IMGENET - The Sakala

ଓଡ଼ିଶା ବାୟୋଟେକ୍ ଫାର୍ମ ଇମଜେନେକ୍ସ ଇଣ୍ଡିଆର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : କରୋନା ପରୀକ୍ଷା ପାଇଁ ମେଡ୍‌ ଇନ୍‌ ଓଡ଼ିଶା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍। ଓଡ଼ିଶା ବାୟୋଟେକ୍ ଫାର୍ମ ଇମଜେନେକ୍ସ ଇଣ୍ଡିଆର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍‌ର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଯେ କୌଣସି ଅଞ୍ଚଳରେ ଏହି କିଟ୍ ପହଂଚିପାରିବ । ଓଡିଶା ସ୍ଥିତ ବାୟୋଟେକ୍ କମ୍ପାନୀ ଇମଜେନେକ୍ସ ଇଣ୍ଡିଆ ଏହି ରାପିଡ୍ ଆଂଟିଜେନ୍ କିଟ୍ ପ୍ରସ୍ତୁତ କରିବ । ପୂର୍ବ ଭାରତରେ ଏହା ପ୍ରଥମ ସ୍ବଦେଶୀ କିଟ୍ । ଏଥିପାଇଁ ଜୁନ୍ ୨୦୨୧ରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଆରଏମ୍‌ଆରସି ପକ୍ଷରୁ ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦେବା ସହ କିଟ୍‌କୁ ଟେଷ୍ଟିଂ କରାଯାଇଥିଲା ।

CM @Naveen_Odisha launched manufacturing of #COVID19 Rapid Antigen Test Kit at Infocity. It will cater to the demand of quick antigen test kits and can be delivered to any part of #Odisha in 24 hours. #Odisha based Bio-Tech Farm IMGENEX India will produce the kits. #MakeInOdisha pic.twitter.com/AdqPglWNJf

— CMO Odisha (@CMO_Odisha) May 27, 2022

ଏହି ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍କୁ  ଆଇସିଏମ୍‌ଆର ଅନୁମୋଦନ କରିଛି । ଗୋଟିଏ କିଟ୍‌ର ମୂଲ୍ୟ ୫୦ଟଙ୍କା ରହିବ। ବଜାରରେ ମିଳୁଥିବା ଅନ୍ୟ ଟେଷ୍ଟ କିଟ୍‌ ଠାରୁ ଏହା ଶସ୍ତା। ଏଥିସହ ୧୫ ମିନିଟରେ ଟେଷ୍ଟର ରେଜଲ୍ଟ ଆସିଯିବ। ଗୋଟିଏ ବାକ୍ସରେ ୨୫ଟି କିଟ୍ ରହୁଛି । ଓଡ଼ିଶା ବାହାରକୁ ମଧ୍ୟ ଏହାକୁ ପଠାଇବାକୁ ଲକ୍ଷ୍ୟ ରଖିଛି ଇମେଜେନେକ୍ସ ଇଣ୍ଡିଆ । ୨୦୦୪ ମସିହାରେ ଭୁବନେଶ୍ବରରେ ଇମେଜେନେକ୍ସ ପ୍ରତିଷ୍ଠା ହୋଇଥିଲା ।