AICC - The Sakala

ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା, ଭାଙ୍ଗିଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି
ଭୁବନେଶ୍ୱର: ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା । ୩ଥର ବିଧାନସଭାକୁ ନିର୍ବାଚିତ ରାମଚନ୍ଦ୍ର କାଡାମ । ସେହିପରି ଅଶୋକ ଦାସଙ୍କୁ କଂଗ୍ରେସ ବିଧାୟକ ଦଳ ଉପନେତା ଭାବେ ଦାୟିତ୍ୱ ମିଳିଛି । କଂଗ୍ରେସ ଦଳର ମୁଖ୍ୟ ସଚେତକ ହେଲେ ସିଏସ ରାଜନ ଏକ୍କା ।

ଅନ୍ୟପଟେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ ହୋଇଛି । AICC ସଭାପତିଙ୍କ ଅନୁମୋଦନ କ୍ରମେ ପିସିସିର ସବୁ କମିଟି ଭଙ୍ଗ ହୋଇଛି। ସମସ୍ତ କମିଟି ଭାଙ୍ଗିବା ସହ ସବୁ ପଦାଧିକାରୀ ଦାୟିତ୍ବରୁ ହଟିଛନ୍ତି । ପିସିସି ଓ କାର୍ଯ୍ୟକାରୀ କମିଟି ମଧ୍ୟ ଭଙ୍ଗ ହୋଇଛି। ତେବେ ଜିଲ୍ଲା ସଭାପତିମାନେ ସଭାପତି ଦାୟିତ୍ବରେ ରହିବେ ବୋଲି ଜଣାପଡିଛି ।

ଆଜି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ; ମତଦାନ କରିବେ ୯୮୦୦ ପ୍ରତିନିଧି, ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ମିଳିବ ଅଣଗାନ୍ଧୀ ଅଧ୍ୟକ୍ଷ
ନୂଆଦିଲ୍ଲୀ: ଆଜି କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ୨୦୧୯ ଅଗଷ୍ଟରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ନୂଆ ଅଧ୍ୟକ୍ଷ ବାଛିବାକୁ ଦଳ ପକ୍ଷରୁ ଯେଉଁ ଦାବି କରାଯାଇ ଆସୁଥିଲା ତାହା ପ୍ରାୟ ୩ ବର୍ଷ ପରେ ପୂରଣ ହେବାକୁ ଯାଉଛି। ଯାହାକୁ ନେଇ ଦଳୀୟ କର୍ମୀ ଉତ୍ସାହିତ ରହିଛନ୍ତି ଏବଂ ଦଳ ମଧ୍ୟରେ ଅଧ୍ୟକ୍ଷ ନିର୍ବାଚନକୁ ନେଇ ରହିଆସିଥିବା ଦୀର୍ଘ ଅସନ୍ତାଷ ଦୂର ହେବ ବୋଲି ଆଶା କରାଯାଉଛି। ତେବେ ନିର୍ବାଚନ ପରେ ଦଳର ଭିବଷ୍ୟତ କିଭଳ ରହିବ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ବିଶେଷକରି ଦଳର ଆଭିମୁଖ୍ୟ ଏବଂ ପରିଚାଳନାରେ କିଛି ପରିବର୍ତ୍ତନ ଆସିବ ନା ସେହି ପୁରୁଣା ଢଙ୍ଗରେ ଦଳ ପରିଚାଳିତ ହେବ ତାହା କେବଳ ଦଳୀୟ ନେତା ବା କର୍ମୀ ନୁହେଁ, ବରଂ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି।

ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ପ୍ରାର୍ଥୀ ଚୟନ କ୍ଷେତ୍ରରେ ବହୁ ତର୍ଜମା ଏବଂ ଅଙ୍କକଷା ପରେ ଶେଷରେ ମଲ୍ଲିକାର୍ଜ୍ଜୁନ ଖଡଗେ ଏବଂ ଶଶୀ ଥରୁରଙ୍କ ଭଳି ଦୁଇ ବରିଷ୍ଠ ନେତା ନିର୍ବାଚନୀ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହୋଇଥିଲେ। ରାଜ୍ୟସଭା ନେତା ଏବଂ ଦୀର୍ଘ ୫୦ ବର୍ଷ ଧରି କଂଗ୍ରେସ ସହ ରହିଆସିଥିବା ୮୦ ବର୍ଷୀୟ ଖଡ୍‌ଗେଙ୍କ ଦଳ ପ୍ରତି ନିଷ୍ଠା ଓ ଆନୁଗତ୍ୟକୁ ନେଇ ତାଙ୍କ ପ୍ରତି ଦଳୀୟ ହାଇକମାଣ୍ଡଙ୍କ ଆଶୀର୍ବାଦ ରହିଛି। ତେଣୁ ତାଙ୍କ ପ୍ରତି ଯୁବ ଏବଂ ପ୍ରାପ୍ତ ବୟସ୍କ ନେତାଙ୍କ ସମର୍ଥନ ରହିବା ସ୍ବାଭାବିକ କଥା। କିନ୍ତୁ ତିନି ତିନିଥର ଲୋକସଭା ସାଂସଦ ରହି ଆସିଥିବା ୬୬ ବର୍ଷୀୟ ଅନ୍ୟତମ ବରିଷ୍ଠ ନେତା ଶଶୀ ଥରୁର ଏହି ନିର୍ବାଚନକୁ ନେଇ କିଛି ଭିନ୍ନ ଆଭିମୁଖ୍ୟ ରଖିଛନ୍ତି। କଂଗ୍ରେସ ୨୦୦୪ ଏବଂ ୨୦୦୯ରେ ଭଲ ପ୍ରଦର୍ଶନ କରିଥିଲା। ହେଲେ ୨୦୧୪ରେ ଦଳ ଯେଉଁ ପରିଣାମ ଭୋଗିଥିଲା ତାହା ଆଜି ମଧ୍ୟ ଚିନ୍ତାର କାରଣ ହୋଇଛି।

୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ମୋଦୀ ସରକାରକୁ ମାତ୍‌ ଦେବାକୁ ଦଳ ପଣ କରିଛି। ହେଲେ ଏଥିପାଇଁ ଦଳକୁ ତୃଣମୂଳ ସ୍ତରରୁ ସଶକ୍ତ କରିବା ସହିତ ଏକ ନୂଆ ରଣନୀତି ନେଇ କାର୍ଯ୍ୟ କରିବାକୁ ପଡ଼ିବ। ଏହାକୁ ଆୟୁଧ କରିଛନ୍ତି ଥରୁର୍‌। ତେଣୁ ଦଳୀୟ କର୍ମୀ ଓ ନେତା କ’ଣ ଚାହୁଁଛନ୍ତି ତାହା ନିର୍ବାଚନ ଫଳାଫଳରୁ ହିଁ ଜଣାପଡ଼ିବ ବୋଲି ଥରୁର କହିଛନ୍ତି। ଯଦିଓ ଖଡଗେଙ୍କ ସହ ତାଙ୍କର କୌଣସି ମତଭେଦ ନାହିଁ ଏବଂ ଦଳକୁ ମଜବୁତ କରିବା ହିଁ ଉଭୟଙ୍କ ଲକ୍ଷ୍ୟ ରହିଛି , ତେବେ ଦଳ ପରିଚାଳନା ଏବଂ ଭବିଷ୍ୟତ ପ୍ରସ୍ତୁତି ପାଇଁ ରଣନୀତି ଗ୍ରହଣ କରିବା କ୍ଷେତ୍ରରେ ଉଭୟଙ୍କ ମାନସିକତା ଭିନ୍ନ । ତେଣୁ ଦଳ ଯଦି ପାରମ୍ପରିକ ନୀତିରେ ପରିଚାଳିତ ହେବାକୁ ଚାହୁଁଥାଏ ତେବେ ଖଡଗେ ବିଜୟୀ ହେବେ। ଆଉ କିଛି ନୂଆ କରିବାକୁ ଥିଲେ କର୍ମୀମାନେ ତାଙ୍କୁ ବିଜୟୀ କରିବେ ବୋଲି ଥରୁର କହିଛନ୍ତି।

ତେବେ ଆଜି ସାରା ଦେଶରେ ଦଳର ୯୮୦୦ ପ୍ରତିନିଧି ହିଁ ଏହି ନିଷ୍ପତ୍ତି ନେବେ। ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ପକ୍ଷରୁ ୨୦୨୧ ଅକ୍ଟୋବର ରୁ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ସଦସ୍ୟ ଯୋଗାଡ଼ ଅଭିଯାନ ଚାଲିଥିଲା। ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୦ ନିୟୁତ କର୍ମୀ ଓ ସଦସ୍ୟ ଦଳରେ ସାମିଲ ହୋଇଥିଲା ବେଳେ ଏହାପରେ ନିର୍ବାଚନ ପାଇଁ ପ୍ରତିନିଧି ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ପ୍ରତିନିଧିମାନେ ହିଁ ପରବର୍ତ୍ତୀ ଅଧ୍ୟକ୍ଷ ବାଛିବେ ଏବଂ ଦଳର ଭବିଷ୍ୟତ ନିର୍ଦ୍ଧାରଣ କରିବେ।

ପିସିସି ସଭାପତିଙ୍କୁ ନେଇ ତୁଟୁନି ସଂଶୟ: ବରିଷ୍ଠ ନେତାଙ୍କ ସହ ଦ୍ୱିତୀୟ ଦଫା ହେବ ଆଲୋଚନା
ଭୁବନେଶ୍ୱର: ରାଜ୍ୟର ସବୁ କଂଗ୍ରେସ ବିଧାୟକ, ଏକମାତ୍ର ସାଂସଦ ଏବଂ ବରିଷ୍ଠ ନେତା ନୂଆଦିଲ୍ଲୀ ଗସ୍ତ କରି ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କୁ ଭେଟିଲେ। ଦଳର ସଙ୍ଗଠନ ଏବଂ ପରବର୍ତ୍ତୀ ନେତୃତ୍ୱ ନେଇ ନିର୍ଦ୍ଦିଷ୍ଟ ଭାବେ ମତ ରଖିଲେ। ଔପଚାରିକ ଭାବେ ରାହୁଲଙ୍କ ସହ ସମସ୍ତଙ୍କ ଫଟୋ ଉଠାଗଲା। ମାତ୍ର ଯେଉଁ ନିଷ୍ପତ୍ତି ରାହୁଲ ଶୀଘ୍ର ନେବେ ବୋଲି ଦଳୀୟ ନେତାମାନେ ଭାବିଥିଲେ, ତାହା ହେଲା ନାହିଁ। ପିସିସି ସଭାପତି କିଏ ହେବ, ସେ ନେଇ କେହି ସାମାନ୍ୟତମ ସୂଚନା ପାଉନାହାନ୍ତି। ରାହୁଳଙ୍କୁ ଭେଟିବା ପରେ ରାଜ୍ୟର ନେତାମାନେ ନିଜ ଇଚ୍ଛାମତେ ମନ୍ତବ୍ୟ ଓ ଟିପ୍ପଣୀ ଦେଉଛନ୍ତି। ଯାହାକୁ ନେଇ କର୍ମୀ ଓ କର୍ମକର୍ତ୍ତାଙ୍କ ମହଲରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି।

ଗୋଟିଏ ଗୋଷ୍ଠୀ ଶରତ ପଟ୍ଟନାୟକ ପିସିସି ସଭାପତି ହେବା ଏକ ପ୍ରକାର ନିଶ୍ଚିତ ବୋଲି କହୁଛନ୍ତି। ଅନ୍ୟ ଗୋଟିଏ ଗୋଷ୍ଠୀ ମତରେ ଶରତଙ୍କୁ ପିସିସି ସଭାପତି ଭାବରେ ଦେଖିବାକୁ ସଂଖ୍ୟାଧିକ ବିଧାୟକ ଓ ଦଳୀୟ ନେତା ରାଜି ନୁହନ୍ତି। ଏହା ମଧ୍ୟରୁ କେଉଁଠି ସତ୍ୟ ତାହା ଏବେ ବି ଅସ୍ପଷ୍ଟ। ପୁନଶ୍ଚ ବିଧାୟକଙ୍କ ସହ ଆଲୋଚନା କାଳରେ ରାହୁଲ ଗାନ୍ଧୀ ସର୍ବାଧିକ ସମୟ ନରସିଂହ ମିଶ୍ରଙ୍କ ସହ କଥା ହୋଇଥିଲେ। ନରସିଂହ ମିଶ୍ର ବଲାଙ୍ଗୀର ବିଧାୟକ ଥିବା ବେଳେ ତାଙ୍କ ପୁଅ ବଲାଙ୍ଗୀର ଲୋକସଭାରୁ ଦଳୀୟ ପ୍ରାର୍ଥୀ ହୋଇଥିଲେ। ସେହି ଆସନରୁ ଶରତ ପଟ୍ଟନାୟକ ଲଢିବାକୁ ଆଗ୍ରହ ରଖିଥିଲେ। ମାତ୍ର ତାଙ୍କୁ ସମ୍ବଲପୁରରୁ ଲଢ଼ାଗଲା। ବଲାଙ୍ଗୀର ହେଉ କି ପଶ୍ଚିମ ଓଡ଼ିଶା କିମ୍ବା ରାଜ୍ୟ ରାଜନୀତିରେ ଶରତଙ୍କ ପ୍ରାଧାନ୍ୟ ବଢ଼ୁ, ଏକଥା ନରସିଂହଙ୍କ ଗୋଷ୍ଠୀ କେବେ ଚାହିଁବ ନାହିଁ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି। ତେଣୁ ଶରତଙ୍କୁ ନେଇ ନିଷ୍ପତ୍ତି ନେବାରେ ହାଇକମାଣ୍ଡ ବିଳମ୍ବ କରୁଥିବା ଅନେକ ମନେ କରୁଛନ୍ତି। ପୁନଶ୍ଚ ନରସିଂହଙ୍କ ସହ ତାରା ପ୍ରସାଦ ବାହିନୀପତି ସବୁ ବେଳେ ସ୍ୱର ମିଳାଇଛନ୍ତି। ସେହିପରି ତାରା ବିଧାୟକ ରମେଶ ଚନ୍ଦ୍ର ଜେନା, ଦାଶରଥି ଗମାଙ୍ଗ ଏବଂ ଦକ୍ଷିଣ ଓଡ଼ିଶା ଏକାଧିକ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପ୍ରଭାବିତ କରିବାର କ୍ଷମତା ରଖିଥାନ୍ତି। ତେଣୁ ଶରତଙ୍କୁ ନେଇ ଗଣିତର ଭାଗଶେଷ ଛିଡ଼ୁ ନ ଥିବା କୁହାଯାଉଛି।ଅନ୍ୟପକ୍ଷରେ କାର୍ଯ୍ୟକାରୀ ସଭାପତି ପଦ ପାଇଁ ମହମ୍ମଦ ମୋକ୍କିମ, ଶରତ ରାଉତ, ରମେଶ ଜେନା ଏବଂ ଅଧିରାଜ ପାଣିଗ୍ରାହୀଙ୍କ ନାଁ ଚର୍ଚ୍ଚାରେ ରହିଛି। ମାତ୍ର ମୋକ୍କିମ ନିଜର ଦିଲ୍ଲୀ ଏଜେନ୍ସି ଜରିଆରେ କୌଣସି ଉପାୟରେ ପିସିସି ସଭାପତି ପଦ ହାତେଇବା ସୁଯୋଗ ହାତଛଡା କରୁନାହାନ୍ତି। ଚର୍ଚ୍ଚାରେ ନ ଥିଲେ ବି ଦେବାଶିଷ ପଟ୍ଟନାୟକ ମଧ୍ୟ କାର୍ଯ୍ୟକାରୀ ସଭାପତି ପଦ ଉପରେ ଆଖି ପକେଇଛନ୍ତି। ଯଦି ଚିରଞ୍ଜୀବ ବିଶ୍ୱାଳଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ କରାଯିବ, ତେବେ ଭକ୍ତ ଚରଣ ଦାସଙ୍କୁ କେଉଁ ଦାୟିତ୍ୱ ଦିଆଯିବ ତାହା ସନ୍ଦେହ ସୃଷ୍ଟି କରିଛି। ନିରଞ୍ଜନ ପଟ୍ଟନାୟକଙ୍କର ପ୍ରଭାବ କିଛି କମ୍‍ ନାହିଁ। ଜାତୀୟସ୍ତରରେ ମଧ୍ୟ ତାଙ୍କର ଢ଼େର ସମର୍ଥକ ଅଛନ୍ତି। ଜଣେ ନିକଟତମ ବ୍ୟକ୍ତିଙ୍କୁ ପିସିସି ସଭାପତି ପଦରେ ବସାଇବାକୁ ସେ ଚେଷ୍ଟା କରୁଥିବା ଆଲୋଚନା ହେଉଛି। ଆବଶ୍ୟକ ହେଲେ ନିରଞ୍ଜନଙ୍କ ପକ୍ଷରୁ ଗଣେଶ୍ୱର ବେହେରା, ସପ୍ତଗିରୀ ଉଲ୍ଲାକାଙ୍କ ନାଁ ଆଗକୁ ନିଆଯାଇପାରେ। ସେହିପରି ଯଦି ତାଙ୍କ ପୁତ୍ର ନବଜ୍ୟୋତି ପଟ୍ଟନାୟକଙ୍କୁ କାର୍ଯ୍ୟକାରୀ ସଭାପତି କିମ୍ବା ଏଆଇସିସି ସମ୍ପାଦକ ଭାବେ ଥଇଥାନ କରାଯିବ, ତେବେ ନିରଞ୍ଜନ ଯେ କୌଣସି ପିସିସି ସଭାପତିଙ୍କୁ ବି ସମର୍ଥନ ଦେବେ ବୋଲି କୁହାଯାଉଛି। ଇସ୍ତାହାର ପ୍ରସ୍ତୁତି, ଯୁବ ଏବଂ ଛାତ୍ର ମାନଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସହ ଜାତୀୟସ୍ତରୀୟ ରଣନୀତି ପ୍ରସ୍ତୁତିରେ ପ୍ରସାଦ ହରିଚନ୍ଦନଙ୍କୁ ନିଆଯିବା ନେଇ ଚିନ୍ତା କରାଯାଉଛି। ଇତି ମଧ୍ୟରେ ପୂର୍ବତନ କାର୍ଯ୍ୟକାରୀ ସଭାପତି ଭକ୍ତ ଚରଣ ଦାସଙ୍କୁ ନେଇ ଏଆଇସିସି ଆଭିମୁଖ୍ୟ ଉପରେ ମଧ୍ୟ ବହୁତ କିଛି ନିର୍ଭର କରୁଛି। ଆସନ୍ତା ୧୬ ତାରିଖରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ୪ ବରିଷ୍ଠ ନେତାଙ୍କ ସହ ରାହୁଲ ଆଉଥରେ ଆଲୋଚନା କରିପାରନ୍ତି। ତେଣୁ ପିସିସି ନିଷ୍ପତ୍ତି କିଛିଦିନ ବିଳମ୍ବିତ ହେବା ଏକ ପ୍ରକାର ସୁନିଶ୍ଚିତ ବୋଲି କୁହାଯାଉଛି।