Kashmiri Pandit - The Sakala

ସରକାରୀ ପଦରୁ ୩୫୦ କାଶ୍ମୀର ପଣ୍ଡିତଙ୍କ ଇସ୍ତଫା
ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ରାହୁଲ ଭଟ୍ଟଙ୍କ ହତ୍ୟାକୁ ନେଇ କାଶ୍ମୀର ପଣ୍ଡିତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ବିରୋଧ କରି ଶୁକ୍ରବାର ୩୫୦ କାଶ୍ମୀର ପଣ୍ଡିତ ସରକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି କର୍ମଚାରୀମାନେ ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ସମସ୍ତ କାଶ୍ମୀର ପଣ୍ଡିତ ପ୍ରଧାନମନ୍ତ୍ରୀ ପ୍ୟାକେଜର କର୍ମଚାରୀ ଅଛନ୍ତି। ଅନ୍ୟପକ୍ଷରେ ଭଟ୍ଟଙ୍କ ହତ୍ୟାକୁ ବିରୋଧ କରି ପଣ୍ଡିତମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଜମ୍ମୁ-ଶ୍ରୀନଗର ଏବଂ ବାରାମୂଳା-ଶ୍ରୀନଗର ହାଇୱେକୁ ଅବରୋଧ କରିଛନ୍ତି।

ସେମାନେ କେନ୍ଦ୍ର ଏବଂ ସ୍ଥାନୀୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ବିନା ସୁରକ୍ଷାରେ କାର୍ଯ୍ୟସ୍ଥଳୀକୁ ନଯିବା ପାଇଁ କର୍ମଚାରୀଙ୍କୁ ଚେତାବନୀ ଦେଇଛନ୍ତି। କାଶ୍ମୀର ପଣ୍ଡିତ ରାହୁଲଙ୍କ ଶବ ଧରି ରାସ୍ତା ଜାମ କରିଥିଲେ। ଉପ-ରାଜ୍ୟପାଳ ଅନୋଜ ସିହ୍ନା ନ  ଆସିବା ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କରିବେ ନାହିଁ ବୋଲି କହିଥିଲେ। ତେବେ ପରେ ପୁଲିସ ଡିଜି ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାରୁ ଭଟ୍ଟଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। କାଶ୍ମୀର ପଣ୍ଡିତମାନେ କହିଛନ୍ତି ଯେ ଘାଟୀରେ ପଣ୍ଡିତ ସୁରକ୍ଷିତ ନାହାନ୍ତି।