Banks will be closed for four days - The Sakala

ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ : ୪ ଦିନ ବନ୍ଦ ରହିବ ବ୍ୟାଙ୍କ
ଭୁବନେଶ୍ବର : ଚଳିତ ସପ୍ତାହରେ ୪ ଦିନ ବନ୍ଦ ରହିପାରେ ବ୍ୟାଙ୍କ। ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ। ଯାହା ଫଳରେ ମାର୍ଚ୍ଚ ୧୫ ଓ ୧୬ ତାରିଖରେ ହେବ ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଯୋଗୁ ବ୍ୟାଙ୍କ ବନ୍ଦ ରହିବ।

ଧର୍ମଘଟରେ ରାଜ୍ୟର ୫୫୦୦ ବ୍ୟାଙ୍କ ୩୦ ହଜାର କର୍ମଚାରୀ ସାମିଲ ହେବେ । ହି ଦୁଇ ଦିନ ଧର୍ମଘଟ ଯୋଗୁ ଅଧିକାଂଶ ପବ୍ଲିକ ସେକ୍ଟର ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କ ବନ୍ଦ ରହିବ। ଏନେଇ ଏଆଇବିଓସି ଓଡିଶା ୟୁନିଟ ସଭାପତି ଦାମୋଦର ନନ୍ଦ ସୂଚନା ଦେଇଛନ୍ତି ।  ସେହିପରି ଚଳିତ ସପ୍ତାହର ୧୩ ତାରିଖରେ ଦ୍ୱିତୀୟ ଶନିବାର ଓ ରବିବାର ୧୪ ତାରିଖ ଛୁଟି ଥିବାରୁ ବ୍ୟାଙ୍କ ବନ୍ଦ ରହିବ। ମୋଟ୍ ଉପରେ ଚଳିତ ସପ୍ତାହରେ ୪ ଦିନ ବ୍ୟାଙ୍କ ଛୁଟି ରହିବ।