Lamtaput - The Sakala

ସ୍କୁଲ ପରିସରରେ ପଶିଲା ଭାଲୁ: ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ଓ ଅଭିଭାବକ
କୋରାପୁଟ: କୋରାପୁଟ ଜିଲ୍ଲା ଲାମତାପୁଟ ବ୍ଲକ ଅନ୍ତର୍ଗତ ଗୁଣେଇପଡ଼ା ଅଞ୍ଚଳରେ ଏକ ବିରାଟ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଏକ ସ୍କୁଲ ପରିସର ଏବଂ ନିକଟସ୍ଥ ଗାଁରେ ଭାଲୁଟି ପଶିଯିବା କାରଣରୁ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ମଧ୍ୟରେ କୋକୂଆ ଭୟ ଖେଳିଯାଇଛି।

ସୂଚନା ଅନୁଯାୟୀ, ଗାଁର କିଛି ଲୋକ ସ୍କୁଲ ବାରଣ୍ଡାରେ ଭାଲୁଟିକୁ ଶୋଇଥିବାର ଦେଖିବାକୁ ପାଇଥିଲେ। ପ୍ରାୟ ଘଣ୍ଟାଏ କାଳ ଭାଲୁଟି ସ୍କୁଲର ରୋଷେଇ ଘର ଏବଂ ଖେଳ ପଡ଼ିଆରେ ବୁଲିଥିଲା। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭାଲୁଟିକୁ ଜଙ୍ଗଲ ଆଡ଼କୁ ଘଉଡ଼ାଇ ଦିଆଯାଇଥିଲା। ଲୋକେ ପାଟିତୁଣ୍ଡ କରିବାରୁ ଭାଲୁଟି ଜଙ୍ଗଲକୁ ପଳାଇଥିଲା, ମାତ୍ର ସନ୍ଧ୍ୟା ସମୟରେ ପୁଣି ଗାଁ ଆଡ଼କୁ ଫେରିଆସିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ସୌଭାଗ୍ୟବଶତଃ ଭାଲୁଟି କାହାର କିଛି କ୍ଷତି କରିନାହିଁ। ଏହା ଏକ ପୋଷା ଭାଲୁ ହୋଇଥାଇପାରେ ବୋଲି ମଧ୍ୟ କିଛି ଲୋକ ସନ୍ଦେହ କରୁଛନ୍ତି। ତେବେ ଏହି ଘଟଣାକୁ ନେଇ ଅଭିଭାବକମାନେ ନିଜ ପିଲାଙ୍କ ସୁରକ୍ଷାକୁ ନେଇ ଖୁବ୍ ଚିନ୍ତିତ ହୋଇପଡ଼ିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସ୍କୁଲ ଚାରିପଟେ କୌଣସି ସୀମା ପ୍ରାଚୀର ବା ପାଚେରୀ ନଥିବାରୁ ବନ୍ୟଜନ୍ତୁମାନେ ବାରମ୍ବାର ଏବଂ ଅତି ସହଜରେ ସ୍କୁଲ ପରିସରରେ ପ୍ରବେଶ କରୁଛନ୍ତି। ଏହାଦ୍ୱାରା ସ୍କୁଲରେ ପଢୁଥିବା ଛୋଟ ଛୋଟ ପିଲାଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।

ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ସ୍କୁଲର ପ୍ରଧାନଶିକ୍ଷକ କହିଛନ୍ତି ଯେ, "ବର୍ତ୍ତମାନ ସମସ୍ତ ପିଲା ସୁରକ୍ଷିତ ଅଛନ୍ତି। ଆମେ ଏହି ସମସ୍ୟା ନେଇ ବନ ବିଭାଗ ଏବଂ ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଇବୁ।"

ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ଖବର ପାଇବା ପରେ ଲାମତାପୁଟ ବନାଞ୍ଚଳ ଅଧିକାରୀ (Forest Range Officer) କହିଛନ୍ତି ଯେ, ବନ ବିଭାଗର ଏକ ଟିମ୍‌କୁ ଘଟଣାସ୍ଥଳକୁ ପଠାଯାଇଛି ଏବଂ ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ।

ଭିଜିଲାନ୍ସ ଜାଲରେ ଲମତାପୁଟ ଆରଆଇ ଓ ପିଅନ
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଲମତାପୁଟ ଆରଆଇ ଓ ପିଅନ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ଲମତାପୁଟ ଆରଆଇ ବିଜୟ ବାଗ ଓ ପିଅନ ରୋହିତ ପାଢୀ । ଜମି ମାପଚୁପ ପାଇଁ ଜଣଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି । ଏହା ପରେ ଭିଜିଲାନ୍ସ ବିଭାଗର ୩ଟି ଟିମ୍ ଲମତାପୁଟ ଓ ମାଛକୁଣ୍ଡରେ ଯାଞ୍ଚ କରୁଛନ୍ତି । ଲମତାପୁଟ ତହସିଲ କାର୍ଯ୍ୟାଳୟ ସମେତ ବାସଭବନରେ ଜୟପୁର ଭିଜିଲାନ୍ସର ଦୁଇଟି ଟିମ ତଦନ୍ତ ଜାରି ରଖିଥିବା ଜଣାପଡିଛି । ବିଜୟ ବାଗ ଓ ରୋହିତ ପାଢୀଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଜୟପୁର ଭିଜିଲାନ୍ସ।

କାରରେ ଗଂଜେଇ ଚାଲାଣବେଳେ ମାଡିବସିଲା ପୋଲିସ; ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
ଲମତାପୁଟ: ମାଛକୁଣ୍ଡ ପୋଲିସକୁ ବଡ଼ ସଫଳତା। କାରରେ ଗଂଜେଇ ଚାଲାଣବେଳେ ମାଡିବସିଲା ମାଛକୁଣ୍ଡ ପୋଲିସ । କାର୍‌ରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୁର୍ମି ଗ୍ରାମରୁ ହରିୟାଣା ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ିବସିଲା ଲମତାପୁଟ ପୋଲିସ। କୋରାପୁଟ ଜିଲ୍ଲା ଲମତାପୁଟର ସୁରୁମି ଠାରୁ ଗୁନେଇପଡା -ଲମତାପୁଟ -ଜୟପୁର ଦେଇ ହରିୟାନାକୁ ଚାଲାଣ କରୁଥିବାବେଳେ ମାଛକୁଣ୍ଡ ପୋଲିସ୍ ଗଞ୍ଜେଇ ଜବତ କରିଛି । ଗିରଫ ହୋଇଥିବା ଦୁଇ ବ୍ୟକ୍ତି ମାଛକୁଣ୍ଡ ଥାନା ସୂର୍ମି ଗାଁର ସୋନ୍ତୋଷ ଖେମୁଣ୍ଡୁ ଏବଂ ସମେଶ୍ ନିରିକି ବୋଲି ଜଣା ପଡ଼ିଛି ।

ସୂଚନା ଅନୁସାରେ, କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡ଼ିପିଓ ଙ୍କ ନେତୃତ୍ଵ ରେ ମାଛକୁଣ୍ଡ , ଲମତାପୁଟ ପୋଲିସ ଟିମ୍ ମିଳିତ ଭାବେ କନାଗାଁ ଛକ ନିକଟରେ ନାକା ବନ୍ଦୀ କରିଥିଲେ। ଏକ କାର ଦୃତ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇଥିଲା । କାର କୁ ଅଟକାଇ ଯାଞ୍ଚ କରିବାରୁ କାର୍ ଭିତରୁ ୪ ବସ୍ତା ଗଞ୍ଜେଇ ବାହାରଥିଲା। ୪ ଟି ବସ୍ତାରୁ ୧ କ୍ବିଣ୍ଟାଲ ୬କେଜି ଗଂଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।