Chhatisgarh - The Sakala

ଛତିଶଗଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ମାଓବାଦୀ ନିହତ, ଜଣେ କନେଷ୍ଟବଳ ସହିଦ
ଛତିଶଗଡ଼: ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ୪ ଜିଲ୍ଲାର DRG ଯବାନଙ୍କ ବଡ଼ଧରଣର ଅପରେସନ ବେଳେ ଏହି ସଫଳତା ମିଳିଛି । ମାଓବାଦୀଙ୍କ ପାଲଟା ଗୁଳିରେ ଜଣେ କନଷ୍ଟେବଲ୍ ସହିଦ ହୋଇଛନ୍ତି । ଘଟଣାସ୍ଥଳରୁ ଏକେ ୪୭ ସହ ବିପୁଳ ମାଓ ବିସ୍ଫୋରକ ଜବତ ହୋଇଛି । ଏବେ ବି ସେଠାରେଗୁଳିବିନିମୟ ଜାରି ରହିଛି ।

ସୂଚନା ଅନୁସାରେ, ଛତିଶଗଡ ଅବୁଝାମାଡ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏହାପରେ ସ୍ଥାନୀୟ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା କୁମ୍ବିଂ ଅପରେସନ । ତେବେ ସୁରକ୍ଷାକର୍ମୀମାନେ ଅଞ୍ଚଳକୁ ଘେରିଥିବା ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ । ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ଜଣ ମାଓବାଦୀ ନିପାତ ହୋଇଥିବା ବେଳେ ଜଣେ କନେଷ୍ଟବଳ ସହିଦ ହୋଇଥିବା ଜଣାପଡିଛି ।

ଛତିଶଗଡ ବିଜାପୁର ଠାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର, ୩ ମାଓବାଦୀ ନିହତ
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର ଠାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୋଲିସ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି । ଘଟଣାସ୍ଥଳରୁ ତିନୋଟି ବନ୍ଧୁକ, ଔଷଧ, ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି ।

ସୂଚନା ଅନୁସାରେ, ବାସାଗୁଡା ଥାନା ଅନ୍ତର୍ଗତ ବେଲମଗୁଟା ଜଙ୍ଗଲରେ ମାଓ ନେତା ବିନୋଦ, ରାଜୁ ଓ ବିଶ୍ବନାଥଙ୍କ ସହ ପ୍ରାୟ ୨୫ ଜଣ ମାଓବାଦୀ ଲୁଚି ରହିଥିବା ନେଇ ପୋଲିସର ଗୁଇନ୍ଦା ବିଭାଗକୁ ବିଶେଷ ସୂତ୍ରରୁ ସୁଚନା ମିଳିଥିଲା । ଯାହାକୁ ଆଧାର କରି ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ଜଙ୍ଗଲରେ କିଛି ସମୟ ଧରି ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ତିନି ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି ।

ଆଜି ଆସିବ ୪ ରାଜ୍ୟର ନିର୍ବାଚନ ଫଳାଫଳ: କିଏ ଗଢ଼ିବ ସରକାର ? କଡ଼ା ସୁରକ୍ଷା ଭିତରେ ଚାଲିଛି ଭୋଟ ଗଣତି
ନୂଆଦିଲ୍ଲୀ: ଆଜି ଆସିବ ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟର ଗଣନ କରାଯାଉଛି । ତା’ପରେ ଇଭିଏମ୍‌ ମେସିନରୁ ଗଣତି ଆରମ୍ଭ ହେବ । ଛତିଶଗଡର ୯୦ ଟି ବିଧାନସଭା ଆସନ, ମଧ୍ୟପ୍ରଦେଶର ୨୩୦, ତେଲେଙ୍ଗାନାର ୧୧୯ ଏବଂ ରାଜସ୍ଥାନର ୧୯୯ ଟି ଆସନର ରେଜଲ୍ଟ ଆସିବ । ଦେଶରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୬ ମାସରୁ କମ୍ ସମୟ ରହିଛି । ଏଭଳି ସ୍ଥିତିରେ ଏହି ଚାରି ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିଫାଇନାଲ ଭାବେ ବିବେଚନା କରାଯାଉଛି । ତେଣୁ ଏହି ୪ ରାଜ୍ୟର ଫଳାଫଳ ଉପରେ ଦେଶର ନଜର ରହିଛି ।

ତେବେ ଏହି ୪ ରାଜ୍ୟରେ କେଉଁ ଦଳ ଗଢ଼ିବେ ସରକାର । ଆଉ ମାତ୍ର କିଛି ସମୟକୁ ଅପେକ୍ଷା । ଭୋଟ ଗଣତି ଆରମ୍ଭ ହେବା ସହ ଜଣାପଡ଼ିଯିବ କେଉଁ ଦଳକୁ ଭରସା କରିଛନ୍ତି ଜନତା । ଅଧିକାଂଶ ଏକଜିଟ୍ ପୋଲ୍ (ନିର୍ବାଚନ ପରବର୍ତ୍ତୀ ସର୍ଭେ) ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତାକୁ ଫେରିବ ବୋଲି ଆକଳନ କରିଛନ୍ତି । ରାଜସ୍ଥାନରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ତେଲେଙ୍ଗାନା ଓ ଛତିଶଗଡରେ କଂଗ୍ରେସ ବାଜିମାତ କରିବ ବୋଲି ପୂର୍ବାନୁମାନ କରାଯାଇଛି। ମଧ୍ୟପ୍ରଦେଶର ୨୩୦ଟି ଆସନ, ଛତିଶଗଡରେ ୯୦, ତେଲେଙ୍ଗାନାରେ ୧୧୯ ଏବଂ ରାଜସ୍ଥାନରେ ୧୯୯ଟି ଆସନ ପାଇଁ କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ରାଜସ୍ଥାନର ଏକ ବିଧାନସଭା ଆସନରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା।

ଭୋଟ୍ ଗଣତି ପାଇଁ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେବଳ ବୈଧ ପାସ୍ ଥିବା ଲୋକଙ୍କୁ ଗଣତି କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ମେ ମାସରେ କର୍ଣ୍ଣାଟକରେ ବିଜେପିକୁ କ୍ଷମତାରୁ ହଟାଇବା ପରେ କଂଗ୍ରେସର ନଜର ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନା ଉପରେ ରହିଛି । ଏହାଛଡ଼ା ଦଳ ରାଜସ୍ଥାନ ଏବଂ ଛତିଶଗଡରେ କ୍ଷମତା ବଜାୟ ରଖିବାକୁ ଆଶା ରଖିଛି।

ଗୋଟିଏ ଟ୍ରାକରେ ଦୁଇ ଟ୍ରେନ, ଟଳିଲା ଆଉ ଏକ ବଡଧରଣର ରେଳ ଦୁର୍ଘଟଣା
ଛତିଶଗଡ଼: ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍। ଟଳିଲା ଆଉ ଏକ ବଡ ଧରଣର ରେଳ ଦୁର୍ଘଟଣା । ଗୋଟିଏ ଟ୍ରାକରେ ମାଲଗାଡ଼ି ଓ ମେମୁ ଟ୍ରେନ । ତେବେ ଦୁହେଁ ପରସ୍ପର ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି । ବିଳାସପୁରରୁ ଏକ ପାସେଞ୍ଜର ମେମୁ ଟ୍ରେନ ଜୟରାମ ନଗରରୁ ଆସୁଥିବାବେଳେ ସାମ୍ନା ଟ୍ରାକରେ ଆରପଟୁ ଏକ ମାଲବାହୀ ଟ୍ରେନ ଆସିଥିଲା । ତେବେ ଦୁଇଟିଯାକ ଟ୍ରେନ ଆସୁଥିବାବେଳେ ଉଭୟ ଅଟକିଯାଇଛନ୍ତି । ଏନେଇ ରେଳବାଇ ପକ୍ଷରୁ ସ୍ପଷ୍ଟକରଣ ରଖାଯାଇଛି । ଘଟଣାରେ କେହି ବି ମୃତାହତ ହୋଇନଥିବା ରେଳବାଇ ପ୍ରଶାସନ ପକ୍ଷରୁ କୁହାଯାଉଛି ।

ମାଲବାହି ଟ୍ରେନ୍‌ଟି ଅପରାହ୍ନ ସାଢ଼େ ୫ଟାରୁ ୬ଟା ମଧ୍ୟରେ ହୋମ୍‌ ସିଗ୍‌ନାଲ ଥିବା ଟ୍ରାକ୍‌ରେ ଠିଆ ହୋଇବା ବେଳେ ଏହି ସମୟରେ ଅନ୍ୟପଟୁ ଅଟୋ ସିଗ୍‌ନାଲ ପାଇ ପାସେଞ୍ଜର ଟ୍ରେନ୍‌ଟି ଆସି ଅଟକିଥିଲା।

ଭାଣିଜୀ ବିବାହରେ ଧୁମ୍‌ ନାଚୁଥିଲେ ମାମୁଁ; ହଠାତ୍ ଉଡ଼ିଗଲା ପ୍ରାଣବାୟୁ
ରାୟପୁର: ଖୁସିର ଆନନ୍ଦ ଭିତରେ ଦୁଃଖର ଲହରୀ । ହସଖୁସିର ମୁହୂର୍ତ୍ତରେ ହଠାତ୍ ପଡିଗଲା ପୂର୍ଣ୍ଣଚ୍ଛେଦ । ଭାଣିଜୀ ବାହାଘରରେ ନାଚୁ ନାଚୁ ଚାଲିଗଲା ମାମୁଁଙ୍କ ପ୍ରାଣ । ଭାଣିଜୀ ବିବାହରେ ଧୁମ୍‌ ନାଚୁଥିଲେ ଇଞ୍ଜିନିୟର ମାମୁଁ, ହଠାତ୍‌ ବସିପଡ଼ି ଟଳିପଡ଼ିଲେ । ଏଥିରେ ତାଙ୍କର ମୃତ୍ୟୁ ଘଟୁଛି। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଛତିଶଗଡ଼ରେ ।

ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀପ ରାଉତକାର ନାମକ ଜଣେ ବ୍ୟକ୍ତି ନିଜ ଭାଣିଜୀର ବିବାହରେ ସାମିଲ ହେବାକୁ ଯାଇଥିଲେ। ଖୁସିରେ ସେ ଷ୍ଟେଜ୍‌ ଉପରେ ନାଚୁଥିଲେ। ଅନ୍ୟ ସାଙ୍ଗସାଥୀଙ୍କ ଗହଣରେ ଷ୍ଟେଜ ଉପରେ ଦିଲୀପ ନାଚୁଥିଲେ । ମାତ୍ର ନାଚୁ ନାଚୁ ହଠାତ୍ ହୃଦଘାତ କାରଣରୁ ସେ ତଳେ ପଡିଯାଇଥିଲେ ଏବଂ ବସିବାର କିଛି ସମୟ ପରେ ଟଳି ପଡ଼ିଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦିଲୀପ ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ଜଣେ ଇଞ୍ଜିନିୟର ଥିଲେ । ହାର୍ଟ ଆଟାକ୍‌ରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।

ସ୍କୁଲ ଛୁଟି ପରେ ଘରକୁ ଫେରୁଥିବାବେଳେ ଅଟୋକୁ ଧକ୍କା ଦେଲା ଟ୍ରକ; ୭ ଛାତ୍ର ମୃତ, ୪ ଗୁରୁତର
ଛତିଶଗଡ଼: ସ୍କୁଲ ଛୁଟି ପରେ ଘରକୁ ପହଁରୁଥିଲେ କୁନି କୁନି ଛାତ୍ର, ମାତ୍ର ଅଧା ବାଟରେ ଜଗିଥିଲା ଯମ । ସ୍କୁଲ ଛୁଟି ହେବା ପରେ ଖୁସିମନରେ ଅଟୋରେ ଘରକୁ ଫେରୁଥିବାବେଳେ ମଝି ରାସ୍ତରେ ଅଟୋ ଉପରେ ମାଡିଗଲା ଟ୍ରକ । ଦୁର୍ଘଟଣାରେ ୭ ଜଣ ଛାତ୍ର ମୃତ୍ୟୁବରଣ କରିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଥିବା ଭାନୁପ୍ରତାପପୁରରେ ଘଟିଛି ଏଭଳି ହୃଦୟ ବିଦାରକ ସଡକ ଦୁର୍ଘଟଣା ।

ସୂଚନା ଅନୁସାରେ, ସ୍କୁଲ ଛୁଟି ପରେ ଏହି ସମସ୍ତ ପିଲାମାନେ ଅଟୋରେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏହି ସମୟରେ ଚିଲହାଟୀ ଛକ ନିକଟରେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଅଟୋକୁ ଧକ୍କା ଦେଇଥିଲା । ଅଟୋଟି କିଛି ଦୂରକୁ ଛିଟିକି ପଡିଥିଲା, ଯେଉଁ କାରଣରୁ ୫ ଜଣ ଶିଶୁ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଏଥି ସହିତ ଦୁର୍ଘଟଣାରେ ଆହତ ୪ ଜଣ ଶିଶୁଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଉ ୨ ଶିଶୁଙ୍କର ମୃତ୍ୟୁ ଘଟିଥିଲା । ଦୁଇ ଆହତ ଶିଶୁଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ଉଭୟ ଆହତ ଶିଶୁଙ୍କୁ ଭଲ ଚିକିତ୍ସା ପାଇଁ ରାୟପୁରକୁ ପଠାଯାଇଛି । ସେମାନେ ସମସ୍ତେ ପ୍ରାଥମିକ କ୍ଲାସରେ ପଢୁଥିବା କଥା ସୂଚନା ମିଳିଛି ।

ଅନ୍ୟପଟେ ଏଭଳି ଘଟଣାର ସୂଚନା ପାଇବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତ ଛାତ୍ରମାନଙ୍କ ପରିବାର ପ୍ରତି ସମ୍ବେଦନ ଜଣାଇବା ସହ ମାମଲାର ଯାଂଚ ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଛତିଶଗଡରେ ଚୂନ ପଥର ଖଣି ଭୁଶୁଡି ୭ ମୃତ, ଉଦ୍ଧାର କାର୍ଯ୍ୟ ଜାରି
ରାୟପୁର: ଆଜି ଛତିଶଗଡର ବସ୍ତର ଜିଲ୍ଲାରେ ଥିବା ଏକ ଚୂନ ପଥର ଖଣିରେ ବଡ ଧରଣର ଅଘଟଣ ଘଟିଛି । ବସ୍ତରର ମାଲଗାଓଁରେ ଚୂନ ପଥର ଖଣି ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି | ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟଜାରି ରହିଛି।

କୁହାଯାଉଛି ଯେ ମାଟି ତଳେ ଆହୁରି ୧୨ରୁ ଅଧିକ ଲୋକ ଫସି ରହିଛନ୍ତି । ସୂଚନା ପାଇ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛି | ତେବେ ଘଟଣା କିପରି ଘଟିଲା ସେ ନେଇ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିପାରି ନାହିଁ।

ଛତିଶଗଡ଼ରେ ସୁରକ୍ଷାବାହିନୀଙ୍କ ଗୁଳିରେ ୩ ମାଓବାଦୀ ନିହତ
ରାଞ୍ଚି: ଓଡିଶା ସୀମାନ୍ତ ଛତିଶଗଡ଼ର ବିଜାପୁର ଅଞ୍ଚଳରେ ଏନ୍‌କାଉଣ୍ଟର । ସୁରକ୍ଷାବାହିନୀଙ୍କ ଗୁଳିରେ ତିନି ମାଓବାଦୀ ନିହତ । ବିଜାପୁର ଜଙ୍ଗଲରେ ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି ।

ସୂଚନା ଅନୁସାରେ, ଛତିଶଗଡ଼ ସୀମାନ୍ତ ବିଜାପୁର ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କୁମ୍ବିଂ ଅପରସେନ୍‌ ଚାଲିଥିବାବେଳେ ମିତ୍ରପୁର ଥାନା ପୋମରା ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ତିନି ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ବନ୍ଧୁକ ମଧ୍ୟ ଜବତ ହୋଇଛି । ତେବେ ନିହତ ହୋଇଥିବା ମାଓବାଦୀମାନେ କେଉଁ ସଂଗଠନ ସହିତ ଜଡିତ । ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ସିଆର୍‌ପିଏଫ୍‌ ଡିଆରଜି ଏବଂ ଏସ୍‌ଟିଏଫ୍‌ ବାହିନୀ ପକ୍ଷରୁ ଏବେବି ଜଙ୍ଗଲରେ କୁମ୍ବିଂ ଅପରେସନ ଚାଲିଛି ।

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲା ରାହୁଲ, ୬୦ ଫୁଟ ଗଭୀର ବୋରଓ୍ୱେଲରୁ ଉଦ୍ଧାର ହୋଇ ଚାଲିଥିଲା ଚିକିତ୍ସା
ଛତିଶଗଡ: ଡାକ୍ତରଖାନାରୁ ଡିସଚାର୍ଜ ହେଲା ରାହୁଲ । ସୁସ୍ଥ ହେବାପରେ ଛତିଶଗଡ଼ ବିଳାସପୁର ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେଲେ ରାହୁଲ । ଜାଞ୍ଜିଗିର୍ ଚାମ୍ପାର ପିହିରିଦ୍ ଗାଁରେ ଖେଳୁଥିବା ସମୟରେ ୬୦ ଫୁଟ ବୋରୱେଲରେ ଖସିପଡ଼ିଥିଲା ରାହୁଲ । ୫ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ରାହୁଲଙ୍କୁ ବୋରଓ୍ୱେଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ଅସୁସ୍ଥ ରାହୁଲଙ୍କୁ ବିଳାସପୁର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ୧୨ ଦିନ ବିଳାସପୁର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ରାହୁଲ । ଏବେ ତା ମୁହଁରେ ହସ ଫୁଟିଲାଣି । ଦୁନିଆଁକୁ ଦ୍ଵିତୀୟ ଥର ପାଇଁ ପୁନର୍ଜୀବନ ପାଇ ଫେରିବା ପରେ ରାହୁଲ ହସୁଥିବା ଦେଖିବାକୁ ମିଳିଛି । କିଛି ଦିନ ରାହୁଲର ଚିକିତ୍ସା ହେବା ପରେ ରାହୁଲର ସ୍ବାସ୍ଥ୍ୟାବସ୍ଥାରେ ଧିରେଧିରେ ଉନ୍ନତି ଆସୁଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ତେବେ ଆଜି ରାହୁଲଙ୍କୁ ବିଦାୟ ଦେବାକୁ ହସ୍ପିଟାଲର ଗେଟ୍ ପର୍ଯ୍ୟନ୍ତ ଆସିଥିଲେ ଡାକ୍ତର ଓ ମେଡିକାଲ କର୍ମଚାରୀ । ସେପଟେ ରାହୁଲଙ୍କୁ ସ୍ୱାଗତ କରିବାକୁ ତାଙ୍କ ଗାଁରେ ବ୍ୟାପକ ଆୟୋଜନ କରାଯାଇଛି ।

ରାହୁଲଙ୍କୁ ସ୍ୱାଗତ ଓ ସମର୍ଦ୍ଧନା ପାଇଁ ଜିଲା ପ୍ରସାସନ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ଖୋଦ ଝାଂଜଗିର ଚମ୍ପା ଜିଲାପାଳ ଜିତେନ୍ଦ୍ର ଶୁକ୍ଳା ଆପୋଲୋ ହସ୍ପିଟାଲ ପହଁଚି ରାହୁଲଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରି ରାହୁଲଙ୍କୁ ସ୍ୱାଗତ ସମର୍ଦ୍ଧନା ଜଣାଇଛନ୍ତି ।

ଭତ୍ତା ପାଇଁ ୯୦୦ କି.ମି ଯାତ୍ରା କରୁଛନ୍ତି ୯୫ ବର୍ଷୀୟା ବୃଦ୍ଧା
ରାୟପୁର: ଏକବିଂଶ ଶତାଦ୍ଦୀର ଅତ୍ୟାଧୁନିକ ଯୋଗାଯୋଗ ଯୁଗରେ ଜଣେ ୯୫ ବର୍ଷୀୟ ବିଧବା ଲଳିତା ଦେବୀ ଭତ୍ତା ପାଇଁ ୯୦୦ କି.ମି ଯାତ୍ରା କରିବା ଅନେକଙ୍କୁ ବିସ୍ମିତ କରିଛି। ଛତିଶଗଡର ଏହି ବୃଦ୍ଧା ମହିଳାଙ୍କୁ ମାସକୁ ୬ ହଜାର ଟଙ୍କା ଭତ୍ତା ମିଳୁଛି। ଏହି ଭତ୍ତା ଆଣିବା ପାଇଁ ସେ ପ୍ରତି ତିନିମାସରେ ଥରେ ୯୦୦ କି.ମି ଯାତ୍ରା କରୁଛନ୍ତି। ସେ ୨୦ ବର୍ଷ ହେଲା ଉତ୍ତରପ୍ରଦେଶର ବଲିଆ ଯାଇ ଭତ୍ତା ଆଣୁଛନ୍ତି। ଦ୍ଵିତୀୟ ବିଶ୍ବଯୁଦ୍ଧ ସମୟରେ ସୈନିକ ଥିବା ରଞ୍ଜିତ ସିଂହଙ୍କ ପତ୍ନୀ ହେଉଛନ୍ତି ଲଳିତା ଦେବୀ। ସେ ଏବେ ନିଜ ପୁଅ ସହ ବିଳାଶପୁରରେ ରହୁଛନ୍ତି। ସେ ୨୦ ବର୍ଷ ତଳେ ବଲିଆରୁ ବିଳାଶପୁର ଚାଲି ଆସିଥିଲେ। ଏଭଳି ଉପନୀତ ବୟସରେ ଜୀବିତ ଥିବା ପ୍ରମାଣ ଦେବା ପାଇଁ ତାଙ୍କୁ ବଲିଆ ଯିବାକୁ ପଡୁଛି। ତାଙ୍କ ପୁଅକୁ ମଧ୍ୟ ଠିକ୍‌ ସେ ଦେଖାଯାଉନାହିଁ। ସେ ୭୦ ପ୍ରତିଶତ ଦୃଷ୍ଟିଶକ୍ତି ହରାଇ ସାରିଛନ୍ତି। ସେ ଅନେକ ବର୍ଷ ହେଲା ଭତ୍ତାକୁ ବିଳାଶପୁର ସ୍ଥାନାନ୍ତର କରିବାକୁ ଅଧିକାରୀଙ୍କୁ ଅନୁରୋଧ କରି ଆସୁଛନ୍ତି। ଏହା ସତ୍ତ୍ବେ ତାଙ୍କ ସମସ୍ୟା ସମାଧାନ ହୋଇପାରୁନାହିଁ।