RPF jawan - The Sakala

'ମୁଁ ସିଂହ, ତୋର ଔକାତ କ’ଣ...': ଆରପିଏଫ୍ ଯବାନଙ୍କୁ ଆଖି କାଢ଼ିନେବାକୁ ଧମକ ଦେଲେ ରେଳ ଅଧିକାରୀ, ଭିଡିଓ ଭାଇରାଲ
ମଉ: ଉତ୍ତର ପ୍ରଦେଶରେ ନିଜ ଜାତିର ଦ୍ୱାହି ଦେଇ ଦାଦାଗିରି କରିବା ଯେମିତି ଏକ ଟ୍ରେଣ୍ଡ ପାଲଟିଯାଇଛି। କାନପୁରର ଆସ୍ଥା ସିଂହଙ୍କ ଘଟଣା ଶାନ୍ତ ନପଡୁଣୁ ଏବେ ମଉ ଜିଲ୍ଲାରୁ ଏକ ସଙ୍ଗୀନ ମାମଲା ସାମ୍ନାକୁ ଆସିଛି। ମଉ ରେଳ ଷ୍ଟେସନରେ କାର୍ଯ୍ୟରତ ଜଣେ ପାର୍ସଲ ଅଧୀକ୍ଷକ ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘି ଜଣେ ଆରପିଏଫ୍ (RPF) ଯବାନଙ୍କୁ ସର୍ବସାଧାରଣରେ ଆଖି କାଢ଼ି ନେବାର ଧମକ ଦେଇଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି।

"मैं मैं राकेश कुमार "सिंह, पार्सल अधीक्षक मऊ, आंखिया निकाल लेब, औकात में रहो"

गजब गुंडई है भाई, ये कौन तोप हैं, जो खुलेआम रंगबाजी झाड़ रहे हैं.

एक RPF जवान को कैसे धमका रहे हैं, समझिये pic.twitter.com/dLK0wNVJCf

— Priya singh (@priyarajputlive) February 11, 2026

ପାର୍ସଲ ନେବାକୁ ଯାଇଥିଲେ ଯବାନ

ସୂଚନା ଅନୁଯାୟୀ, ଭାଇରାଲ ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ହେଉଛନ୍ତି ମଉ ରେଳ ଷ୍ଟେସନର ପାର୍ସଲ ଅଧୀକ୍ଷକ ରାଜେଶ ସିଂହ। ସେ ଡ୍ୟୁଟିରେ ଥିବା ଆରପିଏଫ୍ ଯବାନ ଅମିତ କୁମାର ଯାଦବଙ୍କ ସହ ଅଭଦ୍ର ଆଚରଣ କରୁଥିବା ଦେଖିବାକୁ ମିଳିଛି। ପୀଡ଼ିତ ଯବାନ ଅମିତ ମୂଳତଃ ମଉର ଘୋସି ଅଞ୍ଚଳର ବାସିନ୍ଦା ଏବଂ ବର୍ତ୍ତମାନ ଛତିଶଗଡ଼ର ବିଳାସପୁରରେ କାର୍ଯ୍ୟରତ ଅଛନ୍ତି। ଅମିତ ନିଜର ଏକ ପାର୍ସଲ ନେବା ପାଇଁ ମଉ ଷ୍ଟେସନ ପହଞ୍ଚିଥିଲେ। ଅଭିଯୋଗ ହୋଇଛି ଯେ, ଏହି ସମୟରେ କୌଣସି କଥାକୁ ନେଇ ପାର୍ସଲ ଅଧୀକ୍ଷକ ରାଜେଶ ସିଂହ ଉତ୍ତ୍ୟକ୍ତ ହୋଇ ଯବାନଙ୍କ ସହ ଦୁର୍ବ୍ୟବହାର ଆରମ୍ଭ କରିଦେଇଥିଲେ।

'ମୁଁ ସିଂହ, ତୋର ଔକାତ କ’ଣ?'

ଭିଡିଓରେ ରାଜେଶ ସିଂହ ଚିତ୍କାର କରି କହୁଛନ୍ତି, "ମୁଁ ସିଂହ, ମୋ ସାମ୍ନାରେ ତୋର ଔକାତ କ’ଣ? ଆଖି କାଢ଼ି ନେବି..."। ଜଣେ ଦାୟିତ୍ୱବାନ ଅଧିକାରୀ ହୋଇ ମଧ୍ୟ ସେ ଅତ୍ୟନ୍ତ ଅଶାଳୀନ ଭାଷା ବ୍ୟବହାର କରିଥିଲେ। ତେବେ ଅନ୍ୟପକ୍ଷରେ ଆରପିଏଫ୍ ଯବାନ ଅମିତ କୁମାର ଯାଦବ ତାଙ୍କର ଏଭଳି ଧମକ ସତ୍ତ୍ୱେ ଅତ୍ୟନ୍ତ ଧୈର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରୁଥିବା ଦେଖାଯାଇଛି। ସେ ଅଧୀକ୍ଷକଙ୍କ ଉତ୍ତେଜନାପୂର୍ଣ୍ଣ କଥାର ଉତ୍ତର ଶାଳୀନତାର ସହ ଦେଉଥିଲେ।

କାର୍ଯ୍ୟାନୁଷ୍ଠାନ ଦାବି

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ପାର୍ସଲ ଅଧୀକ୍ଷକଙ୍କ ଅହଂକାର ଏବଂ କାର୍ଯ୍ୟଶୈଳୀକୁ କଡ଼ା ନିନ୍ଦା କରୁଛନ୍ତି। ରେଳ ବିଭାଗର ଏହି ଅଧିକାରୀଙ୍କ ଜାତିଆଣ ଦାଦାଗିରି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଖବର ଅନୁଯାୟୀ, ଭିଡିଓଟି ରେଳବାଇର ଉଚ୍ଚ ଅଧିକାରୀଙ୍କ ନଜରକୁ ଆସିଛି।

ଆତଙ୍କୀଙ୍କ ସାମ୍ନା ପାଇଁ ଭୁବନେଶ୍ଵର ଷ୍ଟେସନରେ RPF ପକ୍ଷରୁ ଫ୍ଳାଗ୍ ମାର୍ଚ୍ଚ
ଭୁବନେଶ୍ବର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ହାଇ ଆଲର୍ଟ। ସବୁ ଷ୍ଟେସନରେ ଫ୍ଳାଗ୍ ମାର୍ଚ୍ଚ କରିବା ସହ ଲୋକଙ୍କୁ ସତର୍କ କରାଯାଉଛି। ଏହି କ୍ରମରେ ଭୁବନେଶ୍ଵରରେ ଷ୍ଟେସନରେ RPF ପକ୍ଷରୁ ଫ୍ଳାଗ୍ ମାର୍ଚ୍ଚ କରାଯିବା ସହ ଲୋକଙ୍କୁ ସଚେତନ କରାଯାଉଛି । କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଜିନିଷ ଦେଖିବା ମାତ୍ରେ ତୁରନ୍ତ GRP କିମ୍ବା RPF କୁ ସୂଚନା ଦେବା ପାଇଁ ଲୋକଙ୍କୁ କୁହାଯାଉଛି। ସେହିଭଳି କୌଣସି ଲୋକ ସନ୍ଦେହଜନକ କାର୍ଯ୍ୟ କରୁଥିବା ଦେଖିଲେ ତୁରନ୍ତ ଖବର ଦେବା ପାଇଁ RPF ପକ୍ଷରୁ କୁହାଯାଉଛି । ସମସ୍ତ୍ ଯାତ୍ରୀଙ୍କର ଲଗେଜ୍ ସ୍କାନ୍ କରିବା ସହ ବ୍ୟାଗ୍ ଚେକିଂ କରାଯାଉଛି। ଡାକବାଜି ଯନ୍ତ୍ର ଦ୍ଵାରା ସମସ୍ତ୍ ରେଳ ଯାତ୍ରୀଙ୍କୁ ଏହିଭଳି ଆଲର୍ଟ କରାଯାଉଛି ।

ଷ୍ଟେସନ ଛାଡିବା ବେଳେ ଗଳି ପଡିଲେ ଦୁଇ ମହିଳା, ଜୀବନ ବଞ୍ଚାଇଲେ ଆରପିଏଫ ଯବାନ
ଭୁବନେଶ୍ବର: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୨ ଟ୍ରେନ ଯାତ୍ରୀ । ୨ ମହିଳାଙ୍କ ଜୀବନ ବଞ୍ଚାଇଲେ ଆରପିଏଫ ଯବାନ ସନାତନ ସେଠୀ । ପଲାସା-କଟକ ପାସେଞ୍ଜର ଟ୍ରେନରେ ଇଛାପୁରମରୁ ଦୁଇ ଜଣ ମହିଳା ଓ ସେମାନଙ୍କ ଦୁଇ ପୁଅ ଭୁବନେଶ୍ୱର ଆସୁଥିଲେ । ଭୁବନେଶ୍ୱର ଷ୍ଟେସନ ପ୍ଲାଟଫର୍ମ ନଂ-୩ରେ ଟ୍ରେନ ଛାଡୁ ଥିବା ସମୟରେ ଦୁଇ ଜଣ ମହିଳା ଯାତ୍ରୀ ତରବରରେ ଓହ୍ଲାଉ ଥିବା ବେଳେ ହଠାତ୍‌ ସେମାନଙ୍କର ଗୋଡ଼ ଖସି ଯାଇଥିଲା । ସେହି ସମୟରେ ଜଣେ ଆରପିଏଫ ଯବାନ ନିଜର ଉପସ୍ଥିତି ବୁଦ୍ଧି ପାଇଁ ଦୁଇ ଦୁଇଟି ଜୀବନ ବଞ୍ଚିଯାଇଛି। ଘଟଣା ସମୟର ଦୃଶ୍ୟ ଭୁବନେଶ୍ୱର ରେଲୱେ ଷ୍ଟେସନର ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏଥିପାଇଁ ଆରପିଏଫ ଯବାନଙ୍କୁ ଭୁବନେଶ୍ଵର ରେଲୱେ ଷ୍ଟେସନ ପକ୍ଷରୁ ସାହସିକତା ପୁରସ୍କାର ଦିଆଯିବ ବୋଲି ଜଣାପଡ଼ିଛି।