ART OF GIVING - The Sakala
କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ବର: ଡ. ଅଚ୍ୟୁତ ସାମନ୍ତଙ୍କ ଦାର୍ଶନିକ ଚିନ୍ତାଧାରା ‘ଆର୍ଟ ଅଫ ଗିଭିଙ୍ଗ’ର ଏକ କାର୍ଯ୍ୟକ୍ରମ ଗତକାଲି କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ ହୋଇ ଯାଇଛି। ୧୨ତମ ସଂସ୍କରଣର ଥିମ ରହିଛି ପୋଡୋଶୀଙ୍କ ପାଇଁ ଭଲ ଦିନ ଟିଏ (Neighbor Good  Day )। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ରଙ୍ଗାମାଟିଆ, ସରଡ଼ା, କେରାଙ୍ଗ ଜୁଆଙ୍ଗସାହି ଗ୍ରାମର ଅପହଞ୍ଚ ଜାଗାରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଛି। ଏହି ଅବସରରେ ଖାଦ୍ୟ, ବସ୍ତ୍ର ଓ ବାସନ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଦିଲ୍ଲୀପ କୁମାର ସ୍ୱାଇଁଙ୍କ ଅଧକ୍ଷତାରେ ପରିଚାଳନା କରାଯାଇଥିଲା । ବରିଷ୍ଠ ସମାଜସେବୀ ଗଗନ ବିହାରୀ ପାଇଟାଳ, ସମଜସେବୀ ମହାସଂଘର ସଭାପତି ନାରାୟଣ ସାହୁ, ବିକାଶ ବଳବନ୍ତରାୟ, ଅମୀର କୁମାର ସ୍ୱାଇଁ ସହଯୋଗ କରିଥିଲେ। ଆର୍ଟ ଅଫ ଗିଭିଙ୍ଗ କହିଲେ କେବଳ ବସ୍ତୁ ଗତ ଦାନ ନୁହେଁ। ଅନ୍ୟକୁ ଯେ କୌଣସି ଉପାୟରେ ଦୟା, ସହାନୁଭୂତି ଓ ବନ୍ଧୁତ୍ୱ ପୂର୍ଣ୍ଣ ଭାବନା ପ୍ରଦର୍ଶନ କରିବା ଏହାର ଲକ୍ଷ୍ୟ ବୋଲି ଦିଲ୍ଲୀପ କହିିଥିଲେ।
ଉଦ୍ଯମ ଟ୍ରଷ୍ଟ ପକ୍ଷରୁ ‘ଆର୍ଟ ଅଫ ଗିଭିଙ୍ଗ’ କାର୍ଯ୍ଯକ୍ରମ ଅନୁଷ୍ଠିତ
ଭୁବନେଶ୍ବର: ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗତକାଲି ନୀଳାଦ୍ରି ବିହାର ହରେକୃଷ୍ଣ ନଗର ସ୍ଥିତ ସରକାରୀ ବିଦ୍ୟାଳୟରେ କିଟ ଓ କିସ୍ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଅଭିନବ ପ୍ରୟାସ ‘ଆର୍ଟ ଅଫ ଗିଭିଙ୍ଗ’ର ୧୧ଶ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷର ବିଷୟ ବସ୍ତୁ ରହିଥିଲା ‘ଲେଟ୍ସ ଏଓଜି’। ଏହି କାର୍ଯ୍ୟକ୍ରମରେ ହରେକୃଷ୍ଣ ନଗରର ୩୦୦ ଛୋଟ ପିଲାମାନଙ୍କୁ ଖାତା, ପେନ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କିଟର କୁଳସଚିବ ଡ଼ ଜ୍ଞାନ ରଞ୍ଜନ ମହାନ୍ତି ଯୋଗଦେଇ ଆର୍ଟ ଅଫ ଗିଭିଂ ବିଷୟରେ ଅଚ୍ୟୁତ ସାମନ୍ତଙ୍କ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ଆର୍ଟ ଅଫ ଗିଭିଙ୍ଗ କହିଲେ କେବଳ ବସ୍ତୁ ଗତ ଦାନ ନୁହେଁ। ଅନ୍ୟକୁ ଯେ କୌଣସି ଉପାୟରେ ଦୟା, ସହାନୁଭୂତି ଓ ବନ୍ଧୁତ୍ୱ ପୂର୍ଣ୍ଣ ଭାବନା ପ୍ରଦର୍ଶନ କରିବା ଏହାର ଲକ୍ଷ୍ୟ। ଦାନକୁ ଆମ ଦୈନନ୍ଦିନ ଜୀବନରେ ଏକିଭୁତ କରିବା ଏହାର ଲକ୍ଷ୍ୟ ରହିଛି। ଶେଷରେ ଟ୍ରଷ୍ଟର ପ୍ରତିଷ୍ଠାତା ଦିଲ୍ଲୀପ କୁମାର ସ୍ୱାଇଁ ଓ ତାଙ୍କ ଟିମ ତରଫରୁ ନିବେଦିତା ଲେଙ୍କା ମହୋଦୟା, ଉପସ୍ଥିତ ସମସ୍ତ ଗୁରୁମାଆ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
ଭୁବନେଶ୍ବର: ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ଯକ୍ରମ କଟକସ୍ଥିତ ଆଶୀର୍ବାଦ ବୃଦ୍ଧାଶ୍ରମ ଓ ବରିଷ୍ଠନାଗରୀକଙ୍କ ଗହଣରେ ପାଳନ କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ମୁଖ୍ୟ ବକ୍ତା ରହିଥିଲେ ପ୍ରବୋଧ ମହାନ୍ତି, ଡ. ସଞ୍ଜୟ ମହାପାତ୍ର ଓ  ଡ. ସତ୍ୟ ରାୟ। ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କାଳନ୍ଦି ଦାସ, ଖୀରୋଦ ଓ ମୋହିତ ଯୋଶୀ । ଆର୍ଟ ଅଫ ଗିଭିଙ୍ଗର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ପ୍ରତି ସମସ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ।
ଆର୍ଟ ଅଫ ଗିଭିଙ୍ଗ ଦବାର କଳା । ଏହା ୨୦୧୩ ମସିହା ମେ’ ମାସରେ ପ୍ରଥମେ ଆରମ୍ଭ ହୋଇଥିଲା। ଆଜି ଏହାକୁ ସାରା ବିଶ୍ବରେ ପିପୁଲ୍ସ ମୁଭମେଣ୍ଟ ଭାବେ ପାଳିତ ହେଉଛି। ଏହି କାର୍ଯ୍ଯକ୍ରମ ‘ଆର୍ଟ ଅଫ ଗିଭିଙ୍ଗସ’ର ସମର୍ଥକଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା।