରୀର ପେଣ୍ଠ ସ୍ଥଳ ପାଲଟିଛି ସିଲଭର ସିଟି । ପୂର୍ବଦିନରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ନକଲି ଜିନିଷର ପେଣ୍ଠ ସ୍ଥଳ ପାଲଟିଥିବା କଟକରୁ ଆଜି ପୁଣି ନକଲି ସସ୍‌ ଗୋଦାମ ଠାବ କରାଯାଇଛି । ଗତକାଲି ନକଲି ମୃଦୁପାନୀୟ କାରଖାନା ଠାବ ହୋଇଥିବା ବେଳେ ଆଜି ନିମ୍ନମାନର ଗୁପଚୁପ ଉପରେ ଚଢାଉ କରାଯାଇଥିଲା । ଏହାର କିଛି ଘଣ୍ଟା ବିତିନି ପୁଣି କଟକରୁ ବାହାରିଛି ଆଉ ଏକ ଭେଜାଲ ସାମଗ୍ରୀ । ଏହା ଆଉ କିଛି ନୁହେଁ, ଆପଣ ଫାଷ୍ଟଫୁଡ ଓ ଜଳଖିଆରେ ବହୁଳ ଭାବେ ଖାଉଥିବା ସସ୍ । ମାଲଗୋଦାମରେ ଥିବା ଏକ ନକଲି ସସ୍‌ ଗୋଦାମ ଉପରେ ଆଜି ପୋଲିସ ପକ୍ଷରୁ ଚଢାଉ ହୋଇଛି । ଏହି ଚଢାଉରେ ବିପୁଳ ପରିମାଣର ନକଲି ସସ୍‌ ସହ ଚାଓମିନ୍‌ ଜବତ ହୋଇଛି ।

ସୂଚନା ଅନୁସାରେ, ମାଲଗୋଦାମରେ ଏକ ନକଲି ସସ୍‌ ଗୋଦାମ ଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏନେଇ ଶନିବାର ଦିନ ମାଲଗୋଦାମ ପୋଲିସ ଉକ୍ତ ନକଲି ସସ୍‌ କାରଖାନାରେ ଚଢାଉ କରିଥିଲା । ଏଠାରୁ ବିପୁଳ ପରିମାଣର ଅପମିଶ୍ରିତ ସସ୍ ଜବତ କରାଯାଇଛି । ସେତିକି ନୁହେଁ ସସ୍ ସହ ବହୁଳ ପରିମାଣରେ ଚାଓମିନ ଜବତ କରାଯିବା ସହ ପୋଲିସ ଜଣଙ୍କୁ ଅଟକ ରଖିଛି । ଏହାସହ ବାରଙ୍ଗଠାରେ ଥିବା ନକଲି ସସ୍ କାରଖାନାରେ ମଧ୍ୟ ଚଢାଉ କରାଯାଇଛି ।