Punjab Kings vs Delhi Capitals - The Sakala

ଆଇପିଏଲ ୨୦୨୨: ପଞ୍ଜାବକୁ ୧୬୦ ରନର ଟାର୍ଗେଟ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ
ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ର ୬୪ତମ ଲିଗ୍‌ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ  ହୋଇଛନ୍ତି।  ଆଜିର ମ୍ୟାଚରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ବୋଲିଂ ନିଷ୍ପତ୍ତି ନେଇଛି। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ଯାଟିଂ କରି ୧୫୯ ରନ କରିଛି। ଏହି ମ୍ଯାଚ ଜିତିବାକୁ ହେଲେ ପଞ୍ଜାବ କିଙ୍ଗ୍ସକୁ ୧୬୦ ରନର ଆବଶ୍ଯକତା ରହିଛି।

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷ ପ୍ରଥମ ବଲରେ ଡେଭିଡ ୱାର୍ଣ୍ଣରଙ୍କ ୱିକେଟ ହରାଇଥିଲା । ଏହାପରେ ପାରିକୁ ସରଫରାଜ ଖାନ ଓ ମିଚେଲ ମାର୍ଶ ସମ୍ଭାଳିଥିଲେ। ସରଫରାଜ ଖାନ ୧୬ ବଲରେ ୩୨ ରନ କରି ଆଉଟ ହୋଇଥିଲେ। ପରେ ଲଲିତ ଯାଦବ ୨୧ ବଲରେ ୨୪ ରନ କରି ଆଉଟ ହୋଇଥିଲେ। ଋଷଭ ପନ୍ତ ୩ ବଲରେ ୫ ରନ କରି ଆଉଟ ହୋଇଥିଲେ। ରୋଭମାନ ପାଓ୍ଵେଲ ୬ ବଲରେ ୨ ରନ କରି ଆଉଟ ହୋଇଥିଲେ। ପାରିକୁ ଗୋଟିଏ ପଟେ ମିଚେଲ ମାର୍ଶ ସମ୍ଭାଳିଥିଲେ। ତାଙ୍କ ସହ ଯୋଗ ଦେଇଥିଲେ ଅକ୍ଷର ପଟେଲ। ପରେ ମିଚେଲ ମାର୍ଶ ୪୮ ବଲରେ ୬୩ ରନ କରି ଆଉଟ ହୋଇଥିଲେ। ଶାର୍ଦ୍ଦୁଲ ଠାକୁର ୪ ବଲରେ ୩ ରନ କରି ଆଉଟ ହୋଇଥିଲେ। ଅକ୍ଷର ପଟେଲ ଅପରାଜିତ ରହି ୨୦ ବଲରେ ୧୭ ରନ କରିଥିଲେ।

ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଲିଆମ୍ ଲିଭିଙ୍ଗଷ୍ଟୋନ୍  ଓ ଅର୍ଶଦୀପ ସିଂ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ  କାଗିସୋ ରାବାଡା ଗୋଟିଏ ୱିକେଟ ନେଇଥିଲେ।