MKCG Medical - The Sakala

ଅବ୍ୟବସ୍ଥା ଘେରରେ ଏମ୍‌କେସିଜି ମେଡିକାଲ ରେଡିଓଲୋଜି ବିଭାଗ; ଏକ୍ସ-ରେ’ ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରୁଛନ୍ତି ରୋଗୀ
ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ରେଡିଓଲୋଜି ବିଭାଗର ଅବ୍ୟବସ୍ଥା ନେଇ ରୋଗୀମାନଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ୁଛି । ବିଶେଷ କରି ଏକ୍ସ-ରେ’ ପରୀକ୍ଷା ପାଇଁ ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ରହିବା ପରେ ମଧ୍ୟ ସେବା ପାଉନଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଓ ତାଙ୍କ ପରିବାରଲୋକ ଏକ୍ସ-‌ରେ’ ନିମନ୍ତେ ସକାଳୁ ଆସି ହସ୍ପିଟାଲକୁ ଧାଢ଼ିରେ ଛିଡ଼ା ହୋଇଥାନ୍ତି। ଦିନଭରି ଅପେକ୍ଷା କରିବା ସତ୍ତ୍ବେ ପରୀକ୍ଷା ହେଉନଥିବାରୁ ରୋଗୀମାନେ ନିରାଶ ହେଉଛନ୍ତି।

ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଉପରେ ଦକ୍ଷିଣ ଓଡ଼ିଶାର ସମେତ ପଡେ଼ାଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବହୁ ସହରର ହଜାର ହଜାର ରୋଗୀ ନିର୍ଭର କରୁଛନ୍ତି। ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀଙ୍କୁ ଅନେକ ସମୟରେ ଡା‌କ୍ତର ଏକ୍ସ-ରେ’ କରିବାକୁ ପରାର୍ମଶ କରିଛନ୍ତି। ସେହି କ୍ରମରେ ରୋଗୀମାନେ ମେଡ଼ିକାଲ ପରିସରରେ ରହିଥିବା ରେଡିଓଲୋଜି ବିଭାଗକୁ ଯାଇଥା’ନ୍ତି। ବିଭାଗର କର୍ମଚାରୀମାନେ ସଠିକ୍‌ ଭାବରେ ସେବା ଯୋଗାଇବା ପରିବର୍ତ୍ତେ ମନମାନି ଭାବେ କାମ କରୁଥିବା ରୋଗୀ ଅଭିଯୋଗ କରିଛନ୍ତି। ଏଭଳି ଅବ୍ୟବସ୍ଥାରେ ବହୁ ବୃଦ୍ଧ ଓ ଗୁରୁତର ରୋଗୀମାନେ ସବୁଠାରୁ ବେଶି ପୀଡ଼ିତ ହେଉଛନ୍ତି। ଲମ୍ୱା ସମୟ ଧରି ଧା‌ଡ଼ି ରହିବା ଓ ଅସୁବିଧାରେ ଅପେକ୍ଷା କରିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେଉଥିବା ଦେଖାଯାଉଛି। ନିର୍ଦ୍ଧାରିତ ୧.୩୦ମିନିଟ ରୁ ୨.୩୦ମିନିଟ ପରିବର୍ତ୍ତେ କର୍ମଚାରୀମାନେ ୨ ଘଣ୍ଟାରୁ ଅଧିକ ସମୟ ବିରତି ନେଉଥିବାରୁ ରୋଗୀମାନେ ଅଧିକ କଷ୍ଟ ପାଉଛନ୍ତି। ଦୂର ଅଞ୍ଚଳରୁ ଆସୁଥିବା ରୋଗୀମାନେ ଅତିରିକ୍ତ ଖର୍ଚ୍ଚ ସହ ଆଉ ଗୋଟିଏ ଦିନ ରହିବାକୁ ବାଧ୍ୟ ହେଉଛନ୍ତି।

ଏହାସହିତ କିଛି କର୍ମଚାରୀଙ୍କ ଅସଦ୍‌ ବ୍ୟବହାର ଓ ଅନଭିଜ୍ଞ ନର୍ସମାନଙ୍କ ପକ୍ଷରୁ ସଠିକ୍‌ ପରାମର୍ଶ ମିଳୁନଥିବା ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅବନି ଗୟା ଅଭିଯୋଗ କରିଛନ୍ତି। ଏପରି ପରିସ୍ଥିତିରେ ମେଡ଼ିକାଲ୍‌ ଅଧୀକ୍ଷକଙ୍କ ନିୟନ୍ତ୍ରଣ ଓ ପରିଚାଳନା ଉପରେ ସେ ପ୍ରଶ୍ନ ଉଠୁଛି। ମଧ୍ୟାହ୍ନ ବିରତି ନାମରେ ରୋଗୀମାନଙ୍କୁ ଅସୁବିଧାରେ ପକାଇବା ଯୁକ୍ତିଯୁକ୍ତ ନୁହେଁ। ବିଭିନ୍ନ ବିଭାଗରେ ପାଳି ଅର୍ଥାତ୍‌ ଏକା ସଂଙ୍ଗେ ସମସ୍ତ କର୍ମଚାରୀ  ମଧ୍ୟାହ୍ନ ବିରତି ନନେଇ ଅଧା ଅଧା କର୍ମଚାରୀ ବିରତି ନେବା ସହ ଅତିରିକ୍ତ କର୍ମଚାରୀଙ୍କୁ ନିୟୋଜିତ କରିବା ସହ ଡାକ୍ତର, ନର୍ସ ଓ କର୍ମଚାରୀଙ୍କ କାର୍ଯ୍ୟ ସମୟ ସମସ୍ତ ବିଭାଗର ସୂଚନା ଫଳକରେ ସ୍ପଷ୍ଟ ଭାବେ ଦର୍ଶାଇବାକୁ ସେ ଦାବି କରିଛନ୍ତି। ଏହି ସମସ୍ୟା ଉପରେ ଶୀଘ୍ର ଧ୍ୟାନ ଦେଇ ରେଡିଓଲୋଜି ବିଭାଗରେ ସୁଚାରୁ ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

MKCG ମେଡିକାଲ କଲେଜର ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ ଅଭିଯୋଗ
ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜର ପୁଣି ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି। ତାଙ୍କୁ ସିନିଅର ଛାତ୍ରମାନେ ରାଗିଂ କରିଥିବାର ଅଭିଯୋଗ ହୋଇଛି। ଏହି ରାଗିଂ ଘଟଣାରେ ଏମକେସିଜି ମେଡିକାଲ କଲେଜ ଆଣ୍ଟି ରାଗିଂ କମିଟି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାର ସୂଚନା ରହିଛି। ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଏମକେସିଜି ମେଡିକାଲ କଲେଜର ରୁଦ୍ର ରାଉତ ନାମକ ଜଣେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ ରାଗିଂ ସହ ଆକ୍ରମଣ ହୋଇଥିଲା । ଅଭିଯୁକ୍ତ ୪ ସିନିଅର୍ ଛାତ୍ରଙ୍କୁ କ୍ୟାମ୍ପସ୍ରୁ ବ୍ୟାନ୍ କରାଯାଇଥିଲା।

କଟକ, ବ୍ରହ୍ମପୁର ଓ ବୁର୍ଲା ତିନି ମେଡିକାଲ କଲେଜର ଅଗ୍ନିସୁରକ୍ଷା ପାଇଁ ୪୫ ପଦବୀ ମଂଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍. କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗରେ ବିଭିନ୍ନ ସ୍ତରରେ ୪୫ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ମଂଜୁରୀ ଲାଭ କରିଥିବା ଅଗ୍ନିଶମ ବିଭାଗର ଏହି ନୂତନ ପଦବୀଗୁଡିକ ହେଲା – ତିନି ଗୋଟି (Station Officer), ଚାରିଗୋଟି (Leading Fireman), ତିନି ଗୋଟି ହାବିଲଦାର, ତିନି ଗୋଟି (Fireman Driver) ଏବଂ ୩୦ଟି (Fireman) ପଦବୀ। ଏହି ନୂତନ ପଦବୀ ସୃଷ୍ଟି ଦ୍ୱାରା ଉପରୋକ୍ତ ତିନୋଟି ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ନିରାପତ୍ତା ଅଧିକ ସୁଦୃଢ ହୋଇପାରିବ ।

ଛୁଟି ଦିନରେ ସେବା ଦେଇ ମହାନିୟତା ଦେଖାଇଲେ ଏମକେସିଜିର ଡାକ୍ତର ଓ ୮ ନର୍ସିଂ ଅଫିସର
ବ୍ରହ୍ମପୁର: ସେବା ହିଁ ପରମ ଧର୍ମ । କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ସେବା ପାଇଁ ହିଁ ପ୍ରତିଜ୍ଞା ନେଇଥାନ୍ତି ଡାକ୍ତର । ଏହା ଆଜି ପ୍ରମାଣିତ କରିଛନ୍ତି ଏମକେସିଜି ମେଡିକାଲ କଲେଜର ଡାଏଲେସିସ୍‌  ବିଭାଗର ନସିଂ ଇନ୍‌ଚାର୍ଜ ଗୀତାଞ୍ଜଳି ଗନ୍ତାୟତ । ସମସ୍ତଙ୍କ ପାଇଁ ପର୍ବ ଏବଂ ଛୁଟିଦିନ ଥିବା ବେଳେ ଡାକ୍ତର ରୋଗୀଙ୍କ ପାଇଁ ସବୁବେଳେ ତୟାର ବୋଲି ସେ କହିଛନ୍ତି । ଏହିଭଳି ଏକ ଭଲ ଖବର ଗତକାଲି ଏମକେସିଜି ମେଡିକାଲ କଲେଜର ସୁପରଷ୍ପେସାଲିଟି କୋଠାରେ ଥିବା ଡାଏଲେସିସ୍‌ ବିଭାଗରେ ଦେଖିବାକୁ ମିଳିଛି । ଦୀପାବଳି ଭଳି ଛୁଟି ଦିନରେ ମଧ୍ୟ ୨୫ ଜଣ କିଡ୍‌ନି ରୋଗୀଙ୍କ ଡାଏଲେସିସ୍‌ କରି ନିଜର ମହାନିୟତା ଦେଖାଇଛନ୍ତି ସେହି ବିଭାଗର ଡାକ୍ତର ଓ ୮ ନର୍ସିଂ ଅଫିସର । ବ୍ରହ୍ମପୁର ଏମକେସିଜି ମେଡିକାଲରେ ପ୍ରତି ରବିବାର ରୋଗୀଙ୍କ ପାଇଁ ଡାଏଲେସିସ୍‌ ସେବା ବନ୍ଦ ରହେ । ହେଲେ ସୋମବାର ଦିନ ଦୀପାବଳି ଥିଲା । ରବିବାର ଛୁଟି ଏବଂ ସୋମବାର ବନ୍ଦ ରହିଲେ ଡାଏଲେସିସ୍‌ ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟଙ୍କ ପାଇଁ ସମସ୍ୟା ସୃଷ୍ଟି ହେବା ଆଶଙ୍କାକୁ ଦୃଷ୍ଟିରେ ଉକ୍ତ ବିଭାଗର ନର୍ସିଂ ଅଫିସର ଓ କର୍ମଚାରୀ ମାନେ ଦୀପାବଳି ଭଳି ଦିନଟି ମଧ୍ୟ ରୋଗୀଙ୍କ ସେବା ପାଇଁ ଉତ୍ସର୍ଗ କରିଛନ୍ତି । ସେମାନେ ଗତକାଲି ଦୀପାବଳିରେ ୨୫ଜଣ କିଡ଼ନୀ ରୋଗୀଙ୍କୁ ଡାଏଲେସିସ୍‌ କରିଛନ୍ତି ।

ଏହି କାର୍ଯ୍ୟରେ ଆସିଷ୍ଟାଣ୍ଡ ପ୍ରଫେସର ଡା.ଅମରେନ୍ଦ୍ର ଜେନା, ଟେକ୍‌ନିସିଆନ୍‌ ଶିଶିର କୁମାର ଦାଶ, ବିଭାଗୀୟ ନର୍ସିଂ ଇନ୍‌ଚାର୍ଜ ଗୀତାଞ୍ଜଳି ଗନ୍ତାୟତଙ୍କ ସହ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଆଜି ସୂର୍ଯ୍ୟ ପରାଗ ଯୋଗୁଁ ସରକାରୀ ଛୁଟି ହୋଇଥିଲେ ମଧ୍ୟ ଏହି ବିଭାଗ କର୍ମଚାରୀ ମାନେ ଆଜି ମଧ୍ୟ ରୋଗୀଙ୍କୁ ସେବା ଯୋଗାଇଛନ୍ତି । ଦୀପାବଳି ଓ ଚନ୍ଦ୍ରଗ୍ରହଣ ଭଳି ଛୁଟି ଦିନରେ ମଧ୍ୟ ସେବା ପାଇ ଅନେକ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଏହି କର୍ମଚାରୀମାନଙ୍କ ମହାନିୟତାକୁ କୃତଜ୍ଞତା ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଏମକେସିଜି ଡାଏଲେସିସ୍‌ ବିଭାଗରେ ପ୍ରତ୍ୟେକ ଦିନ ସକାଳ ସମୟରେ ୧୨ ଜଣ ଓ ସନ୍ଧ୍ୟା ସମୟରେ ୧୨ ଜଣଙ୍କୁ ମିଶାଇ ମୋଟ ୨୪ ଜଣଙ୍କ ଡାଏଲେସିସ୍‌ ହେଉଥିବା ବେଳେ ଗୋଟିଏ ଦିନ ଛୁଟି ପଡିଲେ ସେହି ଦିନର ୨୪ ଜଣଙ୍କ ଡାଏଲେସିସ୍‌ ଭାର ପୁଣି ଅନ୍ୟ ଦିନରେ ପଡିବ । ତେଣୁ ଛୁଟି ନେଇ ରହିବା ଅର୍ଥ ରୋଗୀଙ୍କୁ ହଇରାଣ ହିଁ କରିବା କଥା ବୋଲି ବିଭାଗୀୟ ନର୍ସିଂ ଇନ୍‌ଚାର୍ଜ ଗୀତାଞ୍ଜଳି ଗନ୍ତାୟତ କହିଛନ୍ତି । ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଡାଏଲେସିସ୍‌ ପାଇଁ ରୋଗୀଙ୍କ ନମ୍ବର ବୁକ୍‌ ହୋଇ ରହିଯାଇଛି । ତେଣୁ ଛୁଟି ନେବା ନିହାତି କଷ୍ଟକର ବୋଲି ସେ କହିଛନ୍ତି । ରବିବାର ଛୁଟି ଥିଲେ ମଧ୍ୟ କାହାର ଜରୁରୀ ଡାଏଲେସିସ୍‌ର ଆବଶ୍ୟକତା ପଡିଲେ ଡାଏଲେସିସ୍‌ କରାଯାଉଥିବା ବିଭାଗୀୟ କର୍ମଚାରୀମାନେ କହିଛନ୍ତି ।

ବ୍ରହ୍ମପୁର ଏମକେସିଜିରେ ଡାକ୍ତର ଓ ନର୍ସ ହାତାହାତି
ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ହାଉସ ସର୍ଜନ ଡାକ୍ତର ଓ ନର୍ସଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ମାରପିଟ ହୋଇଛି। ଏମକେସିଜି ଅଧିକ୍ଷକଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଏହି ଘଟଣା ଘଟିଛି । ଉଭୟ ନର୍ସ ସଙ୍ଘ ଓ ହାଉସ ସର୍ଜନ ସଙ୍ଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତକାଲି ରାତିରେ କାଜୁଆଲିଟିରେ ଜଣେ ରୋଗୀଙ୍କ ରକ୍ତ ଶର୍କରା ପରୀକ୍ଷା କରିବାକୁ ହାଉସ ସର୍ଜନ ଡାକ୍ତର କହିଥିଲେ । ହେଲେ ସେଠାରେ କାର୍ଯ୍ଯରତ ନର୍ସ ମାନେ ଶର୍କରା ପରୀକ୍ଷା କରିନଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଜି ସକାଳୁ ଉଭୟ ପକ୍ଷର ଶତାଧିକ ଡାକ୍ତର ଓ ନର୍ସ ପୃଥକ୍ ଭାବେ ଅଧିକ୍ଷକଙ୍କ ନିକଟରେ ଜମା ହୋଇଥିଲେ। ସେଠାରେ ମୁହାମୁହିଁ ପରିସ୍ଥିତି ଉପୁଜିଥିଲା । ଉଭୟ ହାତାହାତି ହୋଇଥିଲେ । ନର୍ସଙ୍କ ଧାରଣା ଜାରି ରହିଛି । ଖବର ପାଇ ବୈଦ୍ୟନାଥପୁର ଥାନା ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି।

ମଦ୍ଯପ ସାଙ୍ଗଙ୍କ ଉନ୍ମତ କାଣ୍ଡ: ମଳଦ୍ବାର ପଟେ ଜୋରଜବରଦସ୍ତ ଭର୍ତ୍ତି କରାଇଲେ ଷ୍ଟିଲ ଗ୍ଲାସ
ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି  ମେଡିକାଲ ସର୍ଜରୀ ବିଭାଗରେ ଏକ ବିରଳ ଅସ୍ତ୍ରୋପଚାର ହୋଇଯାଇଛି। କୃଷ୍ଣ ରାଉତ ନାମକ ଜଣେ ଯୁବକଙ୍କ ନିକଟରେ ଏହି ଅସ୍ତ୍ରୋପଚାର ହୋଇଛି। ୮ ଦିନ ପୂର୍ବେ ଗୁଜରାଟର ସୁରଟ ଅଞ୍ଚଳରେ ରହୁଥିବା କୃଷ୍ଣଙ୍କୁ ତାଙ୍କର କିଛି ମଦ୍ୟପ ବନ୍ଧୁ ମଳଦ୍ୱାର ନିକଟରେ ଏକ ଷ୍ଟିଲ ଗ୍ଲାସ ଜବରଦସ୍ତ ଭର୍ତ୍ତି କରିଦେଇଥିଲେ। ତାହା ମଳଦ୍ୱାର ଦେଇ ପେଟ ଭିତରକୁ ପଶି ଯାଇଥିଲା । ପରେ ପେଟ ବ୍ୟଥା ଅବସ୍ଥାରେ ସେ ଟ୍ରେନ ଯୋଗେ ତାଙ୍କ ଗ୍ରାମ ବୁଗୁଡ଼ା ଆସିଯାଇଥିଲେ। ଅତ୍ୟନ୍ତ ବ୍ୟଥା ହେବା ପରେ କୃଷ୍ଣ ଏମକେସିଜି ସର୍ଜରୀ ବିଭାଗରେ ପହଞ୍ଚିଥିଲେ। ତାଙ୍କ ଅସ୍ତ୍ରୋପଚାର ୧୯ ତାରିଖରେ ସଫଳ ଭାବେ ହୋଇଛି।  ପେଟ କାଟି ଷ୍ଟିଲ ଗ୍ଲାସକୁ ବାହାର କରାଯାଇଛି। ପ୍ରଥମେ ଡାକ୍ତର ମାନେ ମଳଦ୍ୱାର ଦେଇ ଗ୍ଲାସକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ବିଫଳ ହେବା ପରେ ପେଟକାଟି ତାହାକୁ ବାହାର କରିଥିଲେ। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି।

ଜାତୀୟ ଫ୍ଲୋରେନ୍ସ ନାଇଟ୍ଏଞ୍ଜଲ୍ ପୁରସ୍କାର ପାଇବେ ଏମ୍‌.କେ.ସି.ଜି ମେଡିକାଲରେ କାର୍ଯ୍ୟରତ ନର୍ସ ଶିବାନୀ
ବ୍ରହ୍ମପୁର :  ରାଷ୍ଟ୍ରୀୟ ଫ୍ଲୋରେନ୍ସ ନାଇଟ୍ଏଞ୍ଜଲ୍ ପୁରସ୍କାର ୨୦୨୧ ପାଇଁ ମନୋନୀତ ହୋଇଛନ୍ତି  ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର କାର୍ଯ୍ୟରତ ନର୍ସ ଶିବାନୀ ଦାଶ।  ବୃତ୍ତି ପ୍ରତି ତାଙ୍କର ଉତ୍ସର୍ଗୀକୃତତାକୁ ସମ୍ମାନ ଜଣାଇବା ପାଇଁ ଭାରତୀୟ ନର୍ସିଂ କାଉନସିଲ୍ (INC) ଦ୍ୱାରା ପ୍ରତିଷ୍ଠିତ ଦେଶର ସର୍ବୋଚ୍ଚ ନର୍ସିଂ ସମ୍ମାନ ପାଇଁ ପଚାଶ ବର୍ଷ ବୟସ୍କା ଶିବାନୀ ଦାସଙ୍କୁ ମନୋନୀତ କରାଯାଇଛି।

କରୋନା ମହାମାରୀ ସମୟରେ ରୋଗୀଙ୍କ ସେବା କରି ବେଶ୍ ଚର୍ଚ୍ଚାରେ ରହିଥିଲେ ଏମ୍‌.କେ.ସି.ଜିର ନର୍ସ ଶିବାନୀ ଦାଶ । ଗଞ୍ଜାମ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା କରୋନା ସଂକ୍ରମିତଙ୍କୁ ଆବଶ୍ୟକୀୟ ସେବା ଯୋଗାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ଏମ୍‌.କେ.ସି.ଜି କୋଭିଡ ହସ୍ପିଟାଲରେ କରୋନା ରୋଗୀଙ୍କ ଦାଢି କାଟିବା, ସେମାନଙ୍କୁ ସଜାଇଦେବା ଭଳି କାର୍ଯ୍ୟରେ ଶିବାନୀଙ୍କ ଭୂମିକା ବେଶ୍ ଅପରିହାର୍ଯ୍ୟ ରହିଥିଲା। କୋଭିଡ଼୍ କାଳରେ ସ୍ୱାସ୍ଥ୍ୟକର୍ମୀ ଓ ଡ଼ାକ୍ତର ଓ ନର୍ସମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ମଧ୍ୟ। ପ୍ରଥମ ଲହରରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ବୃଦ୍ଧିବେଳେ ଏମ୍‌.କେ.ସି.ଜି ମେଡ଼ିକାଲରେ କାର୍ଯ୍ୟରତ ନର୍ସମାନେ ଲୋକଙ୍କ ଜୀବନ ବଞ୍ଚାଇବା ଓ ସେମାନଙ୍କୁ ଉଚିତ୍ ସେବା ଯୋଗାଇବାରେ ମାଇଲଖୁଣ୍ଟ ସାଜିଥିଲେ।

ସମ୍ପ୍ରତି ଏଠାରେ କାର୍ଯ୍ୟରତ ଜଣେ ନର୍ସ ଶିବାନୀ ଦାଶ ଜାତୀୟ ଫ୍ଲୋରେନ୍ସ ନାଇଟଏଞ୍ଜେଲ୍ ୨୦୨୧ ପୁରସ୍କାର ପାଇବା ନେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ପରେ ନର୍ସ ମହଲରେ ଖୁସିର ଲହରୀ ଖେଳିଯାଇଛି। ଆଗାମୀ ଦିନରେ ରାଷ୍ଟ୍ରପତିଙ୍କଠାରୁ ଶିବାନୀ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିବେ ବୋଲି ଜଣାଯାଇଛି। ଏମକେସିଜିର ପ୍ରଥମ ମହିଳା ନର୍ସ ଭାବେ ସେ ଏହି ପୁରସ୍କାର ପାଇବେ। ଜାତୀୟ ଫ୍ଲୋରେନ୍ସ ନାଇଟ୍ଏଞ୍ଜଲ୍ ପୁରସ୍କାର ପାଇଁ ମାନୋନୀତ ହେବାପରେ ଶିବାନୀ କହିଛନ୍ତି ଯେ “ଦେଶର ସର୍ବୋଚ୍ଚ ନର୍ସିଂ ସମ୍ମାନ ପାଇଁ ମନୋନୀତ ହୋଇଥିବାରୁ ମୁଁ ବହୁତ ଖୁସି। ଏହା ମୋତେ ଅଧିକ ସେବା କରିବାକୁ ଉତ୍ସାହିତ କରିବ ବୋଲି କହିଛନ୍ତି।’

ବ୍ରହ୍ମପୁର ସହର ବାସିନ୍ଦା ତଥା ଯାଜପୁର ଟାଉନ କଣ୍ଟାବଣିଆରେ ଜନ୍ମିତ ଶିବାନୀ ଦାଶ ୨୦୦୭ ମସିହାରୁ ଏମକେସିଜିରେ ନର୍ସ ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ କଲିକତାର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ଅସହାୟ ରୋଗୀଙ୍କ ସେବା ତଥା ଅସୁବିଧାରେ ପଡ଼ିଥିବା ରୋଗୀଙ୍କ ସେବାରେ ରୁଚି ରଖୁଥିବା ଶିବାନୀ ସବୁବେଳେ ଜନସେବାରେ ବ୍ରତୀ ହୋଇଛନ୍ତି। ନର୍ସିଂ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି।