Humane Sagar - The Sakala
Humane Sagar: ହ୍ୟୁମାନ ସାଗରଙ୍କ ୨ ମ୍ୟାନେଜରଙ୍କ ନାଁରେ ଏତଲା, ଷଡ଼ଯନ୍ତ୍ର କରି ମାରି ଦିଆଯାଇଥିବା ଅଭିଯୋଗ ...
ଭୁବନେଶ୍ୱର: ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ୨ ମ୍ୟାନେଜରଙ୍କ ନାଁରେ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଛି। ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଏତଲା ହୋଇଛି। ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ସଂଗଠନ ପକ୍ଷରୁ ଉଭୟଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ହ୍ୟୁମାନଙ୍କ ମାଆଙ୍କୁ ଦୁର୍ବ୍ୟବହାର ଘଟଣାକୁ ବି ବିରୋଧ କରାଯାଇଛି।
ପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରିବା ଘଟଣା, ଦୁଇ କଣ୍ଠଶିଳ୍ପୀଙ୍କ ନାଁରେ ଏତଲା
ଭୁବନେଶ୍ବର: ପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରିବା ଘଟଣା। କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଏଥିସହ ଆଉ ଜଣେ କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ନାଁରେ ମଧ୍ୟ ଏତଲା ଦିଆଯାଇଛି।  ଇଣ୍ଟରନ୍ୟାସନ୍ୟାଲ ହ୍ୟୁମାନ ରାଇଟ୍ସ କମିଶନ ସଙ୍ଘ ପକ୍ଷରୁ ଏହି ଏତଲା ଦିଆଯାଇଛି। ଦୁହିଁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଙ୍ଘ। ଘୋଷଯାତ୍ରା ବେଳେ ଏଭଳି ଆଚରଣକୁ ନିନ୍ଦା କରାଯାଇଛି। କୌଣସି ଷ୍ଟୁଡିଓରେ କାମ କରାଇ ନ ଦେବାକୁ ଧମକ ମଧ୍ୟ  ସଙ୍ଘ ପକ୍ଷରୁ ଦିଆଯାଇଛି। ଆଗାମୀ ଦିନରେ ରାଜଧାନୀରେ ଗୋବର ମାଡ଼ କରାଇବାକୁ ଧମକ ଦେଇଛନ୍ତି ଇଣ୍ଟରନ୍ୟାସନ୍ୟାଲ ହ୍ୟୁମାନ ରାଇଟ୍ସ କମିଶନର ସଭାପତି ଶିବ ସୁନ୍ଦର ସ୍ୱାଇଁ।
ମନୋମାଳିନ୍ୟର ଅନ୍ତ: ଏକାଠି ରହିବେ ହ୍ୟୁମାନ ସାଗର ଓ ଶ୍ରୀୟା
କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର- ଶ୍ରୀୟା ପାରିବାରିକ ବିବାଦର ସମାଧାନ ଓ ଆପୋସ ବୁଝାମଣା ହୋଇଛି। ଏଣିକି ସେମାନେ ଏକାଠି ରହିବେ ବୋଲି ହ୍ୟୁମାନଙ୍କ ମାଆ କହିଛନ୍ତି। କଟକ ମହିଳା ଥାନାରେ ଉଭୟଙ୍କ ମଧ୍ୟରେ ଚାଲିଥିବା ଆପୋଷ ଆଲୋଚନାରେ ବିବାଦ ସମାଧାନ ହୋଇଛି। ଏକ ମାସ ମଧ୍ୟରେ ଉଭୟ ଦେଖାକରିବେ, ସମ୍ପର୍କକୁ ଉତ୍ତମ କରିବେ । ପରିବାର ସହିତ ଆଲୋଚନା କରି ଶ୍ରୀୟା ଶାଶୁ ଘର ଫେରିବେ। ଉଭୟ ଗଣମାଧ୍ୟମକୁ ଏହି ସୂଚନା ଦେବା ସହିତ ବୁଝାମଣାରେ ସହଯୋଗ କରିଥିବା ଏସିପି ଅମିତାଭ ମହାପାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
କଟକ: ବୋହୂ ଶ୍ରେୟାଙ୍କୁ ଘରକୁ ଫେରାଇ ଆଣିବାକୁ ଚାହୁଁଛନ୍ତି ହ୍ୟୁମାନଙ୍କ ମାଆ ଶେଫାଳୀ ସୁନା । ନାତୁଣୀ ଓ ବୋହୂ ଶ୍ରେୟାଙ୍କୁ ବେଶ ମନ ପକାଉଛନ୍ତି ମାଆ ଶେଫାଳୀ ଓ ହ୍ୟୁମାନ । ବୋହୂକୁ କୌଣସି ଭାବେ ଧର୍ମ ପରିବର୍ତ୍ତନ ନେଇ ବାଧ୍ୟ କରାଯାଇ ନାହିଁ । ବୋହୁ ହିସାବରେ ହିଁ ଘରେ ଜଗନ୍ନାଥ, ଗଣେଶ ମୂର୍ତ୍ତି ରଖି ଠାକୁର ପୂଜା କରିଥାଏ। ବୋହୁକୁ କୌଣସି କାମ ପାଇ ବାଧ୍ୟ କରାଯାଇ ନାହିଁ। ନିଜ ସ୍ଵଇଚ୍ଛାରେ ବୋହୂ ଘରେ ପୂଜା କରିଥାଏ । ଏହାସହ ବୋହୁର ବାପା -ମାଆ ମଧ୍ୟ ଆସିଲେ ପୂଜା କରିଥାନ୍ତି। ପୁଅ ବୋହୁ ଏକାଠି ରୁହନ୍ତୁ ଏତିକି ଚାହୁଁଥିବା କହିଛନ୍ତି ହ୍ୟୁମାନଙ୍କ ମାଆ ସେଫାଳୀ ସୁନା କହିଛନ୍ତି।
ଅନ୍ୟପଟେ ଭଗବାନ ଅଛନ୍ତି ସବୁ ଦେଖୁଛନ୍ତି ସେଥିପାଇଁ ମନରେ ଭୟ ନାହିଁ ବୋଲି କଣ୍ଠଶିଳ୍ପୀ ହ୍ୟୁମାନ ସାଗର କହିଛନ୍ତି। ମୋ’ ପତ୍ନୀ ଓ ଝିଅ ମୋ’ ପାଖକୁ ଫେରି ଆସନ୍ତୁ ସେତିକି ଚାହୁଁଛି। ମୁଁ ମୋ ନିଷ୍ପତି ଗତକାଲି ମହିଳା ଥାନାରେ କହିଛି। ଏକାଠି ମିଶିକି ରହିବାକୁ ଚାହୁଁଛି। ଆଶା କରୁଛି ଦୁଇଦିନ ସମୟ ନେଇ ଶ୍ରେୟା ଠିକ ନିଷ୍ପତି ନେବେ ବୋଲି କଣ୍ଠଶିଳ୍ପୀ ହ୍ୟୁମାନ ସାଗର କହିଛନ୍ତି।
ହ୍ୟୁମାନ ସାଗରଙ୍କ ପିଏ ନାମରେ ମାମଲା ରୁଜୁ
ଭୁବନେଶ୍ୱର : ଜଗନ୍ନାଥ ଭଜନ ନ ଗାଇବାକୁ ନେଇ ବିବାଦ ଘେରକୁ ଆସିଥିଲେ ହ୍ୟୁମାନ ସାଗର। ଏନେଇ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ଭାଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ସେ କଟକ ଆସିଲେ ହ୍ୟୁମାନ୍‍ଙ୍କ ପିଏ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତେଣୁ ଏହି ଅଭିଯୋଗ ଆଧାରରେ ପୁଲିସ ହ୍ୟୁମାନ୍‍ ସାଗରଙ୍କ ପିଏଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଛି। ଦରକାର ପଡ଼ିଲେ ପୁଲିସ ହ୍ୟୁମାନ୍‍ ସାଗର ଏବଂ ତାଙ୍କ ପିଏଙ୍କୁ ପଚରାଉଚରା କରିପାରେ।
ଅନ୍ୟପଟରେ ଏହି ବିବାଦ ପରେ ମୁହଁ ଖୋଲିଛନ୍ତି ହ୍ୟୁାମାନ୍‍ ସାଗର। ସେ କହିଛନ୍ତି ଯେ, ଯାହାଙ୍କୁ ବଡ଼ ଭାଇ ପରି ଭଲ ପାଏ, ସେହିମାନେ ତାଙ୍କ ନାମରେ ଅଭିଯୋଗ ଦେଇଛନ୍ତି। ଯଦି ତାଙ୍କର କିଛି ଭୁଲ ଅଛି ତେବେ ଅଭିଯୋଗ ଦିଅନ୍ତୁ, ମୁଁ ମାନିନେବି। ଯେଉଁମାନେ ଏସବୁ କରିଛନ୍ତି ତାଙ୍କୁ ଭଗବାନ ସଦ୍‍ବୁଦ୍ଧି ଦିଅନ୍ତୁ। ଜଗନ୍ନାଥ ବିଶ୍ୱ ପ୍ରସିଦ୍ଧ। ମୋର କୌଣସି ୱକାତ୍‍ ନାହିଁଁ ତାଙ୍କୁ ଅପମାନ କରିବାକୁ। ଜଗନ୍ନାଥଙ୍କ ଡୋରି ଲାଗିନାହିଁ ବୋଲି ସେ ଗୀତ ଗାଇ ନାହାନ୍ତି। ତେଣୁ ଡୋରି ଲାଗିଲେ ସେ ନିଶ୍ଚିତ ଗାଇବେ ଓ ଓଡ଼ିଶା ଦେଖିବ ବୋଲି ସେ କହିଛନ୍ତି।