Humidity - The Sakala

୭ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଆଶଙ୍କା, ଆଗାମୀ ଦୁଇ ଦିନ ୪ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ନେଇ ୟେଲୋ ଆଲର୍ଟ ଜାରି
ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ନେଇ ୟେଲୋ ଆଲର୍ଟ ଜାରି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ଆଲର୍ଟ ଜାରି ହୋଇଛି ଆଲର୍ଟ । ଅନ୍ୟପଟେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଜିଲ୍ଲାରେ ହାଲୁକା ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ହେବାର ସମ୍ଭାବନା ରହିଛି। କାଆଁ ଭାଆଁ ସ୍ଥାନରେ ଝଟକା ପବନ ଘଣ୍ଟା ପ୍ରତି ବେଗ ୩୦ ରୁ ୪୦ କିମି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଗୋଟିଏ ପଟେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ, ଅନ୍ୟପଟେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଅନ୍ୟପଟେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ବୃଦ୍ଧି ହେବାର ସମ୍ଭାବନା ନାହିଁ। ତାପମାତ୍ରାରେ କୌଣସି ପରିବର୍ତନ ହେବାର ସମ୍ଭାବନା ନଥିବା ବେଳେ ୪ ଦିନ ପରେ ୧ ରୁ ୨ ଡିଗ୍ରୀ ଦିନ ତାପମାତ୍ରାରେ ବୃଦ୍ଧି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୩ ଦିନ ପରେ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି। ଗୁଳୁଗୁଳି ପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଲୋକମାନେ ପ୍ରଚୁର ପାଣି ପିଅନ୍ତୁ, ଫ୍ୟାନ୍ ତଳେ ରୁହନ୍ତୁ।  ଥଣ୍ଡା ପାଣି ପିଇବା, କଟନ୍ କପଡ଼ା ପିନ୍ଧିବା ସହ ବାହାରକୁ ଗଲେ ଛତା ନଚେତ ଧଳା କପଡା ମୁଣ୍ଡକୁ ଢାଙ୍କିବେ । ପଶୁ ମାନଙ୍କୁ ମଧ୍ୟ ପ୍ରଚୁର ପାଣି ପିଇବା ପାଇଁ ଦେବା ଆବଶ୍ୟକ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ଅସହ୍ୟ ଗୁଳୁଗୁଳିରେ ସିଝୁଛି ଓଡ଼ିଶା
ଭୁବନେଶ୍ୱର: ବାୟୁ ମଣ୍ଡଳରେ ରହୁଥିବା ଆର୍ଦ୍ରତା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚୁର ଗୁଳୁଗୁଳି ହେଉଛି। ରାଜ୍ୟରେ ବର୍ତ୍ତମାନ ତାପମାତ୍ରା ବିଶେଷ ଅଧିକ ରହୁନାହିଁ। ମାତ୍ର ଆର୍ଦ୍ରତା ଅଧିକ ଯୋଗୁଁ ରହୁଥିବା ତାପମାତ୍ରାଠାରୁ ୨-୩ ଡିଗ୍ରୀ ଅଧିକ ଭଳି ସ୍ଥିତି ଅନୁଭୂତ ହେଉଛି। ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ସକାଳ ୯ ଟା ପରଠାରୁ ରାଜଧାନୀ ଭୁବନେଶ୍ୱର ସହରରେ ଆର୍ଦ୍ରତା କ୍ରମାଗତ ଭାବେ ୫୦ ପ୍ରତିଶତରୁ ଅଧିକ ରହୁଥିବାରୁ, ଗୁଳୁଗୁଳି ଅଧିକ ଅନୁଭୂତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା ୭୩ ପ୍ରତିଶତ ପର୍ଯ୍ୟନ୍ତ ଯାଇଥିବାରୁ ରାଜଧାନୀବାସୀ ପ୍ରବଳ ଗୁଳୁଗୁଳିରେ ହନ୍ତସନ୍ତ ହୋଇଛନ୍ତି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଉଚ୍ଚ ଆର୍ଦ୍ରତା ମଣିଷ ଶରୀର ଉପରେ ଅନେକ ପ୍ରତିକୂଳ ପ୍ରଭାବ ପକାଇପାରେ। ଏହା କମ୍‍ ଶକ୍ତି ଏବଂ ଅଳସୁଆମୀ ଅନୁଭବକୁ ବୃଦ୍ଧି କରାଏ। ସେହିପରି ଏହି ସ୍ଥିତି ହାଇପରଥର୍ମିଆ ସୃଷ୍ଟି କରିବାର ଆଶଙ୍କା ଥିବାରୁ ଏହାଦ୍ୱାରା ଶରୀରର ଉତ୍ତାପକୁ ନିର୍ଗତ କରିବାରେ ଅକ୍ଷମତା ହେତୁ ଶରୀରର ଉତ୍ତାପ ବୃଦ୍ଧି ହୋଇପାରେ ବୋଲି କେନ୍ଦ୍ର କହିଛି। ରାଜ୍ୟକୁ କ୍ରମାଗତ ଭାବେ ଜଳୀୟ ବାଷ୍ଫପୂର୍ଣ୍ଣ ବାୟୁ ପ୍ରବେଶ ଜାରି ରହିଥିବାରୁ ଏହି ସ୍ଥିତି ଲାଗି ରହିଥିବା ଜଣାପଡ଼ିଛି।

ଅନ୍ୟପଟେ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ସେହିପରି ଦୁଇ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବିଶେଷ ସ୍ଥିତି ଉପୁଜିବ ନାହିଁ। କାଁ ଭାଁ ଅଞ୍ଚଳରେ କାଳବୈଶାଖୀ ହେବାକୁ ଥିବା ବେଳେ ସୋମବାରଠାରୁ ପୁଣି କାଳବୈଶାଖୀ ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି।

ସୁଦୃଶ୍ୟ-ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମାର୍ତ୍ତାବନ-ଉପକୂଳ ଏବଂ ତତସଂଲଗ୍ନ ମିଆଁମାର ଅଞ୍ଚଳରେ ଅବପାତର ପରିଣତ ହୋଇଛି। ଏହା ବର୍ତ୍ତମାନ ମିଆଁମାରଠାରୁ ଦକ୍ଷିଣପଶ୍ଚିମ ଦିଗରେ ୪୦ କି.ମି ଦୂରରେ କେନ୍ଦ୍ରୀଭୂତ ରହିଛି। ଏହି ଅବପାତଟି ଉତ୍ତରପୂର୍ବ ଦିଗରେ ଗତିକରି ମିଅାଁମାର ଉପକୂଳକୁ ଅତିକ୍ରମ କରିବ ବୋଲି ସୂଚନା ମିଳିଛି।