KL Rahul to lead India - The Sakala

ଭାରତ -ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍: ଫେରିଲେ ଦିନେଶ କାର୍ତ୍ତିକ ଓ ହାର୍ଦ୍ଦିକ ପାଣ୍ଡ୍ୟା, ସାମିଲ ହେଲେ ନୂଆଁ ମୁହଁ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଟି-୨୦ ସିରିଜ୍ ପାଇଁ  କେଏଲ ରାହୁଲଙ୍କୁ  ଅଧିନାୟକ ଦାୟିତ୍ବ ମିଳିଥିବା ବାଳେ ରିଷବ ପନ୍ତଙ୍କୁ ଉପ ଅଧିନାୟକ ଦାୟିତ୍ବ ମିଳିଛି।  ଟି-୨୦ ସିରିଜରେ ସ୍ଥାନ ପାଇଥିବା ଖେଳାଳୀମାନେ ହେଲେ କେଏଲ ରାହୁଲ , ରିଷବ ପନ୍ତ,  ଋତୁରାଜ ଗାଏକ୍ବାର୍ଡ, ଇଶାନ କିଷାନ, ଶ୍ରେୟାସ ଆୟର, ଦିନେଶ କାର୍ତ୍ତିକ, ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା , ଭେଙ୍କଟେଶ ଆୟର,  ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ ,ରବି ବିଷୋଇ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଆଭେଶ ଖାନ, ଅର୍ଶଦୀପ ସିଂ, ଉମରାନ ମଲ୍ଲିକ ସମିଲ ଅଛନ୍ତି।