Talcher - The Sakala
ଦେଶର ୯ ଅତିପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୬; ତାଳଚେର ସ୍ଥିତି ସାଙ୍ଘାତିକ
ଭୁବନେଶ୍ୱର: ଜୀବନ ଜିଇଁବାର ପ୍ରମୁଖ ମାଧ୍ୟମ ବାୟୁ ବା ପବନ ଏବେ ମଣିଷର ବିଶ୍ୱାସ ହରାଇ ବସିଛି। ଅତି ସମ୍ବେଦନଶୀଳ ଆଡ଼କୁ ଗତି କରୁଛି ରାଜ୍ୟରେ ବାୟୁ ପ୍ରଦୂଷଣ ସ୍ଥିତି। ସଂପ୍ରତି ବାୟୁ ଏତେମାତ୍ରାରେ ବିଷାକ୍ତ ବା ପ୍ରଦୂଷିତ ହୋଇଯାଇଛି ଯେ ନିଃଶ୍ୱାସ-ପ୍ରଶ୍ୱାସ ବେଳେ ନାକ ରୁନ୍ଧି ହୋଇ ଯାଉଛି। ସ୍ୱଚ୍ଛ ବାୟୁ ଟିକିଏ ବିନା ଜୀବନ ଯେମିତି ଦୁର୍ବିସହ ହୋଇଯାଇଛି। ଦେଶ-ବିଦେଶ ସବୁଠି ଏବେ ଏହି ସମସ୍ୟାର ସମାଧାନ ମୁଖ୍ୟ ଆହ୍ୱାନ ହୋଇଛି। ଡାକ୍ତରଙ୍କ ମତରେ ସକାଳ ବୁଲା (ମର୍ଣ୍ଣିଂ ୱାକ୍‌) ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥିବା ବେଳେ ସାମ୍ପ୍ରତିକ ସ୍ଥିତିରେ ଏହି ‘ସକାଳ ବୁଲା’ ଅହିତକର ସାବ୍ୟସ୍ତ ହେଲାଣି।
ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସମସ୍ୟା ଉତ୍କଟ ରୂପ ନେଇଥିବା ବେଳେ ଓଡ଼ିଶା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ରାଜ୍ୟରେ କ୍ରମାଗତ ଭାବେ ଗଲା ୨-୩ ଦିନ ହେବ ଘନ କୁୁହୁଡ଼ି ଲୋକଙ୍କୁ କଲବଲ କରୁଥିବାବେଳେ ପ୍ରଦୂଷଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ବାୟୁମଣ୍ଡଳରେ ଛୋଟ ଛୋଟ ପାର୍ଟିକିଲ୍‌ (କଣିକା)ମାନ ଭାସମାନ ଅବସ୍ଥାରେ ରହୁଛନ୍ତି। ଏହା ଦିନ ତମାମ୍‌ ରହୁଥିଲେ ମଧ୍ୟ ସକାଳ ଓ ସନ୍ଧ୍ୟା ସମୟରେ ଅଧିକ ପ୍ରଭାବ ପକାଉଛନ୍ତି। ଫଳସ୍ୱରୂପ ଏବେ ବିନା ମାସ୍କରେ ବୁଲାବୁଲି ସ୍ୱାସ୍ଥ୍ୟ ପାଇଁ ଘାତକ ହୋଇଛି। ଏହି ସମୟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାରି କରିଥିବା ତଥ୍ୟ ଆହୁରି ଚିନ୍ତା ବଢ଼ାଇଛି। ଶୁକ୍ରବାର ଦେଶର ଅତି ଖରାପ ବାୟୁ ମାନ ଥିବା ୯ ସହର ମଧ୍ୟରେ ରହିଛି ଓଡ଼ିଶାର ୬। ଏହା ମଧ୍ୟରୁ ଦେଶର ସବୁଠୁ ଖରାପ ବାୟୁ ସୂଚୀରେ ଶୀର୍ଷରେ ରହିଛି ତାଳଚେର। ତାଳଚେରରେ ବାୟୁର ଗୁଣବତ୍ତା ମାନ (ଏକ୍ୟୁଆଇ) ୩୮୦ ରହିଛି ଓ ଏହି ବାୟୁ ସଂସ୍ପର୍ଶରେ ଅଧିକ ସମୟ ଆସିଲେ ବା ବୁଲାବୁଲି କଲେ ଶ୍ୱାସକ୍ରିୟା ଜନିତ ରୋଗ ହେବାର ଆଶଙ୍କା ରହିଛ।
କେବଳ ତାଳଚେର ନୁହେଁ; ତାଲିକାରେ ରାଜ୍ୟର ଅନ୍ୟ ୫ଟି ସହରର ଏକ୍ୟୁଆଇ ମଧ୍ୟ ୩୦୦ ଉପରେ ରହିଛି। କଟକରେ ଏକ୍ୟୁଆଇ ୩୨୪ ରହିଥିବା ବେଳେ, ବାଲେଶ୍ୱରରେ ୩୧୮, ଭୁବନେଶ୍ୱର ୩୧୭, ବାରିପଦା ୩୧୨ ଓ କେନ୍ଦୁଝର ଏକ୍ୟୁଆଇ ୩୧୧ ରହିଛି।  ଓଡ଼ିଶାର ୬ ଟି ସହର ସମେତ ଦେଶର ବିକାନେର୍‌, ସିଙ୍ଗରାଲୁ ଓ ତିରୁପତିରେ ମଧ୍ୟ ଏକ୍ୟୁଆଇ ଯଥାକ୍ରମେ ୩୨୯, ୩୨୦ ଓ ୩୪୧ ରହିଛି। ପୂର୍ବରୁ ରାଜ୍ୟର ପ୍ରଦୂଷିତ ସହର କଥା କହିଲେ କେବଳ ଅନୁଗୁଳ ଓ ତାଳଚେର ଭଳି ସହର କଥା ମନକୁ ଆସୁଥିଲା। ମାତ୍ର ଏବେ ରାଜ୍ୟର ଏକାଧିକ ସହରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ରହୁଛି। ବାୟୁର ମାନ ଦିନକୁ ଦିନ ଖରାପ ହେଉଥିବା ହେତୁ ସକାଳେ ଓ ସନ୍ଧ୍ୟାରେ ବାହାରକୁ ଯିବା କମାଇ ଦେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏମିତି କି ମର୍ଣ୍ଣିୱାକ୍‌ ନ କରିବାକୁ ମଧ୍ୟ କୁହାଯାଉଛିି। ସକାଳେ ଓ ରାତିରେ ବାୟୁମଣ୍ଡଳରେ ତାପମାତ୍ରା କମ୍‌ ରହୁଥିବା ହେତୁ ଏହି ସମୟରେ କ୍ଷତିକାରକ୍‌ ପିଏମ୍‌ ୨.୫ ପାର୍ଟିକଲ ବାୟୁମଣ୍ଡଳରେ ରହିଥାଏ। ଖରାପଡ଼ିବା ପରେ ଏହା ଧୀରେ ଧୀରେ ଉପରକୁ ଉଠେ ଓ ସନ୍ଧ୍ୟାରେ ପୁଣି ତଳକୁ ଖସିଆସେ। ତେଣୁ ଏହି ସମୟରେ ପ୍ରାତଃ ଭ୍ରମଣ ଓ ସନ୍ଧ୍ୟା ଭ୍ରମଣ କରୁଥିବା ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପଡ଼ିଥାଏ। ଏହାସହିତ ନିର୍ମାଣ ଶ୍ରମିକ, ବୃଦ୍ଧ, ଶିଶୁ, ହୃଦରୋଗୀ ଓ ଶ୍ୱାସ ରୋଗୀମାନଙ୍କ ପାଇଁ ଏହା ଆହୁରି କ୍ଷତିକାରକ ହୋଇଥିବାରୁ ସେମାନଙ୍କ ପାଇଁ ଏନ୍‌-୯୫ ମାସ୍କ ବ୍ୟବହାର ଏକ ପ୍ରକାର ଅପରିହାର୍ଯ୍ୟ ହୋଇପଡ଼ିଛି। ପିଏମ୍‌ ୨.୫ ଶ୍ୱାସନଳୀ ଦେଇ ରକ୍ତରେ ସିଧା ମିଶୁଥିବା କାରଣରୁ ଦୀର୍ଘକାଳୀନ ଭାବେ ଏହା ଶ୍ୱାସଜନିତ ରୋଗର ବଡ଼ କାରଣ ସାଜିଥାଏ।
ଅନ୍ୟପଟେ ପ୍ରଦୂଷଣ ହ୍ରାସ ଦିଗରେ ବାୟୁ ଚଳାଚଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ହେଲେ ରାଜ୍ୟରେ ବର୍ତ୍ତମାନ ବିଶେଷ ବାୟୁ ଚଳାଚଳ ହୋଇପାରୁ ନାହିଁ। ଓଡ଼ିଶା ଉପରେ ଗୋଟିଏ ଗୁରୁଚାପ ବଳୟର ପ୍ରଭାବ ହେତୁ ରାଜ୍ୟକୁ ସମୁଦ୍ର ଆଡ଼କୁ ବାୟୁ ପ୍ରବାହ ବଢ଼ୁନାହିଁ। ଏହାର ପରିଣାମ ସ୍ୱରୂପ ପ୍ରଦୂଷଣର ମାତ୍ର ହ୍ରାସ ହୋଇପାରୁ ନାହିଁ। ବାୟୁ ଚଳାଚଳ ସ୍ୱାଭାବିକ ହେଲେ ପ୍ରଦୂଷଣ କମିବାର ସମ୍ଭାବନା ରହିଛି। ଅନ୍ୟପଟେ ରାଜ୍ୟରେ ପ୍ରଦୂଷଣ ବଢ଼ିବା ପରେ ନିକଟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଖଣି ପ୍ରବଣ ଓ ପ୍ରଦୂଷଣ ଦୃଷ୍ଟିରୁ ସମ୍ବେଦନଶୀଳ ୧୨ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ପତ୍ର ଲେଖି ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥରେ ମୁଖ୍ୟତଃ ଗୋଟିଏ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରି ପ୍ରତିଦିନ ଜିଲା ତଥା ସହରର ବିଭିନ୍ନ ସ୍ଥାନରୁ ବାହାରୁଥିବା ଧୂଳିକଣା ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିଲେ। ଏହାର କାରଣ ଓ ନିରାକରଣ ପାଇଁ ପଦକ୍ଷେପ ନେବାକୁ କହିଥିଲେ। ଏହାସହିତ ପ୍ରତିଦିନ ରାସ୍ତାଘାଟ ରୋଡ୍‌କ୍ଲିନର୍‌ ମାଧ୍ୟମରେ ସଫା ରଖିବା, ରାସ୍ତାରେ ପାଣି ସିଞ୍ଚନ କରିବା, ରାସ୍ତାପାଖ ଢାବାରେ ଯେପରି କୋଇଲା ପ୍ରଭୃତି ବ୍ୟବହାର ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ  କହିଥିଲେ।
ବିଷାକ୍ତ ହେବାରେ ଲାଗିଛି ବ୍ରାହ୍ମଣୀ ନଦୀର ଜଳ; ଗାଧୋଇଲେ ହେଉଛି ଚର୍ମରୋଗ, ପିଇଲେ କିଡ୍‌ନୀ ଖରାପ !
ତାଳଚେର: ବ୍ରାହ୍ମଣୀ ନଦୀର ଜଳ ବିଷାକ୍ତ ହେବାରେ ଲାଗିଛି। ଶିଳ୍ପ ପ୍ରତିଷ୍ଠାନର ଅପରିଷ୍କାର ଜଳ ସିଧାସଳଖ ନଦୀରେ ମିଶୁଥିବା ବେଳେ କମ୍ପାନୀ ଉପରେ ଲଗାମ କଷିବାକୁ କେହିନାହାନ୍ତି। ଏ ପ୍ରସଙ୍ଗରେ ପ୍ରଶାସନ ଏବଂ ସରକାର ଆଖି ବୁଜିଦେଇଛନ୍ତି। ଦିନକୁ ଦିନ ସମସ୍ୟା ସଙ୍ଗୀନ ହେଉଥିବା ବେଳେ ଆଗାମୀ ଦିନରେ ତାଳଚେରବାସୀଙ୍କୁ ଏହାର ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା କଲେଣି।
ଝାଡ଼ଖଣ୍ଡ ଛୋଟନାଗପୁର ମାଳଭୂମିରୁ ବାହାରିଥିବା ଶଙ୍ଖ ଏବଂ କୋଏଲ ନଦୀ ବେଦବ୍ୟାସଠାରେ ମିଶି ବ୍ରାହ୍ମଣୀ ନଦୀର ପରିଚୟ ପାଇଛି। ଦେବଗଡ଼, ତାଳଚେର, ଢେଙ୍କାନାଳ, ଯାଜପୁର, କେନ୍ଦ୍ରପଡ଼ା ଜିଲ୍ଳାର ହେକ୍ଟର ହେକ୍ଟର ଜମିକୁ ସୁଜଳା ସୁଫଳା କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। କେବଳ ଏତିକି ନୁହେଁ, ବହୁ ଶିଳ୍ପନୁଷ୍ଠାନକୁ ସମୃଦ୍ଧ କରିବା ସହ ପାନୀୟ ଜଳର ପ୍ରମୁଖ ଉତ୍ସ ପାଲଟିଛି ବ୍ରାହ୍ମଣୀ। ତେବେ ନଦୀ ଜଳର ସୁରକ୍ଷା ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଉ ନଥିବାରୁ ଏହା ମାତ୍ରାଧିକ ପ୍ରଦୂଷଣ ହେବାରେ ଲାଗିଛି। ଓଡ଼ିଶା ଭୂଖଣ୍ଡରେ ପ୍ରବାହିତ ପ୍ରାୟ ୫୪୧ କିମି ଏହି ବ୍ରାହ୍ମଣୀ ନଦୀ ତାଳଚେର ସମଲଠାରୁ ନଦୀଜଳ ସଂରକ୍ଷଣ ଲାଗି ବ୍ୟାରେଜ୍‌ ନିର୍ମାଣ ହୋଇଛି।
ରେଙ୍ଗାଳି ଜଳସେଚନ ପ୍ରକଳ୍ପ ମାଧ୍ୟମରେ ତାଳଚେର, ଢେଙ୍କାନାଳ, କଟକ ଜିଲ୍ଲାରେ ଚାଷଜମି ନିମନ୍ତେ ଜଳ ଯୋଗାଇଛି। ରେଙ୍ଗାଳିର ଦକ୍ଷିଣ କେନାଲ ମାଧ୍ୟମରେ ୪ଜିଲ୍ଲାର ପ୍ରାୟ ୧ଲକ୍ଷ ୨୧ହଜାର ୨ଶହ ହେକ୍ଟର ଓ ବାମ କେନାଲରେ ପ୍ରାୟ ୧ଲକ୍ଷ ୧୪ ହଜାର ୩ଶହ ହେକ୍ଟର ଚାଷଜମିକୁ ଜଳସେଚନ କରାଯାଇଛି। ତେବେ ପ୍ରଶାସନିକ ଅପାରଗତା ଯୋଗୁଁ ଶିଳ୍ପସଂସ୍ଥାଗୁଡ଼ିକ ଦାୟିତ୍ୱହୀନ ଭାବେ ବ୍ରାହ୍ମଣୀ ଜଳ ପ୍ରଦୂଷଣ କରିବାରେ ଲାଗିଛନ୍ତି। ତାଳଚେରର ନନ୍ଦିର ନାଳ ଦେଇ ବର୍ଜ୍ୟ ନିଷ୍କାସିତ ହେଉଥିବା ବେଳେ ଏହି ବର୍ଜ୍ୟ ଜଳ ନାଳ ମାଧ୍ୟମରେ ଆସି ନଦୀରେ ମିଶୁଛି। ଏପରିକି, ନଦୀ କୂଳରେ ଥାଇ ମଧ୍ୟ ବିଶୁଦ୍ଧ ଜଳ ପାଇବାରୁ ଲୋକେ ବଞ୍ଚିତ ହେଉଛନ୍ତି। ଗ୍ରୀଷ୍ମପ୍ରବାହ ସମୟରେ ଚୁଆ ମାଧ୍ୟମରେ ସେମାନେ ଯେଉଁ ପାଣି ସଂଗ୍ରହ କରୁଛନ୍ତି ତାହା ମଧ୍ୟ ସ୍ୱାସ୍ଥ୍ୟ ଉପଯୋଗୀ ହୋଇ ପାରୁନାହିଁ। କେବଳ ସେତିକି ନୁହେଁ, ପଦୂଷଣ ପ୍ରଭାବରେ ମତ୍ସ୍ୟ ଉତ୍ପାଦନ ମଧ୍ୟ ପ୍ରଭାବିତ ହେଉଛି। ମତ୍ସ୍ୟଜୀବୀ ଜୀବିକା ହରାଇ ବସିଛନ୍ତି। ବ୍ରାହ୍ମଣୀ ନଦୀର ସୁକ୍ଷା ପାଇଁ ବିଗତ ଦିନରେ ବିଭିନ୍ନ ସଂଗଠନ ସ୍ୱର ଉତ୍ତୋଳନ କରିଛନ୍ତି। ‘ବ୍ରାହ୍ମଣୀ ବଞ୍ଚାଅ’ ନାରା ଦେଇ ସ୍ଥିତିର ଗମ୍ଭୀରତା ଭିତରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତଥାପି ନଦୀ ସୁରକ୍ଷା ନେଇ ଯେଉଁଭଳି ତତ୍ପରତା ପ୍ରକାଶ ପାଇବା କଥା, ତାହା ଦେଖିବାକୁ ମିଳୁନାହିଁ। ନଦୀ ପ୍ରଦୂଷଣର ମାତ୍ରା ପରିଖିବାକୁ କୌଣସି ବ୍ୟବସ୍ଥା ନ ଥିବା ବେଳେ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ସ୍ୱତନ୍ତ୍ର ଯୋଜନା ଜରୁରୀ ହୋଇପଡ଼ିଥିବାବେଳେ ବ୍ରାହ୍ମଣୀ ସୁରକ୍ଷା ପ୍ରତି କାହାର ଆନ୍ତରିକତା ନାହିଁ। ନଦୀଜଳ ପ୍ରଦୂଷଣ ସାଙ୍ଘାତିକ ସ୍ଥିତିରେ ପହଞ୍ଚିଛି। ଏହି ନଦୀ ଜଳରେ ଗାଧୋଇବା ଫଳରେ ଚର୍ମରୋଗ ବ୍ୟାପୁଛି। ପାନୀୟ ଜଳ ଭାବେ ବ୍ୟବହାର କଲେ କିଡ୍‌ନୀ ରୋଗ ହେବା ଆଶଙ୍କା ରହିଛି। ସରକାର ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଏହାର ପ୍ରତିକାର ଲାଗି ସ୍ୱତନ୍ତ୍ର ଯୋଜାନା କରିବା ଜରୁରୀ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ମତପ୍ରକାଶ ପାଇଛି।କଇଁଛ ଓ ଜଳଚରଙ୍କ ପାଇଁ କାଳ ପାଲଟିଛି ବ୍ରାହ୍ମଣୀ ନଦୀ। ନଦୀ ପଠାରେ ପ୍ରତିବର୍ଷ ବହୁସଂଖ୍ୟାରେ ମଧୁରଜଳ କଇଁଛ ଅଣ୍ଡା ଦେଉଛନ୍ତି। ଶିଳ୍ପସଂସ୍ଥା ଦ୍ୱାରା ନଦୀଜଳ ପ୍ରଦୂଷିତ ହେବା ସହ କଇଁଛ ଓ ଜଳଚର ଜୀବମାନଙ୍କ ପାଇଁ କାଳ ସାଜିଥିବା ପରିବେଶବିତ୍‌ କ୍ଷୋଭ ପ୍ରକାଶ କରିଛନ୍ତି। ତେଣୁ ଏଥିପ୍ରତି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏ ଦିଗରେ ଅନୁଧ୍ୟାନ କରିବାସହ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ବୁଦ୍ଧଜୀବୀ ମହଲରେ ମତପ୍ରକାଶ ପାଇଛି।
ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ଗୁରୁତର
ଅନୁଗୁଳ: ତାଳଚେର ପୁଲିସର ଏନକାଉଣ୍ଟର । ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଗୁରୁତର। ତାଳବେଡା ଜଙ୍ଗଲରେ ପୁଲିସର ଏନକାଉଣ୍ଟର । ସୁଶାନ୍ତର ବାମ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ଅନୁଗୁଳ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୁଶାନ୍ତ ଗୁଳି କରି ପଳାଉଥିବା ବେଳେ ପୁଲିସ ପାଲଟା ଏନକାଉଣ୍ଟର କରିଥିଲା। ପୁଲିସ ଉପରକୁ ତିନି ରାଉଣ୍ଡ ଗୁଳି ଫାୟରିଂ କରିଥିବା ସୂଚନା ।
ସୂଚନା ଅନୁଯାୟୀ, ସୁଶାନ୍ତ ନାଁରେ ତାଳଚେର ସମେତ ବିଭିନ୍ନ ଅଞ୍ଚଳରେ ଅପରାଧୀକ ମାମଲା ରହିଛି। ସୁଶାନ୍ତଙ୍କ ସହ ଜଙ୍ଗଲରେ ଆଉ ଜଣଙ୍କୁ ଗିରଫ କରିଛି ପୁଲିସ ।
ଭୁବନେଶ୍ୱର: ଭିଜିଲାନ୍ସ ଦ୍ୱାର ଗିରଫ ହୋଇଛନ୍ତି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ। ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ସୋମବାର ଧରଣୀଧରଙ୍କ ବାସଭବନ ସମେତ ବିଭିନ୍ନ ଠିକଣାରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଳଚେର ଖଣି ଉପ-ନିର୍ଦ୍ଦେଶକ ଧରଣୀଧର ନାୟକଙ୍କ କେନ୍ଦୁଝର ତେଲକୋଇସ୍ଥିତ ପୈତୃକ ବାସଭବନ ସମେତ ୮ଟି ସ୍ଥାନରେ ଚଢ଼ଉ କରି ତାଙ୍କ ବିପୁଳ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ଚଢ଼ଉ ବେଳେ ତାଙ୍କର ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ଖଣି ବିଭାଗରେ ମାତ୍ର ୧୦ ବର୍ଷର ଚାକିରି। ୨୦୧୨ ମସିହରେ ଖଣି ଅଫିସର ଭାବେ ଯୋଗଦେଇଥିବା ବାବୁ ୨୦୨୪ ବେଳକୁ ଖଣି ଉପନିର୍ଦ୍ଦେଶକ। ଏହାରି ଭିତରେ ବିଭାଗର ଉନ୍ନତିରେ ବାବୁଙ୍କ ଅବଦାନ ଯାହା ଥାଉ ନା କାହିଁକି, ନିଜର କେତେ ଉନ୍ନତି କରିପାରିଛନ୍ତି, ତାହା ଜଣାଇଦେଇଛି ଭିଜିଲାନ୍ସ ବିଭାଗ।
ଭିଜିଲାନ୍ସ ସୂଚନା ଅନୁଯାୟୀ, ଶ୍ରୀ ନାୟକଙ୍କର ପଟିଆ ଶିଶୁ ବିହାରରେ ୧.୩୦ କୋଟିର ୩-ବିଏଚ୍‌‌କେ ଫ୍ଲାଟ୍‌‌, ସୁନ୍ଦରପଦାରେ ଗୋଟିଏ ଡୁପ୍ଲେକ୍ସ, ତେଲକୋଇରେ ଦୁଇ ଦୁଇଟି ମାର୍କେଟ୍‌ କମ୍ପ୍ଲେକ୍ସ, ରାଜ୍ୟର ବିଭିନ୍ନ ସ୍ଥାନରେ ୧୧ ପ୍ଲଟ୍‌ ରହିଛି। କେବଳ ସେତିକି ନୁହେଁ; ବ୍ୟାଙ୍କ ଆକାଉଣ୍ଟରେ ୫୩.୫୩ ଲକ୍ଷ ଟଙ୍କା ରହିଛି। ଏସବୁ ସଂପତ୍ତି ଶ୍ରୀ ନାୟକ ଓ ତାଙ୍କ ପରିବାର ଲୋକଙ୍କ ନାମରେ ରହିଛି।
ଶ୍ରୀ ନାୟକ ୨୦୧୪ ଫେବୃୟାରୀ ୧୨ରେ ସରକାରୀ ଚାକିରିରେ ଖଣି ଅଫିସର ଭାବେ କୋରାପୁଟରେ ଯୋଗ ଦେଇଥିଲେ। ସେଠାରେ ୭ ବର୍ଷ ରହିବା ପରେ କୋରାପୁଟରୁ ତାଳଚେରକୁ ବଦଳି ହୋଇଥିଲେ। ୨୦୨୨ ଏପ୍ରିଲ ୧୮ତାରିଖରେ ସେ ଖଣି ଉପ-ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଥିଲେ। ଗତ କିଛି ଦିନ ହେଲା ଭିଜିଲାନ୍ସ ତାଙ୍କ ଉପରେ ନଜର ରଖିଥିଲା। ଆଜି ସକାଳୁ ଭିଜିଲାନ୍ସର ୮ଟି ଟିମ୍‌ ଏକସଙ୍ଗେ ତାଙ୍କ ପୈତୃକ ବାସଭବନ ସମେତ ୮ଟି ସ୍ଥାନରେ ଚଢ଼ଉ କରିଥିଲେ। ଏଥିରେ ୧୦ ଜଣ ଡିଏସ୍‌‌ପି, ୧୬ ଜଣ ଇନ୍ସପେକ୍ଟର, ୭ଜଣ ଏସ୍‌‌ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ। ପଟିଆ, ସୁନ୍ଦରପଦାରେ ଫ୍ଲାଟ୍‌ ଓ ଡୁପ୍ଲେକ୍ସ ସହ ସିଂକୁଳବାହାଲରେ ୨ହଜାର ବର୍ଗଫୁଟରେ ଏକ ମାର୍କେଟ କପ୍ଲେକ୍ସ ଏବଂ ବଡ଼ିନାଳିଆରେ ୧୫ଟି ଦୋକାନ ଥିବା ଦୁଇ ମହଲାବିଶିଷ୍ଟ ଏକ ମାର୍କେଟ୍‌ କମ୍ପ୍ଲେକ୍ସ ରହିଛି। ତେଲକୋଇ, ଛାମୁଣ୍ଡାରେ ଆଉ ଏକ ବିଲ୍ଡିଂ ରହିଛି। ଧରଣୀଧରଙ୍କ ନାମରେ ୩ଟି ପ୍ଲଟ୍‌‌ ରାଜଧାନୀର ମୁଖ୍ୟ ସ୍ଥାନରେ ରହିଥିବା ବେଳେ କେଉଁଝର ସହର ଉପରେ ଗୋଟିଏ, ତେଲକୋଇ ଏବଂ କେଉଁଝର ଅଞ୍ଚଳରେ ୭ଟି ପ୍ଲଟ୍‌‌ ରହିଛି। ସେହିପରି ତାଙ୍କୁ ଘରୁ୯ ଲକ୍ଷ ୮୫ ହଜାର ୧୨୦ ଟଙ୍କା ଜବତ କରାଯାଇଛି। ୫ଲକ୍ଷ ୫୮ ହଜାର ୮୨୦ ଟଙ୍କା ପଟିଆ ଫ୍ଲାଟ୍‌‌ରୁ ଜବତ କରାଯାଇଥିବା ବେଳେ ୪ଲକ୍ଷ ୨୬ ହଜାର ୩ଶହ ଟଙ୍କା ତାଳଚେର ସରକାରୀ ଆବାସରୁ ମିଳିଥିଲା। ଧରଣୀଧର ନାମରେ ବ୍ୟାଙ୍କ୍‌‌ ଏବଂ ଇନ୍‌ସ୍ୟୁରାନ୍ସରେ ୫୩ ଲକ୍ଷ ୫୩ ହଜାର ୧୬୭ ଟଙ୍କା ଥିବା ବେଳେ ୫୪.୭୦ ଲକ୍ଷ ଟଙ୍କାର ଘରର ଆସବାବପତ୍ର ରହିଛି। ଗୋଟିଏ ୪ ଚକିଆ ଗାଡ଼ି ରହିଥିବା ବେଳେ ୨ଟି ଦୁଇ ଚକିଆ ଗାଡ଼ି ଠାବ କରାଯାଇଛି। ଧରଣୀଧର ୨୦୨୨ରେ ୭୫ଲକ୍ଷ ଋଣ ନେଇଥିବା ବେଳେ ସେ ଏହାକୁ ପରିଶୋଧ କରିଥିଲେ। ପରିଶୋଧ କରିଥିବା ଟଙ୍କା କଳାଧନ ବୋଲି ଭିଜିଲାନ୍ସ ଟିମ୍‌‌ ସନ୍ଦେହ କରି ଯାଞ୍ଚ କରିଥିଲା।
ତାଳଚେରରେ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି। ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଳଚେର ହେଉଛି ସଂଗ୍ରାମ ଓ ସ୍ୱାଭିମାନର ଭୂମି। ମହାନ ସଂଗ୍ରାମୀ ନେତା ପବିତ୍ର ମୋହନ ପ୍ରଧାନ ଏ ମାଟିରେ ଜନ୍ମ ନେଇଥିଲେ। ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭକରି ରାଜ୍ୟର ବିକାଶ କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ସ୍ୱର୍ଗତ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି ହସ୍ପିଟାଲକୁ ଆଗାମୀ ଦିନରେ ଏକ ମେଡିକାଲ୍ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟସେବା ସବୁବେଳେ ଆମର ଫୋକସ୍ ହୋଇ ରହିଛି। ରାଜ୍ୟରେ ଗତ କିଛି ବର୍ଷ ମଧ୍ୟରେ ମେଡିକାଲ୍‌ କଲେଜ ସଂଖ୍ୟା ବଢିଛି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସଂଖ୍ୟା ବଢିଛି। ନୂଆ ନୂଆ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ହେଉଛି। ସରକାରୀ ହସ୍ପିଟାଲ ଉପରେ ଏବେ ଲୋକଙ୍କ ଆସ୍ଥା ବଢିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ସେ କହିଲେ ଯେ ଏ ଯୋଜନାରେ ପ୍ରତିମାସରେ ଲକ୍ଷ ଲକ୍ଷ ଲୋକ ଉତ୍ତମ ଚିକିତ୍ସା ସେବା ପାଉଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଜି ଯେଉଁ ରୂପାନ୍ତର ଆସିଛି ତାହା ଲୋକମାନଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇଛି ବୋଲି ସେ କହିଥିଲେ ଏବଂ ଏଥିପାଇଁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ। ପ୍ରତି ଜୀବନ ମୂଲ୍ୟବାନ ମନ୍ତ୍ରକୁ ଆଦର୍ଶ କରି ଏହି ହସ୍ପିଟାଲ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ସଫଳ ହେବ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ।
କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଥିଲେ ଯେ, ଏହି ହସ୍ପିଟାଲ ତାଳଚେର ଓ ଅନୁଗୋଳବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ବହୁ ଉପଯୋଗୀ ହେବ । ଏହି ହସ୍ପିଟାଲ ପାଇଁ କୋଲ ଇଣ୍ଡିଆର ବହୁ ଅବଦାନ ରହିଛି ଏବଂ ଆଗାମୀ ଦିନରେ ଏହି ହସ୍ପିଟାଲକୁ ମେଡିକାଲ୍‌ କଲେଜରେ ପରିଣତ କରିବା ପାଇଁ କୋଲ ଇଣ୍ଡିଆ ସମସ୍ତ ସହଯୋଗ ଦେବ। ଏହି ହସ୍ପିଟାଲ ପାଇଁ ସମସ୍ତ ସହାୟତା ଓ ସହଯୋଗ ଯୋଗାଇ ଦେଇଥିବାରୁ ଓଡିଶା ସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇବା ସହିତ ଆଗାମୀ ୫ ବର୍ଷ ପାଇଁ ଏହି ହସ୍ପିଟାଲ ପରିଚାଳନା ପାଇଁ ଏମ୍.ସି.ଏଲ୍ ୬୨୮ କୋଟି ଟଙ୍କା ସହାୟତା ଯୋଗାଇଦେବ ବୋଲି ଶ୍ରୀ ଯୋଶୀ ପ୍ରକାଶ କରିଥିଲେ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଆଜି ଆମ ସମସ୍ତଙ୍କ ପାଇଁ ଏହା ଏକ ଗୌରବର ଦିନ ଓ ସ୍ମରଣୀୟ ହୋଇ ରହିବ। ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଦ୍ୱାରା ଏ ମାଟି ତାଙ୍କୁ ଉପଯୁକ୍ତ ସମ୍ମାନ ଦେଲା। ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଦେଇ ଖୁବ୍ ଶୀଘ୍ର ମେଡିକାଲ୍‌ କଲେଜ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଥିଲେ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଏ ଦିଗରେ ଆମକୁ ଅଧିକ ପ୍ରେରଣା ଯୋଗାଉଛି।
ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଓ ମହାନଦୀ କୋଲ ଫିଲ୍ଡର ସି.ଏମ୍.ଡି ଧନ୍ୟବାଦ ଅର୍ପଣ କରିଥିଲେ ।
ତାଳଚେର ବିଧାୟକଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବୋମା ଉଦ୍ଧାର
ତାଳଚେର ସହର: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନନ୍ଦିରା ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବୋମା ଉଦ୍ଧାର ହୋଇଛି। ଏହା ଟାଇମ୍ ବୋମା ଭେଳି ଦେଖିବାକୁ । ତେବେ ଏହି ବୋମା ଅସଲି କି ନକଲି ଜଣାପଡ଼ି ନାହିଁ।
ସୂଚନା ଅନୁଯାୟୀ, ଆଜି ସକାଳେ ବିଧାୟକଙ୍କ କିଛି ସହଯୋଗୀ ଅଫିସ ସମ୍ମୁଖରେ ବୋମା ଥିବା ସନ୍ଦେହ କରି ବିଧାୟକଙ୍କୁ ସୂଚନା ଦେଇଥିଲେ । ବିଧାୟକ ତୁରନ୍ତ କଲିୟରୀ ଥାନାକୁ ସୂଚନା ଦେବା ପରେ କଲିୟରୀ ଥାନା ପୁଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଅଞ୍ଚଳକୁ ସିଲ କରିବା ପରେ ତଦନ୍ତ ଆରମ୍ଭ କରିଥିଲେ। ଆଜି ଯେହେତୁ ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି ଏମସିଏଲ ଏବଂ ଜାତୀୟ ରାଜପଥ ବିରୋଧରେ ୫୩ ନମ୍ବର ଜାତୀୟ ରାଜପଥ ପିଟିସି ଠାରେ ୨ ଘଣ୍ଟିଆ ବନ୍ଦ ଆନ୍ଦୋଳନ କରିବାର ଯୋଜନା ଥିଲା ଏବଂ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ୱରେ ଏହା ହେବାର ଯୋଜନା ଥିଲା । ତେଣୁ ବିରୋଧୀ ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏଭଳି ହୀନ ଚକ୍ରାନ୍ତ କରିଥିବା ବିଧାୟକ ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟପକ୍ଷେ ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ନକଲି ବୋମା ବୋଲି ସନ୍ଦେହ କରାଯାଉଥିବା ବେଳେ ବମ୍ ସ୍କ୍ୱାର୍ଡ ଆସି ଏହାକୁ ସ୍ପଷ୍ଟ କରିବେ ପୋଲି ପୁଲିସ ସୂଚନା ଦେଇଛି ।
କେନାଲରେ ବୁଡି ଦୁଇ ଜଣ ନାବାଳକଙ୍କ ମୃତ୍ୟୁ
ତାଳଚେର: ଆଜି ତାଳଚେର ସମଲ୍ ବ୍ୟାରେଜ ଦକ୍ଷିଣ ଶାଖା କେନାଲ ଗୁରୁଜାଙ୍ଗ ଗ୍ରାମ ନିକଟ କେନାଲରେ ଦୁଇ ଜଣ ନାବାଳକ ପାଣିରେ ବୁଡି ମୃତ୍ୟୁ ହୋଇଛି। ମୃତ ଦୁଇ ବାଳକଙ୍କ ନା ଓମ୍ ପାଣି ଏବଂ ସାନୁ ପାଣି ଉଭୟ ନାବାଳକ ହାଇ ସ୍କୁଲ ଛାତ୍ର ଗାଧେଇ ଯାଇଥବା ବେଳେ ପାଣିରେ ବୁଡି ଉଭୟଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ବହୁ ଖୋଜାଖୋଜି ପରେ ଅଚେତ୍ ଦୁଇ ବାଳକକୁ ଉଦ୍ଧାର କରାଯାଇ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରଯାଇଥିଲା ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରି ଉଭୟଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆ ଯାଇଛି।
ତାଳଚେରରେ ଗ୍ଲୋବାଲ କୋଲ ୱାସରିରେ ପ୍ରଦୂଷଣ ଏବଂ ଓଜନ ଠକିବାକୁ ନେଇ ଚଢ଼ାଉ
ଡେରା/ତାଳଚେର: ତାଳଚେର ସ୍ଥିତ ଗ୍ଲୋବାଲ କୋଲ ୱାସରି ରେ ପ୍ରଦୂଷଣ ବିଭାଗ ଏବଂ ଓଜନ ଓ ମାପ ବିଭାଗ ପକ୍ଷରୁ ୨ ଦିନ ହେଲା ଚଢ଼ାଉ ଜାରି ରହିଛି । ତାଳଚେର ପୁଲିସ ଉପସ୍ଥିତିରେ ଏହି ଚଢ଼ାଉ ଜାରି ରହିଥିବା ବେଳେ ଆନୁଷ୍ଠାନିକ ଭାବେ ବିଭାଗ ପକ୍ଷରୁ କୌଣସି ସୂଚନା ମିଳି ପାରି ନାହିଁ । ତେବେ ତାଳଚେର ଘଣ୍ଟପଡ଼ା ସ୍ଥିତ ଏହି କୋଲ ୱାସେରି ନାମରେ ପୂର୍ବରୁ ପ୍ରଦୂଷଣକୁ ନେଇ ଅଭିଯୋଗ ଥିଲା । ଜନବସତି ମଧ୍ୟରେ ଥିବା ଏହି ୱାସେରି ପ୍ରଦୂଷଣ କରୁଥିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ଲୋକ ଅଭିଯୋଗ କରି ଆନ୍ଦୋଳନକୁ ଓଲ୍ହାଇଥିଲେ । ପ୍ରଦୂଷଣ ଯୋଗୁଁ ସ୍ୱାସ୍ଥ୍ୟହାନୀ ହେବା ସହ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ଆନ୍ଦୋଳନକୁ ଓଲ୍ହାଇଥିଲେ । ତେବେ ଗତ ଦୁଇ ଦିନ ହେଲା ପ୍ରଦୂଷଣ କରୁଥିବା ଏବଂ ଓଜନ ଓ ମାପରେ ଠକେଇ କରୁଥିବା ଅଭିଯୋଗରେ ଚଢ଼ାଉ ହେଉଥିବା ସୂଚନା ମିଳିଛି ।
ବ୍ରାହ୍ମଣୀ ନଦୀକୁ ଡ଼େଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ
ତାଳଚେର: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ସମଲ ବ୍ୟାରେଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ଶନିବାର ସକାଳ ପ୍ରାୟ ୬ ଟା ୪୫ ରେ ସମଲ ବ୍ୟାରେଜର ୨୪ ନମ୍ବର ଗେଟ୍ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପାଖରେ ଉପସ୍ଥିତ ଥିବା ଅଞ୍ଚଳବାସୀ ଏହା ଦେଖି ହଠାତ ବ୍ୟାରେଜ୍ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ବ୍ୟାରେଜ୍ କର୍ତ୍ତୃପକ୍ଷ ଖୋଲା ଥିବା ନିକଟସ୍ଥ ଗେଟ୍ ଗୁଡିକୁ ବନ୍ଦ କରିଥିଲେ । ସ୍ଥାନୀୟ କିଛି ଲୋକ ଗେଟ୍ ତଳକୁ ଯାଇ ଯୁବତୀଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିବା ପରେ ଡଙ୍ଗା ସାହାଯ୍ୟରେ ତାଙ୍କୁ କୁଳରେ ପହଞ୍ଚାଇଥିଲେ । ଦୁଃଖ ଏବଂ ପରିତାପର ବିଷୟ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲେ ହେଁ ବହୁ ବିଳମ୍ବରେ ଅର୍ଥାତ ଅଞ୍ଚଳବାସୀ ଯୁବତୀକୁ ଉଦ୍ଧାର କରିବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯୁବତୀକୁ ଉଦ୍ଧାର କରିବା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚିକିତ୍ସାଳୟକୁ ପଠାଯାଇଥିଲା । ଆତ୍ମହତ୍ୟା ଉଦ୍ୟମ ପଛର ରହସ୍ୟ ତଦନ୍ତ ପରିସର ଭୁକ୍ତ ।
ତାଳଚେର ପୋଲିସ କୁ ବଡ ସଫଳତା : ୧୧ ମୋଟରସାଇକେଲ ଜବତ-୪ଗିରଫ
ତାଳଚେର : ତାଳଚେର ପୁଲିସ ଦ୍ଵାରା ତାଳଚେର ଏବଂ ଅନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରି ୧୧ ଟି ଚୋରା ମୋଟରସାଇକେଲ ଉଦ୍ଧାର କରିଥିବା ବେଳେ ୪ ମୋଟରସାଇକେଲ ଲୁଟେରାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ , ଅନେକ ଦିନ ହେଲା ତାଳଚେର ସହରର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି ଅଭିଯୋଗ ହେଉଥିଲା ମଧ୍ୟ ଚୋରକୁ ପୋଲିସ ଧରିବାରେ ସକ୍ଷମ ହୋଇପାରିନଥିଲା । ଏଥିପାଇଁ ତାଳଚେର ଆଇଆଇସି ଶ୍ରୀନିବାସ ସେଠି ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ ।ଏହି ପୋଲିସ ଟିମ  ଘଟଣାର ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ।
ତେବେ ଗତକାଲି ତାଳଚେର ଆଦର୍ଶ ଥାନା ଅଧିକାରୀ ଏବଂ କର୍ମଚାରୀଙ୍କ ମିଳିତ ଚଢାଉ କରି ମୋଟରସାଇକେଲ ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲେ। ସେମାନଙ୍କୁ ପଚରାଉଚୁରା ପରେ ପୁଲିସ ବିଭିନ୍ନ ସ୍ଥାନରୁ ୧୧ ଟି ମୋଟରସାଇକେଲ ଉଦ୍ଧାର ମଧ୍ୟ କରିଥିଲା। ଗିରଫ ହୋଇଥିବା ମୁଖ୍ୟ ମୋଟରସାଇକେଲ ଲୁଟେରା ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ, ଦୁମାଣି ଗ୍ରାମର ବିଜୟ ପରିଡ଼ା ଓରଫ ହଟିଆ ଓ ତ୍ରୀନାଥ ରଣା , ଏବଂ କେନ୍ଦୁଝର ଜିଲ୍ଲା ତେଳକୋଇ ଥାନା ଅନ୍ତର୍ଗତ ଦେବାଶିଷ ରଣା ଓ ଦୀପକ କୁମାର ରଣା । ଏମାନେ ତାଳଚେର ଓ ଏହାର ଆଖପାଖ ଅଞ୍ଚଳ ଏବଂ କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି କରୁଥିଲେ।
ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟ ସରକାର ନେଇଛନ୍ତି ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ । ଏହି ମେଡିକାଲ କଲେଜକୁ ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ନାମରେ ନାମିତ କରାଯାଇଛି। ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରିଥିଲେ ବି ଦୀର୍ଘ ଦିନ ଧରି ଏମସିଏଲ କର୍ତ୍ତୃପକ୍ଷ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବାରେ ବୈମାତୃକ ମନୋଭାବ ପୋଷଣ କରୁଥିଲେ । ଯାହାକୁ ନେଇ ବାଦବିବାଦ ଲାଗି ରହିଥିବା ବେଳେ ଶେଷରେ ରାଜ୍ୟ ସରକାର ମେଡିକାଲ କଲେଜର ପରିଚାଳନା ଭାର ନେଇଛନ୍ତି ।
ମେଡିକାଲ କଲେଜର ପରିଚାଳନା ଓ ପ୍ରଶାସନିକ ବାବଦରେ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏନେଇ MCL କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ମେଡିକାଲ କଲେଜର ପ୍ରଶାସନିକ ଓ ପରିଚାଳନା ବାବଦକୁ ବ୍ୟୟ ଆକଳନ କରିଛନ୍ତି ଡିଏମଇଟି ନିର୍ଦ୍ଦେଶକ । ମେଡାକାଲ କଲେଜ ପାଇଁ ରାଜ୍ୟ ସରକାର ୨୦ ଏକର ଜାଗା ଦେବା ସହ ସବୁ ପ୍ରକାର ସହଯୋଗ କରିଥିଲେ । ୨୦୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ରଖିଥିଲେ । ୫୦୦କୋଟି ଟଙ୍କା ଖର୍ଚ୍ଚରେ ୧୦୦ ସିଟ୍ ବିଶିଷ୍ଟ ମେଡ଼ିକାଲ କଲେଜର ନିର୍ମାଣ କାମ ସରିଛି।