Kalinga ghati - The Sakala

କନ୍ଧମାଳ କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ
କନ୍ଧମାଳ: କନ୍ଧମାଳ କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା କଳିଙ୍ଗା ଘାଟିରେ ଖମ୍ବେଶ୍ଵରୀ ନାମକ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ୩ଟି ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଥିରୁ କିଛିଜଣକ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସଟି ଛତିଶଗଡ଼ର ରାୟପୁରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବାବେଳେ ଦୁର୍ଘଟଣା ଘଟିଥିଲା। ବସରେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଥିଲେ। ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

କଳିଙ୍ଗା ଘାଟିରେ ବଢୁଥିବା ଦୁର୍ଘଟଣାକୁ ନେଇ ତତ୍ପର ହେଲା ପରିବହନ ବିଭାଗ : ଏଣିକି ରାଜ୍ୟ ବାହାର ଗାଡିକୁ କଳିଙ୍ଗା ଘାଟି ମନା
ଭୁବନେଶ୍ବର : ଟୁରିଷ୍ଟ ଗାଡି ପାଇଁ କାଳ ସାଜିଛି କଳିଙ୍ଗା ଘାଟି। ବାରମ୍ବାର ଏହି ଘାଟିରେ ଦୁର୍ଘଟଣା ଘଟିବା ସହ ଧନଜୀବନ ହାନି ହେଉଛି। କଳିଙ୍ଗା ଘାଟିରେ ଦୁର୍ଘଟଣା କମାଇବା ପାଇଁ ପରିବହନ ବିଭାଗ ପ୍ରାୟସ କରୁଥିଲେ ମଧ୍ୟ ବାହାର ରାଜ୍ୟରୁ ଆସୁଥିବା ଟୁରିଷ୍ଟ ଗାଡି ଗୁଡିକ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି। ଏହାର ପ୍ରମୁଖ କାରଣ ହେଉଛି ରାଜ୍ୟ ବାହାରୁ ଆସୁଥିବା ଗାଡି ଗୁଡିକର ଡ୍ରାଇଭର ଘାଟି ରାସ୍ତାକୁ ଠିକ ଭାବେ ଜାଣିପାରୁନାହାନ୍ତି। ଯାହା ଫଳରେ ସେମାନେ ଘାଟି ରାସ୍ତାରେ ଗାଡିକୁ ଦ୍ରୁତ ଗତିରେ ନେଇଛନ୍ତି। ଘାଟିର ଅଙ୍କା-ବଙ୍କା ରାସ୍ତରେ ବେଗ ନିୟନ୍ତ୍ରଣ କରିନପାରି ଦୁର୍ଘଟଣା ଘଟାଉଛନ୍ତି। ଦୁର୍ଘଟଣା ଫଳରେ ବହୁ ଜନ-ଜୀବନ ହାନୀ ହେଉଛି।

ତେବେ ବାରମ୍ବାର କଳିଙ୍ଗା ଘାଟିରେ ଦୁର୍ଘଟଣା ପରେ ତତ୍ପର ହୋଇଛି ପରିବହନ ବିଭାଗ। ଏଣିକି ବାହାର ରାଜ୍ୟରୁ ଆସୁଥିବା ଗାଡି ଗୁଡିକୁ ଘାଟି ରାସ୍ତାରେ ଯିବାକୁ ଦିଆଯିବ ନାହିଁ। ଜିଲ୍ଲା ସୀମାରେ ଚେକିଂ ବ୍ଲକିଂକୁ ବ୍ୟାପକ କରାଯିବ। ବାହାର ରାଜ୍ୟର ଗାଡି ଯିବାକୁ ଚାହିଁଲେ, ବିପଦଜନକ ଘାଟି ରାସ୍ତାରେ ସେମାନଙ୍କୁ ଯିବାକୁ ଦିଆ ଯିବନାହିଁ। ଅନ୍ୟ ରାସ୍ତା ସମ୍ପର୍କରେ ଡ୍ରାଇଭରଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଗତକାଲି ପଶ୍ଚିମବଙ୍ଗ ନମ୍ବର ଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ପୂର୍ବରୁ ଗୁଜୁରାଟ ନମ୍ବରର ଗାଡି କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହେବା ସହ ଧନଜୀବନ ହାନି ଘଟିଥିଲା ।