IAS Pooja Singhal - The Sakala

ସସପେଣ୍ଡ ହେଲେ ଝାଡଖଣ୍ଡର ବିବାଦୀୟ ଆଇଏଏସ ପୂଜା ସିଙ୍ଘଲ, ଦୁର୍ନୀତି ଅଭିଯୋଗରେ ଗିରଫ କରିଛି ଇଡି
ରାଞ୍ଚି: ମନରେଗା ସହ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ୨ ଦିନର ମାରାଥନ ଜେରା ପରେ ପୂଜା ସିଂଘଲଙ୍କୁ ଗତକାଲି ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାପରେ ଆଜି ସସପେଣ୍ଡ ହୋଇଛନ୍ତି ଏହି ବିବାଦୀୟ ଆଇଏଏସ ପୂଜା । ଝାଡଖଣ୍ଡ ସରକାର ତାଙ୍କୁ ନିଲମ୍ବନ କରିଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଖଣି ସହ ଉଦ୍ଦ୍ୟୋଗ ବିଭାଗର ସଚିବ ଥିବା ପୂଜାଙ୍କ ଘରୁ ବ୍ୟାପକ ଟଙ୍କା ଜବତ କରାଯାଇଥିଲା । ଏହା ପରେ ଇଡି ତାଙ୍କୁ ଏବଂ ତାଙ୍କର ସିଏଙ୍କୁ ଗିରଫ କରିଛି ।

ତାଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂଜା ସିଂଘଲ ଓ ତାଙ୍କର ବ୍ୟବସାୟୀ ସ୍ୱାମୀ ଅଭିଶେକ ଝାଙ୍କ ବିଭିନ୍ନ ଠିକଣାରେ ଏହି ମାସ ୬ ତାରିଖରେ ଇଡି ରେଡ୍ କରିଥିଲା । ପୂଜା ସିଂଘଲଙ୍କ ଘରୁ ନଗଦ ୧୯ କୋଟି ଟଙ୍କା ଜବତ କରିଥିଲା ଇଡି । ଏହି ମାମଲାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସୁମନ କୁମାରଙ୍କୁ ୭ ତାରିଖରେ ଗିରଫ କରାଯାଇଥିଲା ।