Dream 11 - The Sakala

ହାତରେ ଲାଗିଲା ଦୁଇ କୋଟିର ଲଟେରୀ, ରାତାରାତି କୋଟିପତି ହେଲେ କାଶ୍ମିରୀ ଯୁବକ
ଜମ୍ମୁ: ଈଶ୍ବର ଯେବେ କାହାର ଭାଗ୍ୟ ବଦଳାଇବାକୁ ଚାହିଁବେ ତାକୁ କେହି ବି ରୋକିପାରିବେନି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜାମ୍ମୁ-କାଶ୍ମୀରରେ । ଏଠାକାର ଜଣେ ଯୁବକ ରାତାରାତି କୋଟିପତି ପାଲଟିଯାଇଛନ୍ତି। ଅତି ଗରିବରୁ କୋଟିପତି ହୋଇ ତାଙ୍କ ଭାଗ୍ୟ ବଦଳିଯାଇଛି। ମିଳିଥିବା ଖବର ଅନୁସାରେ ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଯୁବକ ୱାସିମ ରାଜା ନିକଟରେ ଅନଲାଇନ କ୍ରିକେଟ ଫ୍ଲାଟଫର୍ମ ‘ଡ୍ରିମ ୧୧’ରେ ଦୁଇ କୋଟି ଟଙ୍କାର ଲଟେରୀ ଜିତିଛନ୍ତି। ସେ ଶୋଇଥିବା ସମୟରେ ତାଙ୍କ ସାଙ୍ଗମାନେ ଏ ସମ୍ପର୍କରେ ତାଙ୍କୁ ଖବର ଦେଇଥିଲେ । ମାତ୍ର ପ୍ରଥମେ ସେ ଏହାକୁ ଅଟ୍ଟହାସ୍ୟ ବୋଲି ଧରି ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ବାସ୍ତବତାକୁ ଜାଣିବା ପରେ ନିଜକୁ ବିଶ୍ବାସ କରିପାରି ନଥିଲେ। ୱାସିମ ନିଜର ରୋଗିଣା ମାଆଙ୍କ ଚିକିତ୍ସା ପାଇଁ ଅର୍ଥ ଜୁଟାଇ ପାରୁ ନଥିଲା ବେଳେ ଅଚାନକ ତାଙ୍କ ଭାଗ୍ୟରେ ଦୁଇ କୋଟି ଆସିବା ଈଶ୍ବରଙ୍କ ଇଛା ବୋଲି ସେ କହିଛନ୍ତି। ଏହି ଟଙ୍କାରେ ସେ ତାଙ୍କ ଅସୁସ୍ଥ ମା’ର ଚିକିତ୍ସା କରିବେ ବୋଲି କହିଛନ୍ତି। ବର୍ତ୍ତମାନ ୱାସିମ ରାଜାଙ୍କ ନିକଟକୁ ଶହ ଶହ ଶୁଭେଚ୍ଛା ଛୁଟିବାରେ ଲାଗିଛି।