Chandahandi valley - The Sakala

ଚନ୍ଧାହାଣ୍ଡି ଘାଟିରେ ଗାଡି ଓଲଟି ୯ଜଣ ଗୁରୁତର
ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଧାହାଣ୍ଡି ଘାଟିରେ ଏକ ପିକପ ଗାଡି ଓଲଟି ପଡିବାରୁ ୯ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଆଜି ସକାଳୁ ଝରିଗାଁ ବ୍ଲକ ଚକଲାପଦର ପଂଚାୟତ ଅନ୍ତର୍ଗତ ଲହଣ୍ଡାସିଲ ଗ୍ରାମର ଲଳିତଙ୍କ ବାହାଘର ବରଯାତ୍ରୀ ଗାଡି ଗୁଡିକ ବାହାରିଥିଲା। ତେବେ ଝରିଗାଁ-ଚନ୍ଧାହାଣ୍ଡି ଦେଇ ଏହି ବରଯାତ୍ରୀ ଗାଡି ଗୁଡିକ ଛତିଶଗଡ଼ର ଉର୍ମାଲ ଗ୍ରାମକୁ ଯାଉଥିଲେ। ବରଯାତ୍ରୀ  ଶୋଭାଯାତ୍ରାରେ ବାଜା ବଜାଇବା ପାଇଁ ଡାହିମାଲ ଓ ଇଛାପୁର ଗ୍ରାମର ବାଜାଵାଲା ମାନେ ଓଡ଼ି ୧୦ଏ ୮୭୩୯ ନମ୍ୱର ଗାଡ଼ିରେ ପ୍ରାୟ ୧୬ ଜଣ ଯାଉଥିଲେ।ତେବେ ହଠାତ ଏହି ଗାଡି ଭାରସାମ୍ୟ ହରାଇ ଚନ୍ଧାହାଣ୍ଡି ଘାଟିରେ ଓଲଟି ପଡିଥିଲା। ଫଳରେ ଗାଡ଼ିରେ ବସିଥିବା ବାଜାବାଲା ମାନେ ଛିଟିକି ହୋଇ ତଳେ ପଡିଯାଇଥିଲେ।

ଦୁର୍ଘଟଣା ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଆମ୍ବୁଲାନ୍ସକୁ ଖବର ଦେଇ ଗୁରୁତର ମାନଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥଲେ। ଦୁର୍ଘଟଣାରେ ଇଛାପୁର ଗ୍ରାମର ଚିତ୍ର ହରିଜନ (୨୭), ଜୟମାନ ହରିଜନ (୧୯), ଏବଂ ଡାହିମାଲ ଗ୍ରାମର ସୀମାଞ୍ଚଳ ବାଗ (୨୨), ଦୈତାରୀ ହରିଜନ(୧୮), ବଲ କୁମାର ହରିଜନ(୧୯), ଚିରଞ୍ଜିବି ସୁନାନୀ (୧୮), ରମେଶ ଜରିଜନ (୧୬), ଉମେଶ ହରିଜନ( ୧୭) ଏବଂ କୈଳାଶ ସୁନାନୀ (୧୯)ଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମିକ ଚିକିତ୍ସା କରାଯାଇଥିଲା। ତେବେ ଇଛାପୁର ଗ୍ରାମର ଚିତ୍ର ହରିଜନଙ୍କ ବାମ ଗୋଡ଼ର ପାଦରେ ଗଭୀର ଆଘାତ ହୋଇଥିବାରୁ ନବରଙ୍ଗପୁର ସ୍ଥାନାନ୍ତର କରିଥିବାର ସୂଚନା ମିଳିଛି। ସେହିପରି ଅନ୍ୟ ମାନଙ୍କ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।